Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଇତିଶ୍ରୀ Itishree
@itishreena
NEWS7
Bhubaneshwar, India
Joined January 2014
465
Following
24.2K
Followers
8.6K
Posts
Pinned Tweet
ଇତିଶ୍ରୀ Itishree
@itishreena
almost 2 years ago
କି ଶୋଭା, କି ଅପୂର୍ବ ଦୃଶ୍ୟ! ବିଶ୍ଵନିୟନ୍ତାଙ୍କର ରାଜରାଜେଶ୍ଵର ବେଶ।
#SunaBesha
#BadatadhauBesha
#ShreeJagannath
#Puri
ଇତିଶ୍ରୀ Itishree
@itishreena
7 days ago
@NayakSatya_SG
Immense respect.
ଇତିଶ୍ରୀ Itishree
@itishreena
8 days ago
@tapasr10
@Shubhapallaba
@ssgapu22
@sambeetarts
ଆହାଃ......
ଇତିଶ୍ରୀ Itishree
@itishreena
8 days ago
@tapasr10
ଆରେ ତାପସ, ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ। କେବେ କିଣିବାକୁ ମିଳିବ?
Who to follow
ସ୍ମୃତିଲଗ୍ନା ✍️
@SmrutilagnaN
Senior Anchor/producer @Argusnews And a Passionate writer
Tanaya Patnaik
@tanaya_p
Editor, Sambad
Anushree Mohanty
@Anu_mohanty79
social worker
ଇତିଶ୍ରୀ Itishree
@itishreena
13 days ago
@saipjena
😀
ଇତିଶ୍ରୀ Itishree
@itishreena
14 days ago
'ଚା' କଣ କେବଳ ଜଣେ ଚା ପ୍ରେମୀ ହିଁ ଜାଣେ। ସକାଳ ହେଉ, ଦି ପହର ହେଉ, ସନ୍ଧ୍ୟା ହେଉ କି ରାତି। ଥଣ୍ଡା ହେଉ କି ଗରମ। ଚା ପିଇବା ପାଇଁ କେବଳ ଗୋଟେ ବାହାନା ଦରକାର। ସେ ମୁଣ୍ଡ ବିନ୍ଧା ହେଉ, ଏକୁଟିଆପଣ ବା ସାଙ୍ଗଙ୍କ ଆସର। ସବୁର ସମାଧାନ ଚା। ସବୁ ଚା ପ୍ରେମୀଙ୍କୁ ଚା ଦିବସର ଶୁଭେଚ୍ଛା।
#InternationalTeaDay
#teatime
#tealovers
See More
ଇତିଶ୍ରୀ Itishree
@itishreena
21 days ago
ଆଜି ସଂଧ୍ଯା 5 ଟାରେ ଆଇନ ଶୃଙ୍ଖଳା ପରିସ୍ଥିତିର ପୁଣି ସମୀକ୍ଷା କରିବେ ମୁଖ୍ଯମନ୍ତ୍ରୀ। NCRB ର 2024 ରିପୋର୍ଟ ଅନୁସାରେ ଓଡିଶା ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ବିରୋଧରେ ହିଂସା ଠୁ ନେଇ ଜଘନ୍ଯ ଅପରାଧ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନ୍ଯ ରାଜ୍ଯ ତୁଳନାରେ ଅନେକ ଆଗରେ।
#LawAndOrder
#Odisha
ଇତିଶ୍ରୀ Itishree
@itishreena
21 days ago
ଯଦି ଆପଣଙ୍କ ପାଖରେ କୌଣସି ସୂଚନା ଅଛି, ତେବେ ତୁରନ୍ତ ଯୋଗାଯୋଗ କରନ୍ତୁ। +୯୧ ୯୪୩୮୬ ୦୧୫୫୩, +୯୧ ୭୦୭୭୫ ୬୬୦୭୯। ଦୟାକରି ପୋଷ୍ଟଟିକୁ ସେୟାର କରନ୍ତୁ।2/2
#missing
#bharatpurpolice
#Bhubaneswar
