Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
An average guy with big dreams..!
kendrapara
Joined November 2020
74
Following
13.5K
Followers
1.2K
Posts
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
about 1 month ago
ବଡ ନିଷ୍ଠୁର ଏ ସମୟ ନିଜେ ବଦଳି ଯାଏ ଆଉ ଅନ୍ୟକୁ ବି ବଦଳେଇ ଦିଏ l 💔🥀
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
about 1 month ago
ଲୋକଙ୍କୁ ତୁମେ ଦରକାର ନୁହେଁ, ତୁମ ଠାରୁ ମିଳିପାରୁଥିବା ଫାଇଦା ଦରକାର l
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
3 months ago
ଜୀବନରେ ଭେଟୁଥିବା ସବୁ ଲୋକ ଠିକିହୋଲି ପରି l କିଏ ରଙ୍ଗ ରଙ୍ଗ ବଦଳାଇ ଦିଏ ତ କିଏ ରଙ୍ଗ ଭରିଦିଏ l 🌈 ରଙ୍ଗର ପର୍ବ "ହୋଲି" ର ଶୁଭେଚ୍ଛା l 🎀
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
4 months ago
ଯେତେବେଳେ ପ୍ରତି ମୁହୂର୍ତ ରେ ଲୋକ ମାନଙ୍କର ମୁହଁ ଓ ମନର ରଙ୍ଗ ବଦଳୁଛି ସେତେବେଳେ "ହୋଲି" କେବେ ପଚାରିବାର ଅର୍ଥ କଣ!🥀
Who to follow
Rasmita Mohapatra
@RasmitaMohapa16
ଆମ ଜୀବନ ବହୁତ ଛୋଟ ତାହାକୁ ଆମେ ହସ ଖୁସିରେ ବଞ୍ଚିବା ଉଚିତ।
Anindita Nanda
@AninditaNanda1
curious mind 🤨
ସ୍ମୃତିଲଗ୍ନା ✍️
@SmrutilagnaN
Senior Anchor/producer @Argusnews And a Passionate writer
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
4 months ago
ତୁମକୁ ପାଇବାର ଭାଗ୍ୟ ତ ମୋର ନାହିଁ ବାସ ଭଗବାନଙ୍କୁ ଡାକେ - ତୁମେ ଚାହୁଁଥିବା ମଣିଷ ତୁମକୁ ମିଳିଯାଉ l 💔🥀
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
5 months ago
ଜୀବନ ଆମକୁ ସବୁକିଛି ଶିଖାଏ, ସମୟ ଆସିଲେ ସତ୍ୟଟା ପ୍ରକାଶ କରେ। ଭୁଲ ରାସ୍ତା ମଧ୍ୟ ଶିକ୍ଷା ଦିଏ, ସେଇଠାରୁ ସଫଳତା ଫୁଟି ଉଠେ।
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
5 months ago
ଡିସେମ୍ବର 31 ବର୍ଷର ଶେଷ ଦିନ। ବର୍ଷର ସେହି ଶେଷ ପୃଷ୍ଠା ଯୋଉ ପୃଷ୍ଠା ରେ ଲେଖା ଥାଏ କିଛି ଅକୁହା ବେଦନା ଅସମ୍ପୂର୍ଣ୍ଣ ସ୍ୱପ୍ନ , କିଛି ଭଙ୍ଗା ସମ୍ପର୍କ , କିଛି ଲୁହ , କିଛି କୋହ ଆଉ କିଛି ଛାତି ତଳେ ସାଇତା ଯନ୍ତ୍ରଣା ଯାହା କାହା ଆଗେ କହି ହୁଏନି ସହିବି ହୁଏନି। ବର୍ଷ ଯାକର ସ୍ମୁତି 🥹
#ବିଦାୟ2025
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
6 months ago
ନିଜର କରି ଦେଇଥିଲି, କିନ୍ତୁ ଜୀବନ ଗୋଟିଏ ଭଲ ଶିକ୍ଷା ଦେଲା—ଯେତେ ଭଲ ହେଲେ ବି, କେହି କେବେ ନିଜର ହୁଏନାହିଁ 💔🥀
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
6 months ago
ସବୁ ପ୍ରେମ ଯଦି ସଫଳ ହେବ, ସେ ତକିଆ କି କଣ ଆଉ ଲୁହରେ ଭିଜିବ ସବୁ ପ୍ରେମର ଅନ୍ତ ଯଦି ବିବାହ ହେବ, ସେ ମଶାଣି କି ଆଉ ଜୁଇ ରେ ଜଳିବ l 💔🥀
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
8 months ago
ତାକୁ ବି
@Happy_Diwali
ଯାହା ପାଇଁ ମୋ ସମୟ ଆଉ ସ୍ବପ୍ନ ସବୁ ବର୍ବାଦ l 💔🥀
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
8 months ago
ନିଜର ଲୋକ ହିଁ ବୁଝେଇଦିଏ ଯେ, ଅସଲରେ ନିଜର କେହି ନୁହନ୍ତି 💔🥀
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
8 months ago
ଯେଉଁ ଦିନଠାରୁ ତୁମେ ତୁମର ତୁଳନା ଅନ୍ୟ କାହାସହ କରିବ ନାହିଁ ! ସେହି ଦିନ ଠାରୁ ତୁମେ ଅତୁଳନୀୟ ହୋଇଯିବ !
