Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Er Rajesh Kumar Dehury
@kumarra11767331
President Kankadahad Block Journalist Association, Reporter-Prameya News Kankadahad Block,Dhenkanal.
kankadahad
Joined July 2014
226
Following
93
Followers
609
Posts
Er Rajesh Kumar Dehury
@kumarra11767331
5 days ago
ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବିଦ୍ୟୁତ ସବ ଷ୍ଟେସନ ଅଞ୍ଚଳରେ ଅପରାହ୍ନ ୪ ବିଦ୍ୟୁତ ସେବା ନାହିଁ ।ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ନିବେଦନ ।ଅପରାହ୍ନ ହେଲେ ବିଜୁଳି ଅଞ୍ଚଳରୁ ଗାଏବ ହୋଇ ଯାଉଛି ।ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ।
@CMO_Odisha
@districtadmndkl
@TPCentralOdisha
Er Rajesh Kumar Dehury
@kumarra11767331
27 days ago
ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ବିଦ୍ୟୁତ ସବଷ୍ଟେସନ ଅଞ୍ଚଳରେ ଆଜି ଅପରାହ୍ନ ୪ ଟା ସମୟରୁ ବିଦ୍ୟୁତ ସେବା ନାହିଁ ।ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ଅନୁରୋଧ ।
@CMO_Odisha
@SecyChief
@KVSinghDeo1
@districtadmndkl
@TPCentralOdisha
Er Rajesh Kumar Dehury
@kumarra11767331
5 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଦଶୀପୁର ଗ୍ରାମ ଯାତ୍ରା ମଣ୍ଡପ ନିକଟରେ ଗଛରେ ଗୁଡେଇ ଟଣା ଯାଇଛି ଏଲଟି ଲାଇନ ।ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ନିବେଦନ।
@CMO_Odisha
@MohanMOdisha
@SecyChief
@districtadmndkl
@TPCentralOdisha
Er Rajesh Kumar Dehury
@kumarra11767331
8 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ଝୁଲାଖୁଣ୍ଟିଆ ଟ୍ରାନ୍ସଫର୍ମର ୫ ଦିନ ହେଲାଣି ଅଚଳ ।ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ନିବେଦନ ।
@CMO_Odisha
@MohanMOdisha
@SecyChief
@districtadmndkl
@TPCentralOdisha
Who to follow
Manoj Kumar Pradhan
@ManojKu19829581
ବଞ୍ଚିଥିବା ଯାଏ ଅସହାୟ ଙ୍କ ସେବା କରିବି
मानव सेवा, ईश्वर सेवा
@BabuliB49789875
RRK
@RatikantaRout6
Er Rajesh Kumar Dehury
@kumarra11767331
8 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ପଞ୍ଚାୟତ ବାଘମୁଣ୍ଡା ମୁଣ୍ଡାସାହିରେ ଦୀର୍ଘ ୧ ମାସ ହେଲାଣି ଅନ୍ଧାର ।ଖୁଣ୍ଟ ନ ସଜାଡି ବିଦ୍ୟୁତ ସଂଯୋଗ କାଟିଦେଲେ ।ଏଥିପ୍ରତି ଦୃଷ୍ଟି ଦେବାପାଇଁ ନିବେଦନ।
@CMO_Odisha
@MohanMOdisha
@SecyChief
@districtadmndkl
@TPCentralOdisha
Er Rajesh Kumar Dehury
@kumarra11767331
8 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ପଞ୍ଚାୟତ ଜରଡା-ଦେହୁରୀହତା ଜଳବିଭାଜିକା ପ୍ରକଳ୍ପରେ ଅନିୟମିତତା ଘଟଣା ।ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାପାଇଁ ନିବେଦନ।
@CMO_Odisha
@SecyChief
@MohanMOdisha
@districtadmndkl
Er Rajesh Kumar Dehury
@kumarra11767331
