Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
LEXBHAI
@lex_bhai
ନିଜ ଭିତରେ ଥିବା ନଥିଙ୍ଗନେସ୍ ବା ନିର୍ଜନତା କୁ ଭଲ ପାଉଥିବା ମଣିଷଟେ । ମତ ନିଜସ୍ଵ । ଓଡ଼ିଶାର ଏବଂ ଓଡ଼ିଆଟେ😌❣️
Odisha
Joined December 2023
26
Following
264
Followers
345
Posts
LEXBHAI
@lex_bhai
almost 2 years ago
"ଶୁଣ ଯେଉଁ ପୁରୁଷ ମୁହଁରୁ ଗୋଲ୍ଡ ଫ୍ଲେକ୍ ଧୁଁଆର ବାସ୍ନା ନ ବାହାରେ ନାରୀ ସେଠାରେ ଆତ୍ମସମର୍ପଣ କରେ ନାହିଁ। ଯେଉଁ ପୁରୁଷ ମାତାଲ୍ ନ ହୁଏ ,ସେ କେଉଁ ନାରୀକୁ ମାତାଲ୍ କରି ପାରିବେ ନାହିଁ" ~ ପ୍ରସିଦ୍ଧ ଗାଳ୍ପିକ ରାଜକିଶୋର ରାୟଙ୍କ ଗଳ୍ପ " ସ୍ଵର୍ଣ୍ଣରଥ"
LEXBHAI
@lex_bhai
almost 2 years ago
ଗୋଟେ ଝିଅର ପ୍ରଧାନ ଆଉ ମୁଖ୍ୟ ଶତ୍ରୁ ଆଉ ଜଣେ ଝିଅ। ଦେଖିବେ ଗୋଟିଏ ସମାନ ପ୍ରକାର ଗୋଷ୍ଠୀ ଯେମିତି କି ପରିବାର, କ୍ଲାସ୍, ଅଫିସ୍ ଏହି ସବୁ ସ୍ଥାନରେ ଝିଅଙ୍କର ଝିଅ ମାନଂକ ସହ ପଡୁ ନଥିବ।
LEXBHAI
@lex_bhai
almost 2 years ago
ଯଦି କେବେ ଗୋଟେ ଝିଅର ବାନ୍ଧବୀ(ଝିଅ ସାଙ୍ଗ) , ତାହାର ଶତ୍ରୁ ପାଲଟେ। ନିଜେ ପ୍ରଚ୍ଛଦରେ ରହି ଅନ୍ୟ ମାନଙ୍କ ଦ୍ଵାରା ନିଜ ସାଙ୍ଗକୁ ଦୁଷ୍କର୍ମ କରିବାରେ ସହାୟତା କରେ। ଭାବି ପାରୁଛନ୍ତି କେତେ ନିକୃଷ୍ଟ/ ଅପରାଧ ପ୍ରବଣତା ମାନସିକତା ବି ଲୋକଙ୍କର ଅଛି.....
LEXBHAI
@lex_bhai
almost 2 years ago
'ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା। ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ’ ~ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ
LEXBHAI
@lex_bhai
almost 2 years ago
ରେଭେନ୍ସା ନାମ ବିବାଦ, ଇଣ୍ଡିଆ ବନାମ ଭାରତ ଏଇ ଭଳି ଉଦ୍ଭଟ୍ଟ ବିବାଦ ର ମଞ୍ଜି ହେଉଛି ଅନ୍ୟ ଏକ କୌଣସି ଘଟଣାକୁ ଲୋକଙ୍କ ପାଖରୁ ଦୂରେଇ ରଖିବାର ମାଧ୍ୟମ। ରାଜନୀତିକ ନିଆଁ ଲଗେଇବା ଆଉ ଚର୍ଚ୍ଚା ରେ ରହିବା ପାଇଁ ଏ ସବୁ ନାଟକ। ବିବାଦ ଆସିବ, ବିବାଦ ଯିବ। ସେଇ ବିବାଦ ନିଆଁ ରେ ମୌଳିକ ସମସ୍ୟା ସେମିତି ପଡ଼ି ରହି ଥିବ । ସବୁଦିନ।
LEXBHAI
@lex_bhai
almost 2 years ago
CURRENT AFFAIRS (CA) ପଢ଼ିବା ପାଇଁ ସର୍ବୋତ୍ତମ ଉପାୟ ହେଲା ପ୍ରତିଦିନ ଅତିକମ୍ ରେ ୩-୪ ଟି ଇଂରାଜୀ/ଓଡ଼ିଆ ଖବରକାଗଜ ପଢ଼ିବା କେବଳ CA ନୁହେଁ ଭାଷାଗତ ଜ୍ଞାନ ମଧ୍ୟ ବୃଦ୍ଧି ଘଟିବ। ତା ସହିତ ସବୁ ସୂଚନା ମଧ୍ୟ ମିଳି ପାରିବ।
LEXBHAI
@lex_bhai
almost 2 years ago
ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ କୁ ଲକ୍ଷ୍ୟ କରି ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କରେ NEP ଉପଯୋଗୀ ପାଣିପାଗ, ଜଳବାୟୁ ସମ୍ପର୍କିତ, ବିପର୍ଯ୍ୟୟ ପରିଚାଳନା କୋର୍ସ୍ ଖୋଲା ଯାଇ ପାରେ। ଆମ ପିଲାଏ ଏ ଲଘୁଚାପ,ବାତ୍ୟା ଦେଖି ହୁଏତ ପାଣିପାଗ ପାଠ ପଢିବା ପାଇଁ ଇଚ୍ଛା ପ୍ରକାଶ କରିବେ।
