Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
OJTAA jajpur
@OJTAA22
ଶିକ୍ଷା ବଞ୍ଚାଅ ଆନ୍ଦୋଳନ
Joined December 2021
43
Following
63
Followers
18
Posts
OJTAA jajpur
@OJTAA22
over 3 years ago
@EducationalIdea
@pradiptanaikbjp
@OfficeDp
@samirdash01
@CMO_Odisha
@Naveen_Odisha
@bhalubh55
@SMEOdisha
ସବୁଠାରୁ ବଡ଼ କଥା ଭାଇ ତୁମେ ହେଲ ଖବର ସଂଗ୍ରହକ ଆଉ ଦାତା ପ୍ରତି ସଂଘ ଭାଗ ହେଲେ ଆଉ ଯେଉଁ ଭାଗ ତୁମ ବିଚାରକୁ support କଲେ ତୁମେ ନିଜ ସପକ୍ଷ ବିଚାରକୁ ଧରି ଲୋକ ମାନଙ୍କୁ ବିଭାଜିତ କରିବାର କାରଣ କଣ କହିବେ କି? ଯେତେବେଳେ ମୂଳ ojtaa କି ojta ଏମିତି ଦ୍ରଷ୍ଟବ୍ୟ ଦିଏ ଆପଣଙ୍କ ଏତେ ଉଦ୍ୟମ ଥାଏ କି ସମାନ୍ତରାଳ ବିଭାଜନ ରେ ଯେତିକି ରହୁଚି
See More
OJTAA jajpur
@OJTAA22
over 3 years ago
@EducationalIdea
@pradiptanaikbjp
@OfficeDp
@samirdash01
@CMO_Odisha
@Naveen_Odisha
@bhalubh55
@SMEOdisha
ତମେ ସେଇ CEI ତ ଯିଏ ନିଜ vdo ରେ ଭାଷଣ ଦିଅ କଣ ହବ ଏ ସରକାର ବିରୁଦ୍ଧରେ ଆନ୍ଦୋଳନ କରି। କିଛି ଏଠି ହବନି କି ହୁଏନି ଆଜ୍ଞା ଆନ୍ଦୋଳନ ରେ। ଦୀର୍ଘ ଦିନର ସରକାର ତାଙ୍କ ବିରୁଦ୍ଧରେ ଆନ୍ଦୋଳନ କଲେ ସେ ରାଗିବେ ��ାଙ୍କୁ ସାଲିସ ମାଲିଶ୍ କରି ହାସଲ ହେଇଯିବ କହିବା ଲୋକ କଣ ଏଇଟା ଲେଖିଛି। ଓଃ ମୌସମ୍ ଦେଖି ଲୋକଙ୍କର ଲେଖୁଚ। ଯାହା କଲେ view haba
See More
OJTAA22
retweeted
OJTAA(Odisha Junior Teacher Aspirants Association)
@OJTAA1
over 3 years ago
୬ ବର୍ଷ ର ସଂଘର୍ଷ ରେ ସମସ୍ତ ଆଶାୟୀ ମାନଙ୍କ ଅଧିକାର ପାଇଁ ଲଢେଇ ରେ ଏ ସଫଳତା। କାହା ସାଲିସ କାହା ଦୟା କାହା ଅନୁକମ୍ପା ନୁହଁ ଅଧିକାର ର ଏ ଲଢେଇ ର ନିର୍ଯ��ୟସ ଏଇ ଫଳ। କୃତଜ୍ଞତା ଧନ୍ୟବାଦ ସେଇ ଆଶାୟୀ ମାନଙ୍କୁ ଯେଉଁ ମାନେ ନିଜ ଉତ୍ସର୍ଗ ଭାବରେ ସମସ୍ତଙ୍କୁ ଆଲୋକିତ କରିବାର ପ୍ରୟାସ କରି ଥିଲେ।
