Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
PulsePolio-Angul
@pulsepolio
come let’s eradicate polio
Angul,Odisha
Joined April 2018
1
Following
31
Followers
144
Posts
PulsePolio-Angul
@pulsepolio
over 6 years ago
ସଂକଳ୍ପ ସେଇ ଗୋଟିକ ପୋଲିଓ
#ମୁକ୍ତଭାରତ
ସଂକଳ୍ପ ସେଇ ଗୋଟିକ ଆଗାମୀ ପିଢୀ କୁ
#ସୁସ୍ଥଭାରତ
...କୁନି ବାଟୋଇଙ୍କୁ ତଦାରଖ "ଆଙ୍ଗୁଳି ଚିହ୍ନ ପରଖି ଗୋଟିଏ ପ୍ରଶ୍ନ ବାବୁ ପୋଲିଓ ବୁନ୍ଦା ଖାଇଛି !!(ଦୃଶ୍ୟ ଗୋଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କିଛି ଅଞ୍ଚଳରେ)
PulsePolio-Angul
@pulsepolio
over 6 years ago
ସାଲର ଗାଁ ରେ ପଲସ ପୋଲିଓ-2020
#ସାତକୋଶିଆ
PulsePolio-Angul
@pulsepolio
over 6 years ago
ପୋଲିଓ ମୁକ୍ତ ଭାରତ ଅଭିଯାନ ର ଆଉ କିଛି ଛବି ଜ଼ୀଲା ର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ।
PulsePolio-Angul
@pulsepolio
over 6 years ago
ଅଭିଯାନ ଶେଷରେ ସାନ୍ଧ୍ୟ ବୈଠକ ଦିନ ସାରା ସମ୍ପାଦିତ କାର୍ଯ୍ୟ ର ସମୀକ୍ଷା, ତର୍ଜମା, ଅଭିଯୋଗ,ଅସୁବିଧା,ପରବର୍ତ୍ତୀ ଯୋଜନା,ରେକର୍ଡ ଉପରେ ଆଲୋଚନା ଓ ନିଷ୍ପତି (ଜ଼ୀଲା ର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସାନ୍ଧ୍ୟ ଛବି)
#ଅନୁଗୋଳ
Who to follow
KNews Odisha
@knews_odisha
KNews Odisha is the fastest growing web portal in the state and is an initiative by the Kalinga Media and Entertainment Pvt Ltd (KMEPL) divison.
Dr.Santosh Kumar
@dr_santoshsahoo
Being a great observer is one of the most underrated abilities…
Dr.Santosh Ojha
@Santosh49226907
National Lead Consultant- Ministry of Health & Family Welfare, Government of India.
PulsePolio-Angul
@pulsepolio
over 6 years ago
ପଲସ ପୋଲିଓ ଜୀବନ ପାଇଁ ଦୁଇ ବୁନ୍ଦା
PulsePolio-Angul
@pulsepolio
over 6 years ago
ଘରୋଇ ସ୍କୁଲରେ ଆଙ୍ଗୁଳି ଚିହ୍ନ ଯାଞ୍ଚ ହୁଏତ କିଏ ଦୁଇ ବୁନ୍ଦା ପୋଲିଓ ରୁ ବଞ୍ଚିତ ହୋଇ ଯାଇଥିବ କାଳେ !!
