Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
JODA MUNICIPALITY
@jodaulb
Official Account of Joda Municipality, Cesspool Service: 6767272214, Stay Updated, Stay Involved
Joined August 2017
14
Following
971
Followers
489
Posts
JODA MUNICIPALITY
@jodaulb
1 day ago
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଡ଼ା ପୌରପରିଷଦ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଏକ ଯୋଗ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୌରପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷା, କାଉନସିଲର (ସଭ୍ୟ ଓ ସଭ୍ୟା), ମାନ୍ୟବର ସାଂସଦଙ୍କ ପ୍ରତିନିଧି, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌର କର୍ମଚାରୀ, ଫିଟନେସ୍ ଟିମ୍, ସ୍ୱଚ୍ଛ ସାଥୀ/କର୍ମଚାରୀ
See More
JODA MUNICIPALITY
@jodaulb
8 days ago
ଶୁଭ ରଜ ସଂକ୍ରାନ୍ତି
JODA MUNICIPALITY
@jodaulb
10 days ago
ଆପଣଙ୍କ ନାମ, ଆପଣଙ୍କ ପରିଚୟ, ଆପଣଙ୍କ ମତାଧିକାର। ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଚାଲିଛି ଜୁନ୍ ୨୮ ପର୍ଯ୍ୟନ୍ତ। ଆଜିହିଁ ନିଜ ବୁଥ୍କୁ ଯାଇ BLO ଙ୍କ ସହଯୋଗରେ Enumeration Form ସଠିକ୍ ଭାବେ ପୂରଣ କରନ୍ତୁ ଏବଂ ଏକ ତ୍ରୁଟିଶୂନ୍ୟ ଭୋଟର ତାଲିକା ଗଠନରେ ସହଯୋଗ କରନ୍ତୁ।
jodaulb's tweet video.
JODA MUNICIPALITY
@jodaulb
10 days ago
ଭୋଟର ତାଲିକାରେ ଥିବା ପ୍ରତ୍ୟେକ ସଠିକ୍ ସୂଚନା ଏକ ସୁଦୃଢ଼ ଗଣତନ୍ତ୍ରର ଭିତ୍ତି। ଯୋଡ଼ା ପୌରପାଳିକା ଅଞ୍ଚଳର ସମସ୍ତ ନାଗରିକଙ୍କୁ ଅନୁରୋଧ, ଆସନ୍ତା ଜୁନ୍ ୨୮ ତାରିଖ ପୂର୍ବରୁ ନିଜ ବୁଥ୍କୁ ଯାଇ BLO ଙ୍କ ସହଯୋଗରେ Enumeration Form ପୂରଣ କରନ୍ତୁ ଏବଂ ଭୋଟର ତାଲିକା ସଂଶୋଧନରେ ନିଜ ଭୂମିକା ନିର୍ବାହ କରନ୍ତୁ।
See More
jodaulb's tweet video.
Who to follow
Barbil Municipality
@BarbilULB
Choudwar Municipality
@choudwarmunicip
Executive Officer, Choudwar municipality, Housing & Urban Development Department, Govt. of Odisha... Bhubaneswer...
NAC Kuchinda
@kuchinda_nac
NAC Kuchinda is an ULB in the Sambalpur District of Odisha #AmarKuchinda
JODA MUNICIPALITY
@jodaulb
10 days ago
ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଜୁନ୍ ୨୮ ପର୍ଯ୍ୟନ୍ତ ଚାଲିଛି SIR 2026। ନିଜ ବୁଥ୍କୁ ଯାଇ BLO ଙ୍କ ସହଯୋଗରେ Enumeration Form ପୂରଣ କରନ୍ତୁ।
#JodaMunicipality
#SIR2026
#VoterAwareness
#OdishaVotes
jodaulb's tweet video.
