Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
JAMIDAR PATRA
@patra_jamidar
Jamidar Patra at uchhabpali po.sargard dist.Balangir pin.767020
Joined December 2021
61
Following
34
Followers
2.3K
Posts
patra_jamidar
retweeted
Dr. Mukesh Mahaling
@MahalingMukesh
12 days ago
ପଦ୍ମପୁର ସ୍ଥିତ ବାସଭବନରେ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କଲି। ବିଘ୍ନହର୍ତ୍ତା ଶ୍ରୀଗଣେଶ ବିଘ୍ନ ନାଶ କରି ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଭରିଦିଅନ୍ତୁ।
patra_jamidar
retweeted
Dr. Mukesh Mahaling
@MahalingMukesh
17 days ago
ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟରେ ମୋଟ ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ମଞ୍ଜୁର ପ୍ରଦାନ କରାଯାଇଛି।
patra_jamidar
retweeted
Dr. Mukesh Mahaling
@MahalingMukesh
about 1 month ago
ଇମ୍ପାକ୍ଟ ପକ୍ଷରୁ ସାରସ୍ୱତ କୃତି ପାଇଁ ପ୍ରଦାନ କରାଯାଉଥିବା ‘ଶାରଳା ପୁରସ୍କାର’ ନିଅନ୍ତେ ମନୋନୀତ ହୋଇଥିବାରୁ CSIR-IMMTର ପୂର୍ବତନ ବୈଜ୍ଞାନିକ ତଥା କବି ଡ. ଆଶୁତୋଷ ପରିଡ଼ାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଓଡ଼ିଶାର ସାହିତ୍ୟ ଜଗତକୁ ସମୃଦ୍ଧ କରିବାରେ ଆପଣଙ୍କ ଅବଦାନ ଅତୁଳନୀୟ ଅଟେ। ଆପଣଙ୍କ ଏହି ସଫଳତା ଓଡ଼ିଆ ସାହିତ୍ୟପ୍ରେମୀଙ୍କ ପାଇଁ ଗର୍ବର ବିଷୟ।
See More
patra_jamidar
retweeted
Dr. Mukesh Mahaling
@MahalingMukesh
about 1 month ago
ନବରଙ୍ଗପୁର ଷ୍ଟାଡିଅମ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୮୦ ତମ ସ୍ଵାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାର ସୌଭାଗ୍ୟ ପ୍ରାପ୍ତ କଲି। ଆସନ୍ତୁ ସମସ୍ତେ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଭାରତ ଗଠନ ପାଇଁ ଆଜିର ଦିନରେ ସଂକଳ୍ପ ନେବା।
#IndependenceDay2026
Who to follow
Sampada Bhoi
@sampada_bh81539
Social worker Biju Janata dal digital secretary byjd balangir
Himansu sahu
@Himansu5656
Business
patra_jamidar
retweeted
Dr. Mukesh Mahaling
@MahalingMukesh
about 2 months ago
ତ୍ରିରଙ୍ଗା ଆମର ସ୍ଵାଭିମାନ! ବଲାଙ୍ଗିରରେ ଆୟୋଜିତ ଜିଲ୍ଲାସ୍ତରୀୟ “ହର ଘର ତ୍ରିରଙ୍ଗା” ଯାତ୍ରାରେ ସାମିଲ ହୋଇ ଅତ୍ୟନ୍ତ ଗର୍ବ ଅନୁଭବ କଲି। ଏହି ଯାତ୍ରା ସର୍କିଟ ହାଉସ୍ ଠାରୁ ଆରମ୍ଭ ହୋଇ ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ଶେଷ ହୋଇଥିଲା। ଦେଶର ଅଖଣ୍ଡତା, ଏକତା ଓ ଗୌରବକୁ ସମ୍ମାନ ଜଣାଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଜୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ “ହର ଘର ତ୍ରିରଙ୍ଗା” ଅଭିଯାନ ଚାଲିଛି। ଆମ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗାକୁ ଗର୍ବର ସହ ଉଡାଇବା ହେଉଛି ପ୍ରତ୍ୟେକ ଭାରତବାସୀଙ୍କ ଦାୟିତ୍ୱ।
See More
MahalingMukesh's tweet video.