PulsePolio-Angul
@pulsepolio
over 6 years ago
କନ୍ଧ କୋଇଲି ସିଟିକୋଇଲି ଦୁଇଟି ଦୁର୍ଗମ ଗାଁ ରେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
PulsePolio-Angul
@pulsepolio
over 6 years ago
ପଲସ ପୋଲିଓ ତୃତୀୟ ଦିନ ଖୋଜିବା..ଆଙ୍ଗୁଳି ଚିହ୍ନ ପରଖିବା ବନ୍ତଳା ଅଞ୍ଚଳରୁ କିଛି ଛବି
PulsePolio-Angul
@pulsepolio
over 6 years ago
ପୋଲିଓ ମୁକ୍ତ ଭାରତ ଅଭିଯାନ ର ଆଉ କିଛି ଛବି ଜ଼ୀଲା ର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ।
PulsePolio-Angul
@pulsepolio
over 6 years ago
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାମାଜିକ ଗଣମାଧ୍ୟମରେ ସ୍ଥାନ ପାଇଲା
#ଅନୁଗୋଳ
PulsePolio-Angul
@pulsepolio
over 6 years ago
ଇଟାଭାଟି ରେ ଅନ୍ୟ ରାଜ୍ୟରୁ ଆସିଥିବା ଶିଶୁ ଙ୍କ ପାଖରେ ଯେତେବେଳେ ଆମ ଟିମ ପହଞ୍ଚି ଦୁଇ ବୁନ୍ଦା ପୋଲିଓ ଖୁଆଏ ଆତ୍ମ ସନ୍ତୋଷ ଲାଗେ :ଏଭଳି ଜାତୀୟ ଟୀକାକରଣ କାର୍ଯ୍ୟ ରେ ଭାଗିଦାର ହେବାକୁ। ଛବି:
#ଗୋଡିବନ୍ଧ
ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ କିଛି ଅଞ୍ଚଳରୁ (ଗୋଷ୍ଠୀ ଚିକିତ୍ସା ଅଧିକାରୀ ଉପସ୍ଥିତ)
PulsePolio-Angul
@pulsepolio
over 6 years ago
ପ୍ରତିଟି ଶିଶୁ ଆମ ଦେଶ ପାଇଁ ମୂଲ୍ୟବାନ।ପୋଲିଓ ମୁକ୍ତ ପ୍ରତି ଶିଶୁ ଆମ ସଭିଙ୍କ ସଂକଳ୍ପ।ଏହି ମୂଲ୍ୟବୋଧ ନେଇ ଆମ ସ୍ୱାସ୍ଥ୍ୟ ଟିମ ପହଞ୍ଚିଛି ରଥୀପୁର ଗାଁ-କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
#PulsePolio
2020
PulsePolio-Angul
@pulsepolio
over 6 years ago
ତଦାରଖ ରେ ସ୍ୱାସ୍ଥ୍ୟ ଟିମ ଘରକୁ ଘର ଯାଇ ଯାଞ୍ଚ : ଲକ୍ଷ୍ୟ ସେଇ ଗୋଟିକ କେହି ପୋଲିଓ ବୁନ୍ଦାରୁ ବଞ୍ଚିତ ନ ହୁଅନ୍ତୁ
PulsePolio-Angul
@pulsepolio
over 6 years ago
ଦୁର୍ଗମ ବେତର ଗାଁ ରେ 19 ଜଣଙ୍କୁ ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଗଲା।ପଥରଗଡ଼ ଗାଁ ଆଶାକର୍ମୀ ଜ୍ୟୋସ୍ନାପ୍ରଧାନ ଙ୍କ ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସାଥୀ" ଦୁର୍ଗମ ଗାଁ ଯାଇ ପଲସ ପୋଲିଓ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ।ସ୍ୱାସ୍ଥ୍ୟ ବିଭାଗ ଓ ସ୍ବେଚ୍ଛାସେବୀ ଶିଶୁଙ୍କ ପାଖରେ ପହଞ୍ଚି ଥିବାରୁ ଗ୍ରାମବାସୀ ବେଶଖୁସି ପ୍ରକଟ କରିଥିଲେ।
See More
PulsePolio-Angul
@pulsepolio
over 6 years ago
ଦୈନିକ
#ପ୍ରମେୟ
ଓ ଦି
#ଓଡିଶାପୋଷ୍ଟ
ରେ ଆମ ଜ଼ୀଲା ପଲସ ପୋଲିଓ ସମ୍ବାଦ ପ୍ରକାଶିତ
#ଅନୁଗୋଳ
PulsePolio-Angul
@pulsepolio
over 6 years ago
ଦୁର୍ଗମ ଅଂଚଳ ପବଲା ଓ ହିଂସାଲାଇ ଗାଁ ରେ ଆମ ମୋବାଇଲ ପୋଲିଓ ଟିମ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଲସ ପୋଲିଓ 2020