OJTAA jajpur
@OJTAA22
over 3 years ago
@OJTAA1
ସମସ୍ତ ଲଢ଼ିଥିବା ଆଶାୟୀ ଙ୍କ ପ୍ରତି କୃତଜ୍ଞତା। ଏମିତି ପ୍ରତିକୂଳ ପରିସ୍ଥିତି ରେ ଲଢି ଆଗାମୀ ଓଡ଼ିଶାର ନାଗରିକ ମାନଙ୍କୁ ସୁନ୍ଦର୍ ମଣିଷ ଟିଏ କରି ଗଢ଼ି ତୋଳ ।
Who to follow
Santosh kumar Baral
@Santosh80223412
𝓘𝓢𝓦𝓐𝓡𝓘𝓓𝓐𝓣𝓣𝓐
@IswariDatta
ପେଶାରେ ଶିକ୍ଷକ,ନିଶାରେ ବିଭିନ୍ନ ସ୍ଥାନ ବୁଲିବା, ସଙ୍ଗୀତ ପ୍ରତି ରୁଚି
JHILLI SAHOO
@JHILLISAHOO3
OJTAA jajpur
@OJTAA22
over 3 years ago
@HIRENBERIA
@MahalingMukesh
ଆଛା bhai tuma fb re au eithi ବାରମ୍ବାର ପୋଷ୍ଟ କରିଚ ପ୍ରକ୍ରିୟା ହେଇ ସାରିଛି। ପୁଣି ଫାଇଲ୍ movement ଦେଖିବାକୁ ପ୍ରତି ସୋମବାର oestaa ଯାଉଚି ତୁମେ ବି ଜଡ଼ିତ ଅଛ।ତା ମାନେ ଗୋଟେ ଫାଇଲ୍ ସୃଷ୍ଟି ହେଇସରିଛି କେହି ନ ଜାଣିଲେ ବି ନେତୃତ୍ୱ ଜାଣନ୍ତି। ପୁଣି ୨ ପ୍ରଶ୍ନ କଣ କି ପଦକ୍ଷେପ। ତେବେ ପୂର୍ବ ତଥ୍ୟ ଭୁଲ୍ ନା ଏ ପ୍ରଶ୍ନ ଭୁଲ୍।
See More
OJTAA22
retweeted
OJTAA(Odisha Junior Teacher Aspirants Association)
@OJTAA1
over 3 years ago
୪0000 ରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଆଶାୟୀ ୬ ବର୍ଷ ହେଲାଣି ଅପେକ୍ଷାରତ। ତେଣୁ ପ୍ରାଥମିକ ବିଦ୍ୟାଳୟରେ ଖାଲିଥିବା ପଦବୀ ପୂରଣ କରିବା ନିମନ୍ତେ,,,
#କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ
@CMO_Odisha
@SecyChief
@samirdash01
@MoSarkar5T
@OSEPA_Official
@SMEOdisha
@FdOdisha
@Naveen_Odisha
@pranabpdas
OJTAA jajpur
@OJTAA22
over 3 years ago
ପ୍ରାଥମିକ ଶିକ୍ଷା ଭୁଷୁଡି ପଡ଼ିବାରୁ ମୁକ୍ତ କରିବା ପାଇଁ ��ମସ୍ତ ଖାଲି ସ୍ଥାନରେ
#କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ
@OSEPA_Officia
l
@SMEOdish
a @samirdash01
@CMO_Odish
a
@Naveen_Odish
