Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Sagar Chanda Bhol
@sagar_chanda_
I am a teacher........
Joined October 2021
38
Following
9
Followers
382
Posts
sagar_chanda_
retweeted
PRIMARY SCHOOL TEACHERS ASSOCIATION (PSTA )
@UptfForum
over 2 years ago
ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ NPS TEACHERS ଙ୍କର Entry level Grade pay 2200 ର ବିଲୋପ କରିବା ପାଇଁ 60000 Level V(A) ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଶେଷ ଅନୁରୋଧ
@Vkpandianfancl1
@CMO_Odisha
@kanak_news
@SecyChief
@otvnews
@ANI
sagar_chanda_
retweeted
Chandan Sahu
@Srimanchandan
over 2 years ago
#AbolishContractualSystem_JUNIOR_TEACHER
It's Genuine to Get 2800 grade pay for Primary Teachers Initially. A long term Demand fulfilling which government could satisfy 1lakh Above Primary Teachers
#2800Gradepay
#NotionalIncrement
@Naveen_Odisha
@pranabpdas
@MoSarkar5T
@SecyChief
sagar_chanda_
retweeted
Bibekananda Behera
@bibekbehera961
over 2 years ago
It's Genuine to Get 2800 grade pay for Primary Teachers Initially. A long term Demand fulfilling which government could satisfy 1lakh Above Primary Teachers.
#2800Gradepay
#NotionalIncrement
@Naveen_Odisha
@pranabpdas
@MoSarkar5T
@SecyChief
Sagar Chanda Bhol
@sagar_chanda_
almost 3 years ago
@IPR_Odisha
Jadi school thik re chalichhi ,kn pai teacher nku anurodh karuchha join kariba pai
Who to follow
PRAJNA P SAHOO
@PRAJNAP74035619
Honey
@banitaPradhan10
I believe in myself more than anything else
Sagar Chanda Bhol
@sagar_chanda_
almost 3 years ago
@IPR_Odisha
Kete michha kahiba aou
sagar_chanda_
retweeted
ADITYANARAYAN SWAIN ଆଦିତ୍ୟନାରାୟଣ ସ୍ୱାଇଁ
@MrAdity1994
about 3 years ago
ରାଜ୍ୟ ସରକାର
@CMO_Odisha
ଙ୍କ ପ୍ରାଥମିକ ଶିକ୍ଷାପ୍ରତି ଥିବା ଆତ୍ମୀୟତା ଶିକ୍ଷକ ନିଯୁକ୍ତିରୁ ବାରିହେଉଛି । କନିଷ୍ଠ ଶିକ୍ଷକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରି ଅବଧି କମାଇ ଅବିଳମ୍ବେ ରେଗୁଲାର କରିବାସହ । ଆସାଇ ବନ୍ଧୁ ଯେଉଁ ଭଳିଭାବେ 150 ନଂ ର ପ୍ରତିଯୋଗିତା ମୂଳକ ପରିକ୍ଷାଦେଇ ଆସିଲେ ସାମାନ୍ୟ ଆସ୍ୱସ୍ତି ପାଇବେ ।
@SMEOdisha1
See More
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
ମୁଁ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ। ଓଡିଶା ମାଟିରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ପରେ ବି ଚୁକ୍ତିରେ ଶିକ୍ଷାଦାନ କରୁଛି। ଏହା ମୋର ଅପାରଗତା ନୁହେଁ ,
@MoSarkar5T
