Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Rasmita Biswal
@rasmita1061997
Joined July 2024
19
Following
0
Followers
69
Posts
rasmita1061997
retweeted
Chandrakanti
@iMxnYRJ9E715758
14 days ago
ମୁଁ ଜଣେ ମହିଳା ଶିକ୍ଷୟିତ୍ରୀ
@MohanMOdisha
@NityanandaBJP
@dpradhanbjp
@AprajitaSarangi
@sme
@SMEOdisha
@otvkhabar
@otvnews
@kanak_news
@ArgusNews_in
@NandighoshaTV
rasmita1061997
retweeted
ojta_2023
@ojta2023
about 2 months ago
ଶିକ୍ଷକ ମାନଙ୍କ ଅସମ୍ମାନ ସହିବୁ ନାହିଁ,ଶିକ୍ଷକ ଙ୍କ ଆଖିରେ ଲୁହ ଦେଖିବୁ ନାହିଁ,ଢେଙ୍କାନାଳ ଜିଲ୍ଲା ଏବଂ ଟାଙ୍ଗି ବ୍ଲକ ରେ ଘଟିଥିବା ଜନଗଣନାକ��ରୀ ଙ୍କ ଉପରେ ମାଡ଼ ଘଟଣା ନିନ୍ଦନୀୟ।ତୁରନ୍ତ ଏ ଘଟଣାର ସମାଧାନ ନେହେଲେ ଜନଗଣନା ବର୍ଜନ କରିବୁ।
@MohanMOdish
a
@dpradhanbj
p
@CensusIndia202
7
@DCOOdish
a
@pavankalya
n
@CMO_Odish
a
See More
Rasmita Biswal
@rasmita1061997
3 months ago
@ojta2023
@CMO_Odisha
@MohanMOdisha
@NityanandaBJP
Thank you so much to our popular CM sir🙏🙏🙏
rasmita1061997
retweeted
ojta_2023
@ojta2023
3 months ago
ଐତିହାସିକ ନିଷ୍ପତି ପାଇଁ ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ
@CMO_Odisha
@MohanMOdisha
।ଏ ନିଷ୍ପତି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ��ଇଁ ସଂଜୀବନି ସଦୃଶ କାମକରିବ।ପ୍ରାଥମିକ ଶିକ୍ଷା କୁ ଉନ୍ନତ କରିବା ପାଇଁ ଆମେମାନେ ବଦ୍ଧପରିକର।ବହୁତ ବହୁତ ଧନ୍ୟବାଦ
@NityanandaBJ
P ପ୍ରାଥମିକ ଶିକ୍ଷାକୁ ଏକ ନୂତନ ଦିଗ ଦେଇଥିବାରୁ।
See More
rasmita1061997
retweeted
Nityananda Gond
@NityanandaBJP
3 months ago
କଥା ଦେଇ କଥା ରଖିଲେ ଲୋକଙ୍କ ମୁଖ୍ଯମନ୍ତ୍ରୀ। ଆଜି ରାଜ୍ୟର ଗଣଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଦିନ। ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ
@MohanMOdisha
ଙ୍କ ନିଷ୍ପତ୍ତି କ୍ରମେ ଆଜି ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସମସ୍ତ ସ୍କିମାଟିକ୍ କନିଷ୍ଠ ଶିକ୍ଷକ (Junior Teacher, Schematic) ମାନଙ୍କୁ ନିୟମିତ କରାଯାଇଛି। ଏଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ଏହି ବର୍ଗର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୧୩ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ଉପକୃତ ହୋଇଛନ୍ତି। ଏହି ଶିକ୍ଷକମାନେ ସେମାନଙ୍କର ଚାକିରୀରେ ଯୋଗଦାନ ସମୟ ଠାରୁ ନିୟମିତ ହୋଇଛନ୍ତି। ଚାକିରୀରେ ଯୋଗଦାନ ସମୟ ଠାରୁ ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ Notional Benefit ���ାଇବେ। ୨୦୨୬ ଜାନୁୟାରୀ ପହିଲା ଠାରୁ ନିୟମିତ କର୍ମଚାରୀଙ୍କ ଦରମା ତଥା ��ନ୍ୟାନ୍ୟ ସମସ୍ତ ସୁବିଧା ପାଇପାରିବେ।
See More
rasmita1061997
retweeted
ojta_2023
@ojta2023
3 months ago
ବହୁତ ଅନୁରୋଧ ଆଲୋଚନା କଲୁ ହେଲେ ଫଳାଫଳ କିଛି ନାହିଁ।କେବେଳ ଆନ୍ଦୋଳନ ହିଁ ଶେଷ ରାସ୍ତା।ଏଥର ନିୟମିତ ନିର୍ଦ୍ଦେଶ ବାହାରିବ ତାହେଲେ ସ୍କୁଲ ଖୋଲିବ,ଯେ ପର୍ଯ୍ୟନ୍ତ ନିୟମିତ ନିର୍ଦ୍ଦେଶ ନ ଆସିବ ��େତେଦିନ ଯାଏ ଆନ୍ଦୋଳନ ଚାଲିବ।
@CMO_Odish
a
@NityanandaBJ
P
@SMEOdish
a
@MohanMOdish
a
@SamalManmohan
7
@SecyChie
f
@dpradhanbj
p
See More
rasmita1061997
retweeted
Gita Pradhan
