Top Tweets for #urduna
ଆଜି ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଉର୍ଦୁନା ଗ୍ରାମରେ ଚାଲିଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ସାମିଲ ହୋଇ ସୌଭାଗ୍ୟ ପ୍ରାପ୍ତ କରିବା ସହ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କଲି l
#Urduna
#BhatliBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଉର୍ଦୁନା ଠାରେ ହେଉଥିବା ୨୦ ତମ ରୟାଲ କପ ଫୂଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କଲି ll
#Football #Lovers
#Urduna
#BhatliBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଉର୍ଦ୍ଦୁନା ଗ୍ରାମର ବିକଶିତ ଗ୍ରାମ ବିକଶିତ ଓଡ଼ିଶା ଯୋଜନାରେ ଉର୍ଦ୍ଦୁନା ଜୁହ୍ନାଡିହି ଠାରେ ମିଶନ ଶକ୍ତି ଗୃହର ସମ୍ପୂର୍ଣି କରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲି ll
#BGBO #misanshakti
#ବିକଶିତ_ଗ୍ରାମ_ବିକଶିତ_ଓଡ଼ିଶା
#urduna
#BhatliBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଉର୍ଦ୍ଦୁନା ଗ୍ରାମର ବିକଶିତ ଗ୍ରାମ ବିକଶିତ ଓଡ଼ିଶା ଯୋଜନାରେ ଉର୍ଦ୍ଦୁନା ଜୁହ୍ନାଡିହି ମହିମା ଆଶ୍ରମର ସମ୍ପୂର୍ଣି କରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲି ll
#BGBO
#ବିକଶିତ_ଗ୍ରାମ_ବିକଶିତ_ଓଡ଼ିଶା
#urduna
#BhatliBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଉର୍ଦ୍ଦୁନା ଗ୍ରାମରେ ଆୟୋଜିତ ଅଖଣ୍ଡ ନାମଯଜ୍ଞରେ ଯୋଗଦାନ କରି ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରି ନାମ ଜପ କରିବାର ସୌଭାଗ୍ୟ ପ୍ରାପ୍ତ କଲି ll
#jaishreekrishna
#Urduna #BhatliBlock
#BhatliConstituency

ଆଜି ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଉର୍ଦୁନା ଗ୍ରାମରେ ସ୍ଥିତ ବାବା ଲିଙ୍ଗରାଜ ଙ୍କ ପୂଜାର୍ଚ୍ଚନା କରିବା ସହ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କଲି ll
#ହର_ହର_ମହାଦେବ #ଜୟ_ବାବା_ଲିଙ୍ଗରାଜ
#urduna #BhatliBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଉର୍ଦୁନା ଠାରେ Ten Star Memorial 19th Royal Cup Football Tournament ରେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କଲି l
#Urduna #BhatliBlock #BhatliConstituency

#Urduna #BhatliBlock #BhatliConstituency
ମୋର ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକର ଉର୍ଦୁନା ଗ୍ରାମରେ ହେଉଥିବା ଅଖଣ୍ଡ ନାମଯଜ୍ଞରେ ଯୋଗଦାନ କରିବାର ସୌଭାଗ୍ୟ ଲାଭ କଲି ll
#JaiSriKrishna

Ruta desde la Antigua (Orduña) hasta Solaiera. Cruzando el muro rocoso de Gorobel por el portillo Goldetxo #mendira #mendiak #euskalmendiak #gorobel #sierrasalvada #orduña #urduna #bizkaia #euskalherria #euskadi #monte #montaña #natura #nature #naturaleza
Quinto puesto. Pero subiendo el nivel del año pasado muchísimo y poniendo a los contrincantes en apuros.
Al año que viene más!!!
#urduñapitchandputt #pitchandputt #pitchandputteuskadi #Orduña #Urduna https://t.co/0XMy4Gfss2

