Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
PRASANTA DAS
@PRASANT11852454
Joined January 2022
63
Following
20
Followers
706
Posts
Pinned Tweet
PRASANTA DAS
@PRASANT11852454
over 4 years ago
@SMEOdisha
@CMO_Odisha
@MoSarkar5T
@EduMinOfIndia
@IPR_Odisha
@MoSchoolOdisha
@OAVS_Official
Right decision sir...Thank you ...kindly watch this vedio https://t.co/1B7ZgekYDg
PRASANTA DAS
@PRASANT11852454
14 days ago
@aiwithaman
27
PRASANT11852454
retweeted
ojta_2023
@ojta2023
21 days ago
ଆଗକୁ ପରୀକ୍ଷା ଥିବାରୁ କନିଷ୍ଠ ଶିକ୍ଷକ ମାନଙ୍କ ଆନ୍ଦୋଳନ କୁ ସ୍ଥଗିତ ରଖାଗଲା,ଯଦି ପରୀକ୍ଷା ଶେଷ ସୁଦ୍ଧା ସରକାର ପଦକ୍ଷେପ ନେଇ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ନ କରନ୍ତି,ଆଗାମୀ ଦିନ ରେ ଓଡ଼ିଶା ଦେଖିବ ବିରାଟ ଆନ୍ଦୋଳନ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଉଚ୍ଚ ନ୍ୟାୟାଳୟ ରେ ସତ୍ୟପାଠ ଦାଖଲ କରି ରହିତାଦେଶ ଉଠାଇ ନିୟମିତ କରନ୍ତୁ।
See More
ojta2023's tweet video.
ojta2023's tweet video.
PRASANT11852454
retweeted
kartikchandrapradhan
@kartikchandrapr
23 days ago
@MohanMOdisha
@NityanandaBJP
@SMEOdisha
କଥା ଦେଇ କଥା ରଖିଲେନି ମୋହନ ସରକାର। ନ୍ୟାୟଳୟ ଙ୍କ ସମୟ କୁ ଅପଚୟ କରି କଣ ପ୍ରମାଣିତ କରିବାକୁ ଚାହାଁନ୍ତି? ଲୋକ ଙ୍କ ଡବଲ ଇଞ୍ଜିନ ସରକାର କଣ ଇଞ୍ଜିନ ବିହୀନ ହେଲେ କି? ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ କିଏ ଅବମାନନା କରୁଛି,କିଏ ସରକାର ଙ୍କୁ ବଦନାମ କରୁଛି? ଉତ୍ତର ଦିଅନ୍ତୁ।
See More
Who to follow
BHAIRABA BHUE
@bhairaba_bhue
ଓଡ଼ିଆ ଭାଷାର ବିଦ୍ରୋହୀ ✍️ କବି ଭୈରବ ।
Resma Bhuyan
@resmabhuyan123
Satyaranjan Mahalik
@Satyara02284335
Determined💪
PRASANTA DAS
@PRASANT11852454
23 days ago
@CMO_Odisha
@SMEOdisha
@NityanandaBJP
https://t.co/iFO1DtjGoM କଳା ପ୍ରଥା କୁ ହଟେଇବାରେ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ସରକାର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରି ହେଇନାହିଁ। ଆଜି ଶିକ୍ଷକ 3ଦିନ ଧରି ରାଜରାସ୍ତା ରେ ତୁରନ୍ତ ଏହାର ସମାଧାନ କରନ୍ତୁ।
PRASANT11852454
retweeted
ojta_2023
@ojta2023
about 1 month ago
୫ମାସ ଧରି ମାନସିକ ନିର୍ଯାତନା ସହିଲା ପରେ ବାଧ୍ୟ ହେଲୁ ଆନ୍ଦୋଳନ ପାଇଁ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠଶିକ୍ଷକ ଙ୍କୁ ନିୟମିତ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କଲେ ନାହିଁ।ଯେତେଦିନ ଯାଏ ବିଭାଗ ସତ୍ୟପାଠ ଦାଖଲ କରିବେ ନାହିଁ ସେତେଦିନ ଯାଏ ଆନ୍ଦୋଳନ ଚାଲିବ।ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟସରକାର ଓ ବିଭାଗ ଦାୟୀ ରହିବେ
See More
