Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Raghunath Aran
@raghunath_aran
JANASEBAKENDRA
Joined June 2020
192
Following
82
Followers
119
Posts
Raghunath Aran
@raghunath_aran
about 2 months ago
@PMOIndia
Rural area not interest for only online grid. Plz add invoter mode
Raghunath Aran
@raghunath_aran
about 2 months ago
raghunath_aran's tweet video.
Raghunath Aran
@raghunath_aran
over 1 year ago
ଜନମ ଆଗରୁ ଜାଣି ମୁଁ ନଥିଲି ବାପା ମା ଧନ ସମ୍ପତ୍ତି ଥିଲା କାହାର । ମରିବା ପରେ ବି ଜାଣେନି ମୁଁ ବନ୍ଧୁ ଗାଡି ଘୋଡ଼ା ଘର ସବୁ ହେବ କାହାର।
raghunath_aran
retweeted
Raghunath Aran
@raghunath_aran
over 1 year ago
@MahalingMukesh
@narendramodi
@JPNadda
@MohanMOdisha
@CMO_Odisha
@PMOIndia
@BJP4India
@BJP4Odisha
@SamalManmohan7
@dpradhanbjp
@Manas_BJP
ଆପଣ ସ୍ପଷ୍ଟ ଭାବରେ କୁହନ୍ତୁ ଇଲେକ୍ସନ ପୂର୍ବରୁ କିଛି ନୂଆ ଲୋକଙ୍କର ସ୍ବାସ୍ଥ୍ୟ କାର୍ଡ କରାଯାଇଥିଲା ଯେଉଁ ମାନଙ୍କର କୋୖଣସି ପ୍ରକାର ରାସନ୍ କାର୍ଡ ନାହିଁ ସେମାନେ ପାଇବେ କି ନାହିଁ। ଯଦି ପାଇବେ କେବେ ପାଇବେ।
See More
Who to follow
Arya Enterprises
@Arya_GroupNari
Common Service Centre. Official Twitter Handle of Arya Enterprises. Follow👉 https://t.co/dgznOeDl52 👉 @Pt_TeekamSArya
Yugandhar Borra
@YugandharBorra
CSC
Raghunath Aran
@raghunath_aran
over 1 year ago
@MahalingMukesh
@narendramodi
@JPNadda
@MohanMOdisha
@CMO_Odisha
@PMOIndia
@BJP4India
@BJP4Odisha
@SamalManmohan7
@dpradhanbjp
@Manas_BJP
ଆପଣ ସ୍ପଷ୍ଟ ଭାବରେ କୁହନ୍ତୁ ଇଲେକ୍ସନ ପୂର୍ବରୁ କିଛି ନୂଆ ଲୋକଙ୍କର ସ୍ବାସ୍ଥ୍ୟ କାର୍ଡ କରାଯାଇଥିଲା ଯେଉଁ ମାନଙ୍କର କୋୖଣସି ପ୍ରକାର ରାସନ୍ କାର୍ଡ ନାହିଁ ସେମାନେ ପାଇବେ କି ନାହିଁ। ଯଦି ପାଇବେ କେବେ ପାଇବେ।
See More
Raghunath Aran
@raghunath_aran
over 1 year ago
@otvkhabar
ଉପସ୍ଥାପିକା ମହାଶୟା ମୁକେଶ ସାର୍ ଙ୍କୁ ପଚାରିବାର ଥିଲା ମଧ୍ୟବିତ୍ତ ଙ୍କୁ କାହିଁକି ବାଦ ଦିଆଗଲା ସେମାନଙ୍କ ର ସ୍ବାସ୍ଥ୍ୟ ସମସ୍ୟା ନାହିଁ ନା ସେମାନେ କରୋଡ ପତି। 70 ବର୍ଷ ପୂର୍ବରୁ କାହିଁକି ସେମାନେ ବଞ୍ଚିତ ହେବେ
Raghunath Aran
@raghunath_aran
over 1 year ago
@MohanMOdisha
@JPNadda
@narendramodi
@HFWOdisha
ଅବଶ୍ୟ ବିକାଶ ହେଉଛି କିନ୍ତୁ ଯେଉଁ ମାନେ ମଧ୍ୟବିତ୍ତ ସେମାନଙ୍କ ବୟସ 70 ନ ହେଲେ କାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ସ୍ବାସ୍ଥ୍ୟ ପାଇଁ ସମସ୍ତ ଙ୍କୁ କାର୍ଡ ପ୍ରଦାନ କରନ୍ତୁ
Raghunath Aran
@raghunath_aran
over 1 year ago
@otvkhabar
