Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
HIGH SCHOOL TEACHERS COMMUNITY
@Sunilkumarlen17
WORK IS WORSHIP
Joined June 2021
59
Following
12
Followers
983
Posts
Sunilkumarlen17
retweeted
ojta_2023
@ojta2023
4 months ago
ଶିକ୍ଷକ ମାନଙ୍କ ଅସମ୍ମାନ ସହିବୁ ନାହିଁ,ଶିକ୍ଷକ ଙ୍କ ଆଖିରେ ଲୁହ ଦେଖିବୁ ନା���ିଁ,ଢେଙ୍କାନାଳ ଜିଲ୍ଲା ଏବଂ ଟାଙ୍ଗି ବ୍ଲକ ରେ ଘଟିଥିବା ଜନଗଣନାକାରୀ ଙ୍କ ଉପରେ ମାଡ଼ ଘଟଣା ନିନ୍ଦନୀୟ।ତୁରନ୍ତ ଏ ଘଟଣାର ସମାଧାନ ନେହେଲେ ଜନଗଣନା ବର୍ଜନ କରିବୁ
। @MohanMOdis
h
a @dpradhanb
j
p @CensusIndia20
2
7 @DCOOdis
h
a @pavankaly
a
n @CMO_Odis
ha
See More
HIGH SCHOOL TEACHERS COMMUNITY
@Sunilkumarlen17
almost 2 years ago
@OGCEA
@GovernorOdisha
@CMO_Odisha
@MohanMOdisha
@KVSinghDeo1
@PravatiPOdisha
@BibhutiJena93
@Krushnach_Patra
@dr_kcmahapatra
@MahalingMukesh
@NityanandaBJP
@PrithivirajBJP
@RabiNaikBJP
@sureshkpujari
@GokulanandaBJP
@SampadSwainBJP
@suryabanshibjp
@otvnews
@kanak_news
@NaxatraNewsOdia
@MBCTVODISHA
@badakhabarnews
@NEWS7Odia
@News18Odia
@NandighoshaTV
@satyapathalive
@dd_odia
See More
Sunilkumarlen17
retweeted
OGCEA(ODISHA GOVERNMENT COMBINED EMPLOYEE'S ASSO
@OGCEA
almost 2 years ago
@GovernorOdisha
@CMO_Odisha
@MohanMOdisha
@KVSinghDeo1
@PravatiPOdisha
@BibhutiJena93
@Krushnach_Patra
@dr_kcmahapatra
@MahalingMukesh
@NityanandaBJP
@PrithivirajBJP
@RabiNaikBJP
@sureshkpujari
@GaneshramJspMLA
@GokulanandaBJP
@SampadSwainBJP
@suryabanshibjp
See More
HIGH SCHOOL TEACHERS COMMUNITY
@Sunilkumarlen17
almost 2 years ago
@JP5086
@MohanMOdisha
@Narendr304
@dpradhanbjp
@narendramodi
@kanak_news
@NityanandaBJP
@otvnews
ଭୁଲ୍ ହେଇଗଲା କି ଶିକ୍ଷକ ହେବାର ଶପଥ ନେଇକି ? 11100 ରେ ମୋ ପରିବାର ତ ଭୋକରେ ମାରିବେ ହେଲେ ଏ ସରକାର ସେତେବେଳେ କଣ କରିବ ଆମପାଇଁ ? ପ୍ରକୃତରେ ଯଦି ଆପଣଙ୍କ ମଣିଷ ପଣିଆ ଥିବ ଶିକ୍ଷକଙ୍କୁ ନିୟମିତ କରନ୍ତୁ। ଏମିତି କାକୁତି ମିନତି ହେବା ଟା କଣ ଗୋଟେ ଶିକ୍ଷକ ର ମର୍ଯ୍ୟାଦା ?
