Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Surendra Biswal
@SuriBindass
Nothing is impossible once you have decided✌️
India
Joined November 2014
222
Following
71
Followers
120
Posts
Surendra Biswal
@SuriBindass
20 days ago
@CMO_Odisha
@RabiNaikBJP
@CollectorJspur
@BalikudaBlock
@PRDeptOdisha
ବାଲିକୁଦା ପଂଚାୟତ ରେ ଘଟି ଚାଲିଚି ଘୋଟଲା ଉପରେ ଘୋଟଲା ରାସ୍ତା କାମ 4 ମାସ ନ ପୁରିବ ପୂର୍ବରୁ ଉଠୁଛି ଗୋଡି ଏଥିପାଇଁ ଅଭିଯୋଗ କରିବାରୁ ଯେଇ କହିଲେ ରାସ୍ତା ଖରାପ ହେଲେ ତ ଆଉ ଥରେ କାମ ହବ.. ଏଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ..
See More
Surendra Biswal
@SuriBindass
2 months ago
·
Jagatsinghapur
@CMO_Odisha
@CollectorJspur
@PRDeptOdisha
@RabiNaikBJP
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ର ବାଲିକୁଦା ଗ୍ରାମ ପଞ୍ଚାୟତ ର ଦୁର୍ଷ୍ୟ ବର୍ଷା ଦିନରେ ବନ୍ୟା ର ମାହୋଲ, ଅନେକ ବର୍ଷ ର ଦାବି ପ୍ରତିଶୃତି ପରେ ମଧ୍ୟ ଆମ ଗ୍ରାମ ର କୌଣସି ସମାଧାନ ନାହିଁ ଏହି କୁନି କୁନି ପିଲାଙ୍କ ଭବିଷ୍ୟତ ��ାଇଁ ଧ୍ୟାନ ଦେବାକୁ ଅନୁରୋଧ.
See More
Surendra Biswal
@SuriBindass
3 months ago
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ, ବାଲିକୁଦା ବ୍ଲକ ରେ ନିର୍ମିତ ହୋଇଥିବା NPCC ର ପଶୁ ସମ୍ପଦ ର ଘର ଉଦଘାଟନ ପୂର୍ବରୁ ପ୍��ାଷ୍ଟର ଛଡିଲାଣି, ଏହା ସମ୍ପୂର୍ଣ ନିମ୍ନମାନର ହୋଇ ଥିବାରୁ ସାଧାରଣ ଲୋକେ ଏହି ବିଷୟରେ ଚର୍ଚ୍ଚା କଲେଣି, ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ..
@CMO_Odish
a
@GokulanandaBJ
P
@CollectorJspu
r
@Subcollector
J
See More
Surendra Biswal
@SuriBindass
4 months ago
ବନ୍ଦ ହୋଇ ପଡି ରହିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ର କତା ତାଲିମ କେନ୍ଦ୍ର, ସମୟ ଥିଲା ଏଠାରେ ସହ ସହ ଯୁବକ ଯୁବତୀ ତାଲିମ ପାଇ ନିଜର ପରିବାର ର ଭାରଣ ପୋଷଣ କରୁଥିଲେ ହେଲେ ବର୍ତମାନ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହି ଅଛି
@CMO_Odisha
@MsmeDepartment
@SampadSwainBJP
@CollectorJspur
See More
Who to follow
Abelardo padron noguera
@NogueraPadron
Soy muy sincero
Biplab Choudhuri
@BiplabC68282364
Former Chairperson, Jagatsinghpur Municipality Mobile no- 9439281444
Tapas Ranjan Lenka
@tapu211
Superintending Engineer.Padampur, Bargarh.
