Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ALL ODISHA SWASTHYAMITRA ASSOCIATION
@OSMAodisha
we all swasthyamitras are working under odisha state run health assurance scheme for Ayushman Bharat-PMJAY-GJAY Odisha.
Joined August 2023
110
Following
666
Followers
106
Posts
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
2 months ago
ମାନ୍ୟବର ମନ୍ତ୍ରୀ ଙ୍କ ସହିତ କଥା ହେବା ସହ ଆମ ଅସୁବିଧା ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ
@MohanMOdisha
ଙ୍କୁ ଚିଠି ଲେଖି ଜଣାଇଲେ। କହିଲେ ସେ ନିଶ୍ଚିତ ଏଥ��ପ୍ରତି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବେ। ତେଣୁ ଆମ ସଂଘ ର ସମସ୍ତ ସଦସ୍ୟ ଆପଣ ଙ୍କ ନିକଟରେ ଚିର ଋଣୀ ରହିବୁ। ଧନ୍ୟବାଦ🙏
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
2 months ago
ଗତକାଲି ଆୟୁଷ୍ମାନ ଭାରତ ରେ କାର୍ଯ୍ୟରତ PMAM (ପୂର୍ବରୁ ସ୍ୱାସ୍ଥ୍ୟମିତ୍ର) ମାନ୍ୟବର ଅନଗୁଳ ବିଧାୟକ
@pcpradhan24
ପ୍ରତାପ ଭାଇ ଙ୍କୁ ଭେଟି ଆମ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଲୁ ଏବଂ ସାର୍ ତତକ୍ଷଣାତ୍ ଆମ ସ୍ୱାସ୍ଥ୍ୟମନ୍ତ୍ରୀ
@MahalingMukesh
ସାର୍ ଙ୍କୁ ଫୋନ କରି ଆମ ବିଷୟରେ ଜଣାଇଲେ।
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
2 months ago
ଏବଂ ବିଧାୟକ ମହାଶୟ ପ୍ରତିଶ୍ରୁତି ଦେଲେ ସେ ମୁଖ୍ୟ ମନ୍ତ୍ରୀଙ୍କ ସହ ଆମ ଚାକିରି ନିରାପତ୍ତା ବିଷୟରେ ଆଲୋଚନା କରିବେ। ତତକ୍ଷଣାତ୍ ସେ ଏକ ଚିଠି ମଧ୍ୟ ମୁଖୟମନ୍ତ୍ରୀଙ୍କୁ ଲେଖି ଥିଲେ। ଭାଇ ଆମ ଦୁଃଖ କୁ ହୃଦୟଙ୍ଗମ କରି ���ମ କଥା ଶୁଣି ଥିବାରୁ ତାଙ୍କୁ ଆମ ସଂଘ ର ୯୯୩ ସଦସ୍ୟ ଙ୍କ ତରଫରୁ ଆସେସ ଧନ୍ୟବାଦ🙏।
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
2 months ago
@MohanMOdisha
@HFWOdisha
@MahalingMukesh
@SecyChief
@AyushmanNHA
@JPNadda
@GJAY_Odisha
@SamalManmohan7
ଗତ ୨/୦୫/୨୦୨୬ ରିଖ ଦିନ ଆମ ସଂଘ ର PMAM ମାନେ ବାଲେଶ୍ୱର ସଦର ବିଧାୟକ ଏବଂ ଶାସକ ଦଳର ଉପ ମୁଖ୍ୟ ସଚେତକ ମାନସ କୁମାର ଦତ୍ତ
@manaskumardutta
ସାର୍ ଙ୍କୁ ଭେଟି ଆମ ଦୁଃଖ ଅସୁବିଧା ବିଷୟରେ ଜଣାଇଲେ .
