Top Tweets for #sukanttutorial
UG Admission Update (2026–27)
The 2nd Round Selection under Phase-I for UG (Degree) Programmes for the Academic Session 2026–27, which was scheduled to be published on 02.07.2026 has been postponed.
#Plus3Admission2026 #SecondMeritList #DegreeAdmission #SukantTutorial
+2 Admission ପାଇଁ କେବେ 1st Selection Merit List ଆସିବ ଏବଂ କେବେ ଆଡ଼ମିଶନ୍ ହେବ ଜାଣନ୍ତୁ
#Plus2Admission2026 #Plus2MeritList #SelectionMeritList #OdishaPlus2 #SAMSOdisha #OdishaAdmission #MeritList2026 #Plus2Admission #SukantTutorial #OdishaStudents #CollegeAdmission
ସମ୍ମାନନୀୟ ସାର୍ @CMO_Odisha @MohanMOdisha @scstdevdept @NityanandaBJP ୨୦୨୫-୨୬ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି ।
#OdishaScholarshipDelay2026 #SukantTutorial
ସମ୍ମାନନୀୟ ସାର୍ @CMO_Odisha @MohanMOdisha @scstdevdept @NityanandaBJP ୨୦୨୫-୨୬ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି ।
#OdishaScholarshipDelay2026 #SukantTutorial

ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କଲେ ପୋଷ୍ଟ-ମାଟ୍ରିକ୍ ସ୍କଲାରସିପ୍ ରେ ଛାତ୍ରଙ୍କୁ ₹୧୬,୦୦୦ ଏବଂ ଛାତ୍ରୀଙ୍କୁ ₹୧୭,୦୦୦ ଟଙ୍କା ପ୍ରଦାନ କରାଯିବ ...... ଘୋଷଣା କରାଗଲା କିନ୍ତୁ ମିଳୁନି
#odisha #sukanttutorial #postmatricscholarship
@mohanmodisha @cmo_odisha @stscdevelopment @NityanandaBJP @SukantTutorial

Important Update for Students:
Extension of timeline for Post Matric Scholarship for the AY 2025-26
#sukanttutorial #scholarship #odisha #OdishaScholarship

ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି
-ବାତ୍ୟା 'ମୋନ୍ଥା' ପାଇଁ ଯୁକ୍ତ ୨ ଫର୍ମ ପୂରଣ ଶେଷ ତାରିଖ ଅବଧି ବୃଦ୍ଧି
-ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ବୃଦ୍ଧି
-ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣ ଶେଷ ତାରିଖ
-କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ CHSEର ନିଷ୍ପତ୍ତି
#PlusTwo #FormFillup #Odisha #SukantTutorial

ଓଡ଼ିଶାରେ ୧୯୯୯ ଅକ୍ଟୋବର ୨୯ ଠାରୁ ୨୦୨୫ ଅକ୍ଟୋବର ୨୮ ତାରିଖରେ ଘଟିଥିବା ବାତ୍ୟାର ନାମ ଓ ତାରିଖ ।
#Cyclone #SukantTutorial #Odisha

୮ ଜିଲ୍ଲାରେ ସ୍କୁଲ ଛୁଟି - ଗଣଶିକ୍ଷା ବିଭାଗ
'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି । ସ୍କୁଲ ଛୁଟି ଘୋଷଣା କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତାକାଲିଠୁ (ଅକ୍ଟୋବର୨୮) ରୁ ଅକ୍ଟୋବର ୩୦ ଯାଏଁ ୮ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ।
#School #Montha #Cyclone #SchoolClosed #Odisha #SukantTutorial

+3 ପରୀକ୍ଷାରେ ହେରଫେର ଅଭିଯୋଗ । ଅଧ୍ୟକ୍ଷଙ୍କ ବାସଭବନରେ ଉତ୍ତର ଖାତା । @DHE_Odisha @suryabanshibjp ଘଟଣାର ତଦନ୍ତ କରାଯାଇ ସତ୍ୟତା ସାମ୍ନାକୁ ଅଣାଯାଉ । ଯଦି ଏ ଅଭିଯୋଗ ସତ ତାହାଲେ ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ ।
#Education #Odisha #SukantTutorial

