Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Akshya Muduli
@muduli_akshya
Joined September 2022
40
Following
26
Followers
344
Posts
muduli_akshya
retweeted
Kanak News
@kanak_news
about 1 month ago
#ରାଜଧାନୀରେ_ଟ୍ରେନ୍_ଦୁର୍ଘଟଣା
ଭୁବନେଶ୍ବରରେ ଦୁଇ ଟ୍ରେନ ମଧ୍ୟରେ ଧକ୍କା । ଝାରପଡ଼ା ବ୍ରିଜ୍ ନିକଟରେ ଟ୍ରେନ୍ ମଧ୍ୟରେ ଧକ୍କା । ଭୁବନେଶ୍ବର ଷ୍ଟେସନରୁ ଆସୁଥିଲା ଖାଲି ଟ୍ରେନ୍ । ମଞ୍ଚେଶ୍ବର ଦିଗରୁ ଯାଉଥିଲା ଏକ୍ସପ୍ରେସ । କୋଣାର୍କ ଏକ୍ସପ୍ରେସ୍ ହୋଇଥିବା ସୂଚନା ।
#TrainAccident
#Bhubaneswar
#KanakNews
See More
muduli_akshya
retweeted
Pranab Prakash Das
@pranabpdas
3 months ago
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ମୁଖ୍ୟ ପୁରୋଧା ତଥା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ତାଙ୍କର ଅବଦାନ ଅତୁଳନୀୟ। ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ତାଙ୍କର ଦୂରଦୃଷ୍ଟି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।
See More
muduli_akshya
retweeted
Pranab Prakash Das
@pranabpdas
5 months ago
ବିଶିଷ୍ଟ ଘୋଡ଼ା ନାଚ କଳାକାର ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଉଚ୍ଛବ ଚରଣ ଦାସଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ପାରମ୍ପରିକ ଘୋଡ଼ା ନୃତ୍ୟକୁ ଜୀବନବ୍ୟାପୀ ସେ ଉଜ୍ଜୀବିତ କରି ରଖିଥିଲେ। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି। ଓଁ ଶାନ୍ତି 🙏
muduli_akshya
retweeted
Deepali Das
@deepalidas95
7 months ago
ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ, ବିଜୁ ଯୁବ ଜନତା ଦଳର ନବନିଯୁକ୍ତ ରାଜ୍ୟ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ବିଶେଷ ଭାବରେ ଝାରସୁଗୁଡ଼ା ଜିଲ୍ଲାର ରଞ୍ଜନ ସରାଫ, ରାଜୁ ପତ୍ରିଆ, ବ୍ରଜେଶ ମହାନ୍ତି, ସାଧାରଣ ସମ୍ପାଦକ ଭାବରେ ମନୋନୀତ ହୋଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। ଯୁବ ଉତ୍ସାହ, ସେବା ମନୋଭାବ ଓ ଦୃଢ଼ ସଙ୍କଳ୍ପ ସହିତ ଆପଣମାନେ ଦଳକୁ ଆହୁରି ସୁଦୃଢ଼ କରି ଜନତାଙ୍କ ସ୍ୱର ସାଜିବେ ବୋଲି ମୋର ବିଶ୍ବାସ। #BJD4Odisha
See More
Who to follow
Arun Pattanayak
@Arun_20478
Tapas Pradhan
@TapasPr67862978
Social worker..
muduli_akshya
retweeted
Kanak News
@kanak_news
7 months ago
#ମେଣ୍ଢାଶାଳରେ_ଜନ୍ମଗ୍ରହଣ_କଲେ_ଯୀଶୁ
ପ୍ରବଳ ଶୀତକୁ ଖାତିର ନକରି ଚର୍ଚ୍ଚରେ ପ୍ରବଳ ଭିଡ଼ । ମେଣ୍ଢାଶାଳରେ ଜନ୍ମଗ୍ରହଣ କଲେ ଯୀଶୁ
#merrychristmas
#Odisha
#KanakNews
kanak_news's tweet video.
