Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Prana Krishno Panigrahy
@pranakrishno
Odisa Administrative Service(OAS) . Be the best in every situation
Gunupur, Odisha
Joined October 2020
5.1K
Following
2.2K
Followers
2K
Posts
pranakrishno
retweeted
TAHASILDAR RAMANAGUDA
@TRamanaguda
4 days ago
ବନ ମହୋତ୍ସବ ପାଳିତ
Prana Krishno Panigrahy
@pranakrishno
7 days ago
କିଏ କହେ ପାହାଡ଼ କଠୋର ଅଟେ, ତେଣୁ ନଦୀ ଛାଡ଼ି ପଳାଏ। କିନ୍ତୁ ସତ ହେଉଛି - ନଦୀ ଛାଡ଼ି ପଳାଏ ବୋଲି ହିଁ ପାହାଡ଼ କଠୋର ହୋଇଯାଏ। ବଂଶଧlର ନଦୀର ମନରୋମ ଦୃଶ୍ୟ 🌹
pranakrishno's tweet video.
Prana Krishno Panigrahy
@pranakrishno
8 days ago
ସମୟ ଦେଲେ ସମ୍ପର୍କ ବଞ୍ଚେ, ନହେଲେ କେବଳ ସ୍ମୃତି ବଞ୍ଚେ। ମନ କଥା 🌹
Prana Krishno Panigrahy
@pranakrishno
11 days ago
ନିଜ ଭାଗ କେବେ ମାଗିକି ଦେଖନ୍ତୁ, ସବୁ ସମ୍ପର୍କ ଗଡ଼ବଡ଼ ହୋଇଯିବ। ଆଉ ନିଜ ଭାଗ ଛାଡ଼ିଦିଅନ୍ତୁ, ଦେଖିବେ ସବୁ କଣ୍ଟା ଗୋଲାପ ଫୁଲ ହୋଇଯିବ। ମନ କଥା 🌹
Who to follow
Nimain Charan Maharana
@MaharanaNimain
🙏#social #worker🙏 @OfficialTeamATA #Khordha #Coordinate & ( #Thalesemiya #SickleCell #Society #Odisha #khordha #Coordinater)
BIBHUTI Bhushan Rana
@BibhutiRana2021
Journalists
smruti ranjan
@smrutiranjan23
Senior Journalist, OTV
Prana Krishno Panigrahy
@pranakrishno
16 days ago
ସଂସାରରେ ପରଲୋକଙ୍କୁ ନିଜର କରିବା ବହୁତ ସହଜ, କିନ୍ତୁ ନିଜ ଲୋକଙ୍କୁ ନିଜର କରିବା ବହୁତ କଷ୍ଟସାଧ୍ୟ ଅଟେ। ମନ କଥା 🌹
Prana Krishno Panigrahy
@pranakrishno
21 days ago
କମ ରେ ଖୁସି ହୁଅନ୍ତୁ, ଦେଖିବେ ଖୁସିରେ କେବେ କମ ହେବନାହିଁ l ମନ କଥା 🌹
Prana Krishno Panigrahy
@pranakrishno
about 1 month ago
ବଡ଼ ଲୋକ ହେବା ଭଲ କଥା କିନ୍ତୁ ଭଲ ଲୋକ ହେବା ବହୁତ ବଡ଼ କଥା l ମନ କଥା 🌷
pranakrishno
retweeted
TAHASILDAR RAMANAGUDA
@TRamanaguda
about 1 month ago
Today Sub-Collector, Gunupur conducted annual inspection of RI Circle Ukumba & Tahasil Office, Ramanaguda
@DM_Rayagada
Prana Krishno Panigrahy
@pranakrishno
about 1 month ago
My Gunupur Siba Temple, Sefali Pahado, Om Namha Sibaya
Prana Krishno Panigrahy
@pranakrishno
about 1 month ago
ଦୀର୍ଘ ବର୍ଷ ପରେ ପ୍ରଫେସର ଶ୍ରୀଯୁକ୍ତ ଭବାନୀ ପ୍ରସାଦ ରଥ ସାର୍ ଙ୍କ ସହ ବ୍ରହ୍ମପୁରରେ ଦେଖା ହେଲା lସେ ପୁରା ଯୁବକ ପରି ଦେଖାଯାଉଥିଲେ । ସlରଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛି l🙏
Prana Krishno Panigrahy
@pranakrishno
2 months ago
ଖରାପ ଭାବିବା ବହୁତ ସହଜ କିନ୍ତୁ ଭଲ ଭାବିବା ପାଇଁ ହୃଦୟ ଦରକାର l ମନ କଥା 🌹
Prana Krishno Panigrahy
@pranakrishno
2 months ago
ଅଭିମାନ କୁହେ କାହାର ଦରକାର ନାହିଁ କିନ୍ତୁ ଅନୁଭବ କୁହେ ଧୂଳିର ମଧ୍ୟ ଆବଶ୍ୟକ ପଡିପାରେ l ମନ କଥା 🌷
Prana Krishno Panigrahy
@pranakrishno
3 months ago
ଓଡ଼ିଶାର ଗୋଟିଏ ବିଶିଷ୍ଟ ଶକ୍ତି ପୀଠ ହିସାବରେ ମା ଚର୍ଚ୍ଚିକା ମନ୍ଦିର, ବାଙ୍କୀ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି l ଭଗବାନ ପର୍ଶୁରାମଙ୍କ ଦ୍ଵାରା ଏହି ମନ୍ଦିରଟି ନିର୍ମାଣ ହୋଇଥିଲା । ଏଠାରେ ବିଶେଷ ତିଥି ମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିରହେ। ମା'ଙ୍କ ପାବନ ଦର୍ଶନର କୃପାଲାଭ କଲି l
