Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Sanjit Kumar Jena
@SanjitK76901641
Joined March 2022
9
Following
17
Followers
115
Posts
Sanjit Kumar Jena
@SanjitK76901641
about 1 year ago
@CMO_Odisha
ଧନ୍ୟବାଦ ସାର!🙏🏼 ସବୁସମସ୍ୟା ଭିତରେ ଆମରି Outsoursing କର୍ମଚାରୀଙ୍କ ସମସ୍ୟାକୁ ଟିକେ ସାର ଦେଖନ୍ତୁ ସାର! 🙏🏼🙏🏼🙏🏼🙏🏼🙏🏼
SanjitK76901641
retweeted
CMO Odisha
@CMO_Odisha
about 1 year ago
ଲୋକଙ୍କ ସେବାରେ ସମର୍ପିତ ଲୋକଙ୍କ ସରକାର। ନିୟମିତ ଜନ ଅଭିଯୋଗ ଶୁଣାଣି ଯୋଗୁଁ ସରକାରଙ୍କ ପ୍ରତି ଲୋକଙ୍କ ଭରସା ବୃଦ୍ଧି ପାଇଛି।
CMO_Odisha's tweet video.
SanjitK76901641
retweeted
Santrupt Misra
@DrSantruptMisra
about 1 year ago
ବେଙ୍ଗାଲୁରର ଏକ ନିର୍ମାଣ ସ୍ଥଳରେ ଇଟା ବୋହିବା ଠାରୁ ବ୍ରହ୍ମପୁର ମେଡିକାଲ କଲେଜରେ ଷ୍ଟେଥୋସ୍କୋପ୍ ଧରିବା ପର୍ଯ୍ୟନ୍ତ – ଏହି ଯାତ୍ରା ହେଉଛି ପ୍ରେରଣା, ଦୃଢ଼ତା ଓ ସଂଘର୍ଷର ଏକ ଅଦ୍ଭୁତ ଉଦାହରଣ। ଖୋର୍ଦ୍ଧା ଜିଲ୍ଲା ମୁଦୁଲିଧିୟା ଗାଁର ୧୯ ବର୍ଷୀୟ ଯୁବକ ଶୁଭମ ଶବର, ଜଣେ କ୍ଷୁଦ୍ର ଚାଷୀଙ୍କ ପୁଅ । NEET ରେ ପ୍ରଥମ ପ୍ରୟାସରେ ୧୮,୨୧୨ ତମ ସ୍ଥାନ ରଖି ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି। ତୁମ ଏହି ସଫଳତା କେବଳ ନିଜ ଜୀବନକୁ ନୁହେଁ, ଅନେକ ଦୁର୍ଗମ ଏବଂ ଅବହେଳିତ ଅଞ୍ଚଳର ହଜାର ହଜାର ଯୁବପିଢ଼ି ପ୍ରେରିତ ହେବେ। ତୁମେ ପ୍ରମାଣ କରିଛ - ସ୍ୱପ୍ନକୁ ସାକାର କରିବା ପାଇଁ ଧନ ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ। #ShubhamSabar #ଅଭିନନ୍ଦନ #NEETSuccess #OdishaPride #FromLaborToDoctor #Inspiration #RealHero #MBBSJourney
See More
Sanjit Kumar Jena
@SanjitK76901641
about 1 year ago
@PrithivirajBJP
ମାନ୍ୟବର ଆଇନମନ୍ତ୍ରୀ ଏବଂ ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଧାୟକ ବାବୁ ସିଂଙ୍କୁ ଓଡ଼ିଶାର ସମସ୍ତ ଅସହାୟ Outsoursing କର୍ମଚାରୀଙ୍କ ପକ୍ଷରୁ ନିବେଦନ ଆପଣମାନେ ଆମରି ଯନ୍ତ୍ରଣାକୁ ଖୁବ ଗମ୍ଭୀରତାର ସହିତ ବୁଝୁଛନ୍ତି ଏବଂ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହା ଉପରେ ଵିଧିବଦ୍ଧ ଆଲୋଚନା କରି ଆମମାନଙ୍କୁ ନ୍ୟାୟ ଦେବେ!🙏🏼
See More
Who to follow
DEBASIS MAHAKUD
@Debasishmahak17
Mayadhar Sunani
@MDSunani
My Haters are my biggest motivators................................🙏 Better to be the head of a cat than the tail of a tiger...
