Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Rising Odisha
@rising_odisha
Rising Odisha - Voice of Common People. We report Facts as well as Authentic News & Information.
Joined April 2021
98
Following
1.6K
Followers
1K
Posts
Rising Odisha
@rising_odisha
about 4 years ago
ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ପହଁଞ୍ଚିଛନ୍ତି 5ଟି ସଚିବ ଭି.କେ ପାଣ୍ଡିଆନ୍ । 5ଟି ସଚିବଙ୍କ ସହ ଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଏହାସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5ଟି ସଚିବ । କହିଲେ ପ୍ରଭୁ ଯାହା ଚାହିଁଛନ୍ତି ସେହିଭଳି କାମ ହେଉଛି ।
See More
Rising Odisha
@rising_odisha
about 4 years ago
ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ ହେବା ପରେ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ତୁମ ଇଚ୍ଛା ବିନା ପତ୍ରଟେ ହଲେନାହିଁ ଆହେ ଜଗନ୍ନାଥ । ଜୟ ଜଗନ୍ନାଥ । ରାୟ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
Rising Odisha
@rising_odisha
about 4 years ago
ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଆଜି ଶେଷ ଦିନ । ଦିନ 11ଟାରୁ 3 ଟା ପର୍ଯ୍ୟନ୍ତ ଥିଲା ଶେଷ ସମୟ । ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ୍ ପାତ୍ରଙ୍କ ପ୍ରାର୍ଥିପତ୍ର କାଏମ । ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ର ଏନେଇ ବିଧିବଦ୍ଧ ଘୋଷଣା କରିବା ସହ ସାର୍ଟିଫିକେଟ ପ୍ରଦାନ କରିବେ ।
See More
Rising Odisha
@rising_odisha
about 4 years ago
ବନ୍ଦ ହେବ ନାହିଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ବିରୋଧୀଙ୍କୁ ବଡ଼ ଝଟକା । କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦେଲେନାହିଁ ଖଣ୍ଡପୀଠ । ବିରୋଧୀଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଉଭୟ ଆବେଦନକାରୀଙ୍କ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ । କୋର୍ଟର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଦୁଇ ଆବେଦନକାରୀଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ।
See More
Who to follow
Pranab Balabantaray
@Pranab3333
Ex-MLA, Dharmasala | General Secretary, Biju Janata Dal
Supriti Nath Sharma
@SupritiNathSha1
State Secretary, BCJD
Dipali Senapati
@Dipalisenapati4
ଜୟ ଜଗନ୍ନାଥ 🙏
Rising Odisha
@rising_odisha
about 4 years ago
ବ୍ରଜରାଜନଗରରେ ବିଜେଡ଼ିର ବିପୁଳ ବିଜୟ । ବିଧାୟକ ଆସନରେ ବସିବେ ଅଳକା ମହାନ୍ତି । 66 ହଜାର 122 ଭୋଟରେ ଜିତିଛନ୍ତି ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି । ବିଜୟକୁ ନେଇ ଉତ୍ସାହିତ ବିଜେଡ଼ି କର୍ମୀ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ଙ୍କୁ ହରାଇଲେ ଅଳକା ମହାନ୍ତି । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ।
See More
Rising Odisha
@rising_odisha
about 4 years ago
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 12 ଶହ 18 କୋଟି ଟଙ୍କାର 13ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । 77 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା 3ଟି ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ 11 ଶହ 41 କୋଟି ଟଙ୍କାର 10ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ 3 ହଜାର 390ଟି ନିଯୁକ୍ତି ସୁଯୋଗ ।
