Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ମୁଠାଏ ଖୁସି
@muthae_khushi
କିଛି ନୂଆ ଆଶା, କିଛି ନୂଆ ଭରସା ସହିତ ଆମେ କିଛି ଯୁବକ ଏକତ୍ରିତ ହୋଇ "ମୁଠାଏ ଖୁସି" ସଙ୍ଗଠନ ଗଢ଼ିଛୁ । ପରିବେଶକୁ ସବୁଜିମାରେ ଭରି ପ୍ରକୃତି ମା'ର ମୁହଁରେ ହସ ଫୁଟାଇବା ହେଉଛି ଆମର ସଂକଳ୍ପ ।
Joined May 2022
4
Following
4
Followers
11
Posts
ମୁଠାଏ ଖୁସି
@muthae_khushi
almost 4 years ago
ମୁଠାଏ ଖୁସି ପରିବାର ତରଫରୁ ସମସ୍ତଙ୍କୁ ବିନିତ ଅନୁରୋଧ କି ସମସ୍ତେ ଏହି ବର୍ଷରେ ନିଜର କିଛି ମୂଲ୍ୟବାନ ସମୟ ବାହାର କରି ନିଜର ଚତୁଃପାର୍ଶ୍ୱରେ କିଛି କିଛି ବୃକ୍ଷରୋପଣ କରନ୍ତୁ ।
ମୁଠାଏ ଖୁସି
@muthae_khushi
almost 4 years ago
ଇଂରାଜୀ ନବ ବର୍ଷରେ ମନୋରଞ୍ଜନ କାର୍ଯ୍ୟକ୍ରମରୁ ନିବୃତ୍ତ ରହି କିଛି ନୂତନ ଚିନ୍ତାଧାରା ଏବଂ ନୂତନ ଆଶା ନେଇ ମୁଠାଏ ଖୁସି ସଂଗଠନର ସଦସ୍ୟ ଓ ସହଯୋଗୀମାନେ ନୂଆପଡ଼ା ଗ୍ରାମର ପୋଷ୍ଟ ଅଫିସ ଗଡ଼ା ଠାରୁ ବଲୁରିଆ ଗ୍ରାମପଞ୍ଚାୟତର ୧୧ ନମ୍ବର ୱାର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପାର୍ଶ୍ଵରେ ବୃକ୍ଷରୋପଣ କରିଛନ୍ତି ।
See More
ମୁଠାଏ ଖୁସି
@muthae_khushi
almost 4 years ago
ନୂତନ ଆଶା ଓ ବିଶ୍ବାସର ସହିତ ନୂତନ ବର୍ଷ ଆମକୁ ଆଉ ଏକ ନୂତନ ସୁଯୋଗ ଦେଉଛି ଆମ ପରିବେଶକୁ ସୁନ୍ଦର କରି ଗଢ଼ି ତୋଳିବା ପାଇଁ । ପ୍ରଭୁ ଜଗନ୍ନାଥ ଆମକୁ ଏତିକି ସକ୍ଷମ କରନ୍ତୁ ଯେ ନୂତନ ଚିନ୍ତାଧାରା ସହିତ ପରିବେଶ କଲ୍ୟାଣ କାର୍ଯ୍ୟ କରିବା ପାଇଁ ଆମ ମନରେ ନୂତନ ଉଦ୍ଦୀପନା ଜାଗ୍ରତ ହେଉ ।
ମୁଠାଏ ଖୁସି
@muthae_khushi
almost 4 years ago
#ଗୋଟିଏଗଛ_କୋଟିଏଜୀବନ
#ମୁଠାଏ_ଖୁସି
muthae_khushi's tweet video.
ମୁଠାଏ ଖୁସି
@muthae_khushi
almost 4 years ago
#ଗୋଟିଏଗଛ_କୋଟିଏଜୀବନ
#ମୁଠାଏ_ଖୁସି
muthae_khushi's tweet video.