Vikram Patra🇮🇳
@bikram1818
Lecturer in Sociology. Continuing PhD
SanjitK76901641
retweeted
Prithiviraj Harichandan
@PrithivirajBJP
about 1 year ago
ଗତକାଲି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ସାକ୍ଷାତକରି ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ। ସେମାନଙ୍କର ସମସ୍ୟାକୁ ଅତି ଗମ୍ଭୀରତାର ସହ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଛି। ଏହି ଅବସରରେ ମାନ୍ୟବର ଭଟଲି ବିଧାୟକ ଶ୍��ୀ
@irasisachary
a ଉପସ୍ଥିତ ଥିଲେ।
See More
Sanjit Kumar Jena
@SanjitK76901641
over 1 year ago
@otvkhabar
22th April ର କରୁଣ ଚିତ୍କାର ସାରାଓଡିଶା କାହିଁକି ସାରାଭାରତ ବର୍ଷ ଦେଖିଛନ୍ତି ଏବଂ ଜାଣିଛିନ୍ତି....Practically ସେହି "ପହଲଗାମ" ରେ କିପରି ଭାବେ ଧର୍ମକୁ ପଚାରି ପଚାରି ଆତଙ୍କବାଦୀ ନିରୀହ ଲୋକଙ୍କ ଜୀବନ ନେଇଛନ୍ତି ତାହା ବୋଧେ ଏହି Madam ଙ୍କୁ କିଛି ଜଣାପଡ଼ୁନି କି ଦିଶୁନି!🤔🤔🤔🤔
Sanjit Kumar Jena
@SanjitK76901641
over 1 year ago
@ogoef_official
@PrithivirajBJP
@BJP4Odisha
@bjd_odisha
@INCOdisha
@dpradhanbjp
@sofiafirdous1
@OdishaReporter
@GovernorOdisha
@GMohapatraBjp
@babusinghodisha
Justice for Outsoursing Employees🙏🏼
SanjitK76901641
retweeted
Odisha Govt. Outsourcing Employees Federation.
@ogoef_official
over 1 year ago
ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ସମସ୍ୟା ସମାଧାନ ନିମନ୍ତେ ଆସନ୍ତାକାଲି ବିଧାନସଭା ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ ମନ୍ତ୍ରୀ ଓ ବିଧାୟକ ସ୍ତରୀୟ କମିଟି ବୈଠକରେ ମାନ୍ୟବର ଆଇନି ମନ୍ତ୍ରୀ ଶ୍ରୀଯୁକ୍ତ
@PrithivirajBJP
ଙ୍କ ଅଧ୍ୟକ୍ଷତାରେ , ମହାସଂଘର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ପ୍ରଭାତ ମହାନ୍ତି, ରାଜ୍ୟ ସଭାପତି ଶ୍ରୀ ସଞ୍ଜୟ ପଟ୍ଟନାୟକ ଙ୍କ ଶହ ଅନ୍ୟ ନେତୃତ୍ଵ ମାନେ ଯାଇ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଲେ। ବିଭିନ୍ନ ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ଅବଗତ କରାଇ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ ମନ୍ତ୍ରୀ ଓ ବିଧାୟକ ସ୍ତରୀୟ କମିଟ��� ପ୍ରତିଶ୍ରୁତି ଦେଲେ। ଏହି ଆଲୋଚନାରେ ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ଦାସ, ମହାସଚିବ ଶ୍ରୀ ହେମନ୍ତ ବସ୍ତିଆ ଉପସ୍ଥିତ ଥିଲେ
। @CMO_Odis
h
a @MohanMOdis
h
a @IPR_Odis
h
a @babusinghodis
h
a @FdOdis
h
a @dept_
g
a @homeodis
h
a @irasisachar
y
a @kanak_ne
w
s @otvne
w
s @Nandighosha
T
V @sambad_odis
h
a @NewIndianXpre
s
s @TOIBhubanesw
ar
See More
SanjitK76901641
retweeted
Odisha Govt. Outsourcing Employees Federation.