patra_jamidar
retweeted
Dr. Mukesh Mahaling
@MahalingMukesh
3 months ago
ମହାନ ରାଷ୍ଟ୍ରଭକ୍ତ ତଥା ଭାରତୀୟ ଜନସଂଘର ସଂସ୍ଥାପକ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ଅବସରରେ ସୋନପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ବୈଠକରେ ମାନ୍ୟବର ବିରମହାରାଜପୁର ବିଧାୟଜ ଶ୍ରୀ ରଘୁନାଥ ଜଗଦଲାଙ୍କ ସହ ଯୋଗଦେଲି। ଭାରତର ଏକତା, ଅଖଣ୍ଡତା, ସୁରକ୍ଷା ସହ ଶିକ୍ଷା ଏବଂ ସାମାଜିକ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସାରା ଜୀବନ ସମର୍ପିତ ଥିଲା। ଭାରତୀୟତାକୁ ଆଧାର କରି ଦେଶର ବିକାଶ ଏବଂ ରାଷ୍ଟ୍ର ଗଠନ ତାଙ୍କର ଦୃଢ଼ ସଂକଳ୍ପ ଓ ଲକ୍ଷ୍ୟ ଥିଲା। ରାଷ୍ଟ୍ରଚେତନାର ଜାଗ୍ରତ ପ୍ରହରୀ ଭାବେ ତାଙ୍କର ଅବଦାନ ଏବଂ ଆଦର୍ଶ ଏକ ଆନ୍ଦୋଳନର ପ୍ରଜ୍ଜ୍ୱଳିତ ଶିଖା ରୂପେ କେବଳ ଆଜି ପାଇଁ ନୁହେଁ ଯୁଗ ଯୁଗ ଧରି ଭାରତୀୟଙ୍କୁ ପ୍ରେରିତ କରୁଥିବ।
See More
patra_jamidar
retweeted
Dr. Mukesh Mahaling
@MahalingMukesh
6 months ago
ସୁସ୍ଥ ରହିବା ପାଇଁ ଆସନ୍ତୁ ସମସ୍ତେ ନିୟମିତ ଯୋଗର ଅଭ୍ଯାସ କରିବା।
#FitIndia
MahalingMukesh's tweet video.
patra_jamidar
retweeted
Dr. Mukesh Mahaling
@MahalingMukesh
6 months ago
ଲୋଇସିଂହା ବ୍ଲକ ଠାରେ ଥିବା ବାଦୀମୁଣ୍ଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଯୋଗ ଶିବିରରେ ଯୋଗଦାନ କରି ସମସ୍ତଙ୍କ ଉପସ୍ଥିତିରେ ଯୋଗ ଅଭ୍ଯାସ କରିଛି। ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ବହୁତ ଆବଶ୍ୟକତା ରହିଛି।
patra_jamidar
retweeted
Dr. Mukesh Mahaling
@MahalingMukesh
6 months ago
ବିଜୁ ଜନତା ଦଳ ଦୀର୍ଘ ୨୪ ବର୍ଷ କାଳ ଶାସନରେ ଥାଇ ସୁଦ୍ଧା ଡାକ୍ତରଖାନା ଗୁଡ଼ିକର ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ଅବହେଳା କରିଥିଲେ। ମାତ୍ର ଲୋକଙ୍କ ସରକାର ଆସିବା ପରେ ପ୍ରଥମ ଥର ପାଇଁ ଡ଼ାକ୍ତରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ବିଗତ 'ବଜେଟ ୨୦୨୫-୨୬'ରେ ୩୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା ଏବଂ 'ଚଳିତ ବଜେଟ ୨୦୨୬-୨୭'ରେ ମଧ୍ୟ ଏଥିପାଇଁ ୪୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି।
See More
MahalingMukesh's tweet video.