ଇତିଶ୍ରୀ Itishree
@itishreena
21 days ago
ଇଏ ହେଉଛନ୍ତି ୧୭ ବର୍ଷ ବୟସ୍କା ଇପ୍ସିତା ଷଡଙ୍ଗୀ । ସେ ଗତ ୧୪ ମାର୍ଚ୍ଚ ୨୦୨୬ ଠାରୁ ନିଖୋଜ ଅଛନ୍ତି। ସେ ଭୁବନେଶ୍ୱର ଭରତପୁରର ଜଗନ୍ନାଥ ବିହାରରେ ରୁହନ୍ତି। ତାଙ୍କ ଉଚ୍ଚତା ୫'୩"। ରଙ୍ଗ ଗହମ। ତାଙ୍କ ସମ୍ପର୍କରେ ସୂଚନା ପାଇଁ ଭୁବନେଶ୍ୱର ପୋଲିସ ୨୫୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ। 1/2
See More
ଇତିଶ୍ରୀ Itishree
@itishreena
22 days ago
ଆସନ୍ତା ମେ ୨୦ରେ ରାଜ୍ୟରେ ବନ୍ଦ ରହିବ ସବୁ ଔଷଧ ଦୋକାନ। ଅନଲାଇନ୍ ରେ ଔଷଧ ମିଳିବାକୁ ପ୍ରତିବାଦ କରି ଏଭଳି ବନ୍ଦ ଡାକରା ଦିଆଯାଇଛି। ଏନେଇ ଏକ ପ୍ରେସବିବୃତ୍ତି ଜରିଆରେ ସୂଚନା ଦେଇଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍।
#MedicineShop
#protestinodisha
ଇତିଶ୍ରୀ Itishree
@itishreena
25 days ago
ବାଲିଅନ୍ତା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ନିଆଗଲା। ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଗଲା। ଯେଉଁଥିରେ ଅଛନ୍ତି ଜଣେ SI, ଜଣେ ASI, ଜଣେ OAPF ଓ ଜଣେ କନଷ୍ଟେବଲ। ୨ ଜଣ ହୋମଗାର୍ଡଙ୍କ ଚାକିରି ବି ଗଲା। କେବଳ IICଙ୍କର ବଦଳି ହେଇଛି ପୋଲିସ ମୁଖ୍ୟାଳୟ। ତଳତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନରେ ଶେଷ ହୋଇଯିବନି ତ ଏ ତଦନ୍ତ?
ଇତିଶ୍ରୀ Itishree
@itishreena
25 days ago
ଆମ ପୁଲିସ ଏତେ ଅସହାୟ? ଲୋକଙ୍କୁ ଦେଖି ପୁଲିସ ଆକ୍ସନ ନେବାକୁ ଭୟ କରୁଛି! ଏମିତି ବ୍ଯବସ୍ଥାକୁ କିଏ ଭୟ କରିବ, କିଏ ମାନିବ?
#LawAndOrderIssue
#OdishaPolice
#MobLynching
ଇତିଶ୍ରୀ Itishree
@itishreena
26 days ago
@OdishaCycling
Extremly barbaric.
ଇତିଶ୍ରୀ Itishree
@itishreena
27 days ago
ଆମେ ନିଜକୁ ମଣିଷ କହିପାରିବା? ଏତେ ବର୍ବରତା କେମିତି କରିହୁଏ, ଦେଖିହୁଏ, ସହିହୁଏ??? ସାମନା ଲୋକଟା ଯେତେ ବଡ ଅପରାଧୀ ହେଇଥାଉ, ଏତେ ସମ୍ବେଦନହୀନ ମଣିଷଟେ ହେଇପାରିବ??? ଏଠି ପିଟିପିଟି ଜୀବନ ନେଇଥିବା ମଣିଷ ଓ ସୁଧୀର ପାତ୍ରଙ୍କ ହତ୍ଯାକାରୀ ମାନଙ୍କ ଭିତରେ ଫରକ୍ କଣ?
#deathofhumanity
#Balianta
#inhumanity
See More
itishreena's tweet video.
itishreena's tweet video.
ଇତିଶ୍ରୀ Itishree
@itishreena
27 days ago
@patra9178
ସେ ଅପରାଧ କରିଥିଲା, ଲୋକମାନେ କଣ କଲେ? ତାଲିବାନୀ ଶାସନ ଚାଲିଛି ନା କଣ? ଫଇସଲା ଅନ୍ ଦ ସ୍ପଟ୍ ର ପ୍ରଭାବ କେତେ ଦୂର ଯାଇପାରେ ଭାବିଛନ୍ତି ତ?
