Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Rakesh Sahoo
@rkbaba95
Rakt dan karke to dekho achha lagta hey.. Help Ever Hurt Never.. B Ed Special Educator For Divyangjan
Bhubaneshwar, Orissa
Joined January 2016
151
Following
210
Followers
1.9K
Posts
Rakesh Sahoo
@rkbaba95
3 months ago
@nehanagarr
Bakchodi
Rakesh Sahoo
@rkbaba95
3 months ago
@ChekrishnaCk
@rashtrapatibhvn
Bengal
Rakesh Sahoo
@rkbaba95
3 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଟିକେ ଧ୍ୟାନ ଦେବାକୁ ଅନୁରୋଧ। ଆଉ କେତେ ଦିନ ଖୁବ୍ ଶୀଘ୍ର ଖୁବ୍ ଶୀଘ୍ର କହି ସମୟ ଗଡେଈବା !!!! ଓଡ଼ିଶା ରେ ପ୍ରଥମ ଥର ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ଦେଖି ପିଲାମାନେ କେତେ ପ୍ରଶଂସା କରୁଥିଲେ ବର୍ତ୍ତମାନର ସରକାରଙ୍କୁ ହେଲେ...
@CMO_Odisha
@SMEOdisha
@NityanandaBJP
See More
rkbaba95
retweeted
Odisha Special Teacher Association
@ITFOdisha
3 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ
@CMO_Odisha
ଓ ଶିକ୍ଷାମନ୍ତ୍ରୀ
@SMEOdisha
ମହୋଦୟ, ଓଡ଼ିଶାରେ ୧୫୨୦ ସ୍ପେଶାଲ ଏଜୁକେଟର (Special Educator) ନିଯୁକ୍ତି ପାଇଁ ସରକାର ଚିଠି କରିଥିଲେ ମଧ୍ୟ ୨୦୨୫-୨୬ ଶିକ୍ଷା ବର୍ଷ ସରିଗଲା, କିନ୍ତୁ ନିଯୁକ୍ତି ମିଳିଲାନି।
Who to follow
KUNDURU RANA
@kunduru_rana
President of Alok Shikha Disability Union Deogaon Block Bolangir ODISHA
ANTARYAMI SAHU
@Anta_1996
If you are bad, Then I m your dad 😎😎
rkbaba95
retweeted
Odisha Special Teacher Association
@ITFOdisha
3 months ago
ଓଡ଼ିଶାର ହଜାର ହଜାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସ୍ପେଶାଲ ଏଜୁକେଟରଙ୍କ ଅଭାବରୁ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏହା କଣ 'ଶିକ୍ଷାର ବିକାଶ'? 🚫📚 ସରକାର ନିଜ ଚିଠି ଅନୁଯାୟୀ ତୁରନ୍ତ ସ୍ପେଶାଲ ଏଜୁକେଟର ନିଯୁକ୍ତି କରନ୍ତୁ। ବିଳମ୍ବ ସହ୍ୟ କରାଯିବ ନାହିଁ।
#SpecialEducator
#InclusiveEducation
@CMO_Odisha
@SMEOdisha
See More
Rakesh Sahoo
@rkbaba95
3 months ago
୨୦୨୫-୨୬ ଶିକ୍ଷା ବର୍ଷ ଶେଷ ହେବାକୁ ବସିଲାଣି, କିନ୍ତୁ ସ୍ପେଶାଲ ଏଜୁକେଟର ନିଯୁକ୍ତି କେବେ? ସରକାର ୧୫୨୦ ପଦବୀ ପାଇଁ ଚିଠି କରିଥିଲେ, ହେଲେ ବାସ୍ତବରେ ନିଯୁକ୍ତି ଶୂନ୍ୟ। ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ଅଧିକାରକୁ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତ
@CMO_Odisha
@SMEOdisha
@NityanandaBJP
@MohanMOdisha
@MahalingMukesh
