Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Kali prasan
@litudkl
Joined December 2015
112
Following
31
Followers
2.7K
Posts
Kali prasan
@litudkl
about 1 hour ago
@sambad_odisha
୨୦୨୧? ନାହିଁ ମ। ସେତେବେଳେ ତ ବିଜେଡି ଶାସନ ଚାଲିଥିଲା। ଓଡ଼ିଶାରେ ନାରୀ ଉପରେ ଆକ୍ରମଣ ଦୂର କଥା କେହି ଅନେଇବାକୁ ବି ସାହସ କରୁନଥିଲେ। ଝିଅ ବୋହୂ ସବୁ ସୁରକ୍ଷିତ ଥିଲେ ନବୀନ ଓଡ଼ିଶାରେ।
Kali prasan
@litudkl
about 8 hours ago
@Dipalisenapati4
@Vkpandianfancl1
@VKPandiyan
ସିଂହ ଦ୍ୱାର ସାମ୍ନାରୁ ମହାପ୍ରଭୁ ଦେଖଯାଉଛନ୍ତି?
Kali prasan
@litudkl
about 10 hours ago
@kanak_news
ଭଡ୍ରେ କହୁଛ ହେଲେ ଭର୍ଡେ ଲେଖୁଛ। କୋଉଟା ଠିକ୍?
Kali prasan
@litudkl
about 22 hours ago
@debendraprusty
ଏମିତି ଛୋଟ ମୋଟ କଥାରେ ଇସ୍ତଫା ଦେଲେ କାମ କରିବାକୁ ଲୋକ ମିଳିବେନି। ସମ୍ବାଦପତ୍ର ରେ କେତେ ଏମିତି ଭୁଲ୍ ତଥ୍ୟ ବାହାରେ। ତାହାଲେ ସମ୍ପାଦକ କଣ daily ଇସ୍ତଫା ଦେବେ?
Who to follow
Das kunal
@DasKunu47242
Rajesh Biswal
@Rajesh_Biswal12
Social Activist
ମନୋଜ ପାତ୍ର
@Manojpatra1980
बंदे मातरम ,जय हिन्द जय भारत विजयी भारत
Kali prasan
@litudkl
about 24 hours ago
@SugangaKeshari
ମୋହବ୍ବତ କି ଦୁକାନ ରେ ଏହି ଭଳିଆ ମୋହବ୍ବତ ବିକ୍ରି ହେଉଛି।
Kali prasan
@litudkl
about 24 hours ago
@abhijeet_dipke
Pakistan is the product of Hindu Muslim politics and this politics had been done by Congress.
Kali prasan
@litudkl
about 24 hours ago
@NandighoshaTV
ତୁମ ମୁହଁକୁ ଲଜ୍ଜା ନାହିଁ। ଗଣମାଧ୍ୟମ ହେଇ ଏଭଳି ଅନ୍ଧବିଶ୍ୱାସ ଲୋକଙ୍କ ମନରେ ପୁରାଉଛ।
Kali prasan
@litudkl
1 day ago
@Titupanda2
@BJP4Odisha
@sujatarout_k
@bjd_odisha
ଭାଇ ଖରାପ ଭାବିବନି। ତୁମେ କସ୍ମିନ୍ କାଳେ ତାଙ୍କୁ ସୁଜାତା ରାଉତ ଡାକି ପାରିବନି।ତମେ ସୁଜାତା Maam ହିଁ ଡାକିବ।
Kali prasan
@litudkl
1 day ago
@RatishPradhan5
@Vkpandianfancl1
ତେର ବର୍ଷରୁ ବିଜେଡି ସରକାର ଥିଲା ୧୧ ବର୍ଷ । ସେତେବେଳେ ଏତିକି ପ୍ରଶ୍ନ କରିଥିଲେ ଆଜି ୧୩ ବର୍ଷ କଥା ଉଠି ନଥାନ୍ତା।
Kali prasan
@litudkl
1 day ago
@bichiraula
@Vkpandianfancl1
ଆରେ ଇଣ୍ଟରନେଟ ନଥିଲେ ଏ ବିଜେଡି ବାଲା ତ ଦିନରେ ତାରା ଦେଖେଇ ଦେଇଥାନ୍ତେ। ନିଜେ କଲେ ଲୀଳା ଆଉ କିଏ କଲେ କିଳା।
Kali prasan
@litudkl
1 day ago
@Vkpandianfancl1
୨୪ ବର୍ଷ ନବୀନ ପାଣ୍ଡିଆନ୍ଙ୍କ ଖାଲି କଥା ହେବାରେ ପଳେଇଲା। ସବୁଠି ହସ୍ପିଟାଲ କି ସ୍କୁଲ ଖୋଲା ହେଇପାରିଲାନି। ହସ୍ପିଟାଲ ଯୋଉଠି ଖୋଲାହେଲା ସେଠାରେ ଡାକ୍ତର ନଥିଲେ କି ସ୍କୁଲରେ ମାଷ୍ଟର ନଥିଲେ। ୨୪ ବର୍ଷ କାଳ ଶିକ୍ଷିତଲୋକ ରାଜ୍ୟର ଭାର ନେଇ କଣ ଆଉ ଅଧିକ କରିପକେଇଥିଲେ? ଯାହା ୨୪ ବର୍ଷରେ ହେଇ ପାରିଲାନି ତାହା ୨୪ ମାସରେ ଆଶା କରିବା ବୃଥା।
See More
Kali prasan
@litudkl
1 day ago
@FabulasGuy
Ye congress wale dusron ko lecture dene se pehle khud kya karte the bhul jate hein.
