Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Sohani Sahoo
@sohani_sahoo
Joined June 2022
1.2K
Following
1.2K
Followers
6.5K
Posts
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
କିଛି ଦିନ ପୂର୍ବରୁ ପୁଇଁତଲା ବ୍ଲକ ଅନ୍ତର୍ଗତ ଠେଲକୋମୁଣ୍ଡା ଗାଁର ଆମ ଦଳର କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ହାତୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଆଜି ତାଙ୍କ ବାସଭବନ ଗସ୍ତ କରି ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲି।
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ପୁଇଁତଲା ବ୍ଲକ ଅନ୍ତର୍ଗତ ଠେଲକୋମୁଣ୍ଡାର ଆମ ଦଳର କାର୍ଯ୍ୟକର୍ତ୍ତା ନାରାୟଣ ଝାଙ୍କର ପକ୍ଷାଘାତରେ ପୀଡ଼ିତ ଅଛନ୍ତି। ଆଜି ତାଙ୍କ ବାସଭବନକୁ ଯାଇ ତାଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଲି। ମହାପ୍ରଭୁଙ୍କ ନିକଟରେ ତାଙ୍କର ମଙ୍ଗଳମୟ ଜୀବନ କାମନା କରୁଛି।
sohani_sahoo
retweeted
Mohan Charan Majhi
@MohanMOdisha
5 months ago
ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଦିନ। ଆମ ସରକାରର ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା 'ଅନ୍ତ୍ୟୋଦୟ ଗୃହ ଯୋଜନା' ସଫଳତାର ସହ ଏକ ବର୍ଷ ପୂରଣ କରିଛି। ଠିକ୍ ବର୍ଷେ ତଳେ କଳାହାଣ୍ଡି ମାଟିରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଓଡ଼ିଶାର କୋଣ ଅନୁକୋଣରେ ଆର୍ଥିକ ଅନଗ୍ରସର ଓ ଅସହାୟ ପରିବାରଙ୍କ ପାଇଁ ନୂତନ ଆଶାର ଆଲୋକ ସାଜିଛି। 'ଅନ୍ତ୍ୟୋଦୟ'ର ପ୍ରକୃତ ଅର୍ଥ ହେଉଛି ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କର ଉତ୍ଥାନ, ଏବଂ ଆମ ସରକାର ଏହି ମୂଳମନ୍ତ୍ରକୁ ପାଥେୟ କରି ଆଶ୍ରୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି। #OneYearOfAntyodaya
See More
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ଲୋକଙ୍କ ସରକାରର ଐତିହାସିକ 'ଅନ୍ତ୍ୟୋଦୟ ଗୃହ ଯୋଜନା' ସଫଳତାର ସହ ଆଜି ଏକ ବର୍ଷ ପୂରଣ କରିଛି। ଏହା ମାଧ୍ୟମରେ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେଇ ସେମାନଙ୍କ ସାମାଜିକ ସ୍ଥିତିକୁ ସୁଦୃଢ କରାଯାଇପାରିଛି।
#OneYearOfAntyodaya
Who to follow
🦋͜͡⍣pragati♪═♥
@prag_07
ତୁମକୁ ଭାବିଦେଲେ ମୋତେ ପୂର୍ଣ୍ଣତା ମିଳିଯାଏ, ଆଉ ଲେଖିଦେଲେ ଆତ୍ମ-ତୃପ୍ତି❤️#ବାଣୀକ୍ଷେତ୍ରବାସୀ🏘️, #ଓଡ଼ିଆଅଧ୍ୟାପିକା,#ଓଡ଼ିଆଲେଖିକା🖊️ମାନବ ସେବା ହିଁ ମାଧବ ସେବା🙏
Rituparna Routray
@RituparnaRoutr1
Monalisa Mitra(#Educationist)
@Monalis55863685
Don't judge a book by its cover
sohani_sahoo
retweeted
BJP Odisha
@BJP4Odisha
5 months ago
ଦେଶବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ମୋଦୀ ସରକାରଙ୍କ ଗ୍ୟାରେଣ୍ଟି । ୨୦୧୪ ପୂର୍ବରୁ ଚିକିତ୍ସା ବହୁତ ମହଙ୍ଗା ହେଉଥିଲା ଓ ଚିକିତ୍ସା ପାଇଁ ଋଣ ନେବାକୁ ପଡ଼ୁଥିଲା ୨୦୧୪ ପରେ ଆୟୁଷ୍ମାନ ଭାରତ ମାଧ୍ୟମରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇବା ସହ ୪୩ କୋଟିରୁ ଅଧିକ ଆୟୁଷ୍ମାନ୍ କାର୍ଡ ପ୍ରଦାନ କରାଯାଇଛି । #PradhanSevakModi
See More
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ଜନ ସମ୍ପର୍କ ଅଭିଯାନ ଅଧିନରେ ଲୋକଙ୍କ ସୁଖ ସୁବିଧା ବୁଝୁଛନ୍ତି ଲୋକଙ୍କ ସରକାର।
MahalingMukesh's tweet video.