#Urduna #BhatliConstituency
ଏପର୍ଯ୍ୟନ୍ତ 100 ପାଖାପାଖି ଚାଷୀଙ୍କର ଟୋକାନ୍ ର ସମୟ ସୀମା ସରିସାରିଛି।ବରଗଡ଼ CSO ସାଙ୍ଗରେ କଥା ହେଲାପରେ 2 ଦିନ ଭିତରେ ସ୍କ୍ୱାର୍ଡ ପହଞ୍ଚି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।।
#Urduna #BhatliConstituency
ଆଜି ଉର୍ଦୁନା ମାର୍କେଟ ୟାର୍ଡ ପରିଦର୍ଶନ କରିବା ସମୟରେ ନାରଙ୍ଗପୁର,ହାତୀସର ଓ ସୁଲସୁଳିଆ ପିପିସି ର 47,000 ବସ୍ତା ଧାନ ପଞ୍ଜିକୃତ ହୋଇ ପଡିରହିଛି ହେଲେ ଏପର୍ଯ୍ୟନ୍ତ ଧାନ ଉଠିପାରୁନି। @BJP4Odisha @dpradhanbjp @SamirMohantyBJP @Manas_BJP

#Urduna #BhatliConstituency
ଆଜି ଉର୍ଦୁନା ମାର୍କେଟ ୟାର୍ଡ ପରିଦର୍ଶନ କରିବା ସମୟରେ ନାରଙ୍ଗପୁର,ହାତୀସର ଓ ସୁଲସୁଳିଆ ପିପିସି ର 47,000 ବସ୍ତା ଧାନ ପଞ୍ଜିକୃତ ହୋଇ ପଡିରହିଛି ହେଲେ ଏପର୍ଯ୍ୟନ୍ତ ଧାନ ଉଠିପାରୁନି। @BJP4Odisha @dpradhanbjp @SamirMohantyBJP @Manas_BJP

Aurtengo gabonaldian elurra mara-mara egin du. Hau luxua etxetik hurbil elur-paisaietan eta naturan murgiltzeko aukera izatea!
EH bizitoki paregabea.
#ElurraUrtarrila2021
#lagunenartekoa
#urduna
#aiaraldea

Torneo Bisiesto y de Carnaval!! El tiempo nos ha respetado.
Y mi primer hoyo en uno en #urduñapitchandputt Hoyo 8 handicap 2. Muy contenta!
La 🥘 buenísima!
#pitchandputt #pitchandputteuskadi #Orduña #Urduna #Bizkaia… https://t.co/jEjDNjOdJV
#Urduna #BhatliConstituency
🙏*କର୍ପୂରଗୌରମ୍* କରୁଣାବତାରମ୍ ,
ସଂସାର ସାରମ୍* ଭୁଜଗେନ୍ଦ୍ରହାରମ୍ ।
ସଦା ବସନ୍ତମ୍ ହୃଦୟାରବିନ୍ଦେ,
ଭବମ୍ ଭବାନି ସହିତମ୍ ନମାମି* ।।🙏*
ଉର୍ଦୁନାର ଲିମ୍ ଟିକିରା ଠାରେ ଭକ୍ତ ମାନଙ୍କ ସହ ସାମିଲ ହୋଇ ପ୍ରଭୁଙ୍କର ଆଶୀର୍ବାଦ ଭିକ୍ଷାକଲି ।

#Otxomaio egun handia ospatzen #Urduna -n egongo gara arratsalde honetan
19:30etan Josefinos de Murialdo antzokian
Sarrera doan
#Antzerkia #Teatro #EnfermoImaginario

#Urdunako eskola publikoko 6.mailako ikasleek eskolari agur esan diote jantokiko ereduan aldaketarik ezagutu gabe https://t.co/a33sGihw39
#Urdunako eskola publikoko 6.mailako ikasleek eskolari agur esan diote jantokiko ereduan aldaketarik ezagutu gabe https://t.co/a33sGihw39
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers






