ର ଅପାରଗତା, ଏହା ମୋର ଇଚ୍ଛା ନୁହେଁ
@CMO_Odisha
ଙ୍କ ଇଚ୍ଛା।
@vkpandianod
ନ୍ୟାୟ ଅପେକ୍ଷାରେ କନିଷ୍ଠ ଶିକ୍ଷକ ।
sagar_chanda_
retweeted
ADITYANARAYAN SWAIN ଆଦିତ୍ୟନାରାୟଣ ସ୍ୱାଇଁ
@MrAdity1994
about 3 years ago
@ojtabbsr
@CMO_Odisha
@MoSarkar5T
@pranabpdas
@PradeepJenaIAS
@BKArukha
@MarndiSudam
@AtanuSabyasac16
@KeshariDeb
ମିନିଷ୍ଟ୍ରିଆଲ କମିଟି ସଦସ୍ୟ ମାନଙ୍କୁ ଅନୁରୋଧ ପ୍ରାଥମିକତା ଭିତ୍ତିରେ
#କନିଷ୍ଠ_ଶିକ୍ଷକଙ୍କ
ଠିକା ନିଯୁକ୍ତି ଉଚ୍ଛେଦ କରି 6ବର୍ଷ କାର୍ଯ୍ୟକାଳ ଗଣନା କରନ୍ତୁ l
#AbolishContractualSystem_JUNIOR_TEACHER
@CMO_Odisha
@MoSarkar5T
@pranabpdas
@PradeepJenaIAS
@SecyChief
@AtanuSabyasac16
@saraka_fan
@KeshariDeb
See More
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
ମିନିଷ୍ଟ୍ରିଆଲ କମିଟି ସଦସ୍ୟ ମାନଙ୍କୁ ଅନୁରୋଧ ପ୍ରାଥମିକତା ଭିତ୍ତିରେ
#କନିଷ୍ଠ_ଶିକ୍ଷକଙ୍କ
ଠିକା ନିଯୁକ୍ତି ଉଚ୍ଛେଦ କରି 6ବର୍ଷ କାର୍ଯ୍ୟକାଳ ଗଣନା କରନ୍ତୁ l
#AbolishContractualSystem_JUNIOR_TEACHER
@CMO_Odisha
@MoSarkar5T
@pranabpdas
@PradeepJenaIAS
@BKArukha
@MarndiSudam
@AtanuSabyasac16
@KeshariDeb
See More
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
ଠିକା ନିଯୁକ୍ତି ଉଚ୍ଛେଦ ନହେବା ଯାଏଁ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସରକାରଙ୍କୁ ଅନୁରୋଧ କରିବାକୁ 10 ହଜାର
#କନିଷ୍ଠ_ଶିକ୍ଷକଙ୍କ
ଦୃଢ଼ ସଂକଳ୍ପ l
#AbolishContractualSystem_JUNIOR_TEACHER
@CMO_Odisha
@MoSarkar5T
@pranabpdas
@BKArukha
@MarndiSudam
@PradeepJenaIAS
@SecyChief
@SMEOdisha
@FdOdisha
See More
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଗୋଟିଏ ରାଜ୍ୟରେ ଭିନ୍ନଭିନ୍ନ ନିୟମ ସବୁ କର୍ମଚାରୀ ନିୟମିତ,କନିଷ୍ଠ ଶିକ୍ଷକ 6ବର୍ଷ ଠିକାରେ ଖଟିବ କାହିଁକି?
#AbolishContractualSystem_JUNIOR_TEACHER
@CMO_Odisha
@Naveen_Odisha
@MoSarkar5T
@MarndiSudam
@pranabpdas
@PradeepJenaIAS
@SecyChief
@FdOdisha
@gapg_dept
See More
sagar_chanda_
retweeted
Shiba Sankar Panda
@ShibaSa45218066
about 3 years ago
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଓଡିଶା ମାଟିରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ହୋଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ଭାବେ ହୋଇ ନଥିଲା, ଆସନ୍ତାକାଲି 5T ସଚିବଙ୍କ ଜନ୍ମ ଦିନରେ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଚୁକ୍ତିରୁ ମୁକ୍ତ ହେବେ କି ?
@CMO_Odisha
@MoSarkar5T
@SecyChief
@ojtabbsr
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
ଦିନ ପରେ ଦିନ,ମାସ ପରେ ମାସ ଗଡି ଚାଲିଛି l
#କନିଷ୍ଠ_ଶିକ୍ଷକଙ୍କୁ
ଦେଇଥିବା ପ୍ରତିଶୃତି ପୁରଣ କରିବା ପାଇଁ,ମାନ୍ୟବର
@CMO_Odisha
ଆଉ କେତେ ସମୟ ନେବେ ?
