Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Premalata Naik
@premalatanaik65
Joined November 2023
142
Following
126
Followers
1.5K
Posts
Premalata Naik
@premalatanaik65
over 2 years ago
@otvnews
ଓଡ଼ିଶା ର ସବୁ ଚୋର BJP ନେତା
#BJPantiodisha
premalatanaik65
retweeted
Biju Janata Dal
@bjd_odisha
over 2 years ago
କାମ ଦେବନି ବିରୋଧୀଙ୍କ ଅପପ୍ରଚାର, ପୁଣି ଆସୁଛି ନବୀନ ସରକାର ବସ୍ତା ଏବଂ ରେମୁଣାବାସୀଙ୍କ ଉତ୍ସାହ ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରୁଛି। ମୁଖ୍ୟମନ୍ତ୍ରୀ ଶ୍ରୀ
@Naveen_Odisha
ଙ୍କ ପ୍ରତି ଆପଣମାନଙ୍କ ଭଲ ପାଇବା ବିରୋଧୀଙ୍କ ନିଦ ହଜାଇଦେଇଛି। ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ଆମ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଅଛନ୍ତି, ଆଉ କାହାର ଦୟା ଓଡ଼ିଶାବାସୀଙ୍କୁ ଦରକାର ନାହିଁ। ‘ଯୋଡ଼ିଶଙ୍ଖ’ରେ ଆଶୀର୍ବାଦ କରି ବିରୋଧୀଙ୍କ ଅପପ୍ରଚାରର କଡ଼ା ଜବାବ ଦେବାକୁ ଆହ୍ୱାନ କରିଛନ୍ତି ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ। #JodiShankha #BJDWithOdisha
See More
premalatanaik65
retweeted
Biju Janata Dal
@bjd_odisha
over 2 years ago
premalatanaik65
retweeted
Biju Janata Dal
@bjd_odisha
over 2 years ago
ଡବଲ ଇଞ୍ଜିନ ସରକାରର ମୁଖା ଖୋଲୁଛି, ବିରୋଧୀଙ୍କ ଅସଲ ଚେହେରା ସାମ୍ନାକୁ ଆସୁଛି ରେମୁଣା ଓ ବସ୍ତାରେ 'ଯୋଡ଼ିଶଙ୍ଖ' ପାଇଁ ନୂଆ ଉତ୍ସାହ। ବିଜେପି ଦଳ ନେତା ଓଡ଼ିଶାରେ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ। ୨୫ ବର୍ଷ ଧରି ଗୁଜୁରାଟରେ ବିଜେପି ଦଳ କ୍ଷମତାରେ ଅଛି, ଗୁଜୁରାଟକୁ ସେମାନେ ଏକ ନମ୍ବର କରିପାରିଲେ କି ? କୋଭିଡ ସମୟରେ ଗୁଜୁରାଟର କ'ଣ ସ୍ଥିତି ଥିଲା, ଓଡ଼ିଶାର କ'ଣ ସ୍ଥିତି ଥିଲା, ସାରା ଦୁନିଆ ଜାଣିଛି ବୋଲି ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। #JodiShankha #NabinOdisha
See More
premalatanaik65
retweeted
Biju Janata Dal
@bjd_odisha
over 2 years ago
premalatanaik65
retweeted
Biju Janata Dal
