Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Panchayat Samiti, Kantapada
@kantapada
The Block is situated on the road side of Phulanakhara-Kakatpur road.The geographical area of the Block is around 119.33 SQKM . 14 nos of GP and 88 nos of RV
Joined July 2020
91
Following
139
Followers
400
Posts
Panchayat Samiti, Kantapada
@kantapada
14 days ago
କଣ୍ଟାପଡା ବ୍ଲକ ଅଧୀନରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିଆଯାଇଥିବା ଏବଂ ଚାଲୁଥିବା ଉନ୍ନୟନ କାର୍ଯ୍ୟମାନଙ୍କୁ ନିରୀକ୍ଷଣ ଓ ପରିଦର୍ଶନ ସହିତ ସହକାରୀ ନିର୍ବାହୀ ଯନ୍ତ୍ରୀ ।
@ZP_Cuttack
@CuttackDM
@PRDeptOdisha
@CMO_Odisha
Panchayat Samiti, Kantapada
@kantapada
14 days ago
କଣ୍ଟାପଡା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ବିଭିନ୍ନ ବୁଥ୍ରେ ଭୋଟର ତାଲିକାର ଶୁଦ୍ଧୀକରଣ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ବା BLOs ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଘରକୁ ଘର ବୁଲି ଯାଞ୍ଚ (House-to-House Survey) ପ୍ରକ୍ରିୟା ଜାରି ରହିଛି।
@OdishaCeo
@CuttackDM
@CMO_Odisha
@PRDeptOdisha
See More
Panchayat Samiti, Kantapada
@kantapada
14 days ago
କଣ୍ଟାପଡା ବ୍ଲକର ବାଗଲପୁର ଗ୍ରାମ ପଞ୍ଚାୟତ (Bagalpur GP) ଅନ୍ତର୍ଗତ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ସମ୍ବନ୍ଧୀୟ ଅଭିଯୋଗ (Grievance) ଅନୁସନ୍ଧାନ (Enquiry) ।
@ZP_Cuttack
@CuttackDM
@PRDeptOdisha
@CMO_Odisha
Panchayat Samiti, Kantapada
@kantapada
14 days ago
କଣ୍ଟାପଡ଼ା ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ (GPs) ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHGs) ମାନଙ୍କ ଦ୍ୱାରା ପ୍ରଖର ଗ୍ରୀଷ୍ମ ପ୍ରବାହରୁ ପଥିକ ଓ ସ୍ଥାନୀୟ ଲୋକଙ୍କୁ ଆଶ୍ଵସ୍ତି ଦେବା ପାଇଁ ଜଳଛତ୍ର (Jalachatra) କାର୍ଯ୍ୟକ୍ରମମାନ ଆୟୋଜନ ଅବସରରେ ।
@ZP_Cuttack
@CuttackDM
@PRDeptOdisha
@CMO_Odisha
See More
Who to follow
BDO_KOSAGUMUDA
@BDO_KOSAGUMUDA
PANCHAYAT SAMITI KOSAGUMUDA
SahajPrashashika
@SoulfulEchos
🌾 From a humble clerk to a Class-1 Administrator. 🤝 People-friendly, straight-forward & rooted in simplicity. 🌸 Believer in a shared, 'Sahaj' life. ✨
Balisankara Panchayat Samiti
@BalisankaraP
PS Balisankara
Panchayat Samiti, Kantapada
@kantapada
17 days ago
କଣ୍ଟାପଡ଼ା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ୨୭ ମେ ୨୦୨୬ ତାରିଖରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ (Volunteers) ମାନଙ୍କୁ ସେମାନଙ୍କ ଭୂମିକା ବିଷୟରେ ଦିଆଯାଉଥିବା ପ୍ରଶିକ୍ଷଣ ।
@CeoOdisha
@ZP_Cuttack
@CuttackDM
@PRDeptOdisha
@CMO_Odisha
Panchayat Samiti, Kantapada
@kantapada
17 days ago
କଣ୍ଟାପଡ଼ା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ୨୬ ମେ ୨୦୨୬ ତାରିଖରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) କାର୍ଯ୍ୟକ୍ରମ ପାଇଁ ERO ଏବଂ AERO ମାନଙ୍କ ଦ୍ୱାରା ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ BLO ସୁପରଭାଇଜର ମାନଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ।
@CeoOdisha
@ZP_Cuttack
@CuttackDM
@PRDeptOdisha
