Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
bhojraj singh
@singhbariha5
Joined September 2022
6
Following
49
Followers
20
Posts
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଳ ବ୍ଳକ ଲଖମରା ମହାବିଦ୍ୟାଳୟ ରେ ଅନୁଷ୍ଠିତ 29ତମ ବାର୍ଷିକୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ କୃତ୍ତିତ୍ୱ ଛାତ୍ର/ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କଲି।
@CMO_Odisha
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ମୋ ବାପା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସ୍ମୃତିରେ ବର୍ଷ ର ଶ୍ରେଷ୍ଠ ଛାତ୍ର/ଛାତ୍ରୀ ଭାବେ ଲଖମରା ମହାବିଦ୍ୟାଳୟର ମିନାକ୍ଷୀ ସାହୁ ଙ୍କୁ ସମ୍ମାନିତ କଲି l
@CMO_Odisha
singhbariha5
retweeted
Barsha Singh Bariha
@Barsha_bariha
over 3 years ago
" ବିଜୁ ବାବୁ ଅମର ରହେ " ଓଡ଼ିଶାରେ ବିଜୁ ବାବୁଙ୍କ ବୀରତ୍ବର ପ୍ରତୀକ 'ଡାକୋଟା' …କେବେ ଝଡର ଇଗଲଙ୍କୁ ଉଡାଇ ଆକାଶର ବାଦଶାହା ସାଜିଥିଲା, ଏବେ ଓଡ଼ିଆ ଯୁବବର୍ଗଙ୍କ ପାଇଁ ପ୍ରେରଣାର ପ୍ରତୀକ ସାଜିବ।
@CMO_Odisha
🙏🙏
singhbariha5
retweeted
Barsha Singh Bariha
@Barsha_bariha
over 3 years ago
#ଓଡିଶା_ମିଲେଟ_ମିଶନ_ପଦ୍ମପୁର
#ଶୁଭ_ଉଦଘାଟନ
@CMO_Odisha
Who to follow
Padampur-NAC
@PadampurN
Debaki Sahu
@DebakiSahu3
President Zilla Parishad Dist- Balngir
Siddhartha Parida
@Siddhar27927143
Jay Shree Ram... 🚩🙏🏻
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ଅସହାୟଙ୍କର୍ ଲାଗି ଝନେ ଦେବୀ, କମ୍ ବଏସ୍ ନୁ ସ୍ୱାଧୀନତା ସଂଗ୍ରାମରେ ଯୋଗ୍ ଦେଇକରି, ସମାଜ୍ ସେବାକେ ଦାୟିତ୍ବ ବନେଇକରି ଘରେ ଘରେ ଚିହ୍ନା ଚେହେରା ସ୍ବର୍ଗତ ପାର୍ବତୀ ଗିରି। ଆଜି ତାଙ୍କର୍ ଜନମ୍ ବାର୍ଷିକ୍ ଉଧେ ସମାଜ୍ ରେ ଗରିବ, ଅସହାୟ ଲୋକର୍ ଉତ୍ଥାନ ଲାଗି ଦେଇଯାଇଥିବାର ଗୁରୁମନ୍ତ୍ର କେ ଜୁହାର 🙏🙏
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜାବୋରାସମ୍ବର ବ୍ଳକ ଡ଼ଙ୍ଗାଘାଟ ପଞ୍ଚାୟତ କୁମୁନିବାହାଲି ଏବଂ ପଥୁରୀ ଗ୍ରାମରେ ଭବ୍ୟସ୍ୱାଗତ ସମ୍ବର୍ଦ୍ଧନାସଭାରେ ଯୋଗଦାନଦେଇ ଗ୍ରାମବାସୀଙ୍କ ସୁଖଦୁଃଖରେ ସାମିଲହୋଇ ସୁବିଧାଅସୁବିଧା ବୁଝି ବିଭିନ୍ନ ସମସ୍ୟା ଉପରେ ଗ୍ରାମବାସୀଙ୍କ ସହିତ ଆଲୋଚନାକରି ଶୀଘ୍ର ସମସ୍ୟା ଗୁଡିକର ସମାଧାନ ପାଇଁ ପ୍ରତିଶୃତି ଦେଲି
See More
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିଦର୍ଶନ କରି ପ୍ରତ୍ୟକ ୱାର୍ଡ ରେ ହେଉଥିବା ଉନ୍ନୟନ ମୂଳକ କାମ ର ତଦାରଖ କଲେ ବିଧାୟିକା ବର୍ଷା ସିଂ ବରିହା
#NaveenPatnaik
#CMOOdisha
#NaveenOdisha
#BijuJanataDal
#BijuJanataDalOdisha
#bjddigitalwing