@ogoef_official
over 1 year ago
@CMO_Odisha
@KVSinghDeo1
@PravatiPOdisha
@homeodisha
@SecyChief
@Krushnach_Patra
@FdOdisha
@dr_kcmahapatra
@SecyAgriGoI
@dept_ga
@MahalingMukesh
@otvnews
@NityanandaBJP
@PrithivirajBJP
@RabiNaikBJP
@sureshkpujari
@jnarayanmishra
@GokulanandaBJP
@SampadSwainBJP
@suryabanshibjp
@RamaChandraKad7
@RameshJenaINC
@Naveen_Odisha
@sofiafirdous1
@Appalaswamy1969
@irasisacharya
@sudarsandasINC
@INCOdisha
@bjd_odisha
@SatyaPrNayak
@ArgusNews_in
@sambad_odisha
@Sambad_English
@DharitriLive1
@OrissaPOSTLive
@DasNavin2615
@NewIndianXpress
@ExpressOdisha
@OdishaReporter
@timesofindia
@samajalive
@News18Odia
@Kalingatv
@NaxatraNewsOdia
@NEWS7Odia
@badakhabarnews
@satyapathalive
@samajalive
See More
ogoef_official's tweet video.
Sanjit Kumar Jena
@SanjitK76901641
over 1 year ago
@otvkhabar
Many many thanks to esteemed Collector Sir
SanjitK76901641
retweeted
Pradipta Kishore
@OdishaChanging
almost 2 years ago
@Naveen_Odisha
ସତ ପଦାକୁ ଆସୁଛି,ତାହେଲେ ଅସ���ବିଧା କଣ,ଆପଣ ଏପର୍ଯ୍ୟନ୍ତ ପାଣ୍ଡିଆନ କବଳରୁ ବାହାରି ନାହାନ୍ତି ବୋଲି ଓଡିଶାବାସି ସନ୍ଦେହ କରୁଛନ୍ତି, ପାଣ୍ଡିଆନ ଇତ୍ୟାଦିଙ୍କୁ ପାଖରୁ ଦୁରେଇ,ସିଧାସଳଖ ଲୋକଙ୍କ ସାଥିରେ ସମ୍ବାଦ କରିବେ,ହୁଏତ ଲୋକଙ୍କ ବିଶ୍ୱାସ ଫେରି ପାଇବେ,ପୁଣି ଥରେ କ୍ଷମତା ଦଖଲ ଚିନ୍ତା ଛାଡି ବିକଶିତ ଓଡିଶା ଗଠନ ରେ ସାହାଯ୍ୟ କରନ୍ତୁ
See More
SanjitK76901641
retweeted
Mohan Charan Majhi
@MohanMOdisha
about 2 years ago
ମୁମ୍ବାଇ ଠାରେ ଜିଓ ପ୍ଲାଟଫର୍ମ ଲିମିଟେଡ୍ ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ଆଲୋଚନା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୫ରେ ହେବାକୁ ଥିବା 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ' ପାଇଁ ଆମନ୍ତ୍ରଣ କରିଛି। ରାଜ୍ଯରେ ବିଶେଷ କରି ସବୁଜ ଇନ୍ଧନ, ଯୋଗାଯୋଗ, ମୋବାଇଲ ନେଟୱର୍କ, ସୌର ଶକ୍ତି ଭଳି କ୍ଷେତ୍ରର ଉନ୍ନତି���ରଣ ସହିତ ପୁଞ୍ଜି ନିବେଶ ପାଇଁ ଆଗାମୀ ଦିନରେ ବିଶେଷ ଗୁରୁତ୍ଵ ଦିଆଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁଯୋଗ ମଧ୍ୟ ଯୋଗାଇଦିଆଯିବ। ଯଦ୍ୱାରା ଓଡ଼ିଶାର ଆର୍ଥିକ ବିକାଶ ସୁନିଶ୍ଚିତ ହେବା ସହିତ 'ବିକଶିତ ଓଡ଼ିଶା'ର ଲକ୍ଷ୍ୟ ପୂରଣ ହେବ। #MakeInOdisha #ViksitOdisha #InvestInFuture
See More
SanjitK76901641
retweeted
Bijay Malla.ବିଜୟ ମଲ୍ଲ
@BIJAYMALLA
about 2 years ago
ଧନ୍ୟବାଦ ରାଜ୍ୟର 3.5 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଇଥିବାରୁ କିନ୍ତୁ ଆଉ 5 ଲକ୍ଷ ସରକାରୀ କର୍��ଚାରୀଙ୍କୁ ଯୋଗ କରିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ
@CMO_Odish
a
@MohanMOdish
a ଙ୍କୁ ଅନୁରୋଧ 🙏
@KVSinghDeo
1