muduli_akshya
retweeted
Pranab Prakash Das
@pranabpdas
8 months ago
ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ତଥା ସାହିତ୍ୟିକ ରାଧାନାଥ ରଥଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆମ ଭାଷା ସାହିତ୍ୟର ପ୍ରଚାର ପ୍ରସାର ସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ।
muduli_akshya
retweeted
Biju Janata Dal
@bjd_odisha
8 months ago
ନୂଆପଡ଼ା ଉପନିର୍ବାଚନରେ ୪୧ ବୁଥରେ ୯୧% ଭୋଟିଂ ହେଲା କେମିତି ? ବିଜେପିକୁ ଜିତାଇବା ପାଇଁ କାମ କରୁଥିଲା ପ୍ରଶାସନ। ୯୦%ରୁ ଅଧିକ ଭୋଟିଂ ହୋଇଥିବା ବୁଥର ସିସିଟିଭି ଫୁଟେଜ ଦାବି କଲା ବିଜେଡି। ମୁକ୍ତ ଓ ଅବାଧ ନିର୍ବାଚନ ପ୍ରହସନରେ ପରିଣତ ହୋଇଛି।
#NuapadaByElection
#ହଟାଅବିଜେପି
#ରଙ୍ଗବଦଳାସରକାର
#JababMaguchiOdisha
See More
muduli_akshya
retweeted
Saroj Mallick
@SarojMa42403905
9 months ago
@kanak_news
Anil Biswal indirectly ମାନିଗଲେ ସେ pressure ପକେଇ ଅମର ପଟ୍ଟନାୟଙ୍କୁ FIR ଉଠାଇବାରେ ସକ୍ଷମ ହେଲେ।😂😀
muduli_akshya
retweeted
Kanak News
@kanak_news
9 months ago
ବିଜେପି ପାର୍ଟି ଅଫିସରେ ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଭିତରେ ପାର୍ଟି ଅଫିସରେ ଅମର
#AmarPatnaik
#BJD
#BJP
#KanakNews
muduli_akshya
retweeted
Pranab Prakash Das
@pranabpdas
9 months ago
ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆଲୋକର ପର୍ବକୁ ସମସ୍ତେ ଏକାଠି ଆନନ୍ଦ ଉଲ୍ଲାସରେ ଏବଂ ସୁରକ୍ଷିତ ଭାବରେ ପାଳନ କରନ୍ତୁ। ଶୁଭ ଦୀପାବଳି 🪔
#HappyDiwali
muduli_akshya
retweeted
Pranab Prakash Das
@pranabpdas
10 months ago
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଟପ୍ପର୍ ହୋଇଥିବା ପ୍ରିୟାଂଶୁ ପାଲଙ୍କ ସମେତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଜନସେବା ହିଁ ଚାକିରି ଜୀବନର ଏକମାତ୍ର ସଂକଳ୍ପ ହେଉ। ରାଜ୍ୟ ବିକାଶରେ ସମସ୍ତଙ୍କର ଭାଗିଦାରୀ ଅଧିକ ବଢୁ। ମା' ବିରଜାଙ୍କ ନିକଟରେ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। #opsc #Odisha
See More
muduli_akshya
retweeted
Mohan Charan Majhi
@MohanMOdisha
12 months ago
ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃବିୟୋଗ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ଓ ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲି । ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ । ଓଁ ଶାନ୍ତି 🙏
See More
muduli_akshya
retweeted
DCP KATAKA
@dcp_cuttack
12 months ago
Enforcement of Cuttack UPD in last 24 Hours.
@odisha_police
@cpbbsrctc
muduli_akshya
retweeted
ଓଟିଭି
@otvkhabar
about 1 year ago
#ଜାରି_ହେଲା_କୋଭିଡ_କଟକଣା
ଦେଶ ସହ ରାଜ୍ୟରେ ବି ଉପରମୁହାଁ କରୋନା ଟ୍ରେଣ୍ଡ୍। ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫,୭୫୦ ଟପିଥିବା ବେଳେ ଓଡ଼ିଶାରେ ୩୮ରେ ପହଞ୍ଚିଲାଣି। ଏସବୁ ଭିତରେ କୋଭିଡକୁ ନେଇ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ଜାରି କରିଛି ଗାଇଡଲାଇନ୍ ଓ ପବ୍ଲିକ୍ ଆଡଭାଇଜରି।
#CovidCaseRise
#CovidGuideline
#CovidInIndia
#OTV
See More
otvkhabar's tweet video.
muduli_akshya
retweeted
गुरुकुलम
@Gurukulam2024
about 1 year ago
श्री खाटू नरेश 🌺 ॐ श्री श्याम देवाय नमः
Gurukulam2024's tweet video.