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ଆଜି ଅଙ୍ଗନଦୀ ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଥିବା ଅନ୍ତ ନଦୀ ଜଳାଶୟ କାର୍ଯର ତଦାରଖ କଲି lଏହି ଅବସରରେ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟ କରୁଥିବା ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ବାବଦରେ ଅବଗତ କରାଇଥିଲେ ।
@CMO_Odisha
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଳ ବ୍ଳକ ଝେଙ୍ଗନାଡ଼ିହି ଗ୍ରାମରେ ଥିବା କବି ଖଗେଶ୍ୱର ଶେଠ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ ରେ ଯାଇ ସମସ୍ତ ଛାତ୍ର ଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝି ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଶିକ୍ଷକ /ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତିଶୃତି ଦେଲି।
See More
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଳ ବ୍ଳକ ଭେଙ୍ଗରାଜ ପୁର ଅନ୍ତର୍ଗତ ଝେଙ୍ଗନାଡ଼ିହି ଠାରେ ସ୍ୱାଲାଖ ବିନ୍ଧ୍ୟଗିରି ବାସୀ ବିଞ୍ଝାଳ ସମାଜ ତରଫରୁ ଅନୁଷ୍ଠିତ ସଭାରେ ଭାଇ ଭୋଜରାଜ ସିଂ ବରିହା ଓ ମୁଁ ଯୋଗଦାନ କଲୁ।
@CMO_Odisha
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ,ଅଧ୍ୟକ୍ଷ , ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ତରଫରୁ ଅନୁଷ୍ଠିତ ଭବ୍ୟସ୍ୱାଗତ ସମ୍ବର୍ଦ୍ଧିନା ସମାରୋହରେ ସାମିଲ ହୋଇ ଛାତ୍ର ଛତ୍ରୀଙ୍କୁ ଉଦବୋଧନ ଦେଲି।
@CMO_Odisha
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋରାସମ୍ବର ବ୍ଳକ ଠାରେ ରାଜବୋରାସମ୍ବର ବ୍ଳକ ର ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଉପାଧ୍ୟାକ୍ଷା ସଂଯୁକ୍ତା ଚାନ୍ଦ, ରାଜବୋରାସମ୍ବର ବ୍ଳକ ର ସମସ୍ତ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ଜିଲ୍ଲାପରିଷଦଙ୍କୁ ନେଇ ଅନୁଷ୍ଠିତ 2023 ବର୍ଷର ପ୍ରଥମ ବୈଠକରେ ଯୋଗଦାନ ଦେଲି।
@CMO_Odisha
singhbariha5
retweeted
Barsha Singh Bariha
@Barsha_bariha
over 3 years ago
ପେନ୍ସନ ସମ୍ବନ୍ଧୀତ ଅଭିଯୋଗ ଶୁଣାଣି ଏବଂ ଆବେଦନ ପ୍ରକ୍ରିୟାର ସୁବିଧା ନିମନ୍ତେ ରାଜ୍ଯ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ନିୟମିତ ଭାବେ ଜିଲ୍ଲା ଓ ରାଜ୍ଯସ୍ତରୀୟ ପେନ୍ସନ ଅଦାଲତ ଆୟୋଜନ କରାଯାଇ ସମାଧାନ ହୋଇପାରୁ ନଥିବା ମାମାଲାର ତୁରନ୍ତ ଶୁଣାଣି ବ୍ୟବସ୍ଥା କରାଯିବ। ଅଧିକ ଜାଣିବା ପାଇଁ ନିମ୍ନ ପ୍ରଦତ୍ତ ସୂଚନା ପଢନ୍ତୁ:
See More
singhbariha5
retweeted
Barsha Singh Bariha
@Barsha_bariha
almost 4 years ago