@bjd_odisha
over 2 years ago
ମିଳୁଛି ବିପୁଳ ସମର୍ଥନ, ପୂରା ହେଉଛି ନବୀନ ଓଡ଼ିଶା ଗଠନର ସ୍ୱପ୍ନ ନବୀନ ଓଡ଼ିଶା ସଂକଳ୍ପ ସୁଦୃଢ଼ ହୋଇଛି, ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଭରସା ଅତୁଟ ରହିଛି। ଭୋଗରାଇ, ଜଳେଶ୍ୱର, ବଡ଼ସାହିରେ ଲୋକଙ୍କ ଅକୁଣ୍ଠ ଭଲ ପାଇବା ଏବଂ ଜନସମର୍ଥନ ଦଳକୁ ଆହୁରି ମଜଭୁତ୍ କରିଛି। ଏଥର ଯୋଡ଼ିଶଙ୍ଖ। ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।
#JodiShankha
#NabinOdisha #5TNaveenGuarantee
See More
premalatanaik65
retweeted
Biju Janata Dal
@bjd_odisha
over 2 years ago
ନବୀନ ଗ୍ୟାରେଣ୍ଟି ହେଉଛି ବିକାଶ, ବିରୋଧୀଙ୍କ ଗ୍ୟାରେଣ୍ଟି ହେଉଛି ମିଥ୍ୟା, ଅପପ୍ରଚାର ଭୋଗରାଇ, ବଡ଼ସାହି, ମୟୂରଭଞ୍ଜ ଏବଂ ଜଳେଶ୍ବରରେ ବିଜୁ ଜନତା ଦଳ ପ୍ରତି ଭଲପାଇବାର ସୁଅ। ବିଜେପି ଦଳ ଆସି ମିଛ କଥା କହିବ, ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବ, ଅପପ୍ରଚାର କରିବ। ଜୁନ ପହିଲା ଦିନ ବହୁ ସଂଖ୍ୟାରେ ଭୋଟ କେନ୍ଦ୍ରକୁ ଆସି ମିଥ୍ୟା ଅପପ୍ରଚାର କଡ଼ା ଜବାବ ଦେବାକୁ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। #JodiShankha #NabinOdisha
See More
premalatanaik65
retweeted
Biju Janata Dal
@bjd_odisha
over 2 years ago
ଭଦ୍ରକବାସୀଙ୍କ ଭରସା ଅତୁଟ ରହିଛି, ‘ଯୋଡ଼ିଶଙ୍ଖ’ ପାଇଁ ଉତ୍ସାହ ବଢୁଛି। ନବୀନ ଓଡ଼ିଶା ଗଠନ ପାଇଁ ‘ଶଙ୍ଖ’ ଚିହ୍ନରେ ଆଶୀର୍ବାଦ କରନ୍ତୁ।
#JodiShankha
#5TNaveenGuarantee
bjd_odisha's tweet video.
premalatanaik65
retweeted
Biju Janata Dal
@bjd_odisha
over 2 years ago
ଲୋକଙ୍କ ଅକୁଣ୍ଠ ଭଲପାଇବା ରହିଛି, ତିହିଡ଼ିରେ ‘ଯୋଡ଼ିଶଙ୍ଖ’ ବାଜୁଛି। ବିକାଶ ପାଇଁ ନବୀନଙ୍କ
#5T
ଗ୍ୟାରେଣ୍ଟି
#JodiShankha
#5TNaveenGuarantee
bjd_odisha's tweet video.
premalatanaik65
retweeted
Biju Janata Dal
@bjd_odisha
over 2 years ago
ବିରୋଧୀଙ୍କୁ କଡ଼ା ଜବାବ ମିଳୁଛି, ନବୀନ ଓଡ଼ିଶାରେ 'ଯୋଡ଼ିଶଙ୍ଖ’ ନାଦ ହେଉଛି। ‘ଯୋଡ଼ିଶଙ୍ଖ’ରେ ବାସୁଦେବପୁରବାସୀ ଆଶୀର୍ବାଦ କରନ୍ତୁ
#JodiShankha
#5TNaveenGuarantee
bjd_odisha's tweet video.