See More
Rakesh Sahoo
@rkbaba95
3 months ago
ଶିକ୍ଷା ସମସ୍ତଙ୍କ ପାଇଁ ସମାନ, କିନ୍ତୁ ଓଡ଼ିଶାର ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଶିକ୍ଷକ କାହାନ୍ତି? 🧑🦽📚 @SME_Odisha
@SecyChief
@NityanandaBJP
@CMO_Odisha
@MohanMOdisha
@MahalingMukesh
rkbaba95
retweeted
Odisha Special Teacher Association
@ITFOdisha
3 months ago
ସରକାର ଙ୍କୁ ଅନୁରୋଧ ଖୁବ୍ ଶୀଘ୍ର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ସ୍ଵତନ୍ତ୍ର ଶିକ୍ଷକମାନଙ୍କୁ ନିଯୁକ୍ତି କରନ୍ତୁ। ହଜାର ହଜାର ସ୍ଵତନ୍ତ୍ର ଶିକ୍ଷକ ଆଶାୟୀ ନିଯୁକ୍ତି ଅପେକ୍ଷାରେ।
@NityanandaBJP
@CMO_Odisha
@GovernorOdisha
@MohanMOdisha
@IPR_Odisha
@SMEOdisha
@SecyChief
@SSEPD2
@dpradhanbjp
See More
Rakesh Sahoo
@rkbaba95
6 months ago
ମହୋତ୍ସବରେ ରକ୍ତଦାନ ଶିବିର ପ୍ରଥମ ଥର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ଦେଖିଲି ରାଜ୍ୟରେ ଯେଉଁଭଳି ଭାବେ ଦିନକୁ ଦିନ ରକ୍ତ ଅଭାବ ଦେଖାଯାଉଛି ତାକୁ ପ୍ରତିହତ କରିବା ପାଇଁ ବରଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ଏହା ଏକ ଉତ୍ତମ ପଦକ୍ଷେପ ଏମିତି ସବୁ ମହୋତ୍ସବରେ ଏଭଳି ପଦକ୍ଷେପ ନିଆଗଲେ ରକ୍ତ ଅଭାବ ସବୁ ଦିନ ପାଇଁ ଦୂର ହୋଇଯାଆନ୍ତା।
@DMBargarh
See More
Rakesh Sahoo
@rkbaba95
9 months ago
ପ୍ରତ୍ୟେକ ଦିନ ହଜାର ହଜାର ଲୋକ ରକ୍ତ ଆବଶ୍ୟକ କରୁଛନ୍ତି ହେଲେ ଦିନକୁ ଦିନ ବେସରକାରୀ ମେଡ଼ିକାଲରେ ଥିବା ରକ୍ତ ଭଣ୍ଡାରରେ ରକ୍ତର ମୂଲ୍ୟ ବଢ଼ି ବଢ଼ି ଚାଲିଛି।ଜଣେ ସାଧାରଣ ଲୋକ ରକ୍ତଦାତାଙ୍କୁ ଖୋଜିଖୋଜି ଆଣିବ ତାପରେ ବି govt medical ତୁଳନାରେ 5 ଗୁଣା ଅଧିକ ମୂଲ୍ୟ ଦେବ।ଏହାକୁ ଟିକେ ଧ୍ୟାନ ଦେବାକୁ ଅନୁରୋଧ।
@CMO_Odisha
@HFWOdisha
Rakesh Sahoo
@rkbaba95
9 months ago
ରାଜ୍ୟର ବେସରକାରୀ ମେଡ଼ିକାଲରେ ଥିବା ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ମୂଲ୍ୟ ସରକାରୀ ରକ୍ତ ଭଣ୍ଡାରରେ ଥିବା ରକ୍ତର ମୂଲ୍ୟରେ ଏତେ ତାରତମ୍ୟ କେମିତି ବିନା ରକ୍ତଦାନରେ କେହି ତ ରକ୍ତ ଦେବେନି କିମ୍ବା ଗୋଟେ PRBC ସରକାରୀ ଆଉ ବେସରକାରୀ ଭିତରେ କିଛି ତ ତଫାତ ନାହିଁ ତେବେ ରକ୍ତର ମୂଲ୍ୟରେ ତଫାତ କାହିଁକି?
@CMO_Odisha
@GovernorOdisha
See More
Rakesh Sahoo
@rkbaba95
9 months ago
ରାଜ୍ୟର ବେସରକାରୀ ମେଡ଼ିକାଲରେ ଥିବା ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ମୂଲ୍ୟ ସରକାରୀ ରକ୍ତ ଭଣ୍ଡାରରେ ଥିବା ରକ୍ତର ମୂଲ୍ୟରେ ଏତେ ତାରତମ୍ୟ କେମିତି ବିନା ରକ୍ତଦାନରେ କେହି ତ ରକ୍ତ ଦେବେନି କିମ୍ବା ଗୋଟେ PRBC ସରକାରୀ ଆଉ ବେସରକାରୀ ଭିତରେ କିଛି ତ ତଫାତ ନାହିଁ ତେବେ ରକ୍ତର ମୂଲ୍ୟରେ ତଫାତ କାହିଁକି?
