Top Tweets for #tpcentralodisha
@akshya_patra Tata power ଭିତ୍ତିଭୂମି ସୁଦୃଢ଼ କରୁଛି ବୋଲି କହୁଛି।କିନ୍ତୁ ଏହି ପରି ସମସ୍ୟା ଚାରିଆଡ଼େ। ନିରୀହ ବୁଲା ଜୀବଜନ୍ତୁଙ୍କ ଜୀବନ ଯାଉଛି। ଏହି ଦୃଶ୍ୟ ଆମ ଏରିଆର।
#TPCentralOdisha

It has been more than 4 hours since 5 pm and there is still no power supply. The service provided by #TPCentralOdisha and its authorities in Daspalla is very poor and frustrating.
@EnergyOdisha @CMO_Odisha @SecyChief
ଉପ ମୁଖ୍ୟମନ୍ତ୍ରୀ ଙ୍କ କଥା କୁ #TPCentralOdisha ବାଲାଏ କଉ ବାସୀ ବା ରେ ବି ଖାତିର୍ କରୁ ନାହାଁନ୍ତି ସେମିତି ଅନବରତ ବିଦ୍ୟୁତ କାଟି ଚାଲିଛନ୍ତି! 🤬
@CMO_Odisha @KVSinghDeo1 @OPTCL_Odisha ଧ୍ୟାନ ଦିଅନ୍ତୁ। ଏହା ବାଲେଶ୍ଵର ସମସ୍ୟା ନୁହେଁ ଏମିତି ସାରା ରାଜ୍ୟରେ ଦବଂଗିରି ଚାଲିଛି । #TPCentralOdisha #tpnodl_balasore #TPWesternOdisha
#TPSouthOdisha
@TPCentralOdisha ଗୋପ ବ୍ଲକ ଅଧିନ ବନ୍ତଳିଗ୍ରାମର ରାଧା ବଲ୍ଲଭ ମଠ ନିକଟରେ ଥିବା ଇଲେଟ୍ରିକ ଖୁଣ୍ଟିର , ତାର ଦୁଇଟି ଖଜୁରୀ ଗଛ ମଧ୍ୟ୍ୟରେ ପଶି ରହିଛି ଏହାକୁ ପରିଷ୍କାର କରିବାକୁ #tpcentralodisha ଙ୍କୁ ଅନୁରୋଧ @CMO_Odisha @Naveen_Odisha @gapg_dept @MoSarkar5T @samarth_verma @Puri_Official

ଖରା ଦିନ ଆରମ୍ଭ ହଉ ହଉ ଅପଣଂକ ପାୱାର କଟ ଆରମ୍ଭ ହେଇଗଲା.ଆଗକୁ ଯାହା ଅବସ୍ଥା ହବ ଆଉ. ଏବେଠୁ ଦିନକୁ ୬-୭ ଥର ପାୱାର କଟ ହଉଛି ଅଗକୁ କଣ ହବ ଭାଗବାନ ଙ୍କୁ ଜଣା. ଦୟାକରି ଟିକେ ମାନବିକତା ରଖନ୍ତୁ.#poweroutage #TPCentralOdisha @CMO_Odisha @TPCentralOdisha
@SandipM59662723 @EnergyOdisha @Puri_Official @samarth_verma @CMO_Odisha @MoSarkar5T @TPCentralOdisha @rudramaharathy Why, there is no #Reply From #TPCentralOdisha 🙁???
@Ashish37129898 @ku_bjd @TPCentralOdisha @CMO_Odisha @angul_dm @EnergyOdisha @MukeshP39066717 Why, there is no #Reply From #TPCentralOdisha 🙁???
Yesterday evening a sparking occurred near service cable and our house suply interrupt. I register a complain,it completes 13hr but no response till now. Request to have a look on rural area regarding such type of issues immediate response. #TPCentralOdisha

Thank you @TPCentralOdisha for bringing back random power cuts to Bhubaneswar.
#tpcodl #tpcentralodisha #Bhubaneswar #powercut
What an absolute whirlwind of a day in all literal terms for me. I have been on my phone since forever. Starting with the no-power service of #TPCentralOdisha, to the countless blessings, calls, messages, DMs, tweets, its all happening.
#TPCentralOdisha God bless your mentions for next three days.
ଏ ଗରମ ସାଙ୍ଗକୁ କଟକି ମଶାଙ୍କ ଦାଉ ବଡ ଅସହ୍ୟ ହେବାରୁ ଦୋକାନୀଙ୍କୁ ନିଦରୁ ଉଠେଇ ଏହି ବିଞ୍ଚଣାଟି ଏବେ କିଣିକି ଆଣିଲି।
#TPCentralOdisha ଠାରୁ #CESU ହଜାର ଗୁଣରେ ଭଲ ଥିଲା।

ବିଶ୍ୱସ୍ତରୀୟ ବିଦ୍ୟୁତ ସେବା ପାଇବା ପାଇଁ ଇଚ୍ଛା ଅଛି ଯଦି କଟକ ଗୋପାଳପୁର ଆସନ୍ତୁ।ଦିନକୁ କେତେ ଥର ପାୱାର କଟ ହେଉଛି ଭୋଲ୍ଟେଜ କେତେ ରହୁଛି ଆଉ ଲିଚୁ ଲାଇଟ ଭଳି କେତେ ସମୟ ଧରି ଲାଇଟ ଧପ ଧପ ହେଉଛି ଗଣିବା ପାଇଁ ସାଥିରେ ଆଉ ଜଣଙ୍କୁ ଆଣିକି ଆସିବାକୁ ଅନୁରୋଧ।
ଏଵେ କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ର 5T କୁ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ବ ଦିଆଯାଉଛି,ଯାହା ଦ୍ଵାରା ଆମେ ଜଲଦି ଆଗକୁ ଯାଇପାରଵା କିନ୍ତୁ #TPCentralOdisha ର ଆଇକନ #Googlepay ରେ ନାହିଁ, ଅନଲାଇନ ବିଦ୍ୟୁତ୍ ବିଲ୍ ପୈଠ କରିବା ବେଳେ ଵହୁ ଅସୁବିଧାର ସମ୍ମୁଖୀନ ହେଉଛୁ @TPCentralOdisha @MoSarkar5T

#EnergyOdisha ଓ #TPCentralOdisha ର ବିଭାଗର ବିଭାଗୀୟ ଅଧିକାରୀଙ୍କୁ ଆମେ ସମସ୍ତ ପ୍ରମାଣ ଓ ତଥ୍ୟ ଦେବା ସତେ ଏ ପ୍ରଯନ୍ତ ଏହି ସମସ୍ୟାର ସମାଧାନ ହେଇପାରି ନାହିଁ.ମାନନୀୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅନୁରୋଧ ଏହି ସମସ୍ୟା ଟିକୁ ଆପଣ ସମାଧାନ କରନ୍ତୁ. @DSMishraKLD @TPCentralOdisha @EnergyOdisha @CMO_Odisha
Last Seen Hashtags on Sotwe
penectomy
Seen from United Kingdom
lowlvl
Seen from United States
AddicatedtoTouchingHim
Seen from United States
foursome
Seen from Turkey
gfvip
Seen from Italy
corazoncitosunidos
Seen from United States
หลุดนักเรียน
Seen from Thailand
迷玩
Seen from United States
minichat
Seen from United States
AiPorn
Seen from Peru
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers


