#AbolishContractualSystem_JUNIOR_TEACHER
@MoSarkar5T
@pranabpdas
@BKArukha
@MarndiSudam
@SecyChief
@PradeepJenaIAS
@FdOdisha
@SMEOdisha
@gapg_dept
See More
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
କେଉଁ ଜନ୍ମ ପାପ ବଳେ ଆମେ ଓଡ଼ିଶାର ଦଶ ହଜାର କନିଷ୍ଠ ଶିକ୍ଷକ ଜନ୍ମ ନେଇଛୁ କେଜାଣି,ସମସ୍ତ ଯୋଗ୍ୟତା ଥାଇ ନ୍ୟାୟ ପାଇବାକୁ ମାସ ମାସ ସମୟ ଲାଗୁଛି ତଥାପି ଯନ୍ତ୍ରଣାରୁ ମୁକ୍ତି ମିଳୁ ନାହିଁ।
@CMO_Odisha
@Naveen_Odisha
@PradeepJenaIAS
@MoSarkar5T
@pranabpdas
@SecyChief
@FdOdisha
@SMEOdisha
@gapg_dept
@MarndiSudam
See More
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
ମାନ୍ୟବର
@CMO_Odisha
ଙ୍କ ଅଭିଯୋଗ ପ୍ରକୋଷ୍ଠରେ 5T ସଚିବଙ୍କ ନିୟମିତ ହେବାର ପ୍ରତିଶୃତି ପାଇବା ପରେ ବି ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଅବହେଳିତ।
#AbolishContractualSystem_JUNIOR_TEACHER
@Naveen_Odisha
@PradeepJenaIAS
@MoSarkar5T
@pranabpdas
@SecyChief
@FdOdisha
@SMEOdisha
@MarndiSudam
@gapg_dept
See More
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
ମୁଁ ଅଟଇ କନିଷ୍ଠ ଶିକ୍ଷକ। ଗୋତି ଖଟେ ଛଅ ବର୍ଷକ।। ଚୁକ୍ତି ଭିତ୍ତିକ ପ୍ରଥାର। ଆମେ ହେଉଛୁ ଶିକାର।।
#AbolishContractualSystem_JUNIOR_TEACHER
@CMO_Odisha
@Naveen_Odisha
@PradeepJenaIAS
@MoSarkar5T
@pranabpdas
@SecyChief
@FdOdisha
@SMEOdisha
@MarndiSudam
@gapg_dept
@otvnews
@ArgusNews_in
See More
ojtabbsr's tweet video.
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
ଆଗାମୀ ମିନିଷ୍ଟରିଆଲ୍ ମିଟିଂ ତୁରନ୍ତ କରାଯାଇ, ଚାତକ ପରି ଚାହିଁ ଥିବା ଦଶ ହଜାର କନିଷ୍ଠ ଶିକ୍ଷକ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ। 🙏
#AbolishContractualSystem_JUNIOR_TEACHER
@CMO_Odisha
@Naveen_Odisha
@PradeepJenaIAS
@MoSarkar5T
@pranabpdas
@SecyChief
@FdOdisha
@SMEOdisha
@MarndiSudam
@gapg_dept
See More
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
ଆହେ ମାନ୍ଯବର ନବୀନ ସରକାର। ଦୁଃଖ ଥରେ ଶୁଣ ଏହି ଶିକ୍ଷିକାର।। ଚାକିରି ଦେଇଛ ତାହା ପୁଣି ଠିକା। ଜୀବନ ହେଲାଣି ଆମର ତ ଫିକା।।
#JUSTICE_for_JUNIOR_TEACHER
@CMO_Odisha
@Naveen_Odisha
@PradeepJenaIAS
@MoSarkar5T
@pranabpdas
@SecyChief
@FdOdisha
@SMEOdisha
@pramila_mallick @gapg_dept
@otvnews
See More
ojtabbsr's tweet video.