LEXBHAI
@lex_bhai
almost 2 years ago
ବାତ୍ୟା ରେ କିଛି ହେଉ କି ନ ହେଉ, ଏ ଓଡ଼ିଆ ମିଡିଆ ପାଇଁ ଆଳୁ, ପିଆଜ ଦାମ୍ ବଢ଼ି ଗଲା
LEXBHAI
@lex_bhai
almost 2 years ago
ଆଗରୁ ଯେଉଁ ଝିଅ ବାତ୍ୟା ସମୟରେ ଜନ୍ମ ନେଉଥିଲେ ତାଙ୍କ ନାମ ବତାଶୀ, ଧୁମାଳି ନାମ ରଖା ଯାଏ, ଏ ଭଳି ଅନେକ ନଜିର୍ ରହିଛି। " ତିତଲି " ବାତ୍ୟା ସମୟରେ ଅନେକ ଛୋଟ ଝିଅଙ୍କ ନାମ ମଧ୍ୟ ତିତଲି ରଖା ଯାଇଥିଲା।
LEXBHAI
@lex_bhai
almost 2 years ago
ବାତ୍ୟା ସମୟରେ ଅନେକ ନିରୀହ ବୁଲା ପଶୁ ଯେପରି କୁକୁର,ଗାଈ ଇତ୍ୟାଦି ମାନେ ନିରାପଦ ସ୍ଥାନ ଭାବି ହୁଏତ ଆପଣଙ୍କ ଜାଗା ହେଉ କିମ୍ବା ଆପଣଙ୍କ ଗାଡ଼ି ତଳକୁ ଅକ୍ତିଆର କରି ପାରନ୍ତି। ସେମାନଙ୍କ ପ୍ରତି ନିର୍ଦ୍ଦୟ ହୁଅନ୍ତୁ ନାହିଁ । ହୁଏତ ଆପଣ ବିବେକହୀନ ଦୃଷ୍ଟିରୁ ଖାଇବାକୁ ନ ଦେଇ ପାରନ୍ତି, ମଣିଷ ଦୃଷ୍ଟିରୁ ସେମାନଙ୍କୁ ଘଉଡାଇବେ ନାହିଁ।
LEXBHAI
@lex_bhai
almost 2 years ago
ଏଥର " ଦାନା " ବୁଝେଇ ଦେଲା। ଓଡ଼ିଶା ପାଇଁ ହେନ୍ତାଳ ବଣ କାହିଁକି ଜରୁରୀ
LEXBHAI
@lex_bhai
almost 2 years ago
ବଙ୍ଗୋପ ସାଗର ରେ ବାତ୍ୟା ସୃଷ୍ଟି ହେବା ପୂର୍ବରୁ, ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ମାନଙ୍କରେ ବାତ୍ୟା ହେଇ ସାରିଲାଣି ବାତ୍ୟା ଠାରୁ ଏମାନଙ୍କ ଖବର ଶୁଣି ଡର ଲାଗୁଛି।
LEXBHAI
@lex_bhai
almost 2 years ago
ଆଗରୁ ମୁଖ୍ୟତଃ ଗାଁ ମାନଙ୍କରେ ଘରର ସ୍ତ୍ରୀଲୋକ ମାନେ ସ୍ବାମୀ, ଶ୍ଵଶୁର, ଦେଢ଼ଶୁରଙ୍କ ନାମ ପାଟିରେ ଧରୁ ନଥିଲେ। ଉଦାହରଣ ନିଅନ୍ତୁ ଯଦି କାହାର ନାମ " ରବି" ହେଇ ଥାଏ, ସେମାନେ ରବିବାର କୁ " ରଇବାର " କହୁଥିଲେ
LEXBHAI
@lex_bhai
almost 2 years ago
ପ୍ରତି ବର୍ଷ POST MATRIC SCHOLARSHIP ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟ ମାସରେ ପ୍ରକାଶ ପାଏ। କିନ୍ତୁ ବର୍ତ୍ତମାନ ଯାଏ କୌଣସି ସୂଚନା ଆସି ନାହିଁ। ଏ ବିଷୟ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ
@CMO_Odisha
@MohanMOdisha
@scstdevdept
@suryabanshibjp
@DHE_Odisha
@KVSinghDeo1
@PravatiPOdisha
LEXBHAI
@lex_bhai
almost 2 years ago
ଜଗନ୍ନାଥ ସଂସ୍କୃତି ରେ ସବୁ ପୂର୍ଣ୍ଣିମାର ମହତ୍ତ୍ଵ ଭିନ୍ନ। ପ୍ରତି ପୂର୍ଣ୍ଣିମା ଏକ ପର୍ବ । କିନ୍ତୁ ସେଥି ମଧ୍ୟରୁ କୁଆଁର ପୁନେଇଁ (କୁମାର ପୂର୍ଣ୍ଣିମା) ସ୍ଵତନ୍ତ୍ର। କେମିତି ଗୋଟେ ସେଦିନ ସନ୍ଧ୍ୟା ଭଲ ଲାଗେ। ସେ କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ଠାରୁ ଆରମ୍ଭ କରି ପାଳ ଭୂତ ପରମ୍ପରା ସତରେ ଉତ୍କଳୀୟ ପରମ୍ପରା ଉତ୍କୃଷ୍ଟ ନିଦର୍ଶନ।
LEXBHAI
@lex_bhai
almost 2 years ago