See More
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
about 1 month ago
ଦିନ ରାତି ନିଃସ୍ଵାର୍ଥପର ଭାବେ ସରକାର ଙ୍କ ପାଇଁ କାମ କରି ମଧ୍ୟ ତାର ଫଳ ସ୍ୱରୂପ ୩୦ ଜୁନ୍ ରେ ଆମର ଶେଷ କାର୍ଯ୍ୟ ଦିବସ ବୋଲି ସୂଚନା ଆସିଲା। ଏହାକୁ ନେଇ ବର୍ତ୍ତମାନ ୯୯୩ ସ୍ୱାସ୍ଥ୍ୟମିତ୍ର ଙ୍କ ପରିବାର ଆଶା ଆଶଙ୍କାରେ। ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ ଏହା ଉପରେ ଯଥା ଶୀଘ୍ର ନ୍ୟ��ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।🙏
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
about 1 month ago
@MohanMOdisha
@MahalingMukesh
@HFWOdisha
ସାର୍ ଆଜି ଆପଣ ଯେଉଁ ହେଲ୍ପ ଡେସ୍କ କଥା କହୁଛନ୍ତି ପ୍ରତି ହସ୍ପିଟାଲ ରେ ହେଲ୍ପ ଡେସ୍କ ଅଛି ଏବଂ ସେଠାରେ ଦୀର୍ଘ ୮ବର୍ଷ ହେବ ପ୍ରାୟ ୯୯୩ ସ୍ଵାସ୍ଥ୍ୟମିତ୍ର ମାନେ ନିଃସ୍ଵାର୍ଥପର ଭାବେ ଦିନ ରାତି ରୋଗୀ ସେବା କରି ଆସୁଛନ୍ତି। ଯାହାର ଉତ୍ତର ଆପଣ ବିଗତ ଦିନରେ ବିଧାନ ସଭା ରେ ଦେଇ ସାରିଛନ୍ତି।
See More
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
about 1 month ago
#Justiceforswasthyamitra
@CMO_Odisha
@MohanMOdisha
@HFWOdisha
@MahalingMukesh
@dpradhanbjp
@SamalManmohan7
@SecyChief
@AyushmanNHA
@MoHFW_INDIA
@JPNadda
@SecyChief
@nhmodisha
@GJAY_Odisha
#justiceforswasthyamitra
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
26 days ago
#justiceforswasthyamitra
@CMO_Odisha
@MohanMOdisha
@HFWOdisha
@MahalingMukesh
@AyushmanNHA
@JPNadda
@SamalManmohan7
@dpradhanbjp
@SecyChief
@BJP4Odisha
@ArgusNews_in
@otvkhabar
@NandighoshaTV
@ogoef_official
@https://www.facebook.com/share/v/1BMbosQoT5/
See More
OSMAodisha's tweet video.
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
24 days ago
#justiceforswasthyamitra
ଆସେସ ଆସେସ ଧନ୍ୟବା��
@bibhuti_odisha
_ ଭାଇ ଏଇ ୯୯୩ ସ୍ଵାସ୍ଥ୍ୟମିତ୍ର ଙ୍କ କଥା ଶୁଣି ଥିବାରୁ। ଏବଂ ସରକାରଙ୍କୁ ଆମ ବିଷୟରେ ଜଣାଇ ନ୍ୟାୟ ଦେବେ ବୋଲି କଥା ଦେଲେ।
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
22 days ago
ସବୁ ପ��ରକାରର ପ୍ରଚେଷ୍ଟା କରି ସରିବାପରେ ମଧ୍ୟ ସରକାର ଏବେ ପର୍ଯ୍ୟନ୍ତ କୌଣସି ପ୍ରକାରର ପଦକ୍ଷେପ ନେଲେ ନାହିଁ ତେଣୁ ଆମେ ଗତ କାଲି ଏକ ପ୍ରେସ ମିଟ କରିଲୁ ଯଦି ସରକାର ୨୨ଜୁନ୍ ମଧ୍ୟରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆମେ ୨୨ ଜୁନ୍ ଠାରୁ ଗାନ୍ଧୀମାର୍ଗ,ଭୁବନେଶ୍ୱର ଠାରେ ଗଣ ଧାରଣା ଦେବ
ୁ@MohanMOdish
a
@MahalingMukes
h
@HFWOdish
a
See More
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
19 days ago
ଧନ୍ୟବାଦ
@Naveen_Odisha
sir sahajoga ra hata badhei thibaru. Amara asa sarakar nischita ama katha sunibe.