JODA MUNICIPALITY
@jodaulb
12 days ago
ଯୋଡ଼ା ପୌରପାଳିକା ଅଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଜଣେ ସଜାଗ ନାଗରିକ ଭାବେ ନିଜ ନିଜ ବୁଥ୍କୁ ଯାଇ ବିଏଲଓ (BLO) ଙ୍କ ଜରିଆରେ ନିଜର Enumeration Form ସଠିକ୍ ଭାବେ ପୂରଣ କରନ୍ତୁ ଏବଂ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବାରେ ସହଯୋଗ କରନ୍ତୁ।
See More
jodaulb's tweet video.
JODA MUNICIPALITY
@jodaulb
19 days ago
ଯୋଡ଼ା ମ୍ୟୁନିସିପାଲିଟିର ସମସ୍ତ ସଚେତନ ଭୋଟରଙ୍କ ନିମନ୍ତେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ଜରୁରୀ ସୂଚନା |
JODA MUNICIPALITY
@jodaulb
about 1 month ago
ମତାମତ ଲିଙ୍କ୍: https://t.co/1v7qr8PaeO
#JodaMunicipalcouncil
#SBM
#SwachhSurvekshan
JODA MUNICIPALITY
@jodaulb
about 1 month ago
ଆମ ସଫେଇ କର୍ମୀଙ୍କ ନିଷ୍ଠା ଏବଂ ସଚେତନ ନାଗରିକଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଯୋଡ଼ା ସହରରେ ଆଜି 'ଡୋର୍-ଟୁ-ଡୋର୍' ଆବର୍ଜନା ସଂଗ୍ରହ ଶତପ୍ରତିଶତରେ ପହଂଚିଛି । ଏହି ସାମୂହିକ ପ୍ରୟାସ ହିଁ ସହରକୁ ଅଳିଆ ଗଦା ମୁକ୍ତ କରି ଏକ ସୁସ୍ଥ ପରିବେଶ ଗଢ଼ିବାରେ ସାହାଯ୍ୟ କରିଛି। ଆପଣଙ୍କର ଏହି ସହଯୋଗ ଆଗକୁ ମଧ୍ୟ ଜାରି ରଖନ୍ତୁ।
See More
jodaulb's tweet video.
JODA MUNICIPALITY
@jodaulb
about 2 months ago
ସ୍ୱଚ୍ଛ ସର୍ବେକ୍ଷଣରେ ସାମିଲ ହୋଇ ଆମ ପ୍ରିୟ ଯୋଡ଼ା ସହରକୁ ସ୍ୱଚ୍ଛତା ମାପଦଣ୍ଡରେ ଶ୍ରେଷ୍ଠ କରିବା ପାଇଁ ଆପଣଙ୍କ ମୂଲ୍ୟବାନ ମତାମତ ପ୍ରଦାନ କରନ୍ତୁ। ଜଣେ ସଚେତନ ନାଗରିକ ଭାବେ ଆପଣଙ୍କର ଗୋଟିଏ ସକାରାତ୍ମକ ପ୍ରତିକ୍ରିୟା ଆମ ସହରକୁ ଜାତୀୟ ସ୍ତରରେ ଏକ ନୂତନ ପରିଚୟ ଦେଇପାରିବ।
#Joda
#SwachhSurvekshan
#CitizenFeedback
See More
JODA MUNICIPALITY
@jodaulb
about 2 months ago
ଏହି ଅବସରରେ ପିଲାମାନଙ୍କୁ ସଚ଼ିତ୍ର 'ମଧୁ ବର୍ଣ୍ଣବୋଧ' ଓ ଶିଶୁ ସାହିତ୍ୟ ପୁସ୍ତକ ବଣ୍ଟନ କରାଯିବା ସହ ଗଳ୍ପ କଥନ ମାଧ୍ୟମରେ ସେମାନଙ୍କୁ ଆମ ମାଟିର ଗୌରବମୟ ଇତିହାସ ସହ ପରିଚିତ କରାଯାଇଛି।
#JodaMunicipality
#OdiaPakhya
#ShishuKathaDibasa
JODA MUNICIPALITY
@jodaulb
about 2 months ago
ଆମର କୁନି କୁନି ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ 'ଓଡ଼ିଆ ପକ୍ଷ' ଅଭିଯାନର ଅଂଶ ସ୍ୱରୂପ 'ଶିଶୁ କଥା ଦିବସ' ପାଳିତ ହୋଇଯାଇଛି।
jodaulb's tweet video.