PRASANTA DAS
@PRASANT11852454
about 1 month ago
@ojta2023
@CMO_Odisha
@MohanMOdisha
@NityanandaBJP
@dpradhanbjp
@narendramodi
@AmitShah
@BJP4India
@BJP4Odisha
@SMEOdisha
@SecyChief
ଏତେ ବିଳମ୍ବତା ଆଦୌ ଗ୍ରହଣୀୟ ନୁହେଁ, ନିଷ୍ପତି ଯଦି ଠିକ ଥିଲା ତେବେ କାହିଁକି ଏତେ ପର୍ଯ୍ୟନ୍ତ ସମାଧାନ ହେଉନି, 5sep ରେ ଆନ୍ଦୋଳନ ସୁନିଶ୍ଚିତ
PRASANT11852454
retweeted
ojta_2023
@ojta2023
about 1 month ago
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ବିଜ୍ଞପ୍ତି ଆଇନ ର କାଠଗଡା ରେ ଛିଡା ହୋଇଛି।କନିଷ୍ଠ ଶିକ୍ଷକ(ଯୋଜନାଭିତ୍ତିକ)ମାନେ ନିୟମିତ ହୋଇନାହାନ୍ତି।ଆସନ୍ତା ଗୁରୁଦିବସ ଭିତରେ ଯଦି ଏହାର ସମାଧାନ ନହୁଏ ବିରାଟ ଆନ୍ଦୋ��ନ ହେବ,ବିଦ୍ୟାଳୟ ବନ୍ଦ ରହିବ।ପିଲାଙ୍କ ପାଠପଢ଼ା ପାଇଁ ରାଜ୍ୟ ସରକାର ଦାୟୀ ରହିବେ।
See More
PRASANTA DAS
@PRASANT11852454
about 2 months ago
@Influencer_ASK
, zx
PRASANT11852454
retweeted
thethinker2505
@thethinker2505
2 months ago
@SMEOdisha
@CMO_Odisha
@EduMinOfIndia
@NityanandaBJP
@SecyChief
@DC_Odisha
@IPR_Odisha
ପ୍ରଥମ ଫଟୋ ରେ କିଛି ଶିକ୍ଷକ ଆଶାୟୀ ଅଛନ୍ତି। ସେମାନେ ଶିକ୍ଷକ ନିଯୁକ୍ତି ବିଷୟରେ ବୁଝିବାକୁ ଯାଇଥିଲେ ହେଲେ ସଚିବ ତାଙ୍କୁ କହିଲେ," କେବେ ନିଯୁକ୍ତି ଆସିବ କିଛି କହି ହେବ ନାହିଁ। କେନ୍ଦ୍ରୀୟ ସ୍କୁଲ ବି apply କର।" ଏଇଟା କଣ ଅଭିଯୋଗ ଶୁଣାଣି ? ନା ଅଗଣିତ ଶିକ୍ଷକ ଆଶାୟୀଙ୍କ ଆଶାରେ ବିଷ?
See More
thethinker2505's tweet video.
PRASANT11852454
retweeted
ojta_2023
@ojta2023
2 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି କାର୍ଯ୍ୟକ���ଷମ ହେଉନାହିଁ,ମୁଖ୍ୟମନ୍ତ୍ରୀ ଙ୍କ ନିୟମିତ କରିବାର ନିଷ୍ପତ୍ତି କୁ ମାନ୍ୟବର କୋର୍ଟ ରୋକ୍ ଲଗାଇଛନ୍ତି।ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସତ୍ୟପାଠଦାଖଲକରିନାହାନ୍ତି।ଖାଲି ସମୟ ମାଗୁଛନ୍ତି।କନିଷ୍ଠ ଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିକରୁଛି।ତୁରନ୍ତ ସମାଧାନ କରନ୍ତୁ
। @CMO_Odis
ha
See More
PRASANT11852454
retweeted
ojta_2023
@ojta2023
2 months ago
କନିଷ୍ଠଶିକ୍ଷକ ମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ରୋକ୍ ଲଗେଇଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟ।ବିଭାଗ ତରଫରୁ ସତ୍ୟପାଠ ଦାଖଲ କରାଯାଉନାହିଁ।ବାରମ୍ବାର ସମୟ ଗଡାଯାଉଛି।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ତୁରନ୍ତ ହସ୍ତକ୍ଷେପକରି ସମାଧାନ କରନ୍ତୁ।
@CMO_Odisha
@MohanMOdisha
@NityanandaBJP
@SMEOdisha
See More
PRASANT11852454
retweeted
Anupam Das
@AnupamDas8456
6 months ago
@ojta2023
@MohanMOdisha
@dpradhanbjp
@CensusIndia2027
@DCOOdisha
@pavankalyan
@CMO_Odisha
😡😡
AnupamDas8456's tweet video.