See More
Rising Odisha
@rising_odisha
about 4 years ago
‘ଆନ୍ତଃରାଜ୍ୟ ପରିଷଦ’ କମିଟିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମିତ ଶାହା କମିଟି ଅଧ୍ୟକ୍ଷ ଓ ତାଙ୍କ ସହ ୧୩ ଜଣ ସଦସ୍ୟ ଅଛନ୍ତି । କମିଟିରେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟର ୪ ମନ୍ତ୍ରୀ ଓ ୮ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ।
Rising Odisha
@rising_odisha
about 4 years ago
ରାଜ୍ୟରେ ସକ୍ରିୟ କାଳବୈଶାଖୀ । ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି l କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳକୁ ସତର୍କ ସୂଚନା । ୨୪ ଓ ୨୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ ।
See More
Rising Odisha
@rising_odisha
about 4 years ago
ପ୍ରସିଦ୍ଧ ସନ୍ତୁର ବାଦକ ପଦ୍ମ ବିଭୂଷଣ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ । ମଙ୍ଗଳବାର ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । 6 ମାସ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ ଏବଂ ତାଙ୍କର ଡାଏଲିସିସ ଚାଲିଥିଲା । ହୃଦ୍ଘାତରେ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।
See More
Rising Odisha
@rising_odisha
over 4 years ago
ନୟାଗଡ଼ ଦଶପଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ୫ଟି ଅଞ୍ଚଳରେ ଲାଗିଛି ଭୂକମ୍ପର ଝଟ୍କା । ୫ ସେକେଣ୍ଡ ଲେଖାଏଁ ଦୁଇ ଥର ଭୂମିକମ୍ପ ଅନୁଭବ ହୋଇଛି । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ୩.୫ ଥିଲା ।
Rising Odisha
@rising_odisha
over 4 years ago
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦଶକଙ୍କ ସମେତ ବନଖଣ୍ଡ ଅଧିକାରୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ମହାପାତ୍ର ।
See More
Rising Odisha
@rising_odisha
over 4 years ago
ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ୧୮ ଯାଏଁ ଜାରି ରହିବ ବର୍ଷା । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
See More
Rising Odisha
@rising_odisha
over 4 years ago
ମହାବିଷୁବ ସଂକ୍ରାନ୍ତି ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବିଜୁ ମହିଳା ଜନତା ଦଳ ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ । ଏହି ଜଳଛତ୍ର କାର୍ଯ୍ୟକ୍ରମକୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଉଦଘାଟନ କରିବା ସହ ବାଟୋଇମାନଙ୍କୁ ଜଳ ବଣ୍ଟନ କରିଥିଲେ ।
Rising Odisha
@rising_odisha
over 4 years ago
କୋଭିଡର ନୂଆ ଭାରିଆଣ୍ଟ XEକୁ ନେଇ ସତର୍କ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । BA.୨ ଭାରିଆଣ୍ଟ ଅପେକ୍ଷା XE ଭାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । XD ଓ XFକୁ ଡେଲଟା ଓ ବିଏ-୧ର ହାଇବ୍ରିଡ ବୋଲି କୁହାଯାଉଛି । ଏହା ଫ୍ରାନସ୍, ଡେନମାର୍କ ଓ ବେଲଜିୟମରେ ବ୍ୟାପୁଛି ବୋଲି କହିଛି WHO ।
See More
Rising Odisha
@rising_odisha
over 4 years ago