@MohanMOdisha
@Narendr304
@dpradhanbjp
See More
Sunilkumarlen17
retweeted
Jyotiranjan Panda
@JP5086
almost 2 years ago
ଭୁଲ୍ ହେଇଗଲା କି ଶିକ୍ଷକ ହେବାର ଶପଥ ନେଇକି ? 11100 ରେ ମୋ ପରିବାର ତ ଭୋକରେ ମାରିବେ ହେଲେ ଏ ସରକାର ସେତେବେଳେ କଣ କରିବ ଆମପାଇଁ ? ପ୍ରକୃତରେ ଯଦି ଆପଣଙ୍କ ମଣିଷ ପଣିଆ ଥିବ ଶିକ୍ଷକଙ୍କୁ ନିୟମିତ କରନ୍ତୁ। ଏମିତି କାକୁତି ମିନତି ହେବା ଟା କଣ ଗୋଟେ ଶିକ୍ଷକ ର ମର୍ଯ୍��ାଦା
?@MohanMOdish
a
@Narendr30
4
@dpradhanbj
p
See More
Sunilkumarlen17
retweeted
Jyotiranjan Panda
@JP5086
almost 2 years ago
ଠିକା ରୂପରେ ଶିକ୍ଷକ ନିଯୁକ୍ତି ଦଉଚ ଆଉ ସେଥିରେ ବୁଲି ବୁଲି ପ୍ରଚାର କରୁଚ। ଆଗରୁ ବିନା କାଗଜ ରେ କହୁଥିବା ମୁଖ୍ୟମନ୍ତ୍ରୀ ଏବେ କାଗଜରେ ବନ୍ଧା। ପ୍ରକୃତରେ ଆମେ କଣ ତୁମ ସାବତ ପୁଅ ଝିଅ ? କାମ କରିବୁ କିନ୍ତୁ ଦିନକ ଦରମା ଜଣେ ଶ୍ରମିକଠୁ କମ୍ ଧନ୍ୟ ରେ ତୁମ DOUBLE ENGINE
#ABOLISH_CONTRACTUAL_SYASTEM
#ଶିକ୍ଷକ_ଏକତା_ଜିନ୍ଦାବାଦ h
See More
Sunilkumarlen17
retweeted
Jyotiranjan Panda
@JP5086
almost 2 years ago
@MohanMOdisha
ତୁମେ କୁଆଡେ 100 ଦିନ ଭିତରେ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରୁଥିଲ ? କୁଆଡେ ଗଲା ତୁମର ସମାନ କାମକୁ ସମାନ ଦରମା ପ୍ରତିଶ୍ରୁତି ? ରାଜ୍ୟରେ 16009 ଜଣ ଶିକ୍ଷକଙ୍କୁ ଠିକା ନିଯୁକ୍ତି ଦେବା ଟା କଣ ତୁମର ପ୍ରତିଶ୍ରୁତି ? ମାତ୍ର 11100 ଟଙ୍କାରେ ଖାଇବାକୁ ନ ପାଇଲା ଭଳି ଶିକ୍ଷକଙ୍କୁ ଖଟେଇବା କଣ ତୁମ ପ୍ରତିଶ୍ରୁତି ?
See More
Sunilkumarlen17
retweeted
Jyotiranjan Panda
@JP5086
almost 2 years ago
ଦିନ ଥିଲା କି ଏଇ ମୋହନ ବାବୁ ନିଜେ ପ୍ରାଥମିକ ଶିକ୍ଷକଙ୍କ ରେଗୁଲାର ପାଇଁ ଦାବି କରୁଥିଲେ କିନ୍ତୁ ଆଜି ନିଜେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରାଥମିକ ଶିକ୍ଷକଙ୍କ ଦାବି କଳିଙ୍ଗ ଷ୍ଟାଡିୟମ୍ ରେ ଜଣେଇଲା ପରେ ମଧ୍ୟ ସଭାକୁ ହଠାତ୍ ଶେଷ କରି ଚାଲିଗଲେ। ପ୍ରକୃତରେ ପ୍ରାଥମିକ ଶିକ୍ଷକ ମାନେ କଣ ମାତ୍ର 11100 ର ହକଦାର ଯେଉଁମାନେ ଦେଶର ବିଶ୍ଵକର୍ମା
See More
JP5086's tweet video.