@CMO_Odisha
@MohanMOdisha
@HFWOdisha
@MahalingMukesh
@AyushmanNHA
@JPNadda
@BJP4Odisha
@SecyChief
@SamalManmohan7
@dpradhanbjp
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
18 days ago
ବର୍ତ୍ତମାନ ଧାରଣା ସମୟ ରେ ଆମର ପାଖ ପାଖି ୨୦ ରୁ ଉର୍ଦ୍ଧ ସ୍ୱାସ୍ଥ୍ୟମିତ୍ର ମାନେ ଅଚେତ୍ ହୋଇ କ୍ୟାପିଟାଲ ହସ୍ପିଟାଲ ରେ ଗୁରୁତର ଭାବେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସରକାର ଙ୍କ ନିଦ ଭାଙ୍ଗୁନି।ଯଦି ଏଥି ପ୍ରତି କୌଣସି
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
16 days ago
କିନ୍ତୁ ଏଇ ଡହ ଡହ ଖରାରେ ନିଜ ଜୀବନକୁ ବାଜି ରେ ଲଗେଇ ନ���ୟାୟ ପାଇ
ଁ @MohanMOdis
ha ସରକାର ଙ୍କୁ ଗୁହାରି କରୁଛନ୍ତି। ଆଉ କେତେବେଳେ ସରକାର ଶୁଣିବେ ପିଲା ରାସ୍ତା ର��� ପଡି ପଡି ମରିଗଲା ପରେ।
🙏🙏। @ArgusNew
s
_in @Nandighos
h
aTV @Ayushma
n
NHA @BJP4Od
i
sha @otvkh
a
bar @bibhuti_odi
s
ha_ @SamalManmo
h
an7 @MahalingMu
kesh
See More
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
16 days ago
#justiceforswasthyamitra
ଦିନ ଥିଲା ଏଇ ସ୍ଵାସ୍ଥ୍ୟ ମିତ୍ର ମାନେ ସମଗ୍ର ଓଡ଼ିଶା ରେ ରୋଗୀଙ୍କ ସେବା କରୁଥିଲେ କିନ୍ତୁ ଆଜି ତାଙ୍କ ଦୁଃଖ କଷ୍ଟ ବୁଝିବା ପାଇଁ କେହି ନାହାନ୍ତି. ସରକାର ସବୁ ଜାଣି ଶୁଣି ଛେଇଁ ଶୋଇଛନ୍ତି। ଆଜି ସ୍ୱାସ୍ଥ୍ୟ ମିତ୍ର ମାନଙ୍କୁ ବ୍ୟବହାର କରି ରାସ୍ତା କଡ଼ରେ ଫୋପାଡ଼ି ଦିଅ ଯାଇଛି।
OSMAodisha's tweet video.
OSMAodisha's tweet video.
OSMAodisha's tweet video.
OSMAodisha's tweet video.
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
15 days ago
କିନ୍ତୁ ପୁଣି ସୁସ୍ଥ ହୋଇ ଆନ୍ଦୋଲନ ରେ ଆସି ବସିଛନ୍ତି।ଏମାନେ କଣ ଓଡ଼ିଶା ର ନାଗରିକ ନୁହନ୍ତି? ଏମାନେ କଣ ସମ୍ମାନ ର ଅଧିକାରୀ ନୁହନ୍ତି? ସରକାରଙ୍କୁ ଏତିକି ଅନୁରୋଧ ଏହି ୯୯୩ ସ୍ୱାସ୍ଥ୍ୟ ମିତ୍ର ମାନଙ୍କ ମଧ୍ୟରେ ୭୦% ମହିଳା।ସମସ୍ତ ନାରୀ ମାନଙ୍କ ସମେତ ସମଗ୍ର ସ୍ୱାସ୍ଥ୍ୟମିତ୍ର ଙ୍କୁ ନ୍ୟାୟ ଦେବା ପାଇଁ ତତ୍ପରତା ଦେଖାଇବେ।
@CMO_Odisha
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
15 days ago
#justiceforswasthyamitra
ମହିଳାଙ୍କୁ ସମ୍ମାନ ଦେବା ଦିଗରେ ଡବଲ ଇଞ୍ଜିନ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରି ଆସିଛି କିନ୍���ୁ ଦୀର୍ଘ ୫ଦିନ ହୋଇଗଲାଣି ଲୋଅର ପି ଏମ୍ ଜି ଛ��� ରେ ପ୍ରାୟ ୭୦୦ ମହିଳା ଡହ ଡହ ଖରା ରେ ପିଲା ଛୁଆ ଙ୍କୁ ନେଇ ଆନ୍ଦୋଲନ ରେ ବସିଛନ୍ତି। ପ୍ରତିଦିନ ୧୦-୧୫ ଅଚେତ୍ ହୋଇ ଡାକ୍ତରଖାନା ଯାଉଛନ୍ତି।
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
13 days ago
#justiceforswasthyamitra
@CMO_Odisha
@MohanMOdisha
@HFWOdisha
@MahalingMukesh
@AyushmanNHA
@PravatiPOdisha
@ogoef_official
OSMAodisha's tweet video.