8 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ଗାଁରେ ମାଙ୍କଡ଼ ଆତଙ୍କ ।ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ନିବେଦନ।
@CMO_Odisha
@SecyChief
@districtadmndkl
@DfoDhenkanal
@ForestDeptt
@MohanMOdisha
Er Rajesh Kumar Dehury
@kumarra11767331
8 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ପଞ୍ଚାୟତ ଗୋଳାଗାଡ଼ିଆ ଗାଁ ଟ୍ରାନ୍ସଫର୍ମର ୫ ଦିନ ହେଲାଣି ବଜ୍ରପାତରେ ପୋଡ଼ିଗଲା ।ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଦେବାପାଇଁ ନିବେଦନ।
@CMO_Odisha
@SecyChief
@districtadmndkl
@TPCentralOdisha
Er Rajesh Kumar Dehury
@kumarra11767331
9 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଷ୍ଟେଟ ବ୍ୟାଙ୍କ ଏଟିଏମ ଅଚଳ,ଲୋକ ହନ୍ତସନ୍ତ।ଏହି ଏକମାତ୍ର ଏଟିଏମ ଉପରେ ୧୦ ପଞ୍ଚାୟତ ବାସିନ୍ଦା ନିର୍ଭରଶୀଳ।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ନିବେଦନ।
@CMO_Odisha
@districtadmndkl
@TheOfficialSBI
@SecyChief
Er Rajesh Kumar Dehury
@kumarra11767331
9 months ago
ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଅଞ୍ଚଳରେ ୯ ଘଣ୍ଟା ହେଲାଣି ବିଦ୍ୟୁତ ସେବା ନାହିଁ ।
@TPCentralOdisha
@districtadmndkl
Er Rajesh Kumar Dehury
@kumarra11767331
9 months ago
@districtadmndkl
Er Rajesh Kumar Dehury
@kumarra11767331
9 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଭେଜିଆ ଗାଁର ସାଗର ଦେହୁରୀ ଅର୍ଥ ଅଭାବରୁ ଚିକିତ୍ସା ହେଇ ପାରୁ ନାହିଁ ।୨ ବର୍ଷ ହେଲାଣି ଯକ୍ଷ୍ମା ରୋଗରେ ପୀଡିତ ।ପ୍ରଶାସନ ଦୃଷ୍ଟି ଦେବାପାଇଁ ନିବେଦନ।
@CMO_Odisha
@MohanMOdisha
@MahalingMukesh
@districtadmndkl
Er Rajesh Kumar Dehury
@kumarra11767331
9 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କଙ୍କଡାହାଡ଼-ରେକୁଟି ପୂର୍ତ୍ତ ବିଭାଗ ରାସ୍ତା ନିମ୍ନ ମାନର, ମୋରମ ଚୋରି ରେ ହେଉଛି କାମ ।ଏଥିପ୍ରତି ଦୃଷ୍ଟି ଦେବାପାଇଁ ନିବେଦନ ।
@CMO_Odisha
@SecyChief
@districtadmndkl
@dpradhanbjp
@MohanMOdisha
@PrithivirajBJP
Er Rajesh Kumar Dehury
@kumarra11767331
9 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପାକଟମୁଣ୍ଡା ଗ୍ରାମରେ ବିଦ୍ୟୁତ ଖୁଣ୍ଟ ରୁ ତାର ଚୋରି ।ଗ୍ରାମ ଏବେ ଅନ୍ଧାର ।ବିଭାଗ ଦୃଷ୍ଟି ଦେବାପାଇଁ ନିବେଦନ ।
@CMO_Odisha
@MohanMOdisha
@districtadmndkl
@TPCentralOdisha
Er Rajesh Kumar Dehury
@kumarra11767331
10 months ago
@TPCentralOdisha
Er Rajesh Kumar Dehury
@kumarra11767331
10 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଅଞ୍ଚଳରେ ଗତକାଲି ରାତି ୧୨ ରୁ ଆଜି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ(୧୮ ଘଣ୍ଟା) ବିଦ୍ୟୁତ ସେବା ନଥିଲା ।ଆଜି ସନ୍ଧ୍ୟା ୬ ରୁ ୭ ପର୍ଯ୍ୟନ୍ତ ଲାଇନ ଥିଲା ।ସନ୍ଧ୍ୟା ୭ ରୁ ପୁଣି ବିଦ୍ୟୁତ ଉଭାନ।ଟାଟା କର୍ତ୍ତୃପକ୍ଷ ଦୃଷ୍ଟି ଦେବେ କି ?