HIGH SCHOOL TEACHERS COMMUNITY
@Sunilkumarlen17
almost 2 years ago
@JP5086
ଡବଲ ଇଞ୍ଜିନ ସରକାର କୁଆଡେ ଡବଲ ବିକାଶ କରୁଥିଲା ? ଶିକ୍ଷକ ମାନେ କେତେ ଆଶାରେ ଆପଣଙ୍କ ଉପରେ ଭରଷା କରିଥିଲେ ହେଲେ ଆପଣମାନେ କଣ କଲେ ? ଗୋଟେ ଠିକା ନିଯୁକ୍ତି ପାଇଁ ଏତେବଡ଼ ନିଯୁକ୍ତି ସମାରୋହ ହେଲା କିନ୍ତୁ ଶିକ୍ଷକଙ୍କ ଦରମା 11100, କେତେ ହାସ୍ୟାସ୍ପଦ କଥା ଆପଣ ନିଜେ ବିଚାର କରନ୍ତୁ ମୋହନ ସରକାର !!! ସବୁ କେବଳ ପ୍ରହସ�� ଆଉ କିଛି ନୁହଁ
See More
Sunilkumarlen17
retweeted
Jyotiranjan Panda
@JP5086
almost 2 years ago
ଡବଲ ଇଞ୍ଜିନ ସରକାର କୁଆଡେ ଡବଲ ବିକାଶ କରୁଥିଲା ? ଶିକ୍ଷକ ମାନେ କେତେ ଆଶାରେ ଆପଣଙ୍କ ଉପରେ ଭରଷା କରିଥିଲେ ହେଲେ ଆପଣମାନେ କଣ କଲେ ? ଗୋଟେ ଠିକା ନିଯୁକ୍ତି ପାଇଁ ଏତେବଡ଼ ନିଯୁକ୍ତି ସମାରୋହ ହେଲା କିନ���ତୁ ଶିକ୍ଷକଙ୍କ ଦରମା 11100, କେତେ ହାସ୍ୟାସ୍ପଦ କଥା ଆପଣ ନିଜେ ବିଚାର କରନ୍ତୁ ମୋହନ ସରକାର !!! ସବୁ କେବଳ ପ୍ରହସନ ଆଉ କିଛି ନୁହଁ
See More
Sunilkumarlen17
retweeted
Jyotiranjan Panda
@JP5086
almost 2 years ago
ପ୍ରତାରଣା କାହାକୁ କୁହନ୍ତି ଆପଣ ମାନେ ଦେଖେଇଦେଲେ। ଆପଣଙ୍କ କଥାରେ ଥିଲା ସମାନ କାମକୁ ସମାନ ଦରମା କିନ୍ତୁ ଓଡ଼ିଶା ରେ ପ୍ରାଥମିକ ଶିକ୍ଷକ କେତେ ନିର୍ଯାତିତ ଆପଣମାନଙ୍କୁ ଦେଖାଗଲାନି କେମିତି ? ଦେଶ ଗଢ଼ିବା ଲୋକ ଯଦି ଭୋକରେ ମରିବ କିପରି ଏ ଦେଶ 2036 ସୁଦ୍ଧା ବିକଶିତ ହେବ ? କେବଳ ପ୍ରତାରଣା ଛଡ଼ା ଆପଣ ଆମକୁ କିଛି ଦେଲେନି ମୋହନ ବାବୁ
See More
HIGH SCHOOL TEACHERS COMMUNITY
@Sunilkumarlen17
almost 2 years ago
@JP5086
@MohanMOdisha
@dpradhanbjp
@NityanandaBJP
@narendramodi
@kanak_news
@otvnews
@ArgusNews_in
@MohanMOdisha
@dpradhanbjp
@NityanandaBJP