PRASANT11852454
retweeted
ojta_2023
@ojta2023
6 months ago
ଶିକ୍ଷକ ମାନଙ୍କ ଅସମ୍ମାନ ସହିବୁ ନାହିଁ,ଶିକ୍ଷକ ଙ୍କ ଆଖିରେ ଲୁହ ଦେଖିବୁ ନାହିଁ,ଢେଙ୍କାନାଳ ଜିଲ୍ଲା ଏବଂ ଟାଙ୍ଗି ବ୍ଲକ ରେ ଘଟିଥିବା ଜନଗଣନାକାରୀ ଙ୍କ ଉପରେ ମାଡ଼ ଘଟଣା ନିନ୍ଦନୀୟ।ତୁରନ୍ତ ଏ ଘଟଣାର ସମାଧାନ ନେହେଲେ ଜନଗଣନା ବର୍ଜନ କରିବୁ।
@MohanMOdisha
@dpradhanbjp
@CensusIndia2027
@DCOOdisha
@pavankalyan
@CMO_Odisha
See More
PRASANT11852454
retweeted
Rashmiranjan
@Rashmir77422459
6 months ago
ସମ୍ମାନନୀୟ ମୁଖ୍ୟମନ୍ତ୍ରୀ
@MohanMOdisha
ମହୋଦୟ, Fully aided Highschool ରେ ୧୬୫୨, Newly Aided Highschool ରେ 5540 ପୋଷ୍ଟ ଖାଲି ରହିଛି। ଏପଟେ ଏକ ଲକ୍ଷ ରୁ ଅଧିକ ଶିକ୍ଷକ ଆଶାୟୀ ଚାକିରି ବାହାରିବା ପାଇଁ ଅପେକ୍ଷାରତ। ଦୟାକରି ଖୁବଶିଘ୍ର ଏସବୁ ପଦବୀ ପାଇଁ ବି��୍ଞପ୍ତି ପ୍ରକାଶ କରିବାକୁ ଅନୁରୋଧ।
@CMO_Odish
a
@SMEOdish
a
See More
PRASANT11852454
retweeted
ଓଟିଭି
@otvkhabar
6 months ago
#ସ୍କିମାଟିକ୍_ଶିକ୍ଷକଙ୍କୁ_ନିୟମିତ_ନେଇ_ବିଜ୍ଞପ୍ତି
-କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି -୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ସ୍କିମାଟିକ୍ ଶିକ୍ଷକ ହେଲେ ନିୟମିତ -ଯେଉଁଦିନ ଠାରୁ କାର୍ଯ୍ୟରେ ଯୋଗ ଦେଇଥିଲେ ସେବେଠୁ ନିୟମିତ -୨୦୨୫ ��ିସେମ୍ବର ୩୧ ପର୍ଯ୍ୟନ୍ତ ନୋସନାଲ୍ ସେବା ବେନିଫିଟ୍ ପାଇବେ -୨୦୨୬ ଜାନୁଆରୀ ୧ ତାରଖରୁ ନିୟମିତ ହେବାର ଦରମା ଓ ସୁବିଧା ପାଇବେ #Odisha #JuniorTeacher #SchematicTeacher #TeacherRegularisation #OdishaGovt #OTV
See More
PRASANT11852454
retweeted
ojta_2023
@ojta2023
7 months ago
ସରକାରୀ ବିଦ୍ୟାଳୟ ରେ ସମସ୍ତ ସୁବିଧା ସୁଯୋଗ ଅଛି ଉତ୍ତମ ପ୍ରଶିକ୍ଷିତ ଶିକ୍ଷକ ମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି।ସମସ୍ତେ ଆମେ ସରକାରୀ ବିଦ୍ୟାଳୟ କୁ ହିଁ ବାଛିବା। ସରକାର ଙ୍କ ଆହ୍ୱାନ କୁ ଓଡିଶା କନିଷ୍ଠ ଶିକ୍ଷକ ସଂଘ ସମର୍ଥନ କରୁଛି।
@SMEOdisha
@dpradhanbjp
@NityanandaBJP
@IPR_Odisha
@MohanMOdisha
@CMO_Odisha
See More
PRASANTA DAS
@PRASANT11852454
7 months ago
@IPR_Odisha
@SecyChief
@CMO_Odisha
Nayar petrol pump increase 5 rupes... In petrol and 3 rupees in diesel
PRASANT11852454
retweeted
BJP Odisha
@BJP4Odisha
7 months ago
ଯୁବକ ଓ ଯୁବତୀଙ୍କ ପ୍ରଗତିରେ ଡବଲ ଇଞ୍ଜିନ ସରକାର । ୧୩ ହଜାରରୁ ଊର୍ଦ୍ଧ୍ବ କନିଷ୍ଠ ଶିକ୍ଷକ ହୋଇଛନ୍ତି ଉପକୃତ ।
PRASANT11852454
retweeted
Nityananda Gond
@NityanandaBJP
7 months ago
୧୩ ହଜାରରୁ ଊର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଙ୍କୁ କୃତଜ୍ଞତା ଜଣାଉଛି।
Last Seen Users on Sotwe
seks profesör
Seen from
Turkey
A^_^K
Seen from
Thailand
Hande Berk
Seen from
Turkey
mido🇮🇶
Seen from
Turkey
محمد و ميرو اليكس
Seen from
Egypt
𝖙𝖍𝖊 𝖘𝖈𝖔𝖗𝖕𝖎𝖔𝖓 🦂🔞
Seen from
Germany
Cboy
Seen from
Italy
mira
Seen from
Turkey
❌INNOCENT ❌
Evli çift
Seen from
Turkey
Trends for you
1
Giants
Under 10K tweets
2
Dan Quinn
Under 10K tweets
3
Jayden Daniels
Under 10K tweets
4
Packers
Under 10K tweets
5
Ben Johnson
Under 10K tweets
6
Bagent
Under 10K tweets
7
Jets
Under 10K tweets
8
Fred Warner
Under 10K tweets
9
Jameis
Under 10K tweets
10
Drake Maye
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