Top Tweets for #wetherupdate

ஆரஞ்சு அலர்ட்
"தென்மேற்கு பருவமழை தொடங்கிய நிலையில், தமிழகத்தில் நீலகிரி, கோவை, குமரி ஆகிய 3 மாவட்டங்களுக்கு நாளை ஆரஞ்சு அலர்ட்" - வானிலை மையம்
#WetherUpdate #TNRains #OrangeAlert #RainAlert #ThanthiTV

TN Rain | Wether Update | கொட்டப்போகும் கனமழை.. 21 மாவட்டங்களுக்கு பறந்த எச்சரிக்கை https://t.co/u3LDDBYhOa
#tnrain #wetherupdate #rainfall #thanthitv
Heavy Rain | "கனமழைக்கு வாய்ப்பு"- எந்தெந்த மாவட்டங்களில்?'
https://t.co/fCvxW6Dn7P
#heavyrain #wetherupdate #thanthitv

मौसम विभाग का अनुमान, यूपी के तापमान में आएगी गिरावट https://t.co/aVhXbq4OVD via @rajdhaniupdate #WetherUpdate #UttarPradesh
અચાનક વાતાવરણ પલટાયું ભરઊનાળે વરસાદ
#gstvshorts #Tapi #tapinews #Vyara #rainyday #rain #wetherupdate #trendingtopic
🌦️ରାଜ୍ୟରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ନେଇ @mcbbsr ର ପୂର୍ବାନୁମାନ
🌦️ଆଜି #Mayurbhanj ଏବଂ #Keonjhar ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି
🌦️ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ
#WetherUpdate
🌦️ରାଜ୍ୟର ସବୁ ଜିଲ୍ଲାର ପାଗ ଏବେ ଶୁଖିଲା ରହିଥିବା ବଳେ ଭଦ୍ରକର କିଛି ସ୍ଥାନରେ ଆଜି ସକାଳେ ଘନକୁହୁଡ଼ି ଦେଖା ଦେଇଥିଲା
🌦️ଆସନ୍ତା ୯ ତାରିଖରେ କେତେକ ଜିଲ୍ଲାରେ ହାଲୁକା ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା
🌦️ସେଥିପାଇଁ ସେସବୁ ଅଞ୍ଚଳରେ @mcbbsr ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
#WetherUpdate
🌦️ରାଜ୍ୟର ସବୁ ଜିଲ୍ଲାର ପାଗ ଏବେ ଶୁଖିଲା ରହିଛି
🌦️ଆସନ୍ତା ୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା
🌦️ସେ ସବୁ ଅଞ୍ଚଳକୁ @mcbbsr ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
#WetherUpdate
🌥️ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ @mcbbsr ର ପୁର୍ବାନୁମାନ
🌥️ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ
🌥️ଆଗାମୀ ସାତଦିନ ପାଇଁ ରାଜ୍ୟକୁ କୌଣସି ଚେତାବନୀ ଦିଆଯାଇନାହିଁ
#Wether #WetherUpdate
🌦️ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ କିଛି ଜିଲ୍ଲାରେ ବର୍ଷା ହୋଇଯାଇଛି
🌦️ନୟାଗଡ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଛି
🌦️ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରାୟ ସମ୍ଭାବନା ନଥିବା @mcbbsr ପକ୍ଷରୁ ସୂଚନା
#WetherUpdate
🌥️ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଥିବା ବେଳେ କୁହୁଡି ସମସ୍ୟା ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରୁଛି
🌥️ଆଜି ଜଗତସିଂହପୁର ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହୋଇଛି
🌥️ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ @mcbbsr ପୂର୍ବାନୁମାନ କରିଛି
#WetherUpdate
🌥️ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି ।
🌥️ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ ପ୍ରାୟ ୨ ଡିଗ୍ରୀ ବୃଦ୍ଧି ଘଟିଛି ।
🌥️ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ପାଣିପାଗରେ ସେପରି କୌଣସି ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ ।
@mcbbsr #WetherUpdate
❄️ରାଜ୍ୟର ପାଣିପାଗରେ ବିଶେଷ ପରିବର୍ତ୍ତନ ହୋଇନଥିବା ବେଳେ ପାଗ ଶୁଖିଲା ରହିଛି
❄️ଆଗାମୀ 2 ଦିନ ପର୍ଯ୍ୟନ୍ତ ରାତ୍ରି ତାପମାତ୍ରାରେ 2 ରୁ 3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି
❄️ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ @mcbbsr ପକ୍ଷରୁ ସୂଚନା ଦିଆଯାଇଛି
#WetherUpdate
❄️ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ
❄️ରାଜ୍ୟ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି
❄️ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନକୁହୁଡ଼ି ଦେଖାଦେବା ନେଇ @mcbbsr ପୂର୍ବାନୁମାନ କରିଛି
#WetherUpdate
હિમાચલ-ઉત્તરાખંડમાં કોલ્ડ વેવ એલર્ટ, પહાડી રાજ્યોમાં હિમવર્ષા
https://t.co/8CCnWNdfzX
#todayHailstormalert #rainexpected #Wetherupdate
ਮੌਸਮ ਵਿਭਾਗ ਨੇ ਅਗਲੇ 24 ਤੋਂ 48 ਘੰਟਿਆਂ ਲਈ ਦੇਸ਼ ਭਰ ਦੇ ਕਈ ਰਾਜਾਂ ਲਈ ਮੌਸਮ ਦੀ ਗੰਭੀਰ ਚੇਤਾਵਨੀ ਜਾਰੀ ਕਰ ਦਿੱਤੀ ਹੈ। 18 ਤੋਂ 22 ਦਸੰਬਰ ਦੇ ਵਿਚਕਾਰ, ਦੱਖਣੀ ਭਾਰਤ ਵਿੱਚ ਭਾਰੀ ਬਾਰਿਸ਼, ਉੱਤਰੀ ਭਾਰਤ ਵਿੱਚ ਸੰਘਣੀ ਧੁੰਦ ਅਤੇ ਪਹਾੜੀ ਖੇਤਰਾਂ ਵਿੱਚ ਬਰਫ਼ਬਾਰੀ ਦਾ ਦੌਰ ਦੇਖਣ ਨੂੰ ਮਿਲ ਸਕਦਾ ਹੈ।
#HeavyRain #Snowfall #WetherUpdate