premalatanaik65
retweeted
Biju Janata Dal
@bjd_odisha
over 2 years ago
ମହିଳାମାନେ ହେଉଛନ୍ତି ଶକ୍ତିର ପ୍ରତିନିଧି- ମା' ଲକ୍ଷ୍ମୀ, ମା' ସରସ୍ୱତୀ ଓ ମା' ଦୁର୍ଗା ବର୍ଷକୁ ବର୍ଷ ଏବଂ ନିର୍ବାଚନ ପରେ ନିର୍ବାଚନରେ ଏହି ଶକ୍ତି ବିଜେଡି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@Naveen_Odisha
ଙ୍କ ସହ ରହିଛନ୍ତି। ମହିଳାଙ୍କ ପ୍ରତି ଆମର ପ୍ରତିବଦ୍ଧତା ଏକ ସ୍ଲୋଗାନ ନୁହେଁ ବରଂ ଏକ ଐତିହାସିକ ସତ୍ୟ ଏବଂ ଏହାକୁ ଅନେକ ଉପାୟରେ ପ୍ରଦାନ କରାଯାଇଛି । ଉଦାହରଣ ସ୍ୱରୂପ ପଞ୍ଚାୟତିରାଜ ଓ ସହରାଞ୍ଚଳ ସ୍ଥାନୀୟ ସ୍ୱୟଂଶାସନରେ ଏହି ସରକାର ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଓଡ଼ିଶାର ପ୍ରାୟ ୫୦ ପ୍ରତିଶତ ମହିଳାଙ୍କ ସଶକ୍ତିକରଣ ଓ କଲ୍ୟାଣ ପାଇଁ ଦଳର ପ୍ରତିବଦ୍ଧତାକୁ ଆମେ ଦୋହରାଉଛୁ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ। #JodiShankha #NabinOdisha
See More
premalatanaik65
retweeted
Biju Janata Dal
@bjd_odisha
over 2 years ago
ଅତୁଟ ରହିଛି ବିଶ୍ୱାସ, ମିଳୁଛି ଲୋକଙ୍କ ଆଶୀର୍ବାଦ, ନବୀନ ଓଡ଼ିଶାରେ ହେଉଛି ବିଜୟର ଶଙ୍ଖନାଦ। ଏଥର ଯୋଡ଼ିଶଙ୍ଖ। ଯୋଡ଼ିଶଙ୍ଖରେ ଆଶୀର୍ବାଦ କରନ୍ତୁ।
#JodiShankha
#NabinOdisha
#5TNaveenGuarantee
bjd_odisha's tweet video.
premalatanaik65
retweeted
Biju Janata Dal
@bjd_odisha
over 2 years ago
ତୁଳସୀକ୍ଷେତ୍ରରେ ‘ଯୋଡ଼ିଶଙ୍ଖ’ର ନାଦ, ଓଡ଼ିଶାର ବିକାଶ ଲାଗି ମିଳିଛି ସଭିଙ୍କ ଆଶୀର୍ବାଦ ଏଥର ‘ଯୋଡ଼ିଶଙ୍ଖ
#JodiShankha
#NabinOdisha
#5TNaveenGuarantee
bjd_odisha's tweet video.
premalatanaik65
retweeted
Biju Janata Dal
@bjd_odisha
over 2 years ago
ବିଶ୍ୱାସଘାତକଙ୍କୁ ଚିହ୍ନିଛନ୍ତି କେନ୍ଦ୍ରାପଡ଼ାବାସୀ। ମାଟି କଥା ନଭାବି ଯିଏ ନିଜ ସ୍ୱାର୍ଥ ପାଇଁ କେନ୍ଦ୍ରାପଡ଼ାବାସୀ ଓ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସକୁ ଭାଙ୍ଗିଛନ୍ତି, କେନ୍ଦ୍ରାପଡ଼ାବାସୀ ତାଙ୍କୁ ଉଚିତ୍ ଜବାବ ଦେବେ। କେନ୍ଦ୍ରାପଡ଼ାର ବିଶାଳ ଜନସଭାରେ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କ ସମ୍ବୋଧନ। #JodiShankha #NabinOdisha #5TNaveenGuarantee
See More
bjd_odisha's tweet video.