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ଏହା ହେଉଛି ନୂଆ ଭାରତ ଦିନେ ଯେଉଁଠି ନକ୍ସଲବାଦ ଥିଲା ଆଜି ସେଠି ବିକାଶ ପହଞ୍ଚିଛି।
#NaxalFreeIndia
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଲୋକଙ୍କ ସରକାରର ଆଉ ଏକ ଦୃଢ଼ ପଦକ୍ଷେପ। ଆର୍ଥିକ ବର୍ଷ ୨୦୨୬-୨୭ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୩,୧୭୯ କୋଟି ୩୯ ଲକ୍ଷ ୮୪ ହଜାର ଟଙ୍କାର ବ୍ୟୟବରାଦକୁ ଆଜି ବିଧାନସଭାରେ ମଞ୍ଜୁରୀ ମିଳିଛି । ଏହା ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ତଥା ରାଜ୍ୟର ପ୍ରତିଟି ନାଗରିକଙ୍କ ପାଖରେ ଗୁଣାତ୍ମକ ଚିକିତ୍ସା ସୁବିଧା ପହଞ୍ଚାଇବାରେ ବିଶେଷ ସହାୟକ ହେବା ସହ ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।
See More
MahalingMukesh's tweet video.
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗର ଖର୍ଚ୍ଚ ସମ୍ପର୍କିତ ସଂପୂର୍ଣ୍ଣ ତଥ୍ୟ ଆଜି ବିଧାନସଭାର ପବିତ୍ର ଗୃହରେ ଉପସ୍ଥାପନ କରିଛି।
@narendramodi
@NitinNabin
@MohanMOdisha
@dpradhanbjp
@PMOIndia
@CMO_Odisha
@BJP4India
@BJP4Odisha
@SamalManmohan7
@Manas_BJP
MahalingMukesh's tweet video.
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ପବିତ୍ର ମହାବୀର ଜୟନ୍ତୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ରାଜ୍ୟବାସୀଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଲୋକଙ୍କ ସରକାର ସଂକଳ୍ପବଦ୍ଧ ଅଟନ୍ତି। ଏହାକୁ ଗୁରୁତ୍ୱ ଦେଇ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଯୋଗାଇଦିଆଯାଉଛି।
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ଓଡ଼ିଶାର ଗର୍ବ ଏବଂ ଗୌରବ, ପଦ୍ମଶ୍ରୀ ହଳଧର ନାଗଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁଙ୍କ ନିକଟରେ ଆପଣଙ୍କ ସୁଖ ସମୃଦ୍ଧି କାମନା କରୁଛି।
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
#MannKiBaat
ର ଅଧ୍ୟାୟରେ ଆଜି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ
@narendramodi
ଜୀ ଯୋଗର ପ୍ରଚାର ପ୍ରସାର ସହ ଚିନି ଏବଂ ତେଲର କମ୍ ବ୍ୟବହାର ପାଇଁ ଉପଦେଶ ଦେଇଛନ୍ତି। ଆସନ୍ତୁ ଆମେ ସମସ୍ତେ ଏହାକୁ ମାନି ଏକ ସୁସ୍ଥ ସମୃଦ୍ଧ ଭାରତ ଗଠନ କରିବା।
#Fitness
#YogaDay
MahalingMukesh's tweet video.