@CMO_Odisha
@GovernorOdisha
See More
rkbaba95
retweeted
Odisha Special Teacher Association
@ITFOdisha
11 months ago
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅନୁପାଳନ କରି ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ସହ ସେମାନଙ୍କୁ Cluster ପରିବର୍ତ୍ତେ RTE act ଦ୍ଵାରା ନିର୍ଦ୍ଧାରିତ Pupil Teacher Ratio ଅନୁସାରେ ନିଯୁକ୍ତି ଦେବାକୁ ଅନୁରୋଧ।
@CMO_Odisha
@SecyChief
@SMEOdisha
@MohanMOdisha
@DrHariBabuK
@PravatiPOdisha
@KVSinghDeo1
rkbaba95
retweeted
Odisha Special Teacher Association
@ITFOdisha
11 months ago
ତେବେ 4 ଟା ବିଦ୍ୟାଳୟକୁ ଏକାଠି କରି 5 କିମି ଭିତରେ ଜଣେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇପାରିବେ। ବର୍ତ୍ତମାନର ଓଡ଼ିଶା ସରକାର Cluster ରେ ଜଣେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି କରିବେ ବୋଲି ଆଲୋଚନା ହୋଇଛି ପୁଣି ଅସ୍ଥାୟୀ ଭାବେ ଯାହାକି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରିବା ସଦୃଶ। ... 3/4
rkbaba95
retweeted
Odisha Special Teacher Association
@ITFOdisha
11 months ago
ସେଥିରେ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଥିଲା ଯେ ପ୍ରତ୍ୟେକ ବିଦ୍ୟାଳୟରେ ଅତି କମ୍ ରେ ଜଣେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯାଉ ଏବଂ ସ୍ଥାୟୀ ନିଯୁକ୍ତି କରାଯାଉ। ପରେ ପରେ ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଏକ ଆଦେଶ ଦେଲେ ଯେ ଯଦି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣ ର ସ୍ୱତନ୍ତ୍ର ଶିକ୍ଷକ ନାହାଁନ୍ତି । ... 2/4
rkbaba95
retweeted
Odisha Special Teacher Association
@ITFOdisha
11 months ago
ଏହି କାଗଜ ଖଣ୍ଡିକ ଦେଖି ସମସ୍ତ ସ୍ଵତନ୍ତ୍ର ଶିକ୍ଷକ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପ୍ରଥମେ 2020 ମସିହା ରେ 948 ପୋଷ୍ଟ୍ ଓ ପରେ 1570 ପୋଷ୍ଟ PAB Aprooval ru ଆସିଥିଲା ଏବଂ ଏହି ବର୍ଷ 1264 ପୋଷ୍ଟ PAB Aprooval ହୋଇ ଆସିଛି। 28 ଅକ୍ଟୋବର 2021 ରେ ଯେବେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିଲା .. 1/4
See More
Rakesh Sahoo
@rkbaba95
12 months ago
@GovernorOdisha
@CMO_Odisha
@SecyChief
@SMEOdisha
@PravatiPOdisha
@KVSinghDeo1
@MohanMOdisha
Odisha Special Teacher Association
@ITFOdisha
12 months ago
ଓଡିଶାର ଦେଢ଼ ଲକ୍ଷରୁ ଉର୍ଦ୍ଧ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କ ପାଇଁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କେବେ? ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ଓଡ଼ିଶାରେ ନ୍ୟୁନତମ 12000 ରୁ ଉର୍ଦ୍ଧ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ କେବେ ନିଯୁକ୍ତି ବିଜ୍ଞାପନ ଦେବେ ସରକାର?
@CMO_Odisha
@SMEOdisha
@SecyChief
See More
Rakesh Sahoo
@rkbaba95
12 months ago
@AnanyaDash11
ଆପଣଙ୍କ ଟାଇପ ର ମଣିଷ ମାନେ ଏବେ ମହାରାଷ୍ଟ୍ରରେ ମିଲୁଛନ୍ତି ସେଇଠିକି ଯାଆନ୍ତୁ । ଓଡ଼ିଶାକୁ ଆପଣଙ୍କ ଦକ୍ଷିଣ ଭାରତ ରାଜ୍ୟ ସହ ତୁଳନା କରନ୍ତୁନି ଏଠି ସମସ୍ତେ ଭାରତୀୟ ହେବାକୁ ପସନ୍ଦ କରନ୍ତି। ଏଠି କେହି ବଙ୍ଗାଳୀ କି ମରାଠୀ କି କେହି ତାମିଲ ତେଲଗୁ ଭାଷା ଲୋକ ନାହାନ୍ତି କେବଳ ଭାରତୀୟ ହିଁ ଅଛନ୍ତି।
Rakesh Sahoo
@rkbaba95
12 months ago
@narendramodi
@CMO_Odisha
@NityanandaBJP
@SecyChief
@SMEOdisha
@AprajitaSarangi
@dpradhanbjp
Odisha Special Teacher Association
@ITFOdisha
12 months ago
Appoint Regular Special Teacher Post in every schools of Odisha
@CMO_Odisha