patra_jamidar
retweeted
Dr. Mukesh Mahaling
@MahalingMukesh
6 months ago
ଆଗଲପୁର ଅନ୍ତର୍ଗତ ଉଚ୍ଚବାହାଲ ଠାରେ ଅନୁଷ୍ଠିତ ଷୋହଳ ପ୍ରହରୀ ନାମଯଜ୍ଞରେ ଯୋଗଦେବାର ସୌଭାଗ୍ୟ ମିଳିଲା। ଏହି ପବିତ୍ର ଅବସରରେ ଭଗବାନ ଦର୍ଶନ କରି ସମସ୍ତଙ୍କ ମଙ୍ଗଳ କାମନା କରିଛି।
patra_jamidar
retweeted
Dr. Mukesh Mahaling
@MahalingMukesh
6 months ago
ଆଗଲପୁର ବ୍ଲକ ନଅଗାଁ (କ)ର ବାସିନ୍ଦା ଶ୍ରୀ ପୁରନ ମେହେରଙ୍କ ସୁପୁତ୍ର ଶ୍ରୀ ରବୀନ୍ଦ୍ର ମେହେରଙ୍କ ବିବାହ ଉତ୍ସବରେ ଯୋଗଦେଇ ଶୁଭକାମନା ଜଣାଇଛି। ମହାପ୍ରଭୁଙ୍କ ନିକଟରେ ତାଙ୍କର ସୁଖମୟ ବୈବାହିକ ଜୀବନ କାମନା କରୁଛି।
patra_jamidar
retweeted
Dr. Mukesh Mahaling
@MahalingMukesh
6 months ago
କିଛି ଦିନ ପୂର୍ବରୁ ଚମ୍ପେଶ୍ୱର ଦୋରାଙ୍କ ପୂଜ୍ୟ ବାପାଙ୍କ ଦେହାନ୍ତ ହୋଇଥିଲା। ଆଜି ତାଙ୍କ ଉଚ୍ଚ ବାହାଲ ସ୍ଥିତ ବାସଭବନକୁ ଗସ୍ତ କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲି।
patra_jamidar
retweeted
Dr. Mukesh Mahaling
@MahalingMukesh
almost 2 years ago
ଲୋଇସିଂହା ବ୍ଲକ ତାଲଯୁରି ଠାରେ ଜନସାଧାରଣଙ୍କ ଠାରୁ ମିଳିଥିବା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ।
JAMIDAR PATRA
@patra_jamidar
almost 2 years ago
#NewProfilePic
patra_jamidar
retweeted
Dr. Mukesh Mahaling
@MahalingMukesh
almost 2 years ago
ରକ୍ତଦାନ, ଜୀବନ ଦାନ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ରକ୍ତ ନିରାପଦା ନିର୍ଦ୍ଦେଶାଳୟ ତରଫରୁ ଆଜି କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ଵର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କଲି। ଏହି ଅବସରରେ ରକ୍ତଦାନ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏକାମ୍ରର ମାନ୍ୟବର ବିଧାୟକ ଶ୍ରୀ
@babusinghodisha
ଏବଂ ଅନେକ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
See More
patra_jamidar
retweeted
Dr. Mukesh Mahaling
@MahalingMukesh
about 2 years ago
ମାନ୍ୟବର ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ଅନୁଷ୍ଠିତ ବୈଠକରେ ଯୋଗଦେଲି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ର ପ୍ରସ୍ତୁତି , ସୁଭଦ୍ରା ଯୋଜନା, ବିଜେପି ସଦସ୍ୟତା ଅଭିଯାନ ଏବଂ ବିଜେପି ସରକାରର ୧୦୦ ଦିନର ଉପଲବ୍ଧି ବିଷୟରେ ଆଲୋଚନା ହୋଇଥିଲା।ବୈଠକରେ ବରିଷ୍ଠ ବିଜେପି ନେତା ତଥା ମାନ୍ୟବର ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମର, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
See More
patra_jamidar
retweeted
Dr. Mukesh Mahaling
@MahalingMukesh
about 2 years ago
ଓଡ଼ିଶାର ସିଘା ତିହାର୍, ଚାଷୀ ର୍ ତିହାର୍
#ନୂଆଁଖାଇ
ଉଧେ ସମକୁ ଗୁର୍ଦ୍ଧୁଟେ ଶୁଭେଚ୍ଛା। ମାଁ ସମଲେଇର୍ ଦୟା ନୁଁ ସଭେ ଭଲ୍ ଭଲ୍ ସେ ହସି ଖୁସି ରେ ନୂଆଁ ଖାଏମା ବଲି ମାଁ ର୍ ପାଦ୍ ତଲେ ଗୁହାରି କରୁଛେଁ।
#NuakhaiJuhar
MahalingMukesh's tweet video.
