Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Prabhanjan Sarap
@Pksarap
Happiness is the real sense of fulfillment that comes from hard work.
Joined August 2021
73
Following
5
Followers
33
Posts
Prabhanjan Sarap
@Pksarap
over 2 years ago
@RWSS_Kalahandi
@DmKalahandi
@PRDeptOdisha
ଏହି ଗାଁ ରେ କିଡନୀ ରୋଗୀ ସଂଖ୍ୟା ଅଧିକ । ବର୍ତ୍ତମାନ (୨) ଗୋଟି Word କୁ ପାଣି ଆସୁଛି ତାହାବି ଗାଁ tube wells ସହଯୋଗରେ ପାଣି ଆସୁଛି ।ଆରମ୍ଭ ରୁ (୫) ଗୋଟି Word କୁ ପାଣି ଆସୁ ନାହିଁ । ସମୂର୍ଣ୍ଣ (୭) ଗୋଟି word କୁ ପାଣି ଆସିବା କଥା ମିଛ କଥା କହୁଛି RWSS ବିଭାଗ (Golamunda) ।
See More
Prabhanjan Sarap
@Pksarap
over 2 years ago
ଗ୍ରାମାଞ୍ଚଳର ଲୋକଙ୍କୁ ମିଛ କଥା କହୁଛି ସ୍ଥାନୀୟ ପ୍ରଶାସନ । ଅନ୍ୟପଟେ କିଡନୀ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ଦୁଃଖଦ କଥା ପିଇବା ପାଣି ପାଇଁ ୫ବର୍ଷ ହେଲା ଆରମ୍ଭ ରୁ ୫ ଗୋଟି Word କୁ ପାଣି ଆସୁନି
@RWSS_kalahandi
ମିଛ କଥା କହିଚାଲିଛି ।
@DMkalahandi
@PRDeptOdisha
ସମାଧାନ କେବେ ?
Prabhanjan Sarap
@Pksarap
over 2 years ago
@RWSS_Kalahandi
@DmKalahandi
@PRDeptOdisha
ଏଠାରେ ବଡ ପ୍ରଶ୍ନ ସୃଷ୍ଟି ହେଉଛି ବସୁଧା ଯୋଜନା ୨୮୬.୧୯ ଲକ୍ଷ ଟଙ୍କା ଅର୍ଥ ବିନିମୟରେ (୨୦୧୭) ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା ଆଜ୍ଞା କେବଳ ବିଭାଗୀୟ କର୍ମଚାରୀଙ୍କ ଅଭହେଲା ଯୋଗୁଁ ପିଇବା ପାଣି ପାଇ ପାରୁନାହାନ୍ତି ଗ୍ରାମାଞ୍ଚଳର ଲୋକେ।
Prabhanjan Sarap
@Pksarap
over 2 years ago
ଗ୍ରାମାଞ୍ଚଳର ଲୋକଙ୍କୁ ମିଛ କଥା କହୁଛି ସ୍ଥାନୀୟ ପ୍ରଶାସନ । ଅନ୍ୟପଟେ କିଡନୀ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ଦୁଃଖଦ କଥା ପିଇବା ପାଣି ପାଇଁ ୫ବର୍ଷ ହେଲା ଆରମ୍ଭ ରୁ ୫ ଗୋଟି Word କୁ ପାଣି ଆସୁନି
#RWSSkalahandi
ମିଛ କଥା କହିଚାଲିଛି ।
#DmKalahandi
#RWSSOdisha
#PRDeptOdisha
ସମାଧାନ କେବେ ?
See More
Who to follow
Shubhasree Behera
@ShubhasreeBehe1
Association of Twitter Activists A bridge between rule and ruler 🙏🙏🙏
Umakanta Sunani
@sunani_umakanta
ଗରିବ, ଅସହାୟ, ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ରକ୍ତ ଯୋଗାଇବା ସହ କଳାହାଣ୍ଡି ବାସୀଙ୍କୁ ରକ୍ତଦାନ ପ୍ରତି ସଚେତନ କରିବା, କରାଇବା ମୋର ଲକ୍ଷ୍ୟ । 💐🙏🙏🙏💐
Prabhanjan Sarap
@Pksarap
over 2 years ago
ମିଛ କଥା କହୁଛି Rwss ବିଭାଗ ।ଗୋଳାମୁଣ୍ଡା ବ୍ଲକ ଚିଚିଆ ଗାଁରେ ୭ ଟି ୱାର୍ଡ ଅଛି,ହେଲେ ୨ ଟି ୱାର୍ଡ ରେ କେବେ କାଳେ ପାଣି ଦିଆଯାଉଛି ।
@PRDeptOdisha
@DmKalahandi
@CMO_Odisha
Prabhanjan Sarap
@Pksarap
over 2 years ago
ଜୟ ଶ୍ରୀରାମ
#SriRam
#SriRamMandir
Pksarap's tweet video.