ଆପଣଙ୍କର କଣ ହୃଦୟ ନାହିଁ ? 11100 ଟଙ୍କାରେ ଶିକ୍ଷକ ନିଯୁକ୍ତି ଦେଇ ଗୁଣାତ୍ମକ ଶିକ୍ଷା କଥା କହୁଛ ? ଜଣେ କୁଶଳୀ ଶ୍ରମିକ ମାସକୁ 20K ରୋଜଗାର କଲା ବେଳେ ଶିକ୍ଷକ ହୋଇ ଆମର ���୍ରାପ୍ୟ କଣ 11100 ? ଲଜ୍ଜ୍ୟା ଲାଗିବା କଥା ସରକାରଙ୍କୁ । ଯଦି ଶିକ୍ଷାପାଇଁ କିଛି କରିବାକୁ ଇଛା ରେଗୁଲାର କର।
See More
Sunilkumarlen17
retweeted
Jyotiranjan Panda
@JP5086
almost 2 years ago
@MohanMOdisha
@dpradhanbjp
@NityanandaBJP
ଆପଣଙ୍କର କଣ ହୃଦୟ ନାହିଁ ? 11100 ଟଙ୍କାରେ ଶିକ୍ଷକ ନିଯୁକ୍ତି ଦେଇ ଗୁଣାତ୍ମକ ଶିକ୍ଷା କଥା କହୁଛ ? ଜଣେ କୁଶଳୀ ଶ୍ରମିକ ମାସକୁ 20K ରୋଜଗାର କଲା ବେଳେ ଶିକ୍ଷକ ହୋଇ ଆମର ପ୍ରାପ୍ୟ କଣ 11100 ? ଲଜ୍ଜ୍ୟା ଲାଗିବା କଥା ସରକାରଙ୍କୁ । ଯଦି ଶିକ୍ଷାପାଇଁ କିଛି କରିବାକୁ ଇଛା ରେଗୁଲାର କର।
See More
HIGH SCHOOL TEACHERS COMMUNITY
@Sunilkumarlen17
almost 2 years ago
@JP5086
@MohanMOdisha
@BJP4Odisha
@narendramodi
@NityanandaBJP
@dpradhanbjp
@otvnews
@kanak_news
@ArgusNews_in
@NandighoshaTV
@SamalManmohan7
HIGH SCHOOL TEACHERS COMMUNITY
@Sunilkumarlen17
almost 2 years ago
@JP5086
@MohanMOdisha
@BJP4Odisha
@narendramodi
@NityanandaBJP
@dpradhanbjp
@otvnews
@kanak_news
@ArgusNews_in
@NandighoshaTV
@SamalManmohan7
Sunilkumarlen17
retweeted
Jyotiranjan Panda
@JP5086
almost 2 years ago
ଶିକ୍ଷକ ମାନଙ୍କର ସମସ୍ୟା ନା କେବେ ସରକାର କୁ ଦେଖା ଦେଇଛି ନା ଦେଖା ଦେବ। ହେ ମାନନୀୟ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଆପଣ ଭାବନ୍ତୁ କିପରି ଜଣେ 11100 ରେ ପରିବାର ପୋଷଣ କରିବ ? ଆପଣ ବି ଲୋକସେବା କରୁଛନ୍ତି ତାହେଲେ ଆପଣଙ୍କ ଦରମା କିପରି ଲକ୍ଷାଧିକ ? ଆପଣଙ୍କୁ 11100 ଦରମା ମିଳିଲେ ଆପଣଙ୍କ ପରିବାର ଚଳି ପାରିବ ତ ?