@PravatiPOdish
a
@BibhutiJena9
3
@Krushnach_Patr
a
@dr_kcmahapatr
a
@MahalingMukes
h
@NityanandaBJ
P
@PrithivirajBJ
P
@RabiNaikBJ
P
@sureshkpujar
i @GaneshramJspMLA
@GokulanandaBJ
P
@SampadSwainBJ
P
@suryabanshibj
p
See More
Sanjit Kumar Jena
@SanjitK76901641
about 2 years ago
@ogoef_official
@satyabrata1967
@MohanMOdisha
@BJP4Odisha
@bjd_odisha
@INCOdisha
@CMO_Odisha
@Naveen_Odisha
@dpradhanbjp
@homeodisha
@IPR_Odisha
@kanak_news
@NandighoshaTV
12/15 ବର୍ଷ ଧରି ସରକାରଙ୍କ ପ୍ରତେକଟି କାର୍ଯ୍ୟକୁ ସ୍ୱଳ୍ପଦରମାରେ ସମ୍ପାଦନ କରିଆସୁଥିବା ଏହି ଅସହାୟ Outsourcing କର୍ମଚରିଙ୍କୁ ସର୍ବପ୍ରଥମେ Regular କରାଯାଉ!🙏🏼🙏🏼🙏🏼
See More
SanjitK76901641
retweeted
Odisha Govt. Outsourcing Employees Federation.
@ogoef_official
about 2 years ago
@satyabrata1967
ସାର ଗୃହ ବିଭାଗ ୧୩.୦୭.୨୦୨୨ ରିଖରେ DEO ନିଯୁକ୍ତି ଉପରେ ଏକ ନିଷେଧାଦେଶ ଜାରିକଲେ, କିନ୍ତୁ ଏହା ର ଭୁଲ ଅର୍ଥ ବାହାର କରି ବହୁ କର୍ମଚାରୀଙ୍କୁ ଛଟେଇ କରାଯାଉଛି, ଦୟାକରି ଏହି ସମସ୍ୟା ର ସମାଧାନ କରି ଅସହାୟ ଆଉଟତ୍ସୋର୍ସିଂ କର୍ମଚାରୀଙ୍କୁ ନ୍ୟାୟ ଦିଅନ୍ତୁ ସାର 🙏🙏 ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ
@MohanMOdisha
🙏 ଅନୁରୋଧ 😢 ସମସ୍ତ ବିଭାଗରୁ ହୋଇଥିବା ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଉ 🙏#Stop_Retrenchment ✅ସମସ୍ତ ଦେଲି ୱେଜସେ କର୍ମଚାରୀଙ୍କୁ outsourcing କର୍ମଚାରୀ ଭାବେ ଗଣନା କରି outsourcing କର୍ମଚାରୀଙ୍କ ପାଇଁ ସରକାର ଙ୍କ ଦ୍ବାର ସ୍ଥିର ହୋଇଥିବା ସମସ୍ତ ସୁବିଧା ଦିଆଯାଉ।🙏#EqualWork_EqualPay ✅ସମସ୍ତ outsourcing କର୍ମଚାରୀଙ୍କୁ ସ୍ଥାୟୀ କରାଯାଉ 🙏#Justice #SupremeCourtOfIndia #AbolishOutsourcingSystem_Odisha
@GovernorOdisha
@KVSinghDeo1
@PravatiPOdisha
@BibhutiJena93
@Krushnach_Patra
@dr_kcmahapatra
@MahalingMukesh
@NityanandaBJP
@PrithivirajBJP
@RabiNaikBJP
@sureshkpujari
@GaneshramJspMLA
@GokulanandaBJP
@SampadSwainBJP
@suryabanshibjp
@AprajitaSarangi
@pcsarangi
@BhartruhariM
@ArgusNews_in
@otvnews
@kanak_news
@NandighoshaTV
@sambad_odisha
@Sambad_English
@DharitriLive1
@OrissaPOSTLive
@NewIndianXpress
@ExpressOdisha
@OdishaReporter
@timesofindia
@samajalive
@News18Odia
@Kalingatv
@NaxatraNewsOdia
@NEWS7Odia
@OfficeDp
@ANI
@PTI_News
@htTweets
@gapg_dept
@FdOdisha
See More
SanjitK76901641
retweeted
Sanjit Kumar Jena
@SanjitK76901641
about 2 years ago
@BIJAYMALLA
@CMO_Odisha
@MohanMOdisha
@KVSinghDeo1
@PravatiPOdisha
@SecyChief
@gapg_dept
@FdOdisha
ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ ଯଥାଶୀଘ୍ର Outsoursing କର୍ମଚାରୀଙ୍କୁ ନ୍ୟାୟ ଦିଅନ୍ତୁ!🙏🏼