@CMO_Odisha
@districtadmndkl
@TPCentralOdisha
Er Rajesh Kumar Dehury
@kumarra11767331
10 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କୁଟୁରିଆ ପଂଚାୟତ ଧଉରାବଣି ଗାଁରେ ୧୪ ଦିନ ହେଲାଣି ଟ୍ରାନ୍ସଫର୍ମର ଅଚଳ ।ଗାଁ ସମ୍ପୂର୍ଣ୍ଣ ଅନ୍ଧାର ।ବିଦ୍ୟୁତ ବିଭାଗ ଦୃଷ୍ଟି ଦେବାପାଇଁ ନିବେଦନ।
@CMO_Odisha
@TPCentralOdisha
@districtadmndkl
@MohanMOdisha
Er Rajesh Kumar Dehury
@kumarra11767331
10 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଦଶୀପୁର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ନହେଲେ ଆନ୍ଦୋଳନ କରିବା ପାଇଁ ବିଇଓଙ୍କୁ ଦାବିପତ୍ର ଦେଲେ ପରିଚାଳନା କମିଟିର କର୍ମକର୍ତ୍ତା।ଜିଲ୍ଲାପାଳ ମହୋଦୟ ଦ୍ରୁଷ୍ଟି ଦେବାପାଇଁ ନିବେଦନ।
@CMO_Odisha
@NityanandaBJP
@SecyChief
@MohanMOdisha
@districtadmndkl
See More
Er Rajesh Kumar Dehury
@kumarra11767331
11 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତୋରଡ଼ାନାଳୀ ଗ୍ରାମର ଯଦୁମଣି ଦାସଙ୍କ ଦୁଇଟି କିଡ଼ନୀ ନଷ୍ଟ ହୋଇ ଯାଇଛି।ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦେବାପାଇଁ ନିବେଦନ।
@CMO_Odisha
@MahalingMukesh
@MohanMOdisha
@districtadmndkl
@SecyChief
@MoHFW_INDIA
Er Rajesh Kumar Dehury
@kumarra11767331
11 months ago
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ତହସିଲ ଅନ୍ତର୍ଗତ କରଗୋଳା ଖଳିନାଳ ଚାଷ ଜମି ରାସ୍ତା ଖୋଳି ଦେଲା ଠିକାସଂସ୍ଥା।ବେନିୟମ ଭାବେ ରାସ୍ତା ଖୋଳି ମାଟି ଉତ୍ତୋଳନ।ପୂର୍ତ୍ତ ବିଭାଗ ରାସ୍ତା କାମରେ ମାଟି ବ୍ୟବହୃତ।
@CMO_Odisha
@SecyChief
@districtadmndkl
@PWD_Odisha
@MohanMOdisha
@PrithivirajBJP
Last Seen Users on Sotwe
Enfes Türk Paylaşımlar (Kaan)
Seen from
Austria
waittowee
Seen from
United Kingdom
😍 Bokep Chudai Indo Viral 69 😍
Seen from
Indonesia
Atz Rxxng
Seen from
Singapore
thich trung nien
Seen from
Vietnam
Bernardo Gomes
Seen from
Portugal
n
Seen from
United Kingdom
dxdxdx
Seen from
Korea
pussyboy
Seen from
United Kingdom
BLN030Guy
Seen from
Germany
Trends for you
1
Fauci
Under 10K tweets
2
Juneteenth
Under 10K tweets
3
Father's Day
Under 10K tweets
4
Lebanon
Under 10K tweets
5
Israel
Under 10K tweets
6
Ivory Coast
Under 10K tweets
7
#UFCVegas119
Under 10K tweets
8
Ecuador
Under 10K tweets
9
Hezbollah
Under 10K tweets
10
Japan
Under 10K tweets
Most Popular Users
1
Elon Musk
@elonmusk
240.4M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110M followers
5
Narendra Modi
@narendramodi
107M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.8M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.2M followers
11
Lady Gaga
@ladygaga
72.7M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.4M followers
14
YouTube
@youtube
68.6M followers
15
Bill Gates
@billgates
63.7M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
62.1M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