a ଶିଶୁ ମାନଙ୍କ ଶିକ୍ଷାଧିକାର ପାଇଁ ନିଯୁକ୍ତି ଲୋକଙ୍କର ପ୍ରାଥମିକ ଶିକ୍ଷା ପ୍ରତି ଭରଷା ଆସିବା ପାଇଁ ନିଯୁକ୍ତି ନିହାତି ଆବଶ୍ୟକ।
OJTAA jajpur
@OJTAA22
over 3 years ago
ୟେ ଲୋ ବିଶ୍ବସ୍ତରୀୟ
@Naveen_Odisha
ବେଳ ଥାଉ ଥାଉ ବିଦ୍ୟାଳୟ କୁ ଟିକେ ବିଶ୍ବସ୍ତରୀୟ କରିବା ସେଠି ହକି ସରଞ୍ଜାମ ଖେଳ ଶିକ୍ଷକ ରଖିବା ଆଗାମୀ ପିଢ଼ି କୁ ଧ୍ବଂସାଭିମୁଖୀ ନ କରି ଟିକେ ସେ କଥା ଚିନ୍ତା କରିବା ନପାରିଲେ ଭବିଷ୍ୟତ କ୍ଷମା ଦେବନି।
@SMEOdisha
ପ୍ରାଥମିକ ଶିକ୍ଷାର ଦୁର୍ବିସହ ଅବସ୍ଥା କଥା ଭୂଳନ୍ତୁନି। ସ୍ଵତନ୍ତ୍ର ଧ୍ୟାନ ଦେବେ
See More
OJTAA jajpur
@OJTAA22
almost 4 years ago
��ତ୍ତରଦାୟିତ୍ୱ, କର୍ତ୍ତବ୍ୟବୋଧ, ଦାୟିତ୍ୱବୋଧ ଓ କନିଷ୍ଠ ଶିକ୍ଷକ ବିଜ୍ଞପ୍ତି ପ୍ରକାଶରେ ପ୍ରାଥମିକ ଶିକ୍ଷା ପୁନରୁଦ୍ଧାର ରେ ନିଃସ୍ଵାର୍ଥର ସହ ଲଢ଼ୁଥିବା ଏକମାତ୍ର ବିକଳ୍ପ ojtaa ର ପ୍ରତ୍ୟେକ ପଦକ୍ଷେପ ସହ ଯୋଡ଼ି ହେବା ପାଇଁ ଆପଣଙ୍କ ମତାମତ ପାଇଁ ଆପଣକଂ ଜଡ଼ିତ ରହିବା ପାଇଁ ଯୋଡ଼ି ହୁଅନ୍ତୁ ତଳ ଲିଙ୍କ୍ ରେ.. like,share & subscribe
See More
OJTAA(Odisha Junior Teacher Aspirants Association)
@OJTAA1
almost 4 years ago
https://t.co/SqYD3cURyZ ଉପରୋକ୍ତ ଲିଙ୍କରେ କ୍ଲିକ୍ କରି ଓଜେଟା ଦ୍ଵାରା ନୂଆକରି ଗଢ଼ାଯାଇଥିବା ଏକମାତ୍ର ଅଫିସିଆଲ ୟୁଟ୍ଯୂବ୍ ଚାନେଲ୍ରେ ଯୋଗ ଦେବାକୁ ଅନୁରୋଧ ଫଳରେ ଓଜେଟ�� ଦ୍ଵାରା ପ୍ରକାଶିତ ହେବାକୁ ଥିବା ସମସ୍ତ ଭିଡ଼ିଓ ଆପଣ ପାଇପାରିବେ ।
OJTAA22
retweeted
laxmi pradhan
@laxmipr72086864
almost 4 years ago
ହେ ସରକାର! ପ୍ର���ଥମିକ ଶିକ୍ଷକ ନିଯୁକ୍ତି ଦିଅନ୍ତୁ, ଟ୍ରେନିଂ ଦେଇ 40,000+ ଶିକ୍ଷକ ଆଶାୟୀଙ୍କ ଜୀବନ ସହ ଖେଳନ୍ତୁ ନାହିଁ
🙏 @CMO_Odis
ha @samirdash0
1 @OSEPA_Offici
a
l @MoSarkar
5
T @SMEOdis
h
a @GovernorOdis
ha @gapg_dep
t @rashtrapatibh
v
n @ArgusNews_
