Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
kartikchandrapradhan
@kartikchandrapr
ୟେ ଦେଶ ନହିଁ ଝୁକନେ ଦୁଙ୍ଗା
Joined December 2013
267
Following
44
Followers
1.3K
Posts
kartikchandrapr
retweeted
ojta_2023
@ojta2023
3 days ago
କନିଷ୍ଠଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ରୋକ୍ ଲଗେଇଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ।ବିଭାଗ ତରଫରୁ ସତ୍ୟପାଠ ଦାଖଲ କରାଯାଉନାହିଁ।ବାରମ୍ବାର ସମୟ ଗଡାଯାଉଛି।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ହସ୍ତକ୍ଷେପକରି ସମାଧାନ କରନ୍ତୁ।
@CMO_Odisha
@MohanMOdisha
@NityanandaBJP
@SMEOdisha
See More
kartikchandrapradhan
@kartikchandrapr
about 1 month ago
@dpradhanbjp
@NityanandaBJP
@EduMinOfIndia
@SMEOdisha
@
kartikchandrapr
retweeted
I & PR Department, Odisha
@IPR_Odisha
5 months ago
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିମନ୍ତେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ଆଜି ଖର୍ଚ୍ଚ ଦାବି ଆଲୋଚନା ବିଧାନସଭାରେ ଗୃହିତ ହୋଇଛି। ୩୧ ହଜାର ୯୯୭ କୋଟି ୨୩ ଲକ୍ଷ ୨୦ ହଜାର ଟଙ୍କାର ବିଶାଳ ବଜେଟ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିମନ୍ତେ ଉପସ୍ଥାପିତ କରାଯାଇଥିଲା। ଏହି ବଜେଟ୍ରେ ପ୍ରଶାସନିକ ବ୍ୟୟ ପାଇଁ ୧୬,୧୪୭ କୋଟିରୁ ଅଧିକ ଏବଂ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୫,୮୪୯ କୋଟିରୁ ଅଧିକ ରହିଛି। ଏହି ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ଭିତ୍ତିଭୂମି ମଜବୁତ କରିବା ସରକାରଙ୍କ ପ୍ରାଥମିକତା ବୋଲି ମତ ପ୍ରକାଶ କରିଛନ୍ତି। ବଜେଟ୍ରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପାଇଁ ୧୦୧୦ କୋଟି, ସମଗ୍ର ଶିକ୍ଷା ପାଇଁ ୧୧୩୧ କୋଟି ୨୨ ଲକ୍ଷ ୬୨ ହଜାର, ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ପାଇଁ ୭୦୯ କୋଟି ୧୦ ଲକ୍ଷ ୪୯ ହଜାର ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପାଇଁ ୭୩୧ କୋଟି ୨୨ ଲକ୍ଷ ୫୫ ହଜାର ଅର୍ଥ ବରାଦ ହୋଇଛି । ଏହାସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୨୨୩ କୋଟି ୯୮ ଲକ୍ଷ ୩୫ ହଜାର ଓ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସାଇକେଲ, ପରିଧାନ ଓ ପାଠ୍ୟପୁସ୍ତକ ବଣ୍ଟନ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି । ଭିତ୍ତିଭୂମି ଉନ୍ନତି ପାଇଁ ୯୩୦ କୋଟିରୁ ଅଧିକ ଅର୍ଥ ବରାଦ କରାଯାଇଥିବାବେଳେ ଏଥିରେ ନୂତନ ଶ୍ରେଣୀଗୃହ, ଶୌଚାଳୟ, ବିଦ୍ୟାଳୟ ମରାମତି ଓ ଅନ୍ୟାନ୍ୟ ସୁବିଧା ଅନ୍ତର୍ଭୁକ୍ତ ଅଛି । ଗୁଣାତ୍ମକ ଶିକ୍ଷା ପାଇଁ ସରକାର ଶିକ୍ଷକ ନିଯୁକ୍ତିକୁ ତ୍ୱରାନ୍ୱିତ କରିଛନ୍ତି । ଏପର୍ଯ୍ୟନ୍ତ ୨୨,୫୦୨ ଜଣ ଶିକ୍ଷକ ନିଯୁକ୍ତ ହୋଇଥିବାବେଳେ ଚଳିତ ବର୍ଷ ଆଉ ୨୦,୦୦୦ ପଦବୀ ପୂରଣ ପାଇଁ ଯୋଜନା ରହିଛି। ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି କ୍ରମେ, ୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୫୧ କୋଟି ଟଙ୍କା ଅର୍ଥ ରାଶିର ବ୍ୟୟ ବରାଦ କରାଯାଇଛି । ଏହା ଦ୍ୱାରା ରାଜ୍ୟର ନବମ ଓ ଦଶମ ଶ୍ରେଣୀର ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଉପକୃତ ହେବେ। ଏହାସହ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯାଉଛି । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ମଧ୍ୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
See More
kartikchandrapradhan
@kartikchandrapr
5 months ago
ଇଞ୍ଜିନ ବିହୀନ ହୋଇ ପଡିଛନ୍ତି ଡବଲ ସରକାର।ଏହି ଅତ୍ୟନ୍ତ ଦୁର୍ଭାଗ୍ୟ।
ojta_2023
@ojta2023
5 months ago
ବହୁତ ଅନୁରୋଧ ଆଲୋଚନା କଲୁ ହେଲେ ଫଳାଫଳ କିଛି ନାହିଁ।କେବେଳ ଆନ୍ଦୋଳନ ହିଁ ଶେଷ ରାସ୍ତା।ଏଥର ନିୟମିତ ନିର୍ଦ୍ଦେଶ ବାହାରିବ ତାହେଲେ ସ୍କୁଲ ଖୋଲିବ,ଯେ ପର୍ଯ୍ୟନ୍ତ ନିୟମିତ ନିର୍ଦ୍ଦେଶ ନ ଆସିବ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।
@CMO_Odisha
@NityanandaBJP
@SMEOdisha
@MohanMOdisha
@SamalManmohan7
@SecyChief
@dpradhanbjp
See More
Who to follow
Tr.Nemaar kukna
@Nemaarchoudhar
Bsc,Bed,
[email protected]
(sci -math)
Sata Ram Saran
@BaytuSaran
#सत्यम_शिवम_सुंदरम_🇮🇳 #वंदेमातरम_🇮🇳 💝🌾🙏 @Entrepreneur
Ashutosh keshari
@Ashutos03898892
पुरा छात्र इलाहाबाद केंद्रीय विश्वविद्यालय
kartikchandrapradhan
@kartikchandrapr
5 months ago
@ojta2023
@CMO_Odisha
@NityanandaBJP
@SMEOdisha
@MohanMOdisha
@SamalManmohan7
@SecyChief
@dpradhanbjp
@AmitShah
@narendramodi
@PMOIndia
@NitinNabin
ଅଧିକାର ର ଲଢେଇ ରେ ପଛଘୁଞ୍ଚା ନାହିଁ।OJTA ଲଢିବ ଅଧିକାର ପାଇବା ପର୍ଯ୍ୟନ୍ତ।
kartikchandrapradhan
@kartikchandrapr
5 months ago
ଡବଲ ଇଞ୍ଜିନ ସରକାର ଏବେ ଇଞ୍ଜିନ ବିହୀନ ହୋଇ ପଡିଛନ୍ତି।କଥାରେ ନୁହେଁ କାମ ରେ କରି ଦେଖାନ୍ତୁ।ନଚେତ୍ ଓଡ଼ିଶା ର ଶିକ୍ଷା ବ୍ୟବସ୍ଥା ର ମୂଳଦୁଆ ସାଜିଥିବା କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ମାନଙ୍କ ଆକ୍ରୋଶର ଶିକାର ହେବ ସମଗ୍ର ବ୍ୟବସ୍ଥା।ନିୟମିତ ହେବାର ସରକାରୀ ନିର୍ଦ୍ଦେଶନାମା ପ୍ରକାଶ କରନ୍ତୁ ସରକାର।ନିବେଦନ କରୁନୁ, ଅଧିକାର ଦେବେ ଆପଣ।
ojta_2023
@ojta2023
5 months ago
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଆଉ ଘୋଷଣା କୁ ମାନୁନାହାନ୍ତି ଜିଲ୍ଲାପ୍ରଶାସନ, ବଲାଙ୍ଗୀର ଜିଲ୍ଲା କନିଷ୍ଠଶିକ୍ଷକ(ଯୋଜଣାଭିତ୍ତିକ) ମାନଙ୍କୁ ଚୁକ୍ତି ନବୀକରଣ ପାଇଁ ଚିଠି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଯେଉଁଠି ଜିଲ୍ଲାଅଧିକାରୀ ମାନେ ମାନୁନାହାନ୍ତି,ଆମେ କାହାକୁ ବିଶ୍ୱାସ କରିବୁ ?ନିୟମିତକେବେ ?