Pksarap
retweeted
Prabhanjan Sarap
@Pksarap
about 3 years ago
ଗୋଲାମୁଣ୍ଡା ବ୍ଲକ ଅଧିନ ଚିଚିଆ ବସୁଧା ଯୋଜନା କାହା ପାଇଁ ୭୦% ଭାଗ କୁ ଆସୁନି ପାଣି ଧନ୍ୟରେ ବିଭାଗୀୟ ଯନ୍ତ୍ରୀ। ଅନ୍ୟପଟେ ଏହି ଗାଁ ରେ କିଡନୀ ରୋଗୀ ସଂଖା ବଢ଼ିବାରେ ଲାଗିଛି
#PRDeptOdisha
#DmKalahandi
#MoSarkar5T
#RWSSOdisha
#CMOOdisha
Prabhanjan Sarap
@Pksarap
about 3 years ago
Happy independence day 🇮🇳
Prabhanjan Sarap
@Pksarap
about 3 years ago
A public representative has two posts 1-PS Member 2-Mate Under Mgnregs According to the letter, there has been no resignation yet
#dmkalahandi
#OdishaMgnregs
#panchayataj
#GOLAMUNDA
Prabhanjan Sarap
@Pksarap
about 3 years ago
ଦୁଃଖଦ ବିଷୟ ୨୦୧୯ ମସିହା ରେ ଗୋଳାମୁଣ୍ଡା ବ୍ଲକ ଅଧିନ ଚିଚିଆ ଗାଁରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ √ଗୋକୁଳଚନ୍ଦ୍ର ଚୌଧରି।ଏବେ ଦୟନୀୟ ଅବସ୍ଥାରେ ଭଙ୍ଗା ଚାଲ ଛପାର ଘରେ ବସବାସ କରୁଛନ୍ତି ୩ପରିବାର ।ଏଥିପ୍ରତି
#dmkalahandi
ଦୃଷ୍ଟି ଦେବା ପାଇଁ ଅନୁରୋଧ
@MoSarkar5T
@DSMishraKLD
#kalahandi
#CMOOdisha
See More
Pksarap's tweet video.
Prabhanjan Sarap
@Pksarap
about 3 years ago
ଗୋଲାମୁଣ୍ଡା ଅଞ୍ଚଳର ଚିଚିଆ ପ୍ରାଥମିକ ବିଦ୍ୟାଳୟର ଚିତ୍ର ପାଠ ପଢ଼ିବା ପାଇଁ ବାଜି ଲାଗୁଛି କୁନି ପିଲାଙ୍କ ଜୀବନ।ତୁରନ୍ତ ଏଥିରେ ପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ
#dmkalahandi
#Odisha
#education
#kalahandi
#golamunda
Prabhanjan Sarap
@Pksarap
about 3 years ago
ଗୋଲାମୁଣ୍ଡା ବ୍ଲକ ଅଧିନ ଚିଚିଆ ବସୁଧା ଯୋଜନା କାହା ପାଇଁ ୭୦% ଭାଗ କୁ ଆସୁନି ପାଣି ଧନ୍ୟରେ ବିଭାଗୀୟ ଯନ୍ତ୍ରୀ। ଅନ୍ୟପଟେ ଏହି ଗାଁ ରେ କିଡନୀ ରୋଗୀ ସଂଖା ବଢ଼ିବାରେ ଲାଗିଛି
#PRDeptOdisha
#DmKalahandi
#MoSarkar5T
#RWSSOdisha
#CMOOdisha
Pksarap
retweeted
Prabhanjan Sarap
@Pksarap
over 3 years ago
A humble request to
@Dmkalahandi
please look into this matter
@AgriGoI
@MoSarkar5T
@agri
@CMO_Odisha
@CaptainDSMishra
@basantpandabjp
#kalahandi
#Golamunda
Pksarap
retweeted
Prabhanjan Sarap
@Pksarap
over 3 years ago
#କଳାହାଣ୍ଡି
ଜିଲ୍ଲା
#ଗୋଳାମୁଣ୍ଡା
ବ୍ଲକ ଅଧିନ
#ବିଚିଆ
(ଜୁନାଜୋର) କୃଷକ ଓ କୃଷି ନିମନ୍ତେ ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ପାଣି ଭକିଆ ଖର୍ଚ୍ଚ କରୁଛନ୍ତି।କିନ୍ତୁ ଏଠି ଚାଷୀ କଠିନପରିଶ୍ରମ କରି ଚାଷକାର୍ଯ୍ୟ ପାଇଁ ବୋରିଙ୍ଗ ଖୋଲୁଥିବା ଦେଖିବାକୁ ମିଳୁଛି
@MoSarkar5T
@OdishaWater
@PRDeptOdisha
@AgriGoI
@CMO_Odisha
See More
Pksarap's tweet video.