ଲାଗୁଛି ବନ୍ଦନା କାର୍ଡ ପାଇଁ ସର୍ବନିମ୍ନ 70 ବର୍ଷ ବଞ୍ଚିବାକୁ ହେବ କାରଣ ଯେଉଁ ମାନଙ୍କ ର ରାସନ କାର୍ଡ ନାହିଁ ସେମାନେ ଏ କାର୍ଡ ପାଇ ପାରିବେ ନାହିଁ। ବିଚାର କରନ୍ତୁ ସମସ୍ତ ଙ୍କୁ ପ୍ରଦାନ କରନ୍ତୁ।
Raghunath Aran
@raghunath_aran
over 1 year ago
@samajalive
ଯଦି କେବଳ ରାସନ୍ କାର୍ଡ ଧାରୀ ଏହି ଯୋଜନା ରେ ସାମିଲ ହେବେ ତେବେ ଯେଉଁ ମାନଙ୍କ ର ରାସନ୍ କାର୍ଡ ନାହିଁ ସେମାନେ ସମସ୍ତେ କୋଟିପତି ନା ସେମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ନାହିଁ। ସରକାରଙ୍କ ପାଖରେ ଏ ଦାବି ରହିବ କି ସମସ୍ତ ଙ୍କୁ କାର୍ଡ ପ୍ରଦାନ କରାଯାଉ।
Raghunath Aran
@raghunath_aran
over 1 year ago
@PMOIndia
କିନ୍ତୁ ଯେଉଁ ମାନେ ପରିବର୍ତ୍ତନ କରିବାରେ ରେ ମୂଖ୍ୟ( Bank Bc ) ସେମାନଙ୍କର ମାସିକ ଦରମା କରନ୍ତୁ। ସେମାନଙ୍କ କଥା ଶୁଣନ୍ତୁ
Raghunath Aran
@raghunath_aran
over 1 year ago
@CMO_Odisha
ଧନ୍ୟବାଦ ସାର୍। କିନ୍ତୁ ଏହା ଆଉକିଛି ଦିନ ପୂର୍ବରୁ କରିବାର ଥିଲା । ଏହା କରିବା ଏବେ ଉଚିତ୍।
Raghunath Aran
@raghunath_aran
over 1 year ago
@JioMart_Support
@barshar016
Thanks for your reply jiomart support team
Raghunath Aran
@raghunath_aran
over 1 year ago
@kanak_news
ଯୋଗାଣ ମନ୍ତ୍ରୀଙ୍କୁ ବଦଳାଇଲେ ଭଲ ହୁଅନ୍ତା କାରଣ ଟ୍ରେନ ଯୋଗେ ୟୁପିରୁ ଅଣାଯାଇଥିବା ଆଳୁ କେବେ ଓଡ଼ିଶାରେ ପହଞ୍ଚିବ ତା'ର ତାରିଖ ଗଣମାଧ୍ୟମରେ କରିନାହାନ୍ତି। ବ୍ୟବସାୟୀ ସଂଘ ଆଣିଥିବା ଆଳୁ ବହୁତ ଦିନରୁ ବିକ୍ରି ସରିଲାଣି।
Raghunath Aran
@raghunath_aran
over 1 year ago
@otvkhabar
କାହିଁକି ବିଚଳିତ ହେଉଛନ୍ତି। ସମସ୍ତେ ଗରିବ ଙ୍କୁ ଖୁସି କରୁଛନ୍ତି। ମଧ୍ୟବିତ୍ତ ମାନେ କି ଅପରାଧ କରିଛନ୍ତି ମେଡିକାଲ ସୁବିଧା ପାଇବା ପାଇଁ ଯଦି କିଏ ରାସନ୍ କାର୍ଡ କରିଛନ୍ତି ତେବେ ଗୋପବନ୍ଧୁ ଯୋଜନାରେ କାର୍ଡ ଇସ୍ୟୁ କରନ୍ତୁ ତା ପରେ ରାସନ୍ କାଟିବେ। ନଚେତ୍ ପଞ୍ଚାୟତ ଇଲେକ୍ସନ ରେ ପ୍ରମାଣ ପାଇଯିବେ
Raghunath Aran
@raghunath_aran
over 1 year ago
@CMO_Odisha
କଣ ଆବଶ୍ୟକ ଥିଲା ସବୁ ମହିଳାଙ୍କୁ ମିଳିବ ପ୍ରଚାର କରାଯାଇଥିଲା ଏବଂ ଶାସନ ଗାଦି ପାଇବା ପରେ ଯୋଗ୍ୟତା ମାନଦଣ୍ଡ ସ୍ଥିର କରିବା। ଓଡ଼ିଶା ରେ ବିଜେପି ମାତ୍ର ଗୋଟିଏ ଥର। ଦ୍ଵିତୀୟ ଥର କଥା ଭୂଲିଯିବାକୁ ହେବ।
Raghunath Aran
@raghunath_aran
over 1 year ago
@PravatiPOdisha
ଅପେକ୍ଷା କରନ୍ତୁ ଯେଉଁ ମାନଙ୍କ ସୁଭଦ୍ରା ରିଜେକ୍ଟ ହୋଇଛି ସେମାନେ ଆଗାମୀ ପଞ୍ଚାୟତ ଇଲେକ୍ସନ ରେ ସରକାରଙ୍କୁ ଶୁଭଦ୍ରା ଶୁଭେଚ୍ଛା ଦେବେ।
Raghunath Aran
@raghunath_aran
over 1 year ago
@CMO_Odisha
ଆପଣଙ୍କ ପ୍ରଚେଷ୍ଟାକୁ ସାଧୁବାଦ କିନ୍ତୁ ଯେଉଁ ଶିକ୍ଷକ ମାନେ ଦରମା ଦାବୀରେ ଭୂବନେଶ୍ବର ରେ ଧାରଣାରେ ବସୁଛନ୍ତି ସେମାନଙ୍କ କଥା ବୁଝନ୍ତୁ।
Raghunath Aran
@raghunath_aran
over 1 year ago