ଅହେତୁକ ଦରଦାମ ବୃଦ୍ଧି ନେଇ ପ୍ରତିବାଦ କରିବ ରାଜ୍ୟ କଂଗ୍ରେସ । ଆସନ୍ତା ୧୫ ତାରିଖରେ ଦେବ ଆନ୍ଦୋଳନ ଡାକରା । ଏନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଜେଡି ମଧ୍ୟ ଦରଦାମ ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି ।
Rising Odisha
@rising_odisha
over 4 years ago
ବ୍ରହ୍ମପୁର ମେୟର ନିର୍ବାଚନ ବିଜେଡି ପ୍ରାର୍ଥୀନି ସଂଘମିତ୍ରା ଦଳେଇ ଆଗୁଆ ବିଜେଡି ୩୩୭୨୦ ବିଜେପି ୨୫୨୯୭ କଂଗ୍ରେସ ୪୦୧୩
#muncipalityelection
Rising Odisha
@rising_odisha
over 4 years ago
କଟକ ମେୟର ନିର୍ବାଚନ ବିଜେଡି ପ୍ରାର୍ଥୀ ସୁବାସ ସିଂ ଆଗୁଆ ବିଜେଡି ୧୮୪୯୧ ବିଜେପି ୬୪୮୦ କଂଗ୍ରେସ ୧୪୭୦୩
#cmcmuncipalityelection
Rising Odisha
@rising_odisha
over 4 years ago
ଭୁବନେଶ୍ଵର ମେୟର ନିର୍ବାଚନ ବିଜେଡି ପ୍ରାର୍ଥୀନି ସୁଲଚନା ଦାସ ଆଗୁଆ ବିଜେଡି ୧୯୬୨୨ ବିଜେପି ୧୩୧୬୭ କଂଗ୍ରେସ ୮୧୩
#bmcmuncipalityelection
Rising Odisha
@rising_odisha
over 4 years ago
ବ୍ରହ୍ମପୁର ମେୟର ନିର୍ବାଚନ ବିଜେଡି ପ୍ରାର୍ଥୀନି ସଂଘମିତ୍ରା ଦଳେଇ ଆଗୁଆ ବିଜେଡି ୩୧୬୮୨ ବିଜେପି ୨୩୬୧୩ କଂଗ୍ରେସ ୩୭୭୯
#muncipalityelection
Rising Odisha
@rising_odisha
over 4 years ago
*ପୌର ନିର୍ବାଚନ ପାଇଁ ଭୋଟ ଗଣତି ଜାରି *୩ ମହାନଗରନିଗମ ୧୦୫ ପୌରାଞ୍ଚଳର ଆସିବ ରେଜଲ୍ଟ *ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା *ହେବନାହିଁ ଧାମନଗର ଏନଏସିର ଭୋଟ ଗଣତି
Last Seen Users on Sotwe
개꼴 야동계
Seen from
United States
T🖤
Seen from
Korea
Daddy-for-Sissys
Seen from
Turkey
Juli Sumiso Relatos
Seen from
Turkey
SYRUP GUARTILLA⚡️
Seen from
Philippines
JAPAN OLD MAN
Seen from
Vietnam
Hani kusmawati Dewi
Seen from
Guatemala
sinh viên mới lớn🍌📕
Seen from
Singapore
ASIAN CLUB 300K
Seen from
United Arab Emirates
XXX
Trends for you
1
Kelsey Mitchell
Under 10K tweets
2
Weights
Under 10K tweets
3
Dan Blocker
Under 10K tweets
4
#WWENXT
Under 10K tweets
5
Mr. Ed
Under 10K tweets
6
Dom Canzone
Under 10K tweets
7
Yordan
Under 10K tweets
8
Romo
Under 10K tweets
9
Triolo
Under 10K tweets
10
Refsnyder
Under 10K tweets
Most Popular Users
1
Elon Musk
@elonmusk
241.1M followers
2
Barack Obama
@barackobama
119.2M followers
3
Cristiano Ronaldo
@cristiano
112.3M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.1M followers
7
NASA
@nasa
92.2M followers
8
Justin Bieber
@justinbieber
91.3M followers
9
KATY PERRY
@katyperry
88.6M followers
10
Taylor Swift
@taylorswift13
82.5M followers
11
Lady Gaga
@ladygaga
74M followers
12
Virat Kohli
@imvkohli
71.4M followers
13
Kim Kardashian
@kimkardashian
70.2M followers
14
YouTube
@youtube
68.7M followers
15
Bill Gates
@billgates
64.4M followers
16
Neymar Jr
@neymarjr
64.3M followers
17
The Ellen Show
@theellenshow
62.4M followers
18
CNN
@cnn
61.8M followers
19
Selena Gomez
@selenagomez
61.7M followers
20
X
@x
60.8M followers
Olivia
Online
✨
⭐
💫