ସମୟ ଆସିବ ରିଲ୍ ଦେଖିବା ଆଉ ରିଲ୍ କରିବା ଗୋଟେ ନୂଆ ମାନସିକ ରୋଗକୁ ଜନ୍ମ ଦେବ। ଲୋକ ଦିନକୁ ଏତେ ସମୟ ରିଲ୍ କେମିତି ଦେଖନ୍ତି କେଜାଣି ? 😱
LEXBHAI
@lex_bhai
almost 2 years ago
WHATSAPP ର କଥାବାର୍ତ୍ତା ପୂର୍ଣ୍ଣଛେଦ ରେ ଶେଷ ହୁଏନି। ଶେଷ ହୁଏ.... 1. Hn 2. Hnu 3. Okay 4. Hau 6. Hu 7. Ok
LEXBHAI
@lex_bhai
almost 2 years ago
ଓଡ଼ିଶା ଥିବା ଯାଏ ଅକ୍ଷୟ ମହାନ୍ତି ସେମିତି "ଖୋକା ଭାଇ " ହେଇ ରହିବେ। ସୁଖରେ, ଦୁଃଖରେ, ପ୍ରେମରେ , ବିରହରେ ସବୁ ବେଳେ ମନେ ପଡୁଥିବେ ଖୋକା ଭାଇ। "ମରିଗଲା ପରେ ସମସ୍ତେ କହିବେ ପିଇ ପିଇ ମରିଗଲା ..... କେହି କହିବେନି ପ୍ରେମିକ ଟେ ଥିଲା ପ୍ରେମ ତାକୁ ମାରିଦେଲା..."
#ଖୋକା_ଭାଇ
❤️
LEXBHAI
@lex_bhai
almost 2 years ago
ମା ଦୁର୍ଗା ସିନା ମଣିଷ ଭିତରେ ଥିବା ମହିଷାସୁରକୁ ମାରିବେ। ହେଲେ ମଣିଷ ଭିତରେ ଥିବା କୁମ୍ଭକର୍ଣ୍ଣକୁ ମାଗିବ କିଏ ? ଯିଏ ସକାଳ ୧୦ ଟା ଯାଏ ଶୋଉଛି
LEXBHAI
@lex_bhai
almost 2 years ago
ଏବେ ସୋସିଆଲ ମିଡିଆରେ ଗୋଟିଏ ଗୁରୁତ୍ୟପୂର୍ଣ୍ଣ ପ୍ରଶ୍ନଟେ ପାଇଲି। ପ୍ରଶ୍ନଟି ହେଲା " ଯଦି ଘର ମାନଙ୍କରେ ମହିଳା ମାନେ ଠାକୁର ପୂଜା କରି ପାରୁଛନ୍ତି, ତେବେ ମନ୍ଦିର ମାନଙ୍କରେ ଅଧିକାଂଶ ପୁରୁଷ ପୂଜକ ଥାଆନ୍ତି କଣ ପାଇଁ ?"
Last Seen Users on Sotwe
Alejita fitness hotwife (300k)
Seen from
United States
ควยควยควยใหญ่ไทยเเลน
Seen from
Thailand
chad jesus
Seen from
Indonesia
shaped
Seen from
Turkey
Fhjjg Vdjj
Seen from
Thailand
สาวๆ โชว์เสียว
Seen from
Indonesia
ด้านมืด มีไว้ระบาย คู่hi❄️ ( 24/25 )
Seen from
Thailand
budak_sinek
Seen from
United States
Heimi 媚黑
Seen from
Indonesia
Nana Sha
Seen from
Indonesia
Trends for you
1
Warsh
Under 10K tweets
2
#MansBestFriendAwards
Under 10K tweets
3
PRIME Act
Under 10K tweets
4
#FursuitFriday
Under 10K tweets
5
#วาดฝันวันวิวาห์EP11
Under 10K tweets
6
Good Friday
Under 10K tweets
7
GAME DAY
Under 10K tweets
8
#LastFourWatched
Under 10K tweets
9
Donald Ducks
Under 10K tweets
10
Al Michaels
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.7M followers
10
Taylor Swift
@taylorswift13
83.6M followers
11
Lady Gaga
@ladygaga
75.1M followers
12
Virat Kohli
@imvkohli
72.8M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.8M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.7M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