@GitaPradhan16
3 months ago
ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ୬ ମାସରେ ୩୬ ଥର ଘୋଷଣା କରିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଜାଣି ଗଲେଣି ସରକ���ର ଏମିତି ଘୋଷଣା କରୁଥିବେ। ତେଣୁ ସରକାର ନିଜର ମର୍ଯ୍ୟାଦା ରଖନ୍ତୁ। ୧୭ ତାରିଖ ପୂର୍ବରୁ କନିଷ୍ଠ ଶିକ୍ଷକଙ୍କ ନିୟମିତ ନିର୍ଦ୍ଦେଶନାମା ପ୍ରକାଶ କରି ଦିଅନ୍ତୁ।
rasmita1061997
retweeted
ojta_2023
@ojta2023
3 months ago
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଆଉ ଘୋଷଣା କୁ ମାନୁନାହାନ୍ତି ଜିଲ୍ଲାପ୍ରଶାସନ, ବଲାଙ୍ଗୀର ଜିଲ୍ଲା କନିଷ୍ଠଶିକ୍ଷକ(ଯୋଜଣାଭିତ୍ତିକ) ମାନଙ୍କୁ ଚୁକ୍ତି ନବୀକରଣ ପାଇଁ ଚିଠି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଯେଉଁଠି ଜିଲ୍ଲାଅଧିକାରୀ ମାନେ ମାନୁନାହାନ୍ତି,ଆମେ କାହାକୁ ବିଶ୍ୱାସ କରିବୁ ?ନିୟମିତକେବେ ?
@MohanMOdisha
@NityanandaBJP
@SMEOdisha
See More
rasmita1061997
retweeted
ojta_2023
@ojta2023
3 months ago
ଆଲୋଚନା ର ସମୟ ସରିଲା,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଘୋଷଣା ରେ ରଖିଲେ।ମୁଖ୍ୟମନ୍ତ୍ରୀ ଙ୍କ ଅକ୍ତିଆରରେ ନାହିଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ।ଏଥର ଆନ୍ଦୋଳନ ହେବ ଅନଶନ ହେବ।ଲଢ଼େଇ କରି ମରିବୁ ପଛେ ଆଉ ପଛକୁ ଫେରିବୁନାହିଁ।ନିୟମିତ ନିର୍ଦ୍ଦେଶ ଆସିଲା ଯା��� ଲଢେଇ
। @dpradhanb
j
p @CMO_Odis
h
a @MohanMOdis
h
a @NityanandaB
JP
See More
rasmita1061997
retweeted
ojta_2023
@ojta2023
4 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କ ଜୀବନ କୁ ବେରଙ୍ଗ କରି ,ହୋଲି ମନାଉଥିବା ରାଜ୍ୟସରକାର ଙ���କୁ ହୋଲି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।ମୁଖ୍ୟମନ୍ତ୍ରୀଙ୍କ ନିୟମିତ ଘୋଷଣା କେବଳ ଘୋଷଣା ହେଇ ରହିଗଲା।କେବେ ହେବୁ ନିୟମିତ
? @dpradhanb
j
p @narendramo
d
i @NityanandaB
J
P @SMEOdis
h
a @SecyChi
e
f @MohanMOdis
h
a @CMO_Odis
ha
See More
rasmita1061997
retweeted
BISWaJIT BARIK
@BiswaJTBarikORG
4 months ago
@ojta2023
@CMO_Odisha
@NityanandaBJP
@SMEOdisha
@dpradhanbjp
@SecyChief
@MohanMOdisha
@SamalManmohan7
@PMOIndia
@narendramodi
@NitinNabin
@KVSinghDeo1
@AmitShah
ଖାଇବାକୁ କିଛି ସମୟ ଲାଗଇ ନିଃଶ୍ୱାସରେ ବି କିଛି ଲାଗିବ ହେଲେ ଦସଖତ ଟିଏ କରିବାକୁ କ'ଣ ବର୍ଷ ମୁଣ୍ଡ ପାହିଯିବ? ରେଗୁଲାରଭାବେ ସମସ୍ତର ପାଇବାର ସ୍ବପ୍ନ କି ମଉଳିଯିବ ଏ ପ୍ରକ୍ରିୟା ଚାଲିଛି ପ୍ରକ୍ରିୟାଚାଲିଛି କେବେଯାଏ କହୁଥିବ ଇଲେକ୍ସନ ପୁଣି ଆଗକୁ ଆସୁଛି ସେଠି ପୁଣି ଭେଟି ହେବ।February ରେ ଯଦି ରେଗୁଲାର ନହେଲୁ ମୁଣ୍ଡରେ ହାତଟି ଦବ
See More
rasmita1061997
retweeted
ojta_2023
@ojta2023
4 months ago
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ।
@CMO_Odisha
@NityanandaBJP
@SMEOdisha
@dpradhanbjp
See More
rasmita1061997
retweeted
ojta_2023
@ojta2023
4 months ago
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କୁ ମୁଖ୍ୟମନ୍ତ୍ରୀ ୬ମାସ ତଳେ ନିୟମିତ କରିବାକୁ ଘୋଷଣା କରିଥିଲେ,କିନ୍ତୁ ସରକାରୀ ନିର୍ଦ୍ଦେଶନାମା ବାହାର ��ରିବାରେ ଗଣଶିକ୍ଷା ବିଭାଗ ଓ ମାନ୍ୟବର ମନ୍ତ୍ରୀ ବିଫଳ,ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି କିଏ ?