Sanjit Kumar Jena
@SanjitK76901641
about 2 years ago
@BIJAYMALLA
@CMO_Odisha
@MohanMOdisha
@KVSinghDeo1
@PravatiPOdisha
@SecyChief
@gapg_dept
@FdOdisha
ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ ଯଥାଶୀଘ୍ର Outsoursing କର୍ମଚାରୀଙ୍କୁ ନ୍ୟାୟ ଦିଅନ୍ତୁ!🙏🏼
SanjitK76901641
retweeted
Bijay Malla.ବିଜୟ ମଲ୍ଲ
@BIJAYMALLA
about 2 years ago
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ
@CMO_Odisha
ଅନୁରୋଧ 🙏 👉ବହୁବର୍ଷ ଧରି ସେବା ଯୋଗାଇ ଛଟେଇ ହୋଇଥିବା ଆଉଟତ୍���ୋର୍ସିଂ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି 👉 ସମସ୍ତ ଆଉଟତ୍ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତ
ୁ @MohanMOdis
ha
@KVSinghDe
o1
@PravatiPOdis
ha
@SecyChi
ef @gapg_dept
@FdOdis
ha
See More
SanjitK76901641
retweeted
Odisha Govt. Outsourcing Employees Federation.
@ogoef_official
about 2 years ago
https://t.co/DBRSsNbMgF ରାଜ୍ୟ ସରକାରଙ୍କୁ ଅନୁରୋଧ
@CMO_Odisha
@MohanMOdisha
outsourcing କର୍ମଚାରୀଙ୍କ ଦାବି ଗୁଡିକୁ କର୍ଣ୍ଣପାତ କରି ଯଥା ଶୀଘ୍ର ସମାଧାନ କରନ୍ତୁ। 🙏🙏
@GovernorOdisha
@dpradhanbjp
@AprajitaSarangi
@sksingh_deo
@malvikadevibjp
@PandaJay
@sambitswaraj
@saptagiriulaka
@pradeeppurohit_
@jualoram
@anantanayakKJR
@pcsarangi
@AvimanyuBhadrak
@DrRNBehera2016
@DrBibhuTarai
@BhartruhariM
@mpnabamajhi
@sukanta7panigra
@majhi_bjp
@bmajhi86
@KVSinghDeo1
@PravatiPOdisha
@BibhutiJena93
@Krushnach_Patra
@dr_kcmahapatra
@MahalingMukesh
@NityanandaBJP
@PrithivirajBJP
@RabiNaikBJP
@sureshkpujari
@GaneshramJspMLA
@GokulanandaBJP
@SampadSwainBJP
@suryabanshibjp
@homeodisha
@gapg_dept
@FdOdisha
@NandighoshaTV
See More
Last Seen Users on Sotwe
So Ceas
cuckold porno
Seen from
Turkey
Poppy's妻奴记事簿
ابن الموصل ❤️🩹
Seen from
Turkey
XXXX506204542
Seen from
Turkey
Donia Somrani 🇹🇳
Seen from
Germany
Small Sexy Girl From Laos
Awek viral malaysia
Seen from
Malaysia
Murat
Seen from
Germany
fatma
Seen from
Turkey
Trends for you
1
Good Saturday
Under 10K tweets
2
Donnarumma
Under 10K tweets
3
Villa
Under 10K tweets
4
StubHub
Under 10K tweets
5
#上海必须追究姚润昊责任
Under 10K tweets
6
#NIKKE4thAnniversary
Under 10K tweets
7
Caturday
Under 10K tweets
8
Nico Jackson
Under 10K tweets
9
GAME DAY
Under 10K tweets
10
#20YearsOfTaylorSwift
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.5M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