Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଟୋନି ଦାଦା🎭
@iamTonyda
👉Social Worker || Sarcastic || Sociopathic || Ariesian || Unfcukwithable || Influencer || Lucifer || 😎Fan of @RobertDowneyJr ❤...
Hindustan
Joined March 2017
183
Following
165
Followers
2.9K
Posts
Pinned Tweet
ଟୋନି ଦାଦା🎭
@iamTonyda
almost 5 years ago
ମୁଁ ଯେତେବେଳେ ମୋ ସାଙ୍ଗକୁ ଦେଖାହୁଏ ମୋ ପାଟିରୁ ବାହାରୁଥିବା ପ୍ରଥମ ଶବ୍ଦ :-
ଟୋନି ଦାଦା🎭
@iamTonyda
8 days ago
Test match in India without Rohit-Kohli🤦🏻♂️😇
#Wtc2027
#IndvsAfg
iamTonyda
retweeted
Mohan Charan Majhi
@MohanMOdisha
15 days ago
ପ୍ରିୟ ଓଡ଼ିଶାବାସୀ, ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ପ୍ରଖର ରୌଦ୍ରତାପ ଓ ଗୁଳୁଗୁଳି ସମୟରେ ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ, ତେଣୁ ସଚେତନ ରହିବା ଏବଂ ପରିସ୍ଥିତିର ମୁକାବିଲା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆପଣମାନଙ୍କୁ ମୋର ଅନୁରୋଧ, ଶୋଷ ନଲାଗିଲେ ମଧ୍ୟ ପ୍ରତି ଅଧଘଣ୍ଟାରେ ପାଣି ପିଅନ୍ତୁ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଘର ତିଆରି ତୋରାଣି, ବେଲ ପଣା,ମାଣ୍ଡିଆ ପେଜ, ପଇଡ଼ ପାଣି କିମ୍ବା ଲେମ୍ବୁ ସରବତ ବ୍ୟବହାର କରନ୍ତୁ। ଅତି ଜରୁରୀ କାର୍ଯ୍ୟ ନଥିଲେ ଅଧିକ ଖରା ସମୟରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ଯଦି ଯିବାକୁ ପଡ଼ୁଛି, ତେବେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା, ଟୋପି କିମ୍ବା ଛତା ନିଶ୍ଚୟ ନେଇ ଯାଆନ୍ତୁ। କୋମଳମତି ଶିଶୁ, ଗର୍ଭବତୀ ମହିଳା ଏବଂ ବୃଦ୍ଧବୃଦ୍ଧାମାନଙ୍କୁ ଏହି ସମୟରେ ସୁରକ୍ଷିତ ଘର ଭିତରେ ରଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅତ୍ୟଧିକ ଦେହ ଦରଜ ହେବା, ଚମଡ଼ା ଶୁଖିଯିବା, ପରିସ୍ରା କମ୍ ହେବା କିମ୍ବା ମୁଣ୍ଡ ଝିମଝିମ ହେବା ଭଳି ଲକ୍ଷଣକୁ ଉପେକ୍ଷା ନକରି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଆମ୍ବୁଲାନ୍ସର ସହାୟତା ଲୋଡ଼ନ୍ତୁ। ପ୍ରଚଣ୍ଡ ରୌଦ୍ରତାପରେ କାର୍ଯ୍ୟ କରୁଥିବା ଆମ ଶ୍ରମିକ ଭାଇଭଉଣୀଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ଆଭିମୁଖ୍ୟ ରଖନ୍ତୁ। ମାନବିକତା ଓ ଜୀବେଦୟା ହିଁ ଆମ ଓଡ଼ିଆ ସଂସ୍କୃତିର ଶ୍ରେଷ୍ଠ ପରିଚୟ। ବାଟୋଇମାନଙ୍କ ପାଇଁ ନିଜ ସାଧ୍ୟମତେ ଜଳ ସେବା ଯୋଗାଇବା ସହ ନିଜ ଘର ବାହାରେ କିମ୍ବା ଗଛ ଛାଇରେ ମାଟି ପାତ୍ରରେ ପାଣି ରଖି ନିରୀହ ପଶୁପକ୍ଷୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୁଅନ୍ତୁ। ମୋର ଦୃଢ଼ ବିଶ୍ୱାସ, ଆମର ସାମୂହିକ ପ୍ରୟାସ ଓ ସଚେତନତା ହିଁ ଏହି କଠିନ ସମୟରେ ସମସ୍ତଙ୍କୁ ସୁରକ୍ଷିତ ରଖିବ। ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ।
See More
iamTonyda
retweeted
COMMISSIONERATE POLICE
@cpbbsrctc
5 months ago