in @bada_khabar
OJTAA22
retweeted
ମନୋଜ କୁମାର କର
@ManojKu93159790
almost 4 years ago
୬ ବର୍ଷ ହେଲା ନିଯୁକ୍ତି ବିଜ୍ଞପ୍ତି ନାହିଁ ଆସିବେ କୁଆଡୁ? ୬ବର୍ଷହେଲା ଯେଉଁ ଅବସର ହେଇଚି ସେ ପୋଷ୍ଟ ଗଲା କୁଆଡେ? ନାହିଁ ଅଭାବ ଭିତରେ ବାରମ୍ବାର ଚଳେଇ ନେବାର ପ୍ରୟାସରେ ପିଲାଙ୍କ ଭ���ିଷ୍ୟତ ଅନ୍ଧାର ହେଉନି କି? ପ୍ରାଥମିକଶିକ୍ଷା କେଉଁ ଅବସ୍ଥାରେ
? @SMEOdis
ha @samirdash01 ଜଲ୍ଦୀ ନୀତି ପ୍ରସ୍ତୁତ କର
ି #କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦ
ିଅ
See More
OJTAA22
retweeted
ମନୋଜ କୁମାର କର
@ManojKu93159790
almost 4 years ago
ହାଏରେ ନାରଣ ଇଏ ଆମ ରାଜଧାନୀର ଅବସ୍ଥା!! ପୁଣି ବିଜୁ ନା ଲାଗିଲେ ସବୁ ମୋକ୍ଷ ହେଇଯାଏ କିନ୍ତୁ ଏଠି ଅଭାବ! ଆଛା ଶିକ୍ଷକ ଥିଲେ ତ ଆଣିବେ ନାହିଁ ଶୁଣି ୩,୨ ଦିନିଆ ଭାଗ ବଣ୍ଟା କଲେ ଶିକ୍ଷକଙ୍କୁ ଯାହା ହବ ଆଉ। ସବୁପରେ ସେ ୧୫୦ ପିଲାଙ୍କୁ ଜଣେ କେଉଁ ଅନୁପାତ ଇଏ ୨୨ନା ୩୦
@CMO_Odisha
@MoSarkar5T
#କନିଷ୍ଠ_ଶିକ୍ଷକ_ନିଯୁକ୍ତ_ଦିଅ
See More
OJTAA jajpur
@OJTAA22
almost 4 years ago
ନବନିଯୁକ୍ତ ଶିକ୍ଷା ସଚିବ ମହୋଦୟା
@OJTAA1
ତରଫରୁ ଶୁଭେଚ୍ଛା।ବିଗତ ୬ବର୍ଷଧରି ପ୍ରାଥମିକ ଶିକ୍ଷକ ନିଯୁକ୍ତି ହୋଇନାହିଁ,ଏଥିପ୍ରତି ପ୍ରାକ୍ତନ ସଚିବ ନେଇଥିବା ପଦକ୍ଷେପକୁ ଆପଣ ଦୃଷ୍ଟିଦେବାକୁ ଅନୁରୋଧ
#କନିଷ୍ଠ_ଶିକ୍ଷକ_ନିଯୁକ୍ତି_ଦିଅ
@SecyChief
@CMO_Odisha
@samirdash01
@pranabpdas
@MoSarkar5T
@OSEPA_Official
@SMEOdisha
OJTAA22
retweeted
M. Rajeswari Nayak
@swariminati
about 4 years ago
#SUBMIT_ELEMENTARY_TEACHER_REQUIREMENT_REPORT
ଯଦି ଶିଶୁ ପଣିକିଆ ଭୁଲ୍ କଲେ ପ୍ରଧାନ ଶିକ୍ଷକଙ୍କର ଦରମା କଟାଯାଇ ପାରେ, DEE letter ଅନୁସାରେ BEO ମାନେ ୭ ଦିନ ମଧ୍ୟରେ report ନଦେଲେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ??