sagar_chanda_
retweeted
Odisha Junior Teachers' Association
@ojtabbsr
about 3 years ago
ଚୁକ୍ତି ଉଚ୍ଛେଦ ପରେ ବି ଦୀର୍ଘ ସାତ ମାସ ହେଲା ନ୍ୟାୟ ପାଇଁ ଅପେକ୍ଷା କରି ଧୈର୍ଯ୍ଯହରା ହେଲୁଣି। ଆଉ କେତେ ଦୁଃଖ ସହିବୁ? ଖୁବ୍ ଶିଘ୍ର କନିଷ୍ଠ ଶିକ୍ଷକଙ୍କ ଦାବି ପୂରଣ ହେଉ ।
@CMO_Odisha
@Naveen_Odisha
@PradeepJenaIAS
@MoSarkar5T
@pranabpdas
@SecyChief
@FdOdisha
@SMEOdisha
@pramila_mallick @gapg_dept
See More
ojtabbsr's tweet video.
sagar_chanda_
retweeted
All Odisha Primary Teachers' Association
@AOPTA_2022
about 3 years ago
ଏହି ଚିତ୍ର ବୋଧେ ସ୍ପଷ୍ଟ କରୁଅଛି ରାଜ୍ୟରେ ପ୍ରାଥମିକ ଶିକ୍ଷକ କେତେ ଦୁଃଖରେ ଅଛି | ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠିକା ଉଚ୍ଛେଦକୁ ନେଇ ହୋଇଥିବା ଐତିହାସିକ ଘୋଷଣାର ଦୀର୍ଘ 7 ମାସ ବିତି ଯାଇଥିଲେ ସୁଦ୍ଧା ଓଡ଼ିଶାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଏବେ ସୁଦ୍ଧା ସେଇ ଠିକା ପ୍ରଥା ଉଚ୍ଛେଦରୁ ବଞ୍ଚିତ | ବାସ୍ତବିକ, ଓଡ଼ିଶାରେ ପ୍ରାଥମିକ ଶିକ୍ଷକ ଅବହେଳିତ ଏବଂ ଏହି ବିଷୟକୁ ସରକାରଙ୍କୁ ବାରମ୍ବାର ଜଣେଇଲା ପରେ ବି କେବଳ ପ୍ରତିଶୃତି ହିଁ ମିଳୁଛି ଏବଂ ସେଇ ପ୍ରତିଶୃତି କେବଳ ପ୍ରତିଶୃତିରେ ହିଁ ରହିଯାଉଛି | ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ
@CMO_Odisha
@Naveen_Odisha
ଙ୍କୁ ଅନୁରୋଧ କି ପ୍ରାଥମିକ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ ଏବଂ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କୁ ତୁରନ୍ତ ଠିକା ପ୍ରଥାରୁ ମୁକ୍ତ କରନ୍ତୁ |
@pranabpdas
@SMEOdisha
@SecyChief
@PradeepJenaIAS
@SRC_Odisha
@IPR_Odisha
@MoSarkar5T
@otvkhabar
@kanak_news
@NandighoshaTV
@ArgusNews_in
@ojtabbsr
See More
Last Seen Users on Sotwe
İntikamMeleği
Seen from
Turkey
yangviral
Seen from
Indonesia
Swhirly™️
Seen from
South Africa
VManiak Jilbab
Thamster
Seen from
Singapore
natalee.007
Seen from
Turkey
Prego Girls
Seen from
Turkey
hypers3x
Seen from
Indonesia
Gus weyne🇸🇴🤤
Seen from
Denmark
Top4unclesuckers
Seen from
India
Trends for you
1
Olivia Miles
Under 10K tweets
2
WNBA
Under 10K tweets
3
Gronk
Under 10K tweets
4
Drew Brees
Under 10K tweets
5
#InternationalCatDay
Under 10K tweets
6
Freddy Fazbear
Under 10K tweets
7
Opie
Under 10K tweets
8
FNAF
Under 10K tweets
9
Cam Coleman
Under 10K tweets
10
Angela
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.5M followers
9
KATY PERRY
@katyperry
89M followers
10
Taylor Swift
@taylorswift13
82.9M followers
11
Lady Gaga
@ladygaga
74.4M followers
12
Virat Kohli
@imvkohli
71.9M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.8M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62.1M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