patra_jamidar
retweeted
Dr. Mukesh Mahaling
@MahalingMukesh
about 2 years ago
ରାଜ୍ୟରେ ଭେକ୍ଟର ବାହିତ ରୋଗ ର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ବିଧାନସଭାରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଶ୍ନ ଓ ମୋର ଉତ୍ତର।
MahalingMukesh's tweet video.
patra_jamidar
retweeted
Dr. Mukesh Mahaling
@MahalingMukesh
over 2 years ago
ଗତକାଲି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରି ଏହାକୁ ସମ୍ପୂର୍ଣ ରୂପେ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ଦିଗ ଗୁଡିକର ସମୀକ୍ଷା କଲି। ଅନୁଷ୍ଠାନର ଭିତ୍ତିଭୂମି, କର୍ମଚାରୀ ସଂଖ୍ୟା ଓ ଅନ୍ୟାନ୍ୟ ଆବଶ୍ୟକତା ବିଷୟରେ ବିଶ୍ଵବିଦ୍ୟାଳୟର V.C ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
@HFWOdisha
@OUHS_BBSR
See More
patra_jamidar
retweeted
Dr. Mukesh Mahaling
@MahalingMukesh
over 2 years ago
୧୯୭୫ ମସିହାରେ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କେବଳ ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଦେଶରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ର ହତ୍ୟା କରିବା ସହ ମାନବ ଅଧିକାରକୁ କ୍ଷୁର୍ଣ୍ଣ କରିଥିଲେ। ଦୀର୍ଘ ୧୯ମାସ ଧରି ସ୍ୱେଚ୍ଛାଚାରି ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧରେ ମଧ୍ୟ ପରିବର୍ତନ କରିବାକୁ ପଛାଇ ନଥିଲେ। ଏହି ଘଟଣା କୁ ଭାରତର ଇତିହାସ ର ଏକ କଳା ଅଧ୍ୟାୟ ଭାବେ ବିବେଚନା କରି, ଭାରତୀୟ ଜନତା ପାର୍ଟି ଜୁନ ୨୫ ତାରିଖ କୁ “କଳା ଦିବସ” ଭାବେ ପାଳନ କରିଆସିଛି। #DarkDaysOfEmergency
See More
Last Seen Users on Sotwe
素人が1番ヌケル
Seen from
Japan
Kong không ngủ
Seen from
United States
◥ᖫ☠️ᖭ◤ قطرحـڪـآيـﮯ خـطـرفي 🇶🇦
Seen from
Turkey
lucas ꕤ
Seen from
Italy
Ainy Saba
Seen from
Netherlands
يوسف🌶 رجل🔥 45صديق المتحررين.مصري مقيم بتركيا
جورج فاشخ المنقبات
Seen from
Turkey
روتين يومي 🔥 vip
Seen from
Egypt
tom ✮
Seen from
Ireland
Feth-i Mûbin
Seen from
Turkey
Trends for you
1
Tennessee
Under 10K tweets
2
Jeremiah Smith
Under 10K tweets
3
Louisville
Under 10K tweets
4
Arch
Under 10K tweets
5
#HookEm
Under 10K tweets
6
Sark
Under 10K tweets
7
Faizon
Under 10K tweets
8
Justin Verlander
Under 10K tweets
9
Ferran
Under 10K tweets
10
Brohm
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.4M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
83.9M followers
11
Lady Gaga
@ladygaga
75.4M followers
12
Virat Kohli
@imvkohli
73.4M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.4M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