Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Odisha Janata Congress
@ojcp_official
ODISHA
Joined February 2026
1
Following
11
Followers
34
Posts
Odisha Janata Congress
@ojcp_official
9 days ago
ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଜନତା କଂଗ୍ରେସ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ🙏
#rathyatra
#Puri
#lordjagannath
#carfestival
#Odisha
ojcp_official's tweet video.
Odisha Janata Congress
@ojcp_official
11 days ago
ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆର କରାଳ ରୂପ ଯୋଗୁଁ ଆଜି ପୁଣି ଜଣେ କୋମଳମତି ଛାତ୍ରଙ୍କ ଜୀବନ ଚାଲିଯାଇଛି। ଚତୁର୍ଥ ଶ୍ରେଣୀର ଛାତ୍ର ଜୟସେନ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। କେବଳ ୭ ଦିନ ମଧ୍ୟରେ ଦୁ�� ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ!
Odisha Janata Congress
@ojcp_official
12 days ago
ବିଜେପି ସରକାରଙ୍କ ୨ ବର୍ଷର ଶାସନକାଳରେ ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଚରମ ଅବନତି, ବଢୁଥିବା ମହିଳା ନିର୍ଯାତନା, ଭିଡ଼ହିଂସା ଏବଂ ବେକାରୀ ସମସ୍ୟା ବିରୁଦ୍ଧରେ ଓଜେସି ତରଫରୁ ଭୁବନେଶ୍ୱରଠାରେ ଏକ ବିଶାଳ ବିକ୍ଷୋଭ ଶୋଭାଯ���ତ୍ରା ଅନୁଷ୍ଠିତ ହୋଇଯାଇଛି
। #Odis
ha
Odisha Janata Congress
@ojcp_official
15 days ago
ରାଜ୍ୟରେ ବଢୁଥିବା ମହିଳା ନିର୍ଯାତନା, ଭିଡ଼ହିଂସା ଓ ସରକାରଙ୍କ ୨ ବର୍ଷର ବିଫଳତା ପ୍ରତିବାଦରେ ଆସନ୍ତା ୧୩ ତାରିଖରେ ଭୁବନେଶ୍ୱରରେ ଗର୍ଜିବେ ଯୁବ ସମାଜ। ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ଓ ରାଜ୍ୟ ଯୁବ ସଭାପତି ତଥା ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଖାରବେଳନଗରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ।
See More
ojcp_official's tweet video.
Odisha Janata Congress
@ojcp_official
17 days ago
ଓଡ଼ିଶା ଜନତା କଂଗ୍ରେସର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ���େ ସାଂଗଠନିକ ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଦଳକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାକୁ ଆଗାମୀ ଏକ ମାସ ମଧ୍ୟରେ ଜିଲ୍ଲା କମିଟି ଗଠନ ସହ ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମ ହାତକୁ ନିଆଯିବ
। #O
j
c #Odis
ha
See More
Odisha Janata Congress
@ojcp_official
17 days ago
ଭୁବନେଶ୍ୱର ଲୋୟର ପିଏମଜିଠାରେ ବିଗତ ୧୭ ଦିନ ହେବ ଧ��ରଣାରେ ବସିଥିବା ଛଟେଇ ସ୍ୱାସ୍ଥ୍ୟମିତ୍ରମାନଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି ଓଡ଼ିଶା ଜନତା କଂଗ୍ରେସ । ଦଳର ସଭାପତି ଇଂ. ମହମ୍ମଦ ମୋକିମ୍ ଧାରଣାସ୍ଥଳ ଗସ୍ତ କରି ସ୍ୱାସ୍ଥ୍ୟମିତ୍ରଙ୍କ ସହ ଆଲୋଚନା କରିଛନ୍ତି।
#odish
a
#swasthyamitr
a
#protes
t
#bhubaneswa
r
#oj
c
See More
ojcp_official's tweet video.