JODA MUNICIPALITY
@jodaulb
2 months ago
ଯୋଡ଼ା ପୌରପାଳିକାର ଦ୍ବାରା ପରିଚାଳିତ ଏହି କେନ୍ଦ୍ରକୁ ସହରର ସଚେତନ ନାଗରିକମାନେ ନିଜର ଅବ୍ୟବହୃତ ସାମଗ୍ରୀ, ଯଥା ପୁରୁଣା ପୋଷାକ, ଖେଳନା ଓ ପୁସ୍ତକ ଆଦିକୁ ଏଣେତେଣେ ନ ଫୋପାଡ଼ି ଏହି କେନ୍ଦ୍ରରେ ଦାନ କରି ସ୍ୱଚ୍ଛତା ଅଭିଯାନରେ ସାମିଲ ହେଉଛନ୍ତି।
#JodaMunicipality
#3RCenter
#ReduceReuseRecycle
JODA MUNICIPALITY
@jodaulb
2 months ago
ଆପଣଙ୍କ ପାଇଁ ଯାହା ଅଦରକାରୀ, ଅନ୍ୟ ପାଇଁ ତାହା ଏକ ଉପହାର! ଆବର୍ଜନାର ଉତ୍ପତ୍ତି ହ୍ରାସ କରିବା ଏବଂ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରି ଏକ ସୁସ୍ଥ ପରିବେଶ ଗଢ଼ିବା ଦିଗରେ '୩-ଆର୍' (Reduce, Reuse, Recycle) କେନ୍ଦ୍ର କାର୍ଯ୍ୟକରୁଛି।
jodaulb's tweet video.
JODA MUNICIPALITY
@jodaulb
2 months ago
ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣ କେବଳ ନିଜ ବଗିଚାକୁ ସବୁଜ ସୁନ୍ଦର କରୁନାହାନ୍ତି, ବରଂ ଯୋଡ଼ା ସହରକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। ଅତି ସୁଲଭ ମୂଲ୍ୟରେ ଉପଲବ୍ଧ ଏହି ଶୁଦ୍ଧ ଜୈବିକ ସାର ସଂଗ୍ରହ କରିବା ପାଇଁ ଯୋଡ଼ା ମହୋତ୍ସବ ପରିସରରେ ଥିବା 'ମୋ ଖତ' ଷ୍ଟଲ୍ ପରିଦର୍ଶନ କରନ୍ତୁ।
JODA MUNICIPALITY
@jodaulb
2 months ago
ଚଳିତ ଯୋଡ଼ା ମହୋତ୍ସବର ଯୋଡ଼ା ପୌରପାଳିକା ପକ୍ଷରୁ ଖୋଲାଯାଇଛି 'ମୋ ଖତ' ଷ୍ଟଲ । ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ ଏହି 'ମୋ ଖତ' ମାଟିର ଉର୍ବରତା ବୃଦ୍ଧି କରିବା ସହ ଫୁଲ, ଫଳ ଓ ପନିପରିବା ଚାଷରେ ଉନ୍ନତ ଅମଳ ପ୍ରଦାନ କରିଥାଏ।
jodaulb's tweet video.
JODA MUNICIPALITY
@jodaulb
2 months ago
ଯୋଡ଼ା ପୌରପାଳିକାରେ ଓଡ଼ିଆ ନବ ବର୍ଷର ଧୁମ୍! 'ଓଡ଼ିଆ ପକ୍ଷ'ର ଅନ୍ତିମ ଦିବସରେ ପଣା ବଣ୍ଟନ ଓ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ସହ ମହା ବିଷୁବ ସଂକ୍ରାନ୍ତି ଅତ୍ୟନ୍ତ ଆନନ୍ଦର ସହ ପାଳିତ ହୋଇଯାଇଛି। ଦେଖନ୍ତୁ ଏହି ଭିଡିଓରେ ସହରର ଉତ୍ସାହ।
#JodaMunicipality
#OdiaPakhya
#OdiaNabaBarsha
#PanaSankranti
#Odisha
See More
jodaulb's tweet video.