@MohanMOdish
a
@dpradhanbj
p
@NityanandaBJ
P
@SMEOdish
a
@SecyChie
f .
See More
rasmita1061997
retweeted
Nityananda Gond
@NityanandaBJP
4 months ago
ଲୋକଙ୍କ ସରକାରରେ ତୃଣମୂଳ ସ୍ତରରୁ ସୁଦୃଢ ହେଉଛି ଶିକ୍ଷା ବ୍ୟବସ୍ଥା।
#OdishaBudget2026
#SamruddhaOdishaBudget
rasmita1061997
retweeted
ojta_2023
@ojta2023
4 months ago
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ?
@CMO_Odisha
@MohanMOdisha
@NityanandaBJP
@SMEOdisha
See More
rasmita1061997
retweeted
AKS RAKESH JENA
@jenaarya61
5 months ago
@CMO_Odisha
@BJP4Odisha
@MohanMOdisha
@otvnews
@rashtrapatibhvn
@SMEOdisha
@sofiafirdous1
@kanak_news
@KVSinghDeo1
@PravatiPOdisha
@tankadharbjp
@NityanandaBJP
@ChiefsecretaryO
#spouse_elementaryteacher
Allow to all Elementary spouse Teacher for transfer.
See More
rasmita1061997
retweeted
AKS RAKESH JENA
@jenaarya61
5 months ago
@CMO_Odisha
@BJP4Odisha
@MohanMOdisha
@otvnews
@rashtrapatibhvn
@SMEOdisha
@sofiafirdous1
@kanak_news
@KVSinghDeo1
@PravatiPOdisha
@tankadharbjp
@NityanandaBJP
@ChiefsecretaryO
#spouse_elementaryteacher
Allow to all Elementary spouse Teacher for transfer.
See More
rasmita1061997
retweeted
AKS RAKESH JENA
@jenaarya61
5 months ago
@CMO_Odisha
@BJP4Odisha
@MohanMOdisha
@otvnews
@rashtrapatibhvn
@SMEOdisha
@sofiafirdous1
@kanak_news
@KVSinghDeo1
@PravatiPOdisha
@tankadharbjp
@NityanandaBJP
@ChiefsecretaryO
#spouse_elementaryteacher
Allow to all Elementary spouse Teacher for transfer.
See More
rasmita1061997
retweeted
AKS RAKESH JENA
@jenaarya61
5 months ago
@CMO_Odisha
@BJP4Odisha
@MohanMOdisha
@otvnews
@rashtrapatibhvn
@SMEOdisha
@sofiafirdous1
@kanak_news
@KVSinghDeo1
@PravatiPOdisha
@tankadharbjp
@NityanandaBJP
@ChiefsecretaryO
#spouse_elementaryteacher
Allow to all Elementary spouse Teacher for transfer.
See More
rasmita1061997
retweeted
AKS RAKESH JENA
@jenaarya61
5 months ago
@CMO_Odisha
@BJP4Odisha
@MohanMOdisha
@otvnews
@rashtrapatibhvn
@SMEOdisha
@sofiafirdous1
@kanak_news
@KVSinghDeo1
@PravatiPOdisha
@tankadharbjp
@dpradhanbjp
@NityanandaBJP
#spouse_elementaryteacher
Allow to all Elementary spouse Teacher for transfer.
Last Seen Users on Sotwe
Rose
Seen from
Vietnam
Demirzehra
Seen from
Turkey
manly 💦🔥
Seen from
United States
هاني صديق
Seen from
Egypt
EWpost
Seen from
Indonesia
alejandra quiroz
Seen from
Peru
ชอบ
Seen from
Thailand
b
Seen from
United Kingdom
ميرو سالب بزنز🏳️🌈 60K
miral
Seen from
Algeria
Trends for you
1
Korea
Under 10K tweets
2
Gabe
Under 10K tweets
3
Tay Keith
Under 10K tweets
4
Caleb
Under 10K tweets
5
Rangel
Under 10K tweets
6
Doval
Under 10K tweets
7
Zach and Bryce
Under 10K tweets
8
#MEXKOR
Under 10K tweets
9
Angel Reese
Under 10K tweets
10
Kennedy
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.8M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.1M followers
11
Lady Gaga
@ladygaga
72.6M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.3M followers
14
YouTube
@youtube
68.6M followers
15
Bill Gates
@billgates
63.6M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
61.9M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