@CMO_Odisha
See More
Panchayat Samiti, Kantapada
@kantapada
17 days ago
ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଟିମ୍ଙ୍କର କଟକ ଜିଲ୍ଲା କଣ୍ଟାପଡା ବ୍ଲକର କଣ୍ଟାପଡା ଗ୍ରାମପଞ୍ଚାୟତ ପରିଦର୍ଶନ -ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର (PLC) ର ଭୂମିକା ଏବଂ ଗ୍ରାମସଭାରେ ହେଉଥିବା "ସ୍ୱଳ୍ପ ଉପସ୍ଥାନ" କୁ ନେଇ ସର୍ଭେ ତଥା ଅଧ୍ୟୟନ ।
@sird_pr_odisha
@ZP_Cuttack
@CuttackDM
@PRDeptOdisha
See More
Panchayat Samiti, Kantapada
@kantapada
17 days ago
ସାମାଜିକ ସୁରକ୍ଷା ଯୋଜନା ଅଧୀନରେ କଣ୍ଟାପଡା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ (GP) ମାନଙ୍କରେ OAP (Old Age Pension / ମଧୁବାବୁ ବୃଦ୍ଧାବସ୍ଥା ଭତ୍ତା) ବଣ୍ଟନ ପ୍ରକ୍ରିୟା ଅବସରରେ ।
@SSEPD2
@ZP_Cuttack
@CuttackDM
@PRDeptOdisha
@CMO_Odisha
Panchayat Samiti, Kantapada
@kantapada
17 days ago
ଦଶମ ଶ୍ରେଣୀ (HSC) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ଏବଂ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷାୟତ୍ରୀ (HM) ମାନଙ୍କୁ କଣ୍ଟାପଡା ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଗଲା ।
@SMEOdisha
@ZP_Cuttack
@CuttackDM
@PRDeptOdisha
@CMO_Odisha
Panchayat Samiti, Kantapada
@kantapada
17 days ago
୧୮ ମେ ୨୦୨୬ ତାରିଖରେ "ପଲ୍ଲୀରେ ପ୍ରଶାସନ " ଗ୍ରାମପଞ୍ଚୟତ ସ୍ତରୀୟ ଜନଶୁଣାଣୀ ଶିବିର କଣ୍ଟାପଡ଼ା ପଞ୍ଚାୟତ ସମିତିର ପୋସ୍ତଳ ଗ୍ରାମପଞ୍ଚାୟତରେ ଆୟୋଜନ ଅବସରରେ ।
@ZP_Cuttack
@CuttackDM
@PRDeptOdisha
@CMO_Odisha
Panchayat Samiti, Kantapada
@kantapada
17 days ago
୧୧ ମେ ୨୦୨୬ ତାରିଖରେ "ପଲ୍ଲୀରେ ପ୍ରଶାସନ " ଗ୍ରାମପଞ୍ଚୟତ ସ୍ତରୀୟ ଜନଶୁଣାଣୀ ଶିବିର କଣ୍ଟାପଡ଼ା ପଞ୍ଚାୟତ ସମିତିର ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତରେ ଆୟୋଜନ ଅବସରରେ ।
@ZP_Cuttack
@CuttackDM
@PRDeptOdisha
@CMO_Odisha
Panchayat Samiti, Kantapada
@kantapada
17 days ago
କଣ୍ଟାପଡା ବ୍ଲକ ଭିଡିଓ କନଫରେନ୍ସିଂ କକ୍ଷରେ ଓଡିଶା ରାଜ୍ୟ କାର୍ଯ୍ୟପ୍ରବାହ ସ୍ୱୟଂଚାଳନ ପ୍ରଣାଳୀ ପ୍ରଶିକ୍ଷଣ ଆୟୋଜିତ । ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସମ୍ପୂର୍ଣ୍ଣ କାଗଜବିହୀନ କରିବା ଏବଂ ଡିଜିଟାଲ୍ ଫାଇଲ୍ ମୁଭମେଣ୍ଟ ମାଧ୍ୟମରେ କାମକୁ ଅଧିକ ସ୍ୱଚ୍ଛ ଓ ଶୀଘ୍ର କରିବା।
@ZP_Cuttack
@CuttackDM
@PRDeptOdisha
See More
Panchayat Samiti, Kantapada
@kantapada
17 days ago
କଣ୍ଟାପଡା ବ୍ଲକ ଅଧୀନରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିଆଯାଇଥିବା ଏବଂ ଚାଲୁଥିବା ଉନ୍ନୟନ କାର୍ଯ୍ୟମାନଙ୍କୁ ନିରୀକ୍ଷଣ ଓ ପରିଦର୍ଶନ ସହିତ ସହକାରୀ ନିର୍ବାହୀ ଯନ୍ତ୍ରୀ ।
@ZP_Cuttack
@CuttackDM
@PRDeptOdisha
@CMO_Odisha
Panchayat Samiti, Kantapada
@kantapada
about 1 month ago
୦୭ ମେ ୨୦୨୬ ତାରିଖରେ କଣ୍ଟାପଡ଼ା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାର ଲାଭାନ୍ବିତମାନଙ୍କ ନିମନ୍ତେ ଗୃହ ଅଭିନ୍ୟାସ ମେଳା ଓ ଭୂମିପୂଜନ ମେଳା ଆୟୋଜନ ।
kantapada's tweet video.
Panchayat Samiti, Kantapada
@kantapada
about 1 month ago
କଣ୍ଟାପଡ଼ା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାର ଲାଭାନ୍ବିତମାନଙ୍କ ନିମନ୍ତେ ଗୃହ ଅଭିନ୍ୟାସ ମେଳା ଓ ଭୂମିପୂଜନ ମେଳା ଆୟୋଜନ ।
@ZP_Cuttack
@CuttackDM
@PRDeptOdisha
@CMO_Odisha
kantapada's tweet video.