ଜାଣନ୍ତୁ କିପରି କରିବେ ନିଜର ହଜିଯାଇଥିବା ମୋବାଇଲ ଫୋନର ଟ୍ରାକ ଏବଂ ରିପୋର୍ଟ | ଭାରତ ସରକାରଙ୍କର ଦ୍ୱାରା ଜାରି କରାଯାଇଥିବା ପୋର୍ଟାଲ https://t.co/cXN4QsVNG7 ରେ ଅଭିଯୋଗ ଦାଖଲ କରିବାର ସମ୍ପୂର୍ଣ ପ୍ରକ୍ରିୟା ଜାଣିବା ପାଇଁ ଏହି ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ। 👇 ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଆପଣଙ୍କ ବନ୍ଧୁ, ପରିବାର ଓ ପ୍ରିୟଜନମାନଙ୍କ ସହ ନିଶ୍ଚିତ ଭାବେ ଶେୟାର କରନ୍ତୁ, 🙏 #StolenPhone #LostPhone #TrackPhone #CEIR #VerifiedInformation #cpbbsrctc
@odisha_police
@dcpbbsr
@dcp_cuttack
@IPR_Odisha
@cybercopodisha
@EIT_Odisha
See More
cpbbsrctc's tweet video.
Who to follow
Bablu Mohanty
@Bablu4Nation
State Core Committee Member BJP SM!Proud Sanatani !Nationalist ! Swayam Sevak At @Rss !Proud Odia ! Dedicated For My Nation !Views Are Personal !Jay Jagannath !
Rashmi Ranjan Nayak
@RashmiOdisha7
Humanity 🚩
Sibasish Panda सिबाशिश पंडा ଶିବାଶିଷ ପଣ୍ଡା
@sibasishplb
हिन्दू तन–मन, हिन्दू जीवन, रग–रग हिन्दू मेरा परिचय🙏🚩 स्वयंसेवक जय भगवान परशुराम🙏🚩
iamTonyda
retweeted
🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳
@Rakeshkumarray8
6 months ago
This is scary. AI Grok ଯେମିତି ଫଟୋ କୁ ଅଶ୍ଳୀଳ କରି ଦେଉଚି social media ରେ ଫଟୋ ପୋଷ୍ଟ କରିବା ବନ୍ଦ କରିଦେବା ଉଚିତ। ବିଶେଷ କରି ଝିଅ ମାନେ।
ଟୋନି ଦାଦା🎭
@iamTonyda
6 months ago
Hii Everyone… ମୁଁ ଭାବୁଛି ଆଜି ସଂନ୍ଧ୍ଯାରେ ଶୋଇ ପଡିବି ଆର ବର୍ଷ ଉଠିବି…. . କଣ୍ କହୁଛନ୍ତି ଆପଣମାନେ ???
#HappyNewYear2026
#NewYearVibes
iamTonyda
retweeted
Rashmi Ranjan Nayak
@RashmiOdisha7
6 months ago
Urgent ⚠️ ଯାଞ୍ଚ କରି ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ।
@SSEPD2
@MohanMOdisha
@CMO_Odisha
@DMKhordha
@DSSOKHORDHA2
iamTonyda
retweeted
Jagannath pradhan
@JPradhanBJP
8 months ago
ଧାମନଗରର ଲୋକପ୍ରିୟ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡା, ଉଚ୍ଚଶିକ୍ଷା ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ
@suryabanshibjp
ଙ୍କୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ କାମନା କରୁଛି.I
iamTonyda
retweeted
Debiprasad
@AskLipun
8 months ago
Tell me a bigger lie than this “Cuttack is the city of bhaichara.”
iamTonyda
retweeted
Debiprasad
@AskLipun
8 months ago
ହିନ୍ଦୁ-ହିନ୍ଦୁ ଭାଇ ଭାଇ ବାକି ସବୁ ଦେଶ ଦ୍ରୋହୀ
#ଭାଇଚାରା
https://t.co/g7COmqFv0w
iamTonyda
retweeted
SocialTalk
@socialTalks96
8 months ago
ଯଦି ଗୋଟିଏ ବି ମୁସଲମାନ ଆକ୍ରମଣର ଶୀକାର ହେଇଥାନ୍ତା କଂଗ୍ରେସ, ବିଜେପି, ବିଜେଡି ନେତାଙ୍କ ହୃଦୟ ଫାଟିଯାଇଥାନ୍ତା । କିନ୍ତୁ ହିନ୍ଦୁ ମରିଗଲେ ବି ଏମାନଙ୍କର କିଛି ଅସୁବିଧା ନାହିଁ
socialTalks96's tweet video.