@SMEOdisha
@SchoolEduOdisha
@samirdash01
@Samirdash1962
@CMO_Odisha
See More
OJTAA jajpur
@OJTAA22
over 4 years ago
ଶିକ୍ଷା ସମାଜର ମୁଖ୍ୟ ଆଧାର । ଏଣୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ର ଶତ ବର୍ଷ ପୂରଣ ର ଯେଉଁ ସ୍ବପ୍ନ ଦେଖିବା ହୋଇଛି ତାହା ସାର୍ଥକ ରୂପ ନେବ ଯଦି ଶିକ୍ଷା ଭଳି ମୌଳିକ ଆବଶ୍ୟକତା ସଠିକ୍ ଭାବେ ସମସ୍ତେ ପାଇବେ। Read this thread
@CMO_Odisha
@MoSarkar5T
OJTAA jajpur
@OJTAA22
over 4 years ago
ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ଆଲୋଚନା ହେଇ ଓଡ଼ିଶାର ମୃତବତ୍ ପ୍ରାଥମିକ ଶିକ୍ଷାକୁ ଉଦ୍ଧାର କରିବା ପାଇଁ ଆଲୋଚନା କରାଯାଉ। ୧- ବନ୍ଦ୍ ପଡ଼ିଥିବା ବିଦ୍ୟାଳୟ ଖୋଲାଯାଇ ୧୦-୨୦ ଛାତ୍ର ରେ ଶ୍ରେଣୀ କାର୍ଯ୍ୟ ହଉ। ୨- ଏଥିପାଇଁ ଗୁଣାତ୍ମକ ପ୍ରଶିକ୍ଷିତ ନୂତନ ପୀଢ଼ି ଙ୍କୁ ନିଯୁକ୍ତି ଦିଆଯାଉ
@CMO_Odisha
@MoSarkar5T
OJTAA jajpur
@OJTAA22
over 4 years ago
୩- ପିଲାଙ୍କୁ ତାଙ୍କର ଦକ୍ଷତା ଅନୁଯାୟୀ ବିକଶିତ କଲା ଭଳି ସୁଯୋଗ ପ୍ରାଥମିକ ସ୍ଥର ରୁ ଦିଆଯାଉ। ୪- ଉଚ୍ଚ ବିଦ୍ୟାଳୟ ପରି ପ୍ରାଥମିକ ବିଦ୍ୟାଳୟ ର ବିକାଶ କାର୍ଯ୍ୟ କରାଯାଉ ୫- ସମ୍ବିଧାନର ସର୍ବଜନୀନ ମାଗଣା ବାଧ୍ୟତାମୂଳକ ଶିକ୍ଷା କୁ ସଫଳ କାର୍ଯ୍ୟକାରୀ କରିବାର ଯୋଜନା ହେଉ।
@Naveen_Odisha
@pranabpdas
@SecyChief
OJTAA jajpur
@OJTAA22
over 4 years ago
ମୁ���୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ଆଲୋଚନା ହେଇ ଓଡ଼ିଶାର ମୃତବତ୍ ପ୍ରାଥମିକ ଶିକ୍ଷାକୁ ଉଦ୍ଧାର କରିବା ପାଇଁ ଆଲୋଚନା କରାଯାଉ। ୧- ବନ୍ଦ୍ ପଡ଼ିଥିବା ବିଦ୍ୟାଳୟ ଖୋଲାଯାଇ ୧୦-୨୦ ଛାତ୍ର ରେ ଶ୍ରେଣୀ କାର୍ଯ୍ୟ ହଉ। ୨- ଏଥିପାଇଁ ଗୁଣାତ୍ମକ ପ୍ରଶିକ୍ଷିତ ନୂତନ ପୀଢ଼ି ଙ୍କୁ ନିଯୁକ୍ତି ଦିଆଯାଉ
@CMO_Odis
h
a @MoSarkar
5T
OJTAA jajpur
@OJTAA22
over 4 years ago
https://t.co/OWItWQN1rG Protest of Junior teacher aspirant association,bhubaneswar...watch it
Last Seen Users on Sotwe
bayu antawijaya
Seen from
Indonesia
Cấn Mạnh 🍌
Seen from
Vietnam
con ku 2cm
Seen from
Vietnam
ruvenconb
Seen from
Spain
Jhon
Seen from
India
น้องตี้
Seen from
Thailand
suka Jilat Memek ibu ibu
Seen from
Indonesia
Medtad888
Seen from
Thailand
hunter boel
Seen from
Singapore
letoy12
Seen from
Indonesia
Trends for you
1
#InternationalCatDay
Under 10K tweets
2
Adam Vinatieri
Under 10K tweets
3
WNBA
Under 10K tweets
4
#Caturday
Under 10K tweets
5
Jorge Messi
Under 10K tweets
6
Cartoons
Under 10K tweets
7
#BornToShineMingi
Under 10K tweets
8
Kayla McBride
Under 10K tweets
9
Good Saturday
Under 10K tweets
10
#voreday
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
89M followers
10
Taylor Swift
@taylorswift13
82.9M followers
11
Lady Gaga
@ladygaga
74.4M followers
12
Virat Kohli
@imvkohli
71.9M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.8M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62.1M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