See More
Sunilkumarlen17
retweeted
Odisha Junior Teachers' Association
@ojtabbsr
almost 2 years ago
ବାଃ ବାଃ ରେ ସରକାର
@CMO_Odisha
ଓଡିଶା ରେ ଗୁଣାତ୍ମକ ଶିକ୍ଷା ର ସ୍ୱପ୍ନ ଦେଖିବା ଆଉ ଶିକ୍ଷକ ମାନଙ୍କୁ ଠିକାରେ ନିଯୁକ୍ତି ଦେଇ Rs.11,100/-ଟଙ୍କାର ମାସିକ ବେତନ ରେ ଜିଲ୍ଳା ବାହାରେ ଯାଇ ସୁସ୍ଥ ସମାଜ ଗଠନ କରିବାର ଗୁରୁମନ୍ତ୍ର ଦେବାକୁ କଳିଙ୍ଗ ଷ୍ଟାଡିଅମ ରେ ଭବ୍ୟ ଆୟୋଜନ ରେ ବଣ୍ଟାଯିବ ନିଯୁକ୍ତି ପତ୍ର ।
@NityanandaBJP
See More
HIGH SCHOOL TEACHERS COMMUNITY
@Sunilkumarlen17
almost 2 years ago
@DMBargarh
@odisha_subhadra
@WCDOdisha
@mission_shakti
@CMO_Odisha
@IPR_Odisha
10000
Sunilkumarlen17
retweeted
Jyotiranjan Panda
@JP5086
almost 2 years ago
@MohanMOdisha
@NityanandaBJP
@dpradhanbjp
@narendramodi
ଆପଣ ଯେଉଁ ନିଯୁକ୍ତିରେ ଦିନେ Contractual system କୁ ବିରୋଧ କରୁଥିଲେ ଆଜି ନିଜେ ସେହି Contractual ରେ ନିଯୁକ୍ତି ଦେବାକୁ ଯାଉଛନ୍ତି। ଏତିକି ଅନୁରୋଧ ଏହି କଳା ପ୍ରଥା କୁ ଦୂର କରି ନିୟମିତ ନିଯୁକ୍ତି ଦିଅନ୍ତୁ ଯାହା ଆପଣଙ୍କ ଓଡ଼ିଆ ଅସ୍ମିତାର ପରିଚୟ ସୃଷ୍ଟି କରିବ।
See More
Sunilkumarlen17
retweeted
Debendra Sethy🇮🇳 (ଦେବେନ୍ଦ୍ର ସେଠୀ)
@DebendraSethy98
almost 2 years ago
ପୁରୁଣା ପେନସନ ଆମର ହକ
#NoNPS_NoUPS_OnlyOPS
@dpradhanbjp
@AprajitaSarangi
@sksingh_deo
@malvikadevibjp
@PandaJay
@sambitswaraj
@AnitaSubhadars1
@saptagiriulaka
@pradeeppurohit_
@jualoram
@anantanayakKJR
@pcsarangi
@AvimanyuBhadrak
@DrRNBehera2016
@DrBibhuTarai
@BhartruhariM
See More
Last Seen Users on Sotwe
Freya
Seen from
Japan
บัง ยัก
Seen from
Thailand
Gió
Seen from
Vietnam
.
Seen from
Netherlands
🔄ความชอบ☄️ส่วนตัว
Seen from
Thailand
GİZLİ ÇEKİM
Seen from
Netherlands
eren
Seen from
Turkey
汗脚S
عبدو
Seen from
Jordan
Amor De Madre!
Seen from
Mexico
Trends for you
1
Enes
Under 10K tweets
2
Araujo
Under 10K tweets
3
Mackinac
Under 10K tweets
4
Original Content Rewards
Under 10K tweets
5
Chuk
Under 10K tweets
6
Crosby
Under 10K tweets
7
Bigot
Under 10K tweets
8
#OlaDollGame
Under 10K tweets
9
Jemele
Under 10K tweets
10
Absolutely VIP and EXCLUSIVE
Under 10K tweets
Most Popular Users
1
Elon Musk
@elonmusk
241.2M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
112.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.3M followers
7
NASA
@nasa
92.3M followers
8
Justin Bieber
@justinbieber
91.4M followers
9
KATY PERRY
@katyperry
89M followers
10
Taylor Swift
@taylorswift13
82.9M followers
11
Lady Gaga
@ladygaga
74.4M followers
12
Virat Kohli
@imvkohli
71.8M followers
13
Kim Kardashian
@kimkardashian
70.4M followers
14
YouTube
@youtube
68.8M followers
15
Neymar Jr
@neymarjr
64.8M followers
16
Bill Gates
@billgates
64.6M followers
17
The Ellen Show
@theellenshow
62.4M followers
18
Selena Gomez
@selenagomez
62M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