Prabhanjan Sarap
@Pksarap
over 3 years ago
ଦୀର୍ଘ ବର୍ଷ ହେବ ଏହି ଚିଚିଆ ଗାଁ ସମସ୍ୟା ସମାଧାନ ହୋଇ ପାରୁନି ପ୍ରଚଣ୍ଡ ଖରା ସାଙ୍ଗକୁ ବଢ଼ିବାରେ ଲାଗିଛି ଜଳକଷ୍ଟ । ଦୃଷ୍ଟି ଦେବାକୁ ଅନୁରୋଧ
#dmkalahandi
#PRDepartOdisha
#kalahandi
#GOLAMUNDA
#MoSarkar5T
@CMO_Odisha
Prabhanjan Sarap
@Pksarap
over 3 years ago
#Golamunda
ଦୁଇ ଗୋଟି ବୋରିଙ୍ଗ ପ୍ରଶାସନ ତରଫରୁ ଗ୍ରୀଷ୍ମପ୍ରବାହ ଦୃଷ୍ଟିରେ ରଖି ବୋରିଙ୍ଗ ଖୋଲା ଯାଇଛି ହେଲେ ଦୁଃଖଦ ବିଷୟ ୨୩ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ (ଚିଚିଆ) ବସୁଧା ପ୍ରକଳ୍ପ ରେ ସଂଯୋଗ ହୋଇ ପାରିଲା ନାହିଁ।କାର୍ଯ୍ୟକ୍ଷମ ହୋଇପାରିବ କେବେ ?
@DmKalahandi
@PRDeptOdisha
@sdm_dharamagarh
@DSMishraKLD
See More
Prabhanjan Sarap
@Pksarap
over 3 years ago
ବସୁଧା ଯୋଜନା ପ୍ରକଳ୍ପ ପଣ୍ଡକୁଳ ତେଲ ନଦୀକୂଳରେ ଗଭୀର କୁଅରେ ପର୍ଯ୍ୟପ୍ତ ପାଣି ନାହିଁ ।ହେଲେ ଦୁଃଖର ବିଷୟ ଆରମ୍ଭ ରୁ ପିଇବା ପାଣି ସମସ୍ୟାର ସମାଧାନ ହୋଇ ପାରିନାହିଁ ଦୟାକରି ଏଥିପ୍ରତି
#dmkalahandi
ଦ୍ରୁଷ୍ଟି ଦିଅନ୍ତୁ ।
@dmkalahandi
@basantpandabjp
@PRDeptOdisha
#DSMishraKLD
Prabhanjan Sarap
@Pksarap
over 3 years ago
#dmkalahandi
ପ୍ରଶାସନଙ୍କୁ ଅନୁରୋଧ ଦୟାକରି ଯଥାଶୀଘ୍ର ରାସ୍ତା ସମସ୍ୟାର ସମାଧାନ କରନ୍ତୁ
@CMO_Odisha
@RDOdisha
@MoSarkar5T
@basantpandabjp
@DmKalahandi
@PRDeptOdisha
Prabhanjan Sarap
@Pksarap
over 3 years ago
A humble request to
@Dmkalahandi
please look into this matter
@AgriGoI
@MoSarkar5T
@agri
@CMO_Odisha
@CaptainDSMishra
@basantpandabjp
#kalahandi
#Golamunda
Prabhanjan Sarap
@Pksarap
over 3 years ago
#Golamunda
ଫରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର କୁ ରୋଗୀ ଆସନ୍ତି ଭଗବାନ ଭରସାରେ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ
#Kalahandi
@DmKalahandi
@MoSarkar5T
@basantpandabjp
@HFWOdisha
@MoHFW_INDIA
#Health
Last Seen Users on Sotwe
kimo
Seen from
Egypt
güneydoğulu sertsikici
Seen from
Turkey
Hd Mom
Seen from
Turkey
HALOOWL
Seen from
Thailand
bulge.turkish
Seen from
Turkey
bahan malam ai
Seen from
Indonesia
بغدادي العراقي
chudai hijab
Seen from
Indonesia
Adam Brooks AKA EssexPR 🇬🇧
Seen from
United Kingdom
GiganticBeast
Seen from
Indonesia
Trends for you
1
Good Wednesday
Under 10K tweets
2
$LAPTOP
Under 10K tweets
3
Hump Day
Under 10K tweets
4
Ben Shelton
Under 10K tweets
5
#AppleEvent
Under 10K tweets
6
Happy Hump
Under 10K tweets
7
#WednesdayMotivation
Under 10K tweets
8
#99LIVEDrPONGxPERTHSANTA
Under 10K tweets
9
NFL IS BACK
Under 10K tweets
10
Seahawks
Under 10K tweets
Most Popular Users
1
Elon Musk
@elonmusk
241.6M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.2M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.1M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.1M followers
16
Bill Gates
@billgates
65M followers
17
Selena Gomez
@selenagomez
62.9M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