JODA MUNICIPALITY
@jodaulb
2 months ago
ଓଡ଼ିଆ ଅସ୍ମିତାର ମହାପର୍ବ ‘ଓଡ଼ିଆ ପକ୍ଷ’ ଅବସରରେ ଯୋଡ଼ା ପୌରପାଳିକା ପକ୍ଷରୁ ‘ଆମ ରୁଚି, ଆମ ଖାଦ୍ୟ’ କାର୍ଯ୍ୟକ୍ରମ ପାଳିତ। ପାରମ୍ପରିକ ପଖାଳ ଓ ପିଠାପଣା ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଖାଦ୍ୟ ସଂସ୍କୃତିର ପ୍ରଚାର ଓ ପ୍ରସାର କରାଯାଇଛି।
#JodaMunicipality
#OdiaPakhya
#AmaRuchiAmaKhadya
#OdiaCulture
#Odisha
See More
jodaulb's tweet video.
JODA MUNICIPALITY
@jodaulb
2 months ago
ଲୋକକଳା ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଏହି ଚିତ୍ତାକର୍ଷକ ପାଲା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଓ ଐତିହ୍ୟର ଜୟଗାନ କରାଯିବା ସହ ଜନସାଧାରଣଙ୍କୁ ଆମ କଳା ଓ ସଂସ୍କୃତି ପ୍ରତି ସଚେତନ କରାଯାଇଛି।
@Culturedeptt
#JodaMunicipality
#OdiaPakhya
#LokakalaDibasa
JODA MUNICIPALITY
@jodaulb
2 months ago
ଓଡ଼ିଆ ଅସ୍ମିତାର ମହାପର୍ବ 'ଓଡ଼ିଆ ପକ୍ଷ' ପାଳନ ଅବସରରେ ଯୋଡ଼ା ପୌରପାଳିକା ପକ୍ଷରୁ 'ଲୋକକଳା ଦିବସ' ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଆମ ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ନିମନ୍ତେ ଏହି ଅବସରରେ ଏକ ସ୍ୱତନ୍ତ୍ର 'ପାଲା' କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
jodaulb's tweet video.
Last Seen Users on Sotwe
Türk Gay
Seen from
Turkey
jeani
Seen from
Indonesia
Melody Moralynn👑🦄
Seen from
Israel
Kẹo Mút
Seen from
Vietnam
yuijang
Seen from
Vietnam
👌
Seen from
Thailand
NudeCelebsArchive
Seen from
Turkey
🅐🅜🅘🅝🅐 🄳🄾🄼 𝑽𝑰𝑷 🍯
Seen from
Algeria
الزوجة الخاينة
Seen from
Saudi Arabia
Bi Cà Mau
Seen from
Vietnam
Trends for you
1
Giannis
Under 10K tweets
2
Messi
Under 10K tweets
3
Father's Day
Under 10K tweets
4
Steam Machine
Under 10K tweets
5
USAID
Under 10K tweets
6
Carl
Under 10K tweets
7
Clive Davis
Under 10K tweets
8
Tucker
Under 10K tweets
9
#HOTD
Under 10K tweets
10
Introducing
Under 10K tweets
Most Popular Users
1
Elon Musk
@elonmusk
240.4M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.1M followers
5
Narendra Modi
@narendramodi
107M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.4M followers
10
Taylor Swift
@taylorswift13
81.2M followers
11
Lady Gaga
@ladygaga
72.8M followers
12
Kim Kardashian
@kimkardashian
69.7M followers
13
Virat Kohli
@imvkohli
69.5M followers
14
YouTube
@youtube
68.7M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.2M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.5M followers
Olivia
Online
✨
⭐
💫