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
9 months ago
ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ! ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ମଙ୍ଗଳମୟ ହେଉ।🙏
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
9 months ago
ମୁଁ ମୋ ନିଜ ଲୋକଙ୍କ ଠାରୁ ଶିଖିଛି ଏଠି ନିଜର କେହି ନୁହନ୍ତି l 💔🥀
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
9 months ago
ସବୁ ପ୍ରାର୍ଥନା ବି ଫିକା ପଡିଯାଏ ଯଦି ମନର ମଣିଷ ଟା ଭାଗ୍ୟରେ ନ ଥାଏ l 💔🥀
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
9 months ago
କିଛି ଲୋକ ମହାଭାରତ ର ଶକୁନି ପରି ହୋଇଥାନ୍ତି ହସିବେ ତୁମ ସହିତ କିନ୍ତୁ ଖେଳିବେ ତୁମ ବିରୁଦ୍ଧରେ l
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
9 months ago
ଜାଣି ନାହିଁ ମୁଁ କଣ ପାଇବା ପାଇଁ ଚାହୁଁଥିଲି, ସେଥିରେ ମୁଁ ନିଜେ ହିଁ ହଜି ଗଲି... l 💔🥀
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
10 months ago
ଦିନେ ତୁମେ ପଛକୁ ଚାହିଁ ଅନୁଭବ କରିବ ଯେ, ଯାହାର କିଛି ମୂଲ୍ୟ ନଥିଲା, ତାକୁ ନେଇ ତୁମେ ଅଧିକ ଚିନ୍ତା କରୁଥିଲ !
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
10 months ago
ପବିତ୍ର ଗଣେଶ ଚତୁର୍ଥୀର ଶୁଭେଛା l 🙏
𝐑𝐚𝐝𝐡𝐞 𝐑𝐚𝐝𝐡𝐞 🩷
@kanha____0803
10 months ago
ନିଜ ଉପରେ ଭରଷା ରଖ ଯେତେବେଳେ ତୁମ ଉପରେ କେହି ଭରସା ନ ରଖନ୍ତି l
Last Seen Users on Sotwe
biasharjen
Seen from
Malaysia
Lucudeh
Seen from
Indonesia
AMATÖR TÜRK
Seen from
Turkey
เด็กชอบเงี่ยน
Seen from
Thailand
Ko Htun
Toxic
Seen from
United States
.
Seen from
Chile
ㅎ
Seen from
Korea
MEHDI CASHMASTER DZ 3K🤑🇩🇿
Seen from
United States
mickey
Seen from
Malaysia
Trends for you
1
Paraguay
Under 10K tweets
2
Elon
Under 10K tweets
3
#SmackDown
Under 10K tweets
4
Katy Perry
Under 10K tweets
5
Poch
Under 10K tweets
6
Jacob Misiorowski
Under 10K tweets
7
3-0 USA
Under 10K tweets
8
Tren de Aragua
Under 10K tweets
9
#LaysFWC26
Under 10K tweets
10
Go USA
Under 10K tweets
Most Popular Users
1
Elon Musk
@elonmusk
240.2M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.3M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.6M followers
9
KATY PERRY
@katyperry
87M followers
10
Taylor Swift
@taylorswift13
80.9M followers
11
Lady Gaga
@ladygaga
72.4M followers
12
Kim Kardashian
@kimkardashian
69.5M followers
13
Virat Kohli
@imvkohli
68.9M followers
14
YouTube
@youtube
68.6M followers
15
Bill Gates
@billgates
63.5M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.5M followers
19
X
@x
60.9M followers
20
Selena Gomez
@selenagomez
60.1M followers
Olivia
Online
✨
⭐
💫