@kanak_news
ଭୂଲ କରନ୍ତୁ ନାହିଁ ସରକାର ମୋର ବେଶି ଅପିଲ ଇନକମ ଟ୍ୟାକ୍ସ ଫାଇଲ୍ କରୁଥିବା କିଛି ଲୋକ ଚାଷ ଜମି ନାହିଁ ଚାକିରୀ ନାହିଁ ନିଜେ ବଞ୍ଚିବା ପାଇଁ ବ୍ୟବସାୟ କରି ଆୟବ୍ୟୟର ହିସାବ ଦେଉଥିବା(ଜିରୋ ଫାଇଲିଙ୍ଗ୍) ବ୍ୟକ୍ତି ଙ୍କୁ ଖାଦ୍ୟ ସୁରକ୍ଷା ରେ ରାସନ୍ ମିଳୁ କିନ୍ତୁ ଯେଉଁମାନେ ଟ୍ୟାକ୍ସ ପେ କରୁଛନ୍ତିତାଙ୍କୁବାଦକରନ୍ତୁ
Raghunath Aran
@raghunath_aran
over 1 year ago
@PravatiPOdisha
ଆପଣ ରାଜ୍ୟ ବାହାରେ ଥିବା ମହିଳାଙ୍କୁ କହୁଛନ୍ତି ଆବେଦନ କରିବାକୁ କିନ୍ତୁ ନିଜରାଜ୍ୟରେ ରହି ଯିଏ ନିଜ ଆୟ ବ୍ୟୟର ହିସାବ ସରକାର ଙ୍କୁ ଦେଉଛି ଇନକମ ଟ୍ୟାକ୍ସ ଫାଇଲିଙ୍ଗ୍ କରି ,ତାକୁ ରିଜେକ୍ଟ କରିଦେଉଛନ୍ତି। ଆପଣ ଦେଖିଥିଲେ କି ସେ ମହିଳା କେତେ ଟଙ୍କା ସରକାରଙ୍କୁ ଟେକ୍ସ ଦେଇଛି ନା କେବଳ କେବଳ ଆୟ ବ୍ୟୟ ରେ ହିସାବ ପାଇଁ ଫାଇଲିଙ୍ଗ୍ କରିଛି
See More
raghunath_aran
retweeted
𝄞❥❤️🅛🅘🅟🅘❤️𝄢🪽
@LipiSah42322681
over 1 year ago
ଆବଶ୍ୟକତା ସରିଗଲେ ଗଛ ବି ତା'ର ସୁଖିଲା ପତ୍ରକୁ ଅଲଗା କରିଦିଏ,ଆଉ ମଣିଷ କଥା କ'ଣ କହିବା। ଜୟ ଜଗନ୍ନାଥ 🌹🙏
Last Seen Users on Sotwe
萝莉次元
Ts 🏳️⚧️🏳️🌈
Seen from
Singapore
💥💥BİRİÇİM SU RABİA💥💥💥
Seen from
Turkey
HAIRY-HEAVY-BULL TOP GAY BEAR♠️
Seen from
India
😈KASAI ASLAM😈
Seen from
India
Arayis Paylasim
Seen from
Turkey
ToPuk_
Seen from
Turkey
Mầm Hạt
Seen from
Vietnam
Gua
Seen from
Singapore
🇸🇦 أميرة
Seen from
Egypt
Trends for you
1
Olivia Miles
Under 10K tweets
2
Dana Bash
Under 10K tweets
3
Dodgers
Under 10K tweets
4
Peralta
Under 10K tweets
5
Junior
Under 10K tweets
6
Skubal
Under 10K tweets
7
Mitch Keller
Under 10K tweets
8
Colin Rea
Under 10K tweets
9
Carville
Under 10K tweets
10
Max Miller
Under 10K tweets
Most Popular Users
1
Elon Musk
@elonmusk
241.1M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.5M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.2M followers
7
NASA
@nasa
92.2M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
88.8M followers
10
Taylor Swift
@taylorswift13
82.7M followers
11
Lady Gaga
@ladygaga
74.2M followers
12
Virat Kohli
@imvkohli
71.6M followers
13
Kim Kardashian
@kimkardashian
70.3M followers
14
YouTube
@youtube
68.7M followers
15
Bill Gates
@billgates
64.5M followers
16
Neymar Jr
@neymarjr
64.5M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
61.8M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