Odisha Janata Congress
@ojcp_official
19 days ago
ଭୁବନେଶ୍ୱର ଲୋୟର ପିଏମଜିଠାରେ ବିଗତ ୧୫ ଦିନ ହେବ ଧାରଣାରେ ବସିଥିବା ଛଟେଇ ସ୍ୱାସ୍ଥ୍ୟମିତ୍ରମାନଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି ଓଡ଼ିଶା ଜନତା କଂଗ୍ରେସ । ଆଜି ଦଳର ସଭାପତି ଇଂ. ମହମ୍ମଦ ମୋକିମ୍ ଧାରଣାସ୍ଥଳ ଗସ୍ତ କରି ସ୍ୱାସ୍ଥ୍ୟମିତ୍ରଙ୍କ ସହ ଆଲୋଚନା କରିଛନ୍ତି
#Ojc
#Odisha
#healthworker
#bhubaneswar
See More
Odisha Janata Congress
@ojcp_official
19 days ago
ଗତକାଲି ସନ୍ଧ୍ୟାରେ କଟକ ସହରର ଅନେକ ଯୁବ ବନ୍ଧୁ , ବିଜୁ ଜନତା ଦଳକୁ ପରିତ୍ୟାଗ କରି, ଓଡ଼ିଶା ଜନତା କଂଗ୍ରେସର ସଭାପତି ଶ୍ରୀଯୁକ୍ତ ମହମ୍ମଦ ମୋକିମ୍ ଙ୍କୁ ଭେଟି ଦଳରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଏହି ଯୁବ ଶକ୍ତିଙ୍କ ନେତୃତ୍ୱରେ କଟକ ସହରରେ ଓଜେସି ଆହୁରି ଅଧିକ ସୁଦୃଢ଼ ହେବ ।
#odisha
#katak
#youthpower
#ojc
See More
Odisha Janata Congress
@ojcp_official
21 days ago
ସୁଦୂର ଆମେରିକାର ମିନିଆପୋଲିସ୍ଠାରେ ଅନୁଷ୍ଠିତ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ମହାସମ୍ମିଳନୀରେ ଓଡ଼ିଶାର ଗର୍ବ ତଥା କଟକର ଆଇକନିକ୍ ‘ରଘୁ ଦହିବରା’ଙ୍କୁ ମିଳିଛି ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ଓ ସମ୍ମାନ।
#odisha
#dahibaraaloodum
Odisha Janata Congress
@ojcp_official
22 days ago
ଓଡ଼ିଆ ପ୍ରାଣ, ଓଡ଼ିଆ ମନ, ଓଡ଼ିଆ ଅସ୍ମିତାର ପ୍ରତୀକ ପଖାଳ କଂସା । ଭୋକିଲା ପେଟର ଆହାର, ଅଭାବୀ ସଂସାରର ସମ୍ବଳ ପଖାଳ କଂସା। ହେଲେ ପଖାଳ ଦିବସ ପାଳନ ନାଁରେ ଲୋକଙ୍କ ସରକାର ଲୋକଙ୍କୁ ପଖାଳ ଦେଖାଇ ଉଡ଼ାଇଦେଲେ ୮୫ ଲକ୍ଷ।
#Odisha
#pakhala
#Loot
#odishajanatacongress
#OdiaAsmita
ojcp_official's tweet video.
Odisha Janata Congress
@ojcp_official
25 days ago
ସାର ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ-କିଛି ଦିନ ତଳେ ମନ୍ତ୍ରୀ ମହୋଦୟ ଗଣମାଧ୍ୟମ ସାମ୍ନାରେ ବଡ଼ ବଡ଼ ଭାଷଣ ଦେଇ ଏମିତି ଡିଣ୍ଡିମ ପିଟୁଥିଲେ। କିନ୍ତୁ ଆଜି ବାସ୍ତବତା ସମ୍ପୂର୍ଣ୍ଣ ଓଲଟା। ସରକାରଙ୍କ ଏହି ପ୍ରତିଶ୍ରୁତି ଯେ କେବଳ ଏକ "ଭେଳିକି" ଥିଲା, ତାହା ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି
See More
ojcp_official's tweet video.
Odisha Janata Congress
@ojcp_official
26 days ago
କୋଟି ଓଡ଼ିଆଙ୍କ ପ୍ରାଣର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ସ୍ନାନଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
#odisha
#lordjagannath
#festive
#snanapurnima
Odisha Janata Congress
@ojcp_official
27 days ago
ଓଡ଼ିଶା ଜନତା କଂଗ୍ରେସ ଦଳର ସାଂଗଠନିକ ଭିତ୍ତିଭ��ମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଅନେକ ଦୃଢ଼ ନେତୃତ୍ୱମାନଙ୍କୁ ବିଭିନ୍ନ ସାଂଗଠନିକ ଜିଲ୍ଲାର, ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି । ନୂତନ ଦାୟିତ୍ୱ ପାଇଥିବା ସମସ୍ତ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ
#odishajanatacongres
s
#NewRol
e
#politicsnew
s
See More
Odisha Janata Congress
@ojcp_official
29 days ago
ଓଡ଼ିଶା ଜନତା କଂଗ୍ରେସ ଦଳର ସାଂଗଠନିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଅନେକ ଦୃଢ଼ ନେତୃବୃନ୍ଦଙ୍କୁ ଦଳର ରାଜ୍ୟ କମିଟିର ଉପସଭାପତି, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂତନ ଦାୟିତ୍ୱ ପାଇଥିବା ସମସ୍ତ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ।
#Odisha
#ojc
#political
See More
Odisha Janata Congress
@ojcp_official
about 1 month ago
ତ୍ୟାଗ, ସାଧନା ଓ ସେବାର ଅନନ୍ୟ ପ୍ରତୀକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
#odisha
#formercm
#nabakrushnachoudhury
#inspiration
#odiapride
Odisha Janata Congress
@ojcp_official
about 1 month ago
ଏହା କଣ ଆପଣଙ୍କ ୨ ବର୍ଷ ସରକାର ର ସଫଳତା? ସରକାରୀ ପ୍ରଚାରରେ 'ମାଆକୁ ସମ୍ମାନ'ର ବଡ଼ ବଡ଼ ଦାବି, ହେଲେ ରାୟଗଡ଼ା କଲ୍ୟାଣସିଂହପୁରରେ ମାଟିରେ ମିଶିଲା ନାରୀର ସମ୍ମାନ! ଆଇଡି କାର୍ଡ ଦେଖାଇବା ପରେ ବି ଗୁଜବରେ ଭିଡ଼ ହିଂସା କରି ମହିଳା ସାମାଜିକ କର୍ମୀଙ୍କ ଉପରେ ଆକ୍ରମଣ କରିଲେ , ପୋଷାକ ଚିରିଲେ।
#Odisha
#rayagadadistrict
See More
ojcp_official's tweet video.