Last Seen Hashtags on Sotwe
kastamonubayan
Seen from Turkey
ปิ่นทอง
Seen from Thailand
kiwi
Seen from United States
bugil
Seen from Indonesia
ordubayan
Seen from Netherlands
gaydadson
Seen from France
ควยนักเรียน
Seen from Thailand
januszmajzyje
Seen from United States
izmittravesti
Seen from Turkey
hijab #ai
Seen from Germany
Most Popular Users

Elon Musk 
@elonmusk
240.3M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.6M followers

Cristiano Ronaldo 
@cristiano
109.5M followers

Narendra Modi 
@narendramodi
107M followers

Rihanna 
@rihanna
97.4M followers

NASA 
@nasa
92.1M followers

Justin Bieber 
@justinbieber
90.7M followers

KATY PERRY 
@katyperry
87.1M followers

Taylor Swift 
@taylorswift13
80.9M followers

Lady Gaga 
@ladygaga
72.5M followers

Kim Kardashian 
@kimkardashian
69.5M followers

Virat Kohli 
@imvkohli
69M followers

YouTube 
@youtube
68.6M followers

Bill Gates 
@billgates
63.6M followers

The Ellen Show
@theellenshow
62.5M followers

CNN 
@cnn
61.9M followers

Neymar Jr 
@neymarjr
61.7M followers

X 
@x
60.9M followers

Selena Gomez 
@selenagomez
60.2M followers