iamTonyda
retweeted
ଅନନ୍ୟା ଦାଶ
@AnanyaDash11
9 months ago
ଆଜିକାଲି କିଛି ଓଡ଼ିଆ ନବମୀ ଦିନ କନ୍ୟା ପୂଜନ କରିବା ଆରମ୍ଭ କରିଦେଲେଣି ଉତ୍ତର ଭାରତୀୟଙ୍କ ପରି। କିଛି ତ ନିଜସ୍ୱ ରକ୍ଷା କରନ୍ତୁ! ସମସ୍ତସଙ୍କର ସବୁ କିଛି କରିଲେ କେମିତି ଚଳିବ? ହୋଉ ଯଦି ସମସ୍ତଙ୍କର ସବୁ କିଛି କରିବାକୁ ଆମର ଓଡ଼ିଆମାନଙ୍କର ଇଚ୍ଛା ତାହାଲେ, ନିଜ ପର୍ବ କୁ ସେତିକି ଆଡମ୍ବର ରେ କରିଥାନ୍ତ, କିନ୍ତୁ ନାଇଁ ରଜ ବେଳେ ଏଇ ଉଲ୍ଲାସ କୁଆଡ଼େ ମରିଯାଏ! ସାରା ଦେଶ ରେ ଆମେ ଏକୁଟିଆ ଜାତି ଯିଏ ନିଜର ପରମ୍ପରା ଅପେକ୍ଷା ଅନ୍ୟ ମାନଂକର ପରମ୍ପରା ପାଳିବାରେ ବେଶୀ ଗର୍ବ କରୁ! ନିଜ ସଂସ୍କୃତି ର ପ୍ରଚାର ପ୍ରସାର କରିବାରେ ସବୁବେଳ ପଛ ଘୁଞ୍ଚା ଦେଉ। ଆମ ଜାତି ଅନ୍ୟମାନଙ୍କୁ ଏମିତି 'ହନୁକରଣ' କରି, ନିଜର ଅନନ୍ୟତା ହରେଇ ବସିଲାଣି। ଓଡ଼ିଆ ପର୍ବ ପର୍ବାଣି ଆଉ ଓଡ଼ିଆ ଲାଗୁନି। ଓଡ଼ିଆ ବାହାଘର ଆଉ ଓଡ଼ିଆ ଲାଗୁନି। ଓଡ଼ିଆ ଭାଷା ର ବ୍ୟବହାର ଧୀରେ ଧୀରେ କମି ଚାଲିଛି। ଭବିଷ୍ୟତ କଣ ଆମ ଓଡ଼ିଆ ସଂସ୍କୃତି ର? #Odisha #Odia
See More
iamTonyda
retweeted
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
@SangitaSethy
9 months ago
ଓଡ଼ିଶାରେ ରାବଣପୋଡ଼ି ନଥିଲା ଏବେ କଣ ସବୁଠି ରାବଣ ପୋଡ଼ି ଦେଖିବାକୁ ମିଳିଲାଣି। 🤦♀️ ବୃନ୍ଦାବନ ଯାଇଥିଲି ସେଠି ଆଧୁନିକତା ପଶିନାହିଁ।ଯେମିତି ୫୦୦୦ ବର୍ଷ ତଳେ ଥିଲା ପରମ୍ପରା ସେମିତି ସେମାନେ ସାଇତି ରଖିଛନ୍ତି। ଆମ ଲୋକ ଆମ ଜିନିଷକୁ ସାଇତି ରଖି ପାରୁନାହାନ୍ତି। କାହିଁକି ଏମିତି ହେଉଛ ରେ ଓଡ଼ିଆ? କାହିଁକି ନିଜକୁ ପୋତୁଛ ? 😢
ଟୋନି ଦାଦା🎭
@iamTonyda
9 months ago
iamTonyda
retweeted
CMO Odisha
@CMO_Odisha
9 months ago
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଆୟୋଜିତ ହେଉଛି। ଚଳିତ ବର୍ଷ ଏହି ଅଭିଯାନରେ ରାଜ୍ୟରେ ୭.୫କୋଟି ଚାରାରୋପଣ କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନରେ ସାମିଲ ହୋଇ, ଆମ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା’ର ସୁରକ୍ଷା ପାଇଁ ଗଛଟିଏ ଲଗାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଆହ୍ୱାନ ଦେଇଛନ୍ତି। #EkPedMaaKeNaam
See More
ଟୋନି ଦାଦା🎭
@iamTonyda
9 months ago
#ସିକାଗୋ_ଅଭିଭାଷଣ
#शिकागो_अभिभाषण
#Chicago_Speech
iamTonyda
retweeted
Prithiviraj Harichandan
@PrithivirajBJP
10 months ago
କଟକ SCB ମେଡିକାଲର ଅତିରିକ୍ତ ଅଧିକ୍ଷକ ଡ଼ଃ ଜ୍ୟୋତିର୍ମୟ ନାୟକ ବିମାନରେ ଦିଲ୍ଲୀ ଗସ୍ତ କରିବା ଅବସରରେ ଜରୁରୀକାଳୀନ ପରିସ୍ଥିତିରେ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ତାଙ୍କର ଏହିପ୍ରକାର ଉଦ୍ୟମ ବାସ୍ତବରେ ଉଚ୍ଚ ପ୍ରଶଂସନୀୟ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ।