Odisha Janata Congress
@ojcp_official
about 1 month ago
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା। ମୟୂରଭଞ୍ଜର ରାଇରଙ୍ଗପୁରରୁ ରାଇସିନା ହିଲ୍ସ ପର୍ଯ୍ୟନ୍ତ ଆପଣଙ୍କର ଏହି ସଂଘର୍ଷ ଓ ସଫଳତାର କାହାଣୀ ପ୍ରତିଟି ଭାରତୀୟଙ୍କ ପାଇଁ ଏକ ବଡ଼ ପ୍ରେରଣା। ଜନ୍ମଦିନ ଅବସରରେ ଓଜେସି ତରଫରୁ ଆପଣଙ୍କର ସୁସ୍ଥ ଏବଂ ଦୀର୍ଘାୟୁ ଜୀବନ ପ୍ରାର୍ଥନା କରୁଛୁ।
See More
Odisha Janata Congress
@ojcp_official
about 1 month ago
ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କର ଏହି ପବିତ୍ର ଦିବ୍ୟ ବିବାହୋତ୍ସବ ଶୀତଳ ଷଷ୍ଠୀ ସମ���୍ର ଓଡ଼ିଶାବାସୀଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଭରିଦେଉ
। #Odis
h
a #Festiv
a
l #Sitalasast
hi
Odisha Janata Congress
@ojcp_official
about 1 month ago
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସାହିତ୍ୟିକ, ଲେଖକ ତଥା ସମାଜ ସଂସ୍କାରକ "ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ"ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
#UtkalmaniGopabandhuDas
#RememberingGopabandhuDas
#TributeToUtkalmani
#FreedomFighter
#SocialReformer
#PrideOfOdisha
Odisha Janata Congress
@ojcp_official
about 1 month ago
ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବହୁ ଧୁମ୍ ଧାମରେ ପାଳନ ହୋଇଛି ରଜ ମହୋତ୍ସବ ।ସମାରୋହରେ ଓଡ଼ିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍, କହିଛନ୍ତି, "ରଜ ହେଉଛି ଆମ ମାଟି, ମା' ଏବଂ ନାରୀଶକ୍ତିର ସମ୍ମାନର ପର୍ବ। ସାମ୍ପ୍ରତିକ ସମୟରେ ଯୁବପିଢ଼ିଙ୍କୁ ଆମର ଗୌରବମୟ ଐତିହ୍ୟ ସହ ଯୋଡ଼ିବା ପାଇଁ ଦଳ ପକ୍ଷରୁ ଏହି ପ୍ରୟାସ କରାଯାଇଛି
#Raja
See More
Last Seen Users on Sotwe
Gooning Bully 🍆😵💫
Seen from
Turkey
xxxxxxx
Seen from
Singapore
นวดพัทยาFEELING HOUSE SPA PATTAYA
Seen from
Thailand
ToonHive
Seen from
Chile
Ste
Seen from
United States
Hatice35
Seen from
Turkey
Hijab AI
Seen from
Indonesia
AmatPorn🍑
Seen from
Turkey
ميمو . موطا
Seen from
Egypt
Shalini Divya
Seen from
India
Trends for you
1
LeBron
Under 10K tweets
2
Good Saturday
Under 10K tweets
3
Knicks
Under 10K tweets
4
Lakers
Under 10K tweets
5
Opus 5
Under 10K tweets
6
Elon
Under 10K tweets
7
Reacher
Under 10K tweets
8
Cavs
Under 10K tweets
9
Celtics
Under 10K tweets
10
#SmackDown
Under 10K tweets
Most Popular Users
1
Elon Musk
@elonmusk
241M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112.1M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98M followers
7
NASA
@nasa
92.2M followers
8
Justin Bieber
@justinbieber
91.2M followers
9
KATY PERRY
@katyperry
88.5M followers
10
Taylor Swift
@taylorswift13
82.4M followers
11
Lady Gaga
@ladygaga
73.9M followers
12
Virat Kohli
@imvkohli
71.2M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.3M followers
16
Neymar Jr
@neymarjr
64M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.6M followers
20
X
@x
60.8M followers
Olivia
Online
✨
⭐
💫