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ବୁଡ଼ାମାଳ ପଞ୍ଚାୟତର ଖଇରପାଲି ଠାରେ ଅନୁଷ୍ଠିତ ହୋଇଥିବା ଗୋଲଡେନ ଷ୍ଟାର କ୍ରିକେଟ ଟୁର୍ନାମେଣ୍ଟ ର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦାନ କଲି ଓ ଖେଳାଳୀ ମାନଙ୍କୁ ଉତ୍ସାହିତ କଲି l
@CMO_Odisha
singhbariha5
retweeted
Barsha Singh Bariha
@Barsha_bariha
almost 4 years ago
🙂🙂
Barsha_bariha's tweet video.
singhbariha5
retweeted
Barsha Singh Bariha
@Barsha_bariha
almost 4 years ago
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକର ଲଉଡ଼ିଦରହା ପଂଚାୟତରେ ଭବ୍ୟ ସ୍ୱାଗତ ସମାରୋହରେ ଯୋଗଦାନ କଲି l
@CMO_Odisha
singhbariha5
retweeted
Barsha Singh Bariha
@Barsha_bariha
almost 4 years ago
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ବୁଡ଼ାମାଳ ପଞ୍ଚାୟତରେ ବିଭିନ୍ନ ଗ୍ରାମର ଭବ୍ୟ ସ୍ୱାଗତ ସମାରୋହରେ ଯୋଗଦାନ କଲି l
@CMO_Odisha
singhbariha5
retweeted
Barsha Singh Bariha
@Barsha_bariha
almost 4 years ago
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେକେଲା ପଂଚାୟତରେ ଭବ୍ୟ ସ୍ୱାଗତ ସମାରୋହରେ ଯୋଗଦାନ କଲି ।
@CMO_Odisha
singhbariha5
retweeted
Barsha Singh Bariha
@Barsha_bariha
almost 4 years ago
ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିକେଲ ଓ ଭେଂଗରାଜପୁର ମଣ୍ଡି କୁ ଯାଇ ଚାଷୀମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିଲି ।
@CMO_Odisha
Barsha_bariha's tweet video.
singhbariha5
retweeted
Barsha Singh Bariha
@Barsha_bariha
almost 4 years ago
ଆଜି ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଅତିଥି ମନ୍ତ୍ରୀ ରିତା ସାହୁ ସହିତ ଯୋଗଦାନ କଲି ।
@CMO_Odisha
@Naveen_Odisha
Last Seen Users on Sotwe
ONLYFANS NUDE VIDEOS
Buse buse
Seen from
Turkey
ALIKAALhasani
Seen from
United States
@BuitenGewoonAn
Seen from
United States
االل ااالق
Seen from
Singapore
pixy
Seen from
United States
Bibha raj
Seen from
Pakistan
Armando
Seen from
United States
ㅁㅁ
Seen from
Japan
Rotha
Trends for you
1
Ravens
Under 10K tweets
2
Mark Andrews
Under 10K tweets
3
Huntley
Under 10K tweets
4
Bijan
Under 10K tweets
5
Drake London
Under 10K tweets
6
Tua Turndaballova
Under 10K tweets
7
#BALvsATL
Under 10K tweets
8
Jake Matthews
Under 10K tweets
9
49ers
Under 10K tweets
10
Kelly Clarkson
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