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
7 days ago
@MahalingMukesh
ଏହା କେତେଦୂର ନ୍ୟାୟ ସଙ୍ଗତ ଚିନ୍ତା ର ବିଷୟ। ସରକାରଙ୍କୁ ବିନମ୍ର ଅନୁରୋଧ ତୁରନ୍ତ ଏହି ଦିଗରେ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।🙏🙏
#justiceforswasthyamitra
#wewantjustice
#aosmajindabad
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
7 days ago
#justiceforswasthyamitra
@CMO_Odisha
ସରକାର ଙ୍କ ନିଦ ଭାଙ୍ଗୁନି ଶାସନ ରେ ବସିଥିବା ଲୋକ କଣ ଏତେ ନିଷ୍ଠୁର ହେଇପାରେ? ୧୪ ଦିନ ହୋଇଗଲା ଆଜ୍ଞା କାହାରିକି କିଛି ଦ���ଖା ଯାଉନି।ଯେଉଁଠି ରାଜଧାନୀ ବର୍ଷା ରେ ଆଣ୍ଠିଏ ପାଣିରେ ବୁଡ଼ି ଯାଉଛି ସେଠି ଏଇ ହତ ଭାଗା ନାରୀ ମାନେ ଛୋଟ ଛୁଆଙ୍କୁ ଧରି ନ୍ୟାୟ ପାଇଁ ରାସ୍ତା କଡ଼ରେ ପଡି ରହିଛନ୍ତି।
See More
OSMAodisha
retweeted
ALL ODISHA SWASTHYAMITRA ASSOCIATION
@OSMAodisha
about 18 hours ago
#justiceforswasthyamitra
ମାନ୍ୟବର
@MahalingMukesh
ସାର୍ ଆଜିକୁ ପ୍ରାୟ ୨୦ଦିନ ହେବ ଧର୍ମଘଟ ରେ ନ୍ୟାୟ ପାଇଁ ଗୁହାରି କରି ବସିଛୁ।ଆଜି ପୁଣି ଜଣେ ମହିଳା ସ୍ଵାସ୍ଥ୍ୟମିତ୍ର ଅସୁସ୍ଥ ହୋଇ ପଡ଼ିଲେ। ସମୁଦାୟ ୫୪ ଜଣ ଅସୁସ୍ଥ ହୋଇ ସାରିଲେଣି। ଆଉ କେତେଦିନ ଅଜ୍ଞା ଏମିତି ଚାଲିଥିବ?ଏଣୁ ଆପଣ ଙ୍କୁ ବିନମ୍ର ଅନୁରୋଧ ଆମକୁ ନ୍ୟାୟ ଦିଅନ୍ତୁ।
See More
Last Seen Users on Sotwe
Mature Lover
Seen from
United Arab Emirates
Pecinta Awek Tudung
Seen from
Indonesia
BB
Seen from
Thailand
小舒淇
Seen from
Germany
Bapak gemoy
Seen from
Malaysia
Alexandra Stubblefield
Seen from
Italy
รับแมนๆ
Seen from
Thailand
Ensest sikici ist ( oteki hesap askıya alındı )
Seen from
Turkey
Bubble Boyz
İtiraf Paylaşım
Seen from
Italy
Trends for you
1
Lindsey Graham
Under 10K tweets
2
McGregor
Under 10K tweets
3
Argentina
Under 10K tweets
4
Switzerland
Under 10K tweets
5
Swiss
Under 10K tweets
6
Dana White
Under 10K tweets
7
Rest in Peace
Under 10K tweets
8
Jake Paul
Under 10K tweets
9
#UFC239
Under 10K tweets
10
Sudden
Under 10K tweets
Most Popular Users
1
Elon Musk
@elonmusk
240.8M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
111.3M followers
5
Narendra Modi
@narendramodi
107M followers
6
Rihanna
@rihanna
97.8M followers
7
NASA
@nasa
92.2M followers
8
Justin Bieber
@justinbieber
91M followers
9
KATY PERRY
@katyperry
88M followers
10
Taylor Swift
@taylorswift13
81.9M followers
11
Lady Gaga
@ladygaga
73.4M followers
12
Virat Kohli
@imvkohli
70.4M followers
13
Kim Kardashian
@kimkardashian
69.9M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.2M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.1M followers
20
X
@x
60.8M followers
Olivia
Online
✨
⭐
💫