@MohanMOdisha
@NityanandaBJP
@SMEOdisha
See More
kartikchandrapr
retweeted
ojta_2023
@ojta2023
5 months ago
ଆଲୋଚନା ର ସମୟ ସରିଲା,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଘୋଷଣା ରେ ରଖିଲେ।ମୁଖ୍ୟମନ୍ତ୍ରୀ ଙ୍କ ଅକ୍ତିଆରରେ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ।ଏଥର ଆନ୍ଦୋଳନ ହେବ ଅନଶନ ହେବ।ଲଢ଼େଇ କରି ମରିବୁ ପଛେ ଆଉ ପଛକୁ ଫେରିବୁନାହିଁ।ନିୟମିତ ନିର୍ଦ୍ଦେଶ ଆସିଲା ଯାଏ ଲଢେଇ।
@dpradhanbjp
@CMO_Odisha
@MohanMOdisha
@NityanandaBJP
See More
kartikchandrapradhan
@kartikchandrapr
5 months ago
@ojta2023
@dpradhanbjp
@CMO_Odisha
@MohanMOdisha
@NityanandaBJP
@narendramodi
@AmitShah
@NitinNabin
@RahulGandhi
କାହାକୁ ଡରୁଛନ୍ତି କି ସରକାର? ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ର ରାଜ୍ୟ ମୁଖିଆ ହେବାର ଯୋଗ୍ୟତା ନାହିଁ ବୋଲି ଭାବି ଶିକ୍ଷା ମନ୍ତ୍ରୀ ବେଖାତିର କରୁଛନ୍ତି? ରାଜ୍ୟ ରେ ଡବଲ ଇଞ୍ଜିନ ସରକାର କଣ ଇଞ୍ଜିନ ବିହୀନ ହେଲେ କି?
See More
kartikchandrapradhan
@kartikchandrapr
5 months ago
@ojta2023
@dpradhanbjp
@CMO_Odisha
@MohanMOdisha
@NityanandaBJP
@narendramodi
@AmitShah
@NitinNabin
@RahulGandhi
https://t.co/fttjmCRflF
kartikchandrapradhan
@kartikchandrapr
5 months ago
@CMO_Odisha
@MohanMOdisha
@NityanandaBJP
@SMEOdisha
@SamalManmohan7
@dpradhanbjp
@KVSinghDeo1
@PravatiPOdisha
କାହାକୁ ଡରୁଛନ୍ତି ସରକାର? ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ରାଜ୍ୟ ମୁଖିଆ ହେବାର ଯୋଗ୍ୟତା ନାହିଁ ଭାବି ଶିକ୍ଷା ମନ୍ତ୍ରୀ ବେଖାତିର କରୁଛନ୍ତି କି ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଇଞ୍ଜିନ ବିହୀନ ହେଲେ କି?
See More
kartikchandrapradhan
@kartikchandrapr
5 months ago
@CMO_Odisha
@MohanMOdisha
@NityanandaBJP
@SMEOdisha
@SamalManmohan7
@dpradhanbjp
@KVSinghDeo1
@PravatiPOdisha
କାହାକୁ ଡରୁଛନ୍ତି ସରକାର? ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ରାଜ୍ୟ ମୁଖିଆ ହେବାର ଯୋଗ୍ୟତା ନାହିଁ ଭାବି ଶିକ୍ଷା ମନ୍ତ୍ରୀ ବେଖାତିର କରୁଛନ୍ତି କି ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଇଞ୍ଜିନ ବିହୀନ ହେଲେ କି?
See More
kartikchandrapradhan
@kartikchandrapr
5 months ago
https://t.co/od7gEn0LRT କାହାକୁ ଡରୁଛନ୍ତି କି ସରକାର? ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ର ରାଜ୍ୟ ମୁଖିଆ ହେବାର ଯୋଗ୍ୟତା ନାହିଁ ବୋଲି ଭାବି ଶିକ୍ଷା ମନ୍ତ୍ରୀ ବେଖାତିର କରୁଛନ୍ତି? ରାଜ୍ୟ ରେ ଡବଲ ଇଞ୍ଜିନ ସରକାର କଣ ଇଞ୍ଜିନ ବିହୀନ ହେଲେ କି?