PulsePolio-Angul
@pulsepolio
over 6 years ago
ବଇଣ୍ଡା ରେଳ ଷ୍ଟେସନରେ ଆମର ସ୍ୱତନ୍ତ୍ର ଟ୍ରାନ୍ସଇଟ ବୁଥ।ତଦାରଖ ରେ ମାତୃ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ
PulsePolio-Angul
@pulsepolio
over 6 years ago
ଦୁର୍ଗମ ଅଞ୍ଚଳରେ ଆମ ପଲସ ପୋଲିଓ ସ୍ୱାସ୍ଥ୍ୟ ଟିମ ବାଘୁଆପାଟ ଗାଁ ରେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
#ଅନୁଗୋଳ
PulsePolio-Angul
@pulsepolio
over 6 years ago
ଦୁର୍ଗମ ଅଞ୍ଚଳରେ ଆମ ଟିମ
#ସାତକୋଶିଆ
ଅଭୟାରଣ୍ୟ ର କଟରଙ୍ଗ ଗାଁ ରେ 41 ଜଣ ଶିଶୁ ଖାଇଲେ ପୋଲିଓ ବୁନ୍ଦା
PulsePolio-Angul
@pulsepolio
over 6 years ago
ପାଲଲହଡା ବ୍ଲକ ର ବିଭିନ୍ନ ପୋଲିଓ ବୁଥ ତଦାରଖ କଲେ ଜ଼ୀଲା ମୁଖ୍ୟ ଚିକିତ୍ସାଅଧିକାରୀ। ପଲସ ପୋଲିଓ -2020
Last Seen Users on Sotwe
tài tử dâm
Seen from
Vietnam
ขุนเสก
Seen from
Thailand
hot men lokal
Seen from
Singapore
Ryan Russo CHICAGO
Seen from
Germany
chakwal couple
Seen from
Singapore
ชอบนัดเย็ดกับสาวใหญ่
Seen from
Thailand
Kahla Kahla
Seen from
Lebanon
SohbetLiman
Seen from
Turkey
melo
Seen from
Turkey
سارة
Seen from
Germany
Trends for you
1
Good Tuesday
Under 10K tweets
2
Platner
Under 10K tweets
3
LovescapeAI
Under 10K tweets
4
Taco Tuesday
Under 10K tweets
5
Le Pen
Under 10K tweets
6
#TuesdayMotivation
Under 10K tweets
7
#TuesdayVibes
Under 10K tweets
8
#omegle
Under 10K tweets
9
Raymond James
Under 10K tweets
10
Erdogan
Under 10K tweets
Most Popular Users
1
Elon Musk
@elonmusk
240.7M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.9M followers
5
Narendra Modi
@narendramodi
107M followers
6
Rihanna
@rihanna
97.7M followers
7
NASA
@nasa
92.2M followers
8
Justin Bieber
@justinbieber
91M followers
9
KATY PERRY
@katyperry
87.8M followers
10
Taylor Swift
@taylorswift13
81.7M followers
11
Lady Gaga
@ladygaga
73.2M followers
12
Virat Kohli
@imvkohli
70.2M followers
13
Kim Kardashian
@kimkardashian
69.9M followers
14
YouTube
@youtube
68.7M followers
15
Bill Gates
@billgates
64M followers
16
Neymar Jr
@neymarjr
63M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
60.9M followers
20
X
@x
60.8M followers
Olivia
Online
✨
⭐
💫