ମୁଠାଏ ଖୁସି
@muthae_khushi
almost 4 years ago
ଆସନ୍ତୁ ନିଜେ ଗଛ ପୋତିବା ଏବଂ ଅନ୍ୟମାନଙ୍କୁ ଗଛ ପୋତିବାକୁ ପ୍ରେରିତ କରିବା ।
#ଗୋଟିଏଗଛ_କୋଟିଏଜୀବନ
#ମୁଠାଏ_ଖୁସି
ମୁଠାଏ ଖୁସି
@muthae_khushi
about 4 years ago
ଆମ୍ବ ତୋଟାରେ ବାଗୁଡୁ, ଚାଖୁଣ୍ଡା ବାରିରେ କ୍ରିକେଟ୍, ବରଗଛ ତଳେ ଖଟି, ବଉଳ ଗଛ ମୂଳେ ତାସ୍ ଖେଳ ମନେପକାଏ ଯେ ଆମ ଗାଁ ଆମ ଅତୀତକୁ କେତେ ସବୁଜିମାରେ ଭରି ରଖିଥିଲା । ସହରୀକରଣର ପ୍ରଭାବରେ ନିଜର ସୌନ୍ଦର୍ଯ୍ୟତା ହରାଉଥିବା ଆମ ଗାଁଗୁଡ଼ିକୁ ଆସନ୍ତୁ ବୃକ୍ଷରୋପଣ ମାଧ୍ୟମରେ ପୂର୍ବପରି ସ୍ୱଚ୍ଛ, ନିର୍ମଳ ଓ ସବୁଜଭରା କରିବା ।
See More
ମୁଠାଏ ଖୁସି
@muthae_khushi
about 4 years ago
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତ ଭାରତୀୟଙ୍କୁ ଶୁଭକାମନା । ଭାରତବର୍ଷର ଏକ ନାଗରିକ ଭାବରେ ଆମର କର୍ତ୍ତବ୍ୟ ହେଉଛି ଆମ ଦେଶର ଏହି ସୁନ୍ଦର ପ୍ରକୃତିକୁ ବଞ୍ଚାଇ ରଖିବା, ଯାହାକି ଧରାପୃଷ୍ଠର ଏକ ଅମୂଲ୍ୟ ସମ୍ପଦ ଅଟେ ।
#ସ୍ୱାଧୀନତାଦିବସ
#IndependenceDay
#75thIndependenceDay
muthae_khushi's tweet video.
ମୁଠାଏ ଖୁସି
@muthae_khushi
over 4 years ago
ଖୁସିର କଥା ହେଉଛି କି ଏହି ଲକ୍ଷ୍ୟରେ ଆମେ କିଛି ଯୁବକ ମିଶି ଆମ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ନେଇ ଏକ ସଂଗଠନ ଗଢ଼ିବାରେ ସକ୍ଷମ ହୋଇଛୁ, ଯାହାର ନାମ ହେଉଛି "ମୁଠାଏ ଖୁସି" । ଆମର ଲକ୍ଷ୍ୟ ହେଉଛି ପରିବେଶକୁ ସବୁଜିମାରେ ଭରିବା ପାଇଁ ବୃକ୍ଷରୋପଣ କରିବା ଏବଂ ସମାଜର ପ୍ରତ୍ୟେକ ମଣିଷଙ୍କୁ ଏହି ଅଭିଯାନରେ ସାମିଲ୍ କରିବା । ~ସୁବ୍ରତ କୁମାର ରାଉତ
ମୁଠାଏ ଖୁସି
@muthae_khushi
over 4 years ago
ଯୁବଗୋଷ୍ଠୀ ହେଉଛନ୍ତି ସମାଜର ମେରୁଦଣ୍ଡ ହେଲେ ଆଜି ସମାଜର ମେରୁଦଣ୍ଡ ଭାଙ୍ଗିବାକୁ ବସିଲାଣି । ସମାଜର ମେରୁଦଣ୍ଡ କୁ ସିଧା କରି ଛିଡ଼ା କରାଇବାକୁ ହେଲେ ଯୁବଗୋଷ୍ଠୀମାନଙ୍କୁ ଆଗକୁ ଆଗେଇ ଆସିବାକୁ ପଡ଼ିବ ।
ମୁଠାଏ ଖୁସି
@muthae_khushi
over 4 years ago
"ମୁଠାଏ ଖୁସି" ସଂଗଠନର ପ୍ରଥମ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପନ୍ନ ହୋଇଛି। ସମାଜକୁ ସବୁଜିମାରେ ଭରିବାରେ ଏହା ଆମର ପ୍ରଥମ ପ୍ରୟାସ । ଏହି ମହତ୍ କାର୍ଯ୍ୟକୁ ଶୁଭାରମ୍ଭ କରିଥିବା ଆମର ସମାଜ ପ୍ରେମୀ ସଦସ୍ୟମାନଙ୍କୁ ମୁଠାଏ ଖୁସି ପରିବାର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ।
Last Seen Users on Sotwe
Crane7
Seen from
United States
Seend Khan
Seen from
Germany
ابس ىرس
Seen from
Switzerland
Cuckold Paradise
Seen from
India
Anh Tuấn Hoàng
Seen from
Vietnam
Divulga Gostosas 🔥
Seen from
Greece
Kemalkezban
Seen from
Turkey
やん
Seen from
United States
dilek yılmaz
Seen from
Turkey
lovely granny fukes
Seen from
Turkey
Trends for you
1
iPhone Duo
Under 10K tweets
2
Good Friday
Under 10K tweets
3
Tesla
Under 10K tweets
4
RED Friday
Under 10K tweets
5
Apple Store
Under 10K tweets
6
Bo Nix
Under 10K tweets
7
LETS SHOUT OH MY FOURTH
Under 10K tweets
8
#FridayVibes
Under 10K tweets
9
Finally Friday
Under 10K tweets
10
LAST STORY OF TWO STARS
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.6M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