Sohani Sahoo
@sohani_sahoo
5 months ago
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ଏହି ଶୋଭାଯାତ୍ରାରେ ଭକ୍ତମାନଙ୍କର ଉତ୍ସାହ, ଶ୍ରଦ୍ଧା ଓ ଭକ୍ତିଭାବ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲି। ପ୍ରଭୁ ଶ୍ରୀରାମଙ୍କ କୃପା ସମସ୍ତଙ୍କ ଉପରେ ବରଷୁ ଏବଂ ଆମ ସମାଜରେ ଶାନ୍ତି, ସମୃଦ୍ଧି ଓ ଭ୍ରାତୃତ୍ଵ ଭାବ ଏହିଭଳି ଅବିଚ୍ଛିନ୍ନ ରହୁ।
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ଜୟ ଶ୍ରୀ ରାମ🙏 ପବିତ୍ର ରାମନବମୀର ଶୁଭ ଅବସରରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଠାରୁ ରୁଗୁଡିଖାଲ ପର୍ଯ୍ୟନ୍ତ ଆୟୋଜିତ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀରାମ ଭକ୍ତଙ୍କ ସହ ସାମିଲ ହେବାର ସୌଭାଗ୍ୟ ପାଇଲି।
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ଏହି ଅବସରରେ ସେଠାରେ ଆୟୋଜିତ ପବିତ୍ର ଷୋହଳ ପ୍ରହରୀ ନାମଯଜ୍ଞରେ ଯୋଗ ଦେବାର ସୌଭାଗ୍ୟ ପ୍ରାପ୍ତ ହେଲା। ଏହି ଭକ୍ତିମୟ ମୁହୂର୍ତ୍ତରେ ଶ୍ରଦ୍ଧାଳୁମାନଙ୍କ ସହ ସାମିଲ ହୋଇ ପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି।
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ଆଗଲପୁର ବ୍ଲକ ଅନ୍ତର୍ଗତ ରାମପୁର ଠାରେ ସାଂସ୍କୃତିକ ମଣ୍ଡପର ଶୁଭ ଉଦ୍ଘାଟନ କରି ଆନନ୍ଦିତ। ଏହି ମଣ୍ଡପ ଆଗାମୀ ଦିନରେ ଆମର ସ୍ଥାନୀୟ କଳା, ଐତିହ୍ୟ ଏବଂ ସମୃଦ୍ଧ ସଂସ୍କୃତିର ସୁରକ୍ଷା ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ଏକ ମୁଖ୍ୟ କେନ୍ଦ୍ରବିନ୍ଦୁ ସାଜିବ। ଏହା ସମାଜରେ ଏକତା, ସଂହତି ଏବଂ ପାରସ୍ପରିକ ସହଯୋଗର ଭାବନାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।
See More
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ବୁଥ୍ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀର ବୁର୍ଡା ଗ୍ରାମରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ସାମିଲ ହୋଇ ବିଜେପି ତଥା ଆମ ଦଳୀୟ ଚିହ୍ନ ‘ପଦ୍ମ ଫୁଲ’ ଆଙ୍କିଲି। ଏହି ଚିହ୍ନ ନିଶ୍ଚିତ ଭାବେ ଆମ ସଂଗଠନର ଏକତା, ସମର୍ପଣ ଓ ସେବାଭାବର ପ୍ରତୀକ ଭାବେ ପ୍ରତିଫଳିତ ହେବା ସହ ସମସ୍ତଙ୍କୁ ଗୋଟିଏ ଲକ୍ଷ୍ୟ ଦିଗରେ ଏକତ୍ରିତ ହେବାର ପ୍ରେରଣା ଦେବ।
See More
MahalingMukesh's tweet video.
MahalingMukesh's tweet video.
sohani_sahoo
retweeted
Dr. Mukesh Mahaling
@MahalingMukesh
5 months ago
ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ, ନୀତି ଓ ଧର୍ମ ଅନୁସରଣ କରିବା ପାଇଁ ପ୍ରେରଣା ଦେଇଥାଏ 'ରାମନବମୀ' ।
#RamNavami2026
MahalingMukesh's tweet video.
Last Seen Users on Sotwe
Ahmed Talep
Seen from
Germany
Josh Ramirez
Seen from
Ukraine
memet melek
Seen from
Turkey
ตัวเบา
Seen from
Thailand
Amirah Adara
Seen from
Turkey
ometv20+
Seen from
Thailand
แตกใส่รูป สาวรุ่นป้า เงี่ยนคนใกล้ตัว
Seen from
Thailand
𝓒𝓱𝓲𝓶𝓸
Seen from
Pakistan
X sudan
Koleksi Mantan
Seen from
Indonesia
Trends for you
1
Good Saturday
Under 10K tweets
2
#SmackDown
Under 10K tweets
3
JAMES BLAZES SINCE DAY ONE
Under 10K tweets
4
#ROHDBD
Under 10K tweets
5
Klay
Under 10K tweets
6
#MegaWordAblaze
Under 10K tweets
7
#verzuz
Under 10K tweets
8
Nick Chubb
Under 10K tweets
9
Donell
Under 10K tweets
10
Karmelo
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113.5M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.5M followers
7
NASA
@nasa
92.3M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.5M followers
10
Taylor Swift
@taylorswift13
83.4M followers
11
Lady Gaga
@ladygaga
74.9M followers
12
Virat Kohli
@imvkohli
72.5M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.5M followers
16
Bill Gates
@billgates
64.8M followers
17
Selena Gomez
@selenagomez
62.5M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