Prana Krishno Panigrahy
@pranakrishno
3 months ago
@VAdkri
Congratulations🌹
Prana Krishno Panigrahy
@pranakrishno
3 months ago
ଦୁନିଆରେ ସୁଖ ପାଇବାର ଅଛି ତ ଯାହା ଇଚ୍ଛା ଉଲଟା ସିଧା କରନ୍ତୁ କିନ୍ତୁ ଶାନ୍ତି ପାଇବାର ଅଛି ତ ଠିକ ରାସ୍ତାରେ ଚାଲନ୍ତୁ l ମନ କଥା 🌹
pranakrishno
retweeted
Collector & DM, Rayagada
@DM_Rayagada
3 months ago
Census -୨୦୨୭"ସ୍ଵ-ଗଣନା" ପ୍ରକ୍ରିୟାରେ ସମସ୍ତେ ସାମିଲ ହେବାକୁ ରାୟଗଡ଼ ଜିଲ୍ଲାପାଳଙ୍କ ବାର୍ତ୍ତା ।ଜିଲ୍ଲାର ସମସ୍ତ ନାଗରିକ ୧୫ ଏପ୍ରିଲ ୨୦୨୬ (ମଧ୍ୟରାତ୍ର) ପୂର୍ବରୁ https://t.co/mJfwn9GNCY ପୋର୍ଟାଲରେ ନିଜ self-enumeration ସମ୍ପୂର୍ଣ୍ଣ କରନ୍ତୁ।
#Rayagada
#Census2027
@CensusIndia2027
@DCOOdisha
@CMO_Odisha
See More
DM_Rayagada's tweet video.
pranakrishno
retweeted
TAHASILDAR RAMANAGUDA
@TRamanaguda
3 months ago
ପବିତ୍ର ଉତ୍କଳ ଦିବସ ଅବସରରେ ରାମନାଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ରକ୍ତଦାନ ଶିବିର,ସାହିତ୍ୟ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବନ୍ଦେ ଉତ୍କଳ ଜନନୀ
Prana Krishno Panigrahy
@pranakrishno
3 months ago
ବନ୍ଦେ ଉତ୍କଳ ଜନନୀ 🇮🇳 ଓଡ଼ିଶା ଦିବସର ଅନେକ ଅନେକ ଶୁଭେଚ୍ଛା!
#HappyOdishaDivas
Prana Krishno Panigrahy
@pranakrishno
4 months ago
ଆମ ମାଟିର ଗର୍ବ ଓ ଗୌରବ
pranakrishno
retweeted
Narendra Modi
@narendramodi
4 months ago
माता की भक्ति में विराट शक्ति है। देवी मां की वंदना से श्रद्धालुओं का मन सकारात्मक ऊर्जा से भर जाता है। https://t.co/79ZDpS0dho
Last Seen Users on Sotwe
Enfes Türk Paylaşımlar (Kaan)
Seen from
Turkey
thanh
Seen from
Vietnam
Blackrose88
Seen from
South Africa
🔞Info Hentai Indonesia 🇮🇩🌸
Seen from
Indonesia
chichi
Seen from
Thailand
Gay asian
Seen from
Thailand
Mike
Seen from
Indonesia
Mummy INC
Seen from
India
Pohong Keju
Seen from
Indonesia
Playbox MILF
Seen from
Turkey
Trends for you
1
#bb28
Under 10K tweets
2
Caleb Wilson
Under 10K tweets
3
#TheLastDriveIn
Under 10K tweets
4
#SmackDown
Under 10K tweets
5
#ValkoIsLoved
Under 10K tweets
6
Jay Z
Under 10K tweets
7
Jimmy Crooks
Under 10K tweets
8
#OPLive
Under 10K tweets
9
Gonzalez
Under 10K tweets
10
Adou
Under 10K tweets
Most Popular Users
1
Elon Musk
@elonmusk
240.8M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
111.2M followers
5
Narendra Modi
@narendramodi
107M followers
6
Rihanna
@rihanna
97.8M followers
7
NASA
@nasa
92.2M followers
8
Justin Bieber
@justinbieber
91M followers
9
KATY PERRY
@katyperry
87.9M followers
10
Taylor Swift
@taylorswift13
81.8M followers
11
Lady Gaga
@ladygaga
73.3M followers
12
Virat Kohli
@imvkohli
70.4M followers
13
Kim Kardashian
@kimkardashian
69.9M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.2M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61M followers
20
X
@x
60.8M followers
Olivia
Online
✨
⭐
💫