Vivekananda Shiksha Kendra Scholarship For AY 2025-26
ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିବେକାନନ୍ଦ ମେଧାବୃତ୍ତି ୨୦୨୫-୨୬ ଆୟୋଜନ କରାଯାଉଛି
◆ Apply Last Date : 19/November/2025
◆ Apply Link : https://t.co/MNTuLfUNAJ…
#SukantTutorial #Scholarship #Odisha

Good News to All Students
Extended Dateline for Online Application & Validation of e-Medhabruti (UG Merit , PG Merit , Technical & professional Merit) , GSSY , VFMB Scholarship AY 2025-26 for Fresh / Renewal Students. #Scholarship #odisha #sukanttutorial

Odisha State Scholarship Portal is totally down & not working Kindly Extended GSSY, VFMB & e-Medhabruti Scholarship date and all date which is relevant.
@IPR_Odisha @AmaShasana @DHE_Odisha @CMO_Odisha @suryabanshibjp @MohanMOdisha @EduMinOfIndia
#scholarship #sukanttutorial

Odisha State Scholarship Portal
Website ସବୁବେଳେ ସମସ୍ୟା ରହୁଛି, ବାରମ୍ବାର ପ୍ରୟାସ କଲେ ମଧ୍ୟ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି, ଏଥିପ୍ରତି ଧ୍ୟାନ ଦେବାକୁ ବିନମ୍ର ଅନୁରୋଧ ।@CMO_Odisha, @scstdevdept, @DHE_Odisha ଦୟା କରି ଆବେଦନ ତାରିଖ ବଢ଼ାଇଲେ ପିଲାମାନେ ଠିକ୍ ସେ ଆବେଦନ କରି ପାରିବେ ।#SukantTutorial

ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫ କେଜି ଚାଉଳ । ୧୯ ଜିଲ୍ଲାରେ ପରିବାର ପିଛା ୩ ମାସ ପାଇଁ ଅଧିକ ୫ କେଜି ଚାଉଳ ଦେବାକୁ ନିର୍ଦ୍ଦେଶ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ । ଏନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ଚିଠି।
#OdishaFoodDistribution #RationCardUpdate #SukantTutorial #Odisha

Timeline for SPOT admission into U.G(+3) , P.G, 2 Years B.Ed./M.Ed., 3 Years LL.B. and 3 Years lntegrated B.Ed.- M.Ed. Courses under SAMS for the Academic Session 2025 -26
#admission #sukanttutorial #odisha

Agriculture & FE Department has been inviting online applications for "Krishi Vidya Nidhi Yojana" Scholarship for AY 2025-26. Eligible GENERAL,ST,SC,OBC/SEBC,EBC students are requested to register and apply for Scholarship by 30.11.2025 positively.
#odisha #sukanttutorial

Dateline Extended for Online Application & Validation of Scholarship under Mukhyamantri Medhabi Chhatra Protsahan Yojana 2025-26 for Fresh Students.
#ugmeritscholarship #emedhabruti #vfmb #gssy #scholarship #sukanttutorial #odisha

ସମ୍ମାନନୀୟ ସାର୍ @CMO_Odisha @MohanMOdisha @scstdevdept @NityanandaBJP ୨୦୨୪-୨୫ ଶିକ୍ଷାବର୍ଷ ଶେଷ ହେଲାଣି କିନ୍ତୁ ଏ ପର୍ଯ୍ୟନ୍ତ ବି ବହୁତ ପିଲାଙ୍କୁ ପୋଷ୍ଟ୍-ମାଟ୍ରିକ୍ ସ୍କଲାରସିପ୍ ଟଙ୍କା ମିଳିନି ଯାହା ଫଳରେ ବହୁତ ପିଲା ଉଚ୍ଚଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି ।
#OdishaScholarshipDelay2025 #SukantTutorial

Godabarisha Vidyarthi Protsahana Yojana "Laptop DBT Scheme- " for 2025
🗓️ Apply between 01.07.2025 to 21.07.2025 at https://t.co/VKFwHIdw68 using your Aadhaar-linked mobile number.
📘 Details at: https://t.co/n3ExGcEY1N
#StudentSupport #LaptopScheme #education #SukantTutorial

Trends for you
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.7M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.7M followers

Taylor Swift 
@taylorswift13
81.6M followers

Lady Gaga 
@ladygaga
73.1M followers

Virat Kohli 
@imvkohli
70M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.7M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.8M followers