premalatanaik65
retweeted
Biju Janata Dal
@bjd_odisha
over 2 years ago
ଓଡ଼ିଶାବାସୀ ଜାଣିଛନ୍ତି ରାଜ୍ୟରେ ବିଜେପିର ସ୍ଥିତି କିଛି ନାହିଁ। ବିଜେଡି ତୃତୀୟ ପର୍ଯ୍ୟାୟ ପରେ ଲୋକଙ୍କ ଆଶୀର୍ବାଦରେ ବହୁମତ ପାଇସାରିଛି। ୯୦-୯୫ ଷ୍ଟ୍ରାଇକ୍ ରେଟରେ ଆମେ ସୁଇପ୍ କରିବୁ। ଆମ ସରକାର ଲୋକଙ୍କ ସରକାର। ଓଡ଼ିଶା ଆସି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ନେତାମାନେ ଅସମ୍ମାନ କରୁଛନ୍ତି। ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀ ଦେବେ ବୋଲି ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ କହିଛନ୍ତି। #JodiShankha #NabinOdisha
See More
bjd_odisha's tweet video.
premalatanaik65
retweeted
Biju Janata Dal
@bjd_odisha
over 2 years ago
LIVE: ନୀଳଗିରିରୁ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ବୋଧନ ଦେଖନ୍ତୁ ସିଧାପ୍ରସାରଣ: https://t.co/v1Xgcv9sux
#JodiShankha
#NabinOdisha
#5TNaveenGuarantee
premalatanaik65
retweeted
Biju Janata Dal
@bjd_odisha
over 2 years ago
ତିହିଡ଼ି ଦେଉଛି ଗ୍ୟାରେଣ୍ଟି, ଶଙ୍ଖନାଦ ସବୁଠି। ଏଥର ଯୋଡ଼ିଶଙ୍ଖ। ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।
#JodiShankha
#NabinOdisha
#5TNaveenGuarantee
bjd_odisha's tweet video.
premalatanaik65
retweeted
Biju Janata Dal
@bjd_odisha
over 2 years ago
LIVE: ରେମୁଣାରୁ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ବୋଧନ ଦେଖନ୍ତୁ ସିଧାପ୍ରସାରଣ: https://t.co/Rf1ZyWHI7i
#JodiShankha
#NabinOdisha
#5TNaveenGuarantee
premalatanaik65
retweeted
Biju Janata Dal
@bjd_odisha
over 2 years ago
କେନ୍ଦ୍ରାପଡ଼ା ରଚୁଛି ଇତିହାସ, ହେଉଛି ସବୁରି ବିକାଶ। ଏଥର ଯୋଡ଼ିଶଙ୍ଖ। ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।
#JodiShankha
#NabinOdisha
#5TNaveenGuarantee
bjd_odisha's tweet video.
premalatanaik65
retweeted
Biju Janata Dal
@bjd_odisha
over 2 years ago
ବଡ଼ସାହିରେ ବଢ଼ୁଛି ଉତ୍ସାହ, ସବୁଆଡ଼େ ଶଙ୍ଖମୟ। ଏଥର ଯୋଡ଼ିଶଙ୍ଖ। ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।
#JodiShankha
#NabinOdisha
#5TNaveenGuarantee
bjd_odisha's tweet video.
Last Seen Users on Sotwe
كـويـن نـور ☁️
Seen from
Saudi Arabia
B A T I S T A
Seen from
Brazil
binor enak
Seen from
Germany
subham
Seen from
India
yy
Seen from
Egypt
Komands85
Seen from
Lebanon
R&I
Seen from
Indonesia
Genesis (+18)
Seen from
Turkey
Pete R
Seen from
Colombia
Large Boobs Massive Breasts Huge Tits Girls Wifes
Seen from
Egypt
Trends for you
1
Hamas
Under 10K tweets
2
Mall of America
Under 10K tweets
3
Howie
Under 10K tweets
4
Sheikhdoon Abdullahi Mohamud
Under 10K tweets
5
#Funtoken
Under 10K tweets
6
Susan Dell
Under 10K tweets
7
Haiku 5.5
Under 10K tweets
8
#SherwoodonRH
Under 10K tweets
9
#YGOWCS2026sweepstakes
Under 10K tweets
10
Stephen A
Under 10K tweets
Most Popular Users
1
Elon Musk
@elonmusk
241.7M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.9M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.2M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