muduli_akshya
retweeted
ଓଟିଭି
@otvkhabar
about 1 year ago
#ମେ_୧୫ରୁ_ଜୁନ୍_୧୫_ମଧ୍ୟରେ_ଶିକ୍ଷକ_ବଦଳି
-ଶିକ୍ଷକ ବଦଳି ସୁପାରିସ କରିପାରିବେ MP/MLA -ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ -ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି -ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ -ନିଜ ନିର୍ବାଚନ ମଣ୍ଡଳୀରେ ବଦଳି ସୁପାରିସ କରିପାରିବେ MLA/MP -ବଦଳି ନେଇ ସୁପାରିସ ପତ୍ର ଜିଲ୍ଲାପାଳଙ୍କୁ ଦାଖଲ କରିବେ -ମେ'୧୫ରୁ ଜୁନ୍ ୧୫ ଭିତରେ ବଦଳି ପ୍ରସ୍ତାବ ସହ କାର୍ଯ୍ୟକାରୀ ହେବ #Odisha #TeacherTransfer #MP #MLA #OTV
See More
muduli_akshya
retweeted
Kanak News
@kanak_news
about 1 year ago
ଭାରତରେ ପଡିଲା ମିସାଇଲ । ଜେଠୱାଲ, ମଜିଥା ଗାଁରେ ପଡିଛି ମିସାଇଲ । ଉଦ୍ଧାର କଲା ସ୍ଥାନୀୟ ପ୍ରଶାସନ ।
#MissileAttack
#JammuKashmir
#KanakNews
muduli_akshya
retweeted
Kanak News
@kanak_news
over 1 year ago
#ରକ୍ତ_ରଂଜିତ_ହେଲା_ହୋଲି
ହୋଲି ଦିନରେ ରକ୍ତର ହୋଲି ଖେଳାଗଲା । ମୁଣ୍ଡ ଗଡ଼ିଚାଲିଲା, ପୋଲିସ ନିରବଦ୍ରଷ୍ଟା ସାଜିଲା । ଆଗରୁ କହିଥିଲା ଆମେ ପ୍ରସ୍ତୁତ, ତାହାଲେ ହତ୍ୟା ହେଲା କେମିତି ? ବ୍ୟୋମକେଶ ରାୟ, ବିଜେଡି ବିଧାୟକ
#Odisha
#BJDMLA
#KanakNews
kanak_news's tweet video.
muduli_akshya
retweeted
Deepali Das
@deepalidas95
over 1 year ago
ଝାରସୁଗୁଡ଼ା ସରବାହାଲ ସ୍ଥିତ ଉତ୍କଳ କଣ୍ଟିନେଣ୍ଟାଲଠାରେ ଭିନୀଲ ରାଓଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଲି। ନବ ଦମ୍ପତ୍ତିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଲି।
#jharsuguda
Akshya Muduli
@muduli_akshya
over 1 year ago
@pranabpdas
Om Shanti 🙏🌹
Last Seen Users on Sotwe
𝕄𝕣. 𝕁𝕖𝕣𝕜𝕤 𝕆𝕗𝕗
Seen from
United States
renyy🧚♀️
Seen from
Italy
8651AP
Seen from
Indonesia
Dee Dee
Seen from
Vietnam
Maestro 🔞
Admirador de coroas 🔞
Seen from
Brazil
bunny 𐔌՞. .՞𐦯
Seen from
United States
froceone
Seen from
Malaysia
Plis Entot Mamaku
Seen from
Indonesia
Ngọc Quỳnh
Seen from
Vietnam
Trends for you
1
Patrick Kane
Under 10K tweets
2
Griffin Canning
Under 10K tweets
3
Dom Smith
Under 10K tweets
4
Resident Evil
Under 10K tweets
5
Abraham Accords
Under 10K tweets
6
Jack Smith
Under 10K tweets
7
#Copper
Under 10K tweets
8
Scrooge
Under 10K tweets
9
USA Today
Under 10K tweets
10
$TSLA
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.4M followers
10
Taylor Swift
@taylorswift13
82.3M followers
11
Lady Gaga
@ladygaga
73.8M followers
12
Virat Kohli
@imvkohli
71.1M followers
13
Kim Kardashian
@kimkardashian
70.1M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
63.9M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.5M followers
20
X
@x
60.8M followers
Olivia
Online
✨
⭐
💫