@SecyChief
@SMEOdisha
@SSEPD2
@GovernorOdisha
@dpradhanbjp
rkbaba95
retweeted
Bdo@koida
@Bdokoida1962
about 1 year ago
@rkbaba95
@CMO_Odisha
@SSEPD2
@DMSundargarh
@SecyChief
@GovernorOdisha
Compliance report on social media grievance received from
@rkbaba95
regarding disability certificate of Bikram Munda son of Manglu Munda village phatatangar of Koida Block ,sundargarh
Rakesh Sahoo
@rkbaba95
about 1 year ago
@Bdokoida1962
@CMO_Odisha
@SSEPD2
@DMSundargarh
@SecyChief
@GovernorOdisha
Thank you so much 🙏 ଆଶା ରଖୁଛୁ ଯେମିତି ଛୁଆଟି ଉଚିତ୍ ନ୍ୟାୟ ପାଇବ ଏବଂ ବକେୟା 3 ବର୍ଷର ଭତ୍ତା ସହ ଆଗାମୀ ଦିନରେ କେମିତି ବିନା ଅସୁବିଧାରେ ଭତ୍ତା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବ ତାକୁ ଟିକେ ଧ୍ୟାନ ଦେବାକୁ ଅନୁରୋଧ। Thank you so much again 🙏
See More
Rakesh Sahoo
@rkbaba95
about 1 year ago
ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । Certificate issue ହୋଇ Expire ହେବାକୁ ବସିଲାଣି ହେଲେ ଭତ୍ତା ଟଙ୍କା ମିଳିଲାନି। ଯଥା ଶୀଘ୍ର ବକେୟା 3 ବର୍ଷର ଭତ୍ତା ଟଙ୍କା ସହ ଆଗାମୀ ଦିନରେ ଯେମିତି ନିରନ୍ତର ଭତ୍ତା ପାଇବେ ତାକୁ ଟିକେ ଧ୍ୟାନ ଦେବାକୁ ଅନୁରୋଧ।
@CMO_Odisha
@SSEPD2
@DMSundargarh
@SecyChief
@GovernorOdisha
Dhaneswar
@dhaneswardreams
about 1 year ago
୩ ବର୍ଷ ହେଲା କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଥକି ଗଲେଣି ଭିନ୍ନକ୍ଷମ ଓ ତାଙ୍କ ପରିବାର, ଏପର୍ଯ୍ୟନ୍ତ ଭିନ୍ନକ୍ଷମଙ୍କୁ ଭତ୍ତା ମିଳି ପାରୁନାହିଁ, ଦୟାକରି ଏହି ବିଷୟ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ
@CMO_Odisha
@DMSundargarh
@NityanandaBJP
@niyati_pattnaik
@DssoSundargarh
@SSEPD2
@state_scpd
@ktete73bjp
See More
Last Seen Users on Sotwe
บ่าวสะหวันนะเขด
Seen from
Spain
кωτ♩❥ شقـااوي
Seen from
United States
#Indian #Chudai #sex
Seen from
India
G & V ( Luna_BOT )
Seen from
Vietnam
Simge Barankoglu
Seen from
Turkey
اعشق الدياثه 👙والتعريص 🐏
Seen from
France
tolga
Seen from
Turkey
Rio
Seen from
Indonesia
cccc
Seen from
Saudi Arabia
tutkulu sex
Seen from
Turkey
Trends for you
1
England
Under 10K tweets
2
FIFA
Under 10K tweets
3
Norway
Under 10K tweets
4
SPLC
Under 10K tweets
5
America
Under 10K tweets
6
Belgium
Under 10K tweets
7
Happy 4th
Under 10K tweets
8
Patriot Front
Under 10K tweets
9
#MEXENG
Under 10K tweets
10
Good Monday
Under 10K tweets
Most Popular Users
1
Elon Musk
@elonmusk
240.7M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
110.9M followers
5
Narendra Modi
@narendramodi
107M followers
6
Rihanna
@rihanna
97.7M followers
7
NASA
@nasa
92.2M followers
8
Justin Bieber
@justinbieber
91M followers
9
KATY PERRY
@katyperry
87.8M followers
10
Taylor Swift
@taylorswift13
81.7M followers
11
Lady Gaga
@ladygaga
73.2M followers
12
Virat Kohli
@imvkohli
70.1M followers
13
Kim Kardashian
@kimkardashian
69.9M followers
14
YouTube
@youtube
68.7M followers
15
Bill Gates
@billgates
64M followers
16
Neymar Jr
@neymarjr
62.9M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
60.9M followers
20
X
@x
60.8M followers
Olivia
Online
✨
⭐
💫