@CMO_Odisha
@MohanMOdisha
@NityanandaBJP
@dpradhanbjp
@ojta2023
@SMEOdisha
kartikchandrapradhan
@kartikchandrapr
5 months ago
@ojta2023
@dpradhanbjp
@narendramodi
@NityanandaBJP
@SMEOdisha
@SecyChief
@MohanMOdisha
@CMO_Odisha
@SamalManmohan7
@NitinNabin
@AmitShah
ଡବଲ ଇଞ୍ଜିନ ସରକାର ଏବେ ଇଞ୍ଜିନ ବିହୀନ।ରାଜ୍ୟ ମୁଖିଆ ଙ୍କ କଥା କୁ ଵେଖାତିର କରୁଛନ୍ତି ବିଭାଗୀୟ ଅଧିକାରୀ ଏବଂ ମନ୍ତ୍ରୀ।ଏଇଆ ଦେଖିବାକୁ ଓଡ଼ିଶା ର ଲୋକେ ପରିବର୍ତ୍ତନ କୁ ବାଛି ଥିଲେ? ଉଚିତ୍ ଜବାବ ଦେବ ଓଡ଼ିଶା ଠିକଣା ସମୟ ରେ।
See More
kartikchandrapr
retweeted
ojta_2023
@ojta2023
5 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କ ଜୀବନ କୁ ବେରଙ୍ଗ କରି ,ହୋଲି ମନାଉଥିବା ରାଜ୍ୟସରକାର ଙ୍କୁ ହୋଲି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଘୋଷଣା କେବଳ ଘୋଷଣା ହେଇ ରହିଗଲା।କେବେ ହେବୁ ନିୟମିତ ?
@dpradhanbjp
@narendramodi
@NityanandaBJP
@SMEOdisha
@SecyChief
@MohanMOdisha
@CMO_Odisha
See More
kartikchandrapradhan
@kartikchandrapr
5 months ago
ଆମେ କୌଣସି ଦୟା ମାଗୁନାହୁଁ, ଆମେ ନିଜର ହକ୍ ମାଗୁଛୁ। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଗଢ଼ୁଥିବା ଏହି କାରିଗରମାନଙ୍କୁ ଆଉ ଅନ୍ଧାରରେ ରଖନ୍ତୁ ନାହିଁ। ଶୀଘ୍ର ନିୟମିତ କରିବା ସହ ମୃତ ଶିକ୍ଷକଙ୍କ ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ କରାଯାଉ।ନଚେତ୍ ମନେ ରଖନ୍ତୁ, ଶିକ୍ଷକଙ୍କ ଅଭିଶାପ ଏବଂ ଲୁହ ଶାସନ ଗାଦିକୁ ଥରାଇ ଦେବାର କ୍ଷମତା ରଖେ।
kartikchandrapradhan
@kartikchandrapr
5 months ago
@dpradhanbjp
@MohanMOdisha
@CMO_Odisha
@NityanandaBJP
@SMEOdisha
@SecyChief
@KVSinghDeo1
@PravatiPOdisha
ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ"। ଏହି ନାରା ମିଥ୍ୟା ରେ ପରିଣତ ହେବାକୁ ବସିଛି।ଡବଲ ଇଞ୍ଜିନ ସରକାର ଏବେ ଇଞ୍ଜିନ ବିହୀନ।
kartikchandrapradhan
@kartikchandrapr
5 months ago
୫.ଏହି ଅପେକ୍ଷା ଭିତରେ ପ୍ରାୟ ୧୫ ଜଣ କନିଷ୍ଠ ଶିକ୍ଷକ ଆଖି ବୁଜି ସାରିଲେଣି। ସେମାନେ "ଯୋଜନାଭିତ୍ତିକ" ଥିଲେ ବୋଲି ସେମାନଙ୍କ ପରିବାରକୁ ସହାୟତା ମିଳିବାରେ ସରକାରୀ ନିୟମ ବାଧା ସାଜୁଛି। ଯେଉଁମାନେ ଶିକ୍ଷାର ମୂଳଦୁଆ ପକାଉଥିଲେ, ଆଜି ସେମାନଙ୍କ ପରିବାର କାହିଁକି ଅନାଥ? ୬.ସରକାରଙ୍କ ବିଳମ୍ବ ପାଇଁ ଯେଉଁ ଜୀବନ ଗଲା, ସେଥିପାଇଁ ଦାୟୀ କିଏ?
Last Seen Users on Sotwe
Toket Besar
Seen from
Indonesia
عبود عبود
Seen from
Germany
Gay Việt dâm
Seen from
Vietnam
Çetin
Seen from
Turkey
الباشا
Seen from
Egypt
Andres
Seen from
Canada
Bocah Gede
Seen from
United States
Nam Khánh
Seen from
Vietnam
Asian handsome
Seen from
Vietnam
สวิงเมีย สำเร็จ
Seen from
Indonesia
Trends for you
1
Haynes King
Under 10K tweets
2
Red Sox
Under 10K tweets
3
Chelsea Gray
Under 10K tweets
4
#This_And_That
Under 10K tweets
5
Ogles
Under 10K tweets
6
Kawhi
Under 10K tweets
7
Haley
Under 10K tweets
8
Bello
Under 10K tweets
9
A'ja
Under 10K tweets
10
Aces
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.7M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.9M followers
10
Taylor Swift
@taylorswift13
82.8M followers
11
Lady Gaga
@ladygaga
74.3M followers
12
Virat Kohli
@imvkohli
71.8M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.7M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