ଇତିଶ୍ରୀ Itishree
@itishreena
about 1 month ago
ତାମିଲନାଡୁରେ ଥଲପତି ବିଜୟଙ୍କ TVKର ବିଜୟ ବାନା। କିଙ୍ଗ ମେକର ହୋଇପାରନ୍ତି କୁହାଯାଉଥିଲା, ୟେ ତ କିଙ୍ଗ ପ୍ରମାଣିତ ହେଲେଣି।
#tamilnadupolitics
#tvk
#thalapathivijay
ଇତିଶ୍ରୀ Itishree
@itishreena
about 1 month ago
@BPrabinkumar
ବହୁତ ସତ।
ଇତିଶ୍ରୀ Itishree
@itishreena
about 1 month ago
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ। *ଦଶମ ପରୀକ୍ଷାରେ ପାସ୍ ହାର ୯୫.୩୩%। *ଗଜପତି ଜିଲ୍ଲାରେ ପାସ୍ ହାର ସର୍ବାଧିକ। *ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କଠୁ ଅଧିକ। *୩୩୧୦ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ। *ଏଥର ପିଲାମାନେ ଉଭୟ ଇଂରାଜୀ ଓ ଓଡ଼ିଆରେ ଲିଖିତ ସାର୍ଟିଫିକେଟ ପାଇବେ।
ଇତିଶ୍ରୀ Itishree
@itishreena
about 1 month ago
... https://t.co/TgXbFCpV5A https://t.co/y5zQ1q7kzu ଏଇ ଦୁଇ website ରେ login କରି ରେଜଲ୍ଟ ପାଇପାରିବେ। କିମ୍ବା OR10<Roll no> 5676750 କୁ ପଠେଇ ଦିଅନ୍ତୁ।
#bseodisha
#10thclass
#resultsday
ଇତିଶ୍ରୀ Itishree
@itishreena
about 1 month ago
@sunilbhtta
@saumyaparida2
Thanks.
ଇତିଶ୍ରୀ Itishree
@itishreena
about 1 month ago
We weren't just trio. We were home. We are still. 22 yrs have passed. Time moved. Cities changed. Job title got fancier. But us? Still the same trio.
#friendsforever
#Etvdays
#goldendays
ଇତିଶ୍ରୀ Itishree
@itishreena
about 1 month ago
@srrashmi1
@csharpian
@saumyaparida2
ବୋଧହୁଏ।
Last Seen Users on Sotwe
Jai
Seen from
Italy
PizzaDares & Public Fun
Seen from
Turkey
CASADOS45
Seen from
Mexico
Badr
Seen from
France
Mia Rose
Seen from
Egypt
ISTRIMU IDOLAKU
Seen from
United States
zahra
Seen from
Singapore
🇹🇴
The Best Blowjobs Ever XXX
Seen from
United States
Hakan
Seen from
Lebanon
Trends for you
1
Russell Wilson
Under 10K tweets
2
#82and0
Under 10K tweets
3
#WhyIChime
Under 10K tweets
4
Rubio
Under 10K tweets
5
Veto
Under 10K tweets
6
Hunter Biden
Under 10K tweets
7
War Powers Resolution
Under 10K tweets
8
Wilt
Under 10K tweets
9
Saban
Under 10K tweets
10
The House
Under 10K tweets
Most Popular Users
1
Elon Musk
@elonmusk
240.1M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
108.7M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.2M followers
7
NASA
@nasa
92.1M followers
8
Justin Bieber
@justinbieber
90.5M followers
9
KATY PERRY
@katyperry
86.7M followers
10
Taylor Swift
@taylorswift13
80.5M followers
11
Lady Gaga
@ladygaga
72.1M followers
12
Kim Kardashian
@kimkardashian
69.3M followers
13
YouTube
@youtube
68.6M followers
14
Virat Kohli
@imvkohli
68.4M followers
15
Bill Gates
@billgates
63.3M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
60.9M followers
19
X
@x
60.9M followers
20
CNN Breaking News
@cnnbrk
59.9M followers
Olivia
Online
✨
⭐
💫