See More
iamTonyda
retweeted
ଓଟିଭି
@otvkhabar
10 months ago
'ବିବାହିତା ମହିଳାଙ୍କ ସହ ସମ୍ପର୍କକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ', ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
#RapeCase
#marriedmen
#relationship
#women
#HighCourt
#OTV
https://t.co/w7ojL0Jjw2
ଟୋନି ଦାଦା🎭
@iamTonyda
10 months ago
#ସ୍ୱାମୀଲକ୍ଷ୍ମଣାନନ୍ଦସରସ୍ୱତୀ
#स्वामीलक्ष्मणानंदसरस्वती
#swamilaxmananandasaraswati
ଟୋନି ଦାଦା🎭
@iamTonyda
10 months ago
#ଅଖଣ୍ଡ_ଭାରତ_ସଂକଳ୍ପ_ଦିବସ
#अखण्ड_भारत_संकल्प_दिवस
#Akhand_Bharat_Sankalp_Diwas
iamTonyda
retweeted
BJP Odisha
@BJP4Odisha
10 months ago
ଯେଉଁଠି ଜିତିଲେ, ସେଠି ସବୁ ଠିକ୍ ଆଉ ଯେଉଁଠି ହାରିଲେ, ସେଠି ଭୋଟ ଚୋରି ? ଦେଶରେ ଅରାଜକତା ସୃଷ୍ଟି କରିବା ରାହୁଲ ଗାନ୍ଧୀଙ୍କ ମୂଳ ଉଦ୍ଦେଶ୍ୟ ।
Last Seen Users on Sotwe
🌹Hailey Rose🌹
Zofia xxx girl sexy 18+ video porno bokep
Seen from
United Arab Emirates
Ssome one
Seen from
Netherlands
Ted - Fan Account
Seen from
United States
Briahna Joy Gray
Seen from
Canada
Am Yalama
Seen from
Turkey
Jilbabsekitar
Seen from
Indonesia
lสียวllน่ llม่ Yed 🔞
Seen from
Thailand
Pimen
Seen from
Turkey
X boy
Seen from
Pakistan
Trends for you
1
Kenzie
Under 10K tweets
2
#WWERaw
Under 10K tweets
3
New Zealand
Under 10K tweets
4
Dustin May
Under 10K tweets
5
Aniya
Under 10K tweets
6
Brendan Sorsby
Under 10K tweets
7
#GMMTVOuting2026
Under 10K tweets
8
Uruguay
Under 10K tweets
9
Newsom
Under 10K tweets
10
Eric Andre
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.6M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.1M followers
10
Taylor Swift
@taylorswift13
81M followers
11
Lady Gaga
@ladygaga
72.5M followers
12
Kim Kardashian
@kimkardashian
69.5M followers
13
Virat Kohli
@imvkohli
69.1M followers
14
YouTube
@youtube
68.6M followers
15
Bill Gates
@billgates
63.6M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.7M followers
19
X
@x
60.9M followers
20
Selena Gomez
@selenagomez
60.2M followers
Olivia
Online
✨
⭐
💫