Panchayat Samiti, Kantapada
@kantapada
about 1 month ago
୦୭ ମେ ୨୦୨୬ ତାରିଖରେ କଣ୍ଟାପଡ଼ା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାର ଲାଭାନ୍ବିତମାନଙ୍କ ନିମନ୍ତେ ଗୃହ ଅଭିନ୍ୟାସ ମେଳା ଓ ଭୂମିପୂଜନ ମେଳା ଆୟୋଜନ ସମ୍ବନ୍ଧରେ।
@ZP_Cuttack
@CuttackDM
@PRDeptOdisha
@CMO_Odisha
Panchayat Samiti, Kantapada
@kantapada
about 2 months ago
କଣ୍ଟାପଡ଼ା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ୨୧ ଏପ୍ରିଲ ୨୦୨୬ ତାରିଖରେ ଓଲ୍ଡ୍ ଏଜ୍ ପେନସନ୍ ବଣ୍ଟନ
@SSEPD2
@ZP_Cuttack
@CuttackDsso
@CuttackDM
@PRDeptOdisha
@CMO_Odisha
Panchayat Samiti, Kantapada
@kantapada
about 2 months ago
୧୭ ଏପ୍ରିଲ ୨୦୨୬ ତାରିଖରେ କଣ୍ଟାପଡ଼ା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ବିଭିନ୍ନ ମୁଖ୍ୟ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଉପରେ ବିଶେଷ ଗ୍ରାମ ସଭା ଆୟୋଜିତ । ସଭାରେ ନାରୀ ଶକ୍ତି ବନ୍ଦନା, ମିଶନ ଶକ୍ତି, ଜଳ ସମ୍ବଳ ଓ ରାସ୍ତା ବିକାଶ ବିଷୟରେ ଆଲୋଚନା ଓ ସମୀକ୍ଷା କରାଗଲା ।
@ZP_Cuttack
@CuttackDM
@PRDeptOdisha
@CMO_Odisha
See More
Panchayat Samiti, Kantapada
@kantapada
2 months ago
ଓଡ଼ିଆ ନବବର୍ଷ ମାନ୍ୟବର ବିଧାୟକ ନିଆଳିଙ୍କ ଉପସ୍ଥିତିରେ କଣ୍ଟାପଡା ବ୍ଲକରେ ବହୁ ଆଡମ୍ବରରେ ପାଳନ କରାଗଲା। ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତି ଥିଲେ ।ସମସ୍ତେ ପାରମ୍ପରିକ ଓଡ଼ିଆ ବସ୍ତ୍ର ପରିଧାନ କରିଥିଲେ। ଓଡ଼ିଆ ନବବର୍ଷ ଅବସରରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
@Culturedeptt
@CMO_Odisha
@CuttackDM
@ZP_Cuttack
See More
Panchayat Samiti, Kantapada
@kantapada
2 months ago
“ଓଡ଼ିଆ ପକ୍ଷ” ପାଳନ -୨୦୨୬ କାର୍ଯ୍ୟକ୍ରମ ଅବସରରେ କଣ୍ଟାପଡା ବ୍ଲକରେ ମୁରୁଜ ଏବଂ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତାରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାରୀମାନେ ମାନ୍ୟବର ବିଧାୟକଙ୍କ ହସ୍ତରୁ ପୁରସ୍କୃତ ହେଲେ। ସମସ୍ତ ଅଂଶଗ୍ରାହୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଗଲା।
@Culturedeptt
@CuttackDM
@PRDeptOdisha
@CMO_Odisha
See More
Last Seen Users on Sotwe
✦
Seen from
Philippines
غيداء
Nane Noa
Seen from
Philippines
Seks Hikayeleri ve İtirafları
Alina Angel الينا انجل
Seen from
France
Nguyễn Hùng
Seen from
Vietnam
Hot Faraz patan full secret
Seen from
France
يوميات متحرر عظيم
Seen from
Egypt
Wampire
Seen from
Netherlands
laelkk4
Seen from
Indonesia
Trends for you
1
Japan
Under 10K tweets
2
Oliver Tree
Under 10K tweets
3
Ecuador
Under 10K tweets
4
Lebanon
Under 10K tweets
5
Izzy
Under 10K tweets
6
Troy
Under 10K tweets
7
Dutch
Under 10K tweets
8
MREs
Under 10K tweets
9
#artfight
Under 10K tweets
10
Germany
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.5M followers
5
Narendra Modi
@narendramodi
107M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.1M followers
10
Taylor Swift
@taylorswift13
80.9M followers
11
Lady Gaga
@ladygaga
72.5M followers
12
Kim Kardashian
@kimkardashian
69.5M followers
13
Virat Kohli
@imvkohli
69M followers
14
YouTube
@youtube
68.6M followers
15
Bill Gates
@billgates
63.6M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.7M followers
19
X
@x
60.9M followers
20
Selena Gomez
@selenagomez
60.2M followers
Olivia
Online
✨
⭐
💫