Kali prasan
@litudkl
1 day ago
@sujatarout_k
We had voted bjd for better education and accountability since 2000. Some problems have been solved in between. But many problems still have not been resolved. I think 24 years was a long and sufficient period to resolve those issues.
Kali prasan
@litudkl
1 day ago
@SankhaOdisha
ତମେ ତ ନବକଳେବର ସମୟରେ ଏମିତି ବିଭ୍ରାଟ କରିଥିଲ ଯେ ଆଜି ଯାଏ ଓଡ଼ିଆଙ୍କ ଆତ୍ମା କାନ୍ଦୁଛି। ତା ଠାରୁ ଭକ୍ତ ଙ୍କ ଆସ୍ଥା, ବିଶ୍ୱାସ ଉପରେ ଆଉ ଅଧିକ କୁଠାରଘାତ ଆଉ କଣ ହେଇପାରେ?
Kali prasan
@litudkl
1 day ago
@pureodiasaswata
ପରିସ୍ଥିତି ସହ ନିଜ ପରିଚୟ ବଦଳାଉଥିବା ବ୍ୟକ୍ତି କାହାର ନୁହେଁ। ସେମାନେ ନିଜ ସ୍ୱାର୍ଥ ସାଧନ ପାଇଁ ବ୍ୟସ୍ତ
Kali prasan
@litudkl
1 day ago
@SOURAJITMO34238
@Vkpandianfancl1
Yes. Like the word " Odia Asmita" hurts BJD sentiment🤣🤣🤣
Kali prasan
@litudkl
2 days ago
@AdvGantayat
ଭଲ କଥା। ଏମିତି ସବୁବେଳେ କୁହନ୍ତୁ। ନିଜକୁ କୌଣସି ଦଳ ଭିତରେ ସୀମିତ ରଖନ୍ତୁନି।
Kali prasan
@litudkl
2 days ago
@SugangaKeshari
@SatpathyLive
ଲୋକସଭା ସାଂସଦ ଭାବେ କାମାକ୍ଷା ପ୍ରସାଦ ସିଂଦେଓ ଢେଙ୍କାନାଳ ପାଇଁ ଯେତିକି କରିଛନ୍ତି ଇୟେ ୧୦ ଥର ସାଂସଦ ହେଲେ ବି ତାର ଅଧା କାମ କରିପାରିବେନି।
Kali prasan
@litudkl
2 days ago
@ananta_mahanty
@MohanMOdisha
@CMO_Odisha
ଏଥିପାଇଁ ବିଜେଡି ସମର୍ଥିତ ସରକାରୀ କର୍ମଚାରୀ ହିଁ ଦାୟୀ ଯୋଉମାନେ ସେଠାରେ ଗତ ୨୦-୨୫ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି । କିନ୍ତୁ ଏ ବାବୁ ବି କମ୍ ଦୋଷୀ ନୁହନ୍ତି। କାରଣ ପାଠ୍ୟ ପୁସ୍ତକର ପ୍ରସ୍ତୁତି ଓ ମୁଦ୍ରଣ ସମ୍ପୂର୍ଣ୍ଣ ଭାବରେ ୟାଙ୍କ ଉପରେ ହିଁ ଥିଲା। ବହିରେ ଭୁଲ ଛପା ହେଉଥିବା ବେଳେ ଏ କର୍ମଠ ବାବୁ ଜଣକ କରୁଥିଲେ କଣ?
See More
Last Seen Users on Sotwe
爱看大叔zz
Seen from
United States
BBC Porn
Seen from
Turkey
MKfunforyou
Seen from
United Kingdom
ชอบแอบถ่ายสาวอาบน้ำ
Seen from
Thailand
hi
Seen from
United Kingdom
Mangga
Seen from
Indonesia
ฝูงบินต่ำ
Seen from
Malaysia
Ronrossy89
Seen from
Brazil
Avik28 Rimi
Chiro
Seen from
United Kingdom
Trends for you
1
Valko
Under 10K tweets
2
Good Tuesday
Under 10K tweets
3
GRAB LINGORM EVENT
Under 10K tweets
4
Because Jesus
Under 10K tweets
5
Infold
Under 10K tweets
6
#catwif
Under 10K tweets
7
Taco Tuesday
Under 10K tweets
8
#TuesdayMotivation
Under 10K tweets
9
#SantaxMaybelline
Under 10K tweets
10
Sylus
Under 10K tweets
Most Popular Users
1
Elon Musk
@elonmusk
240.6M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.6M followers
5
Narendra Modi
@narendramodi
107M followers
6
Rihanna
@rihanna
97.6M followers
7
NASA
@nasa
92.2M followers
8
Justin Bieber
@justinbieber
90.9M followers
9
KATY PERRY
@katyperry
87.6M followers
10
Taylor Swift
@taylorswift13
81.5M followers
11
Lady Gaga
@ladygaga
73M followers
12
Virat Kohli
@imvkohli
69.9M followers
13
Kim Kardashian
@kimkardashian
69.8M followers
14
YouTube
@youtube
68.7M followers
15
Bill Gates
@billgates
63.9M followers
16
Neymar Jr
@neymarjr
62.6M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
X
@x
60.8M followers
20
Selena Gomez
@selenagomez
60.7M followers
Olivia
Online
✨
⭐
💫