Surendra Biswal
@SuriBindass
11 months ago
@CMO_Odisha
@CollectorJspur
@jspurpolice
@BalikudaOffice
ପୂର୍ବ ସରକାର ଏମାନଙ୍କୁ ରାସନ କାର୍ଡ ସହିତ ଭୋଟ ବ୍ୟାଙ୍କ ପାଇଁ ଭୋଟର କାର୍ଡ ମଧ୍ୟ କରେଇ ଦେଇଛନ୍ତି ଏଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ଅନୁରୋଧ
Surendra Biswal
@SuriBindass
over 1 year ago
Dear
@TPCentralOdisha
The way you guys are cutting the power.. ତୁମକୁ ଧର୍ମ ସହିଲେ ହେଲା
#Balikuda
#Jagatsinghpur
Surendra Biswal
@SuriBindass
over 1 year ago
@IndianForce___ Yes Always ♥️♥️
Surendra Biswal
@SuriBindass
about 2 years ago
ସୁଧୁରିଲା ନାହିଁ ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିସାହି ଗ୍ରାମର ରାସ୍ତା, ଅନେକ ପ୍ରତିବାଦ ପରେ ଗାଁ ଦାଣ୍ଡ ରେ ପାଣି ବେହାଲ, ଇଲେକ୍ସନ ପୂର୍ବରୁ ବିଧାୟକ ଙ୍କ ପାଣ୍ଠିରୁ ପଇସା ଦିଆ ଯାଇଥିଲେ ମଧ୍ୟ ଏବେଯାଏ କାମର ନା ଗନ୍ଧ ନାହିଁ, ଏଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ
@CollectorJspur
@CMO_Odisha
@BalikudaBlock
See More
Surendra Biswal
@SuriBindass
over 2 years ago
@Rashmiranj59707
@CMO_Odisha
@Vkpandianfancl1
@CollectorJspur
@SubcollectorJ
@SSEPD2
@PradeepJenaIAS
@dpradhanbjp
@NHMC
@MoSarkar5T
@healthminmp
ସହଯୋଗ କରିବାକୁ ଅନୁରୋଧ 🙏🙏
Surendra Biswal
@SuriBindass
over 2 years ago
ବାଲିକୁଦା ଏରସମା ମଣ୍ଡଳୀ ର ବିଧାୟକ ରଘୁନନ୍ଦନ ଦାସ ତାଙ୍କ ବ୍ୟକ୍ତିଗତ ଜାଗାକୁ 30 ଲକ୍ଷ ର ଟଙ୍କା ର ରାସ୍ତା କୁ ମଞ୍ଜୁରୀ ଦେଇ ଛନ୍ତି, ସାଧାରଣ ଲୋକଙ୍କ ଟିକସ ପଇସା ରେ ବିଧାୟକ କିଭଳି ଭାବରେ ନିଜ ଜାଗାକୁ ରାସ୍ତା ସଂଯୋଗ କରି ପାରିବେ ଦୟା କରି ଏ ବିଷୟରେ ତର୍ଜମା କରିବାକୁ ଅନୁରୋଧ
@CMO_Odisha
@MoSarkar5T
@CollectorJspur
See More
Surendra Biswal
@SuriBindass
almost 3 years ago
@CMO_Odisha
@CollectorJspur
@MoSarkar5T
@HealthOdisha
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ର CHC ରେ ଦରକାର ମୁତାବକ ଡାକ୍ତର ନଥିବା ବେଳେ ଆନ୍ଦୋଳନ କାରୀଙ୍କୁ CDMO ଙ୍କ ବ୍ୟବହାର ଦେଖନ୍ତୁ, CDMO ଯଦି ଡାକ୍ତର ଦେଇ ପାରିବନେ ଜିଲ୍ଲା ରେ ତ ଡାକ୍ତର ଆମକୁ ଦେବ କିଏ?? ଉତ୍ତର ଅପେକ୍ଷାରେ..
See More
SuriBindass's tweet video.
Surendra Biswal
@SuriBindass
almost 3 years ago
@DoT_India
@PMOIndia
@otvnews
Is it a True Message from the Indian Government?? Or someone has hacked the Server??
Surendra Biswal
@SuriBindass
about 3 years ago
@CMO_Odisha
@MoSarkar5T
@CollectorJspur
@PRDeptOdisha
@PanchayatE
@otvnews
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ବ୍ଲକ ଅନ୍ତର୍ଗତ, ଆମ୍ବିକି ପଂଚାୟତ ର କିଆଦା ଗ୍ରାମ ର ଏ ଦୂର୍ଷ୍ୟ, ରହିବାକୁ ଘର ନାହିଁ ଯିବାକୁ ��ାସ୍ତା ନାହିଁ, ପିଇବାକୁ ପାଣି ମଧ୍ୟ୍ୟ ନାହିଁ, ଏମାନଙ୍କ ଉପରେ କେବେ ପଡିବ ଆମ ସରକାର ଙ୍କର ନଜର????
See More
SuriBindass's tweet video.
Surendra Biswal
@SuriBindass
about 3 years ago
ଜଗତସିଂହପୁର ଜିଲ୍ଲା ର ବାଲିକୁଦା ବ୍ଲକ ଅନ୍ତର୍ଗତ, ତାଳଗାଁ ବାସୁଦେବ ମହାପାତ୍ର ସ୍ମାରକୀ ବିଦ୍ୟାଳୟ ର ରୂପାନ୍ତରଣ କେବେ?? ଘର ଭୁଶୁଡି ପଡିଲେ ଉତ୍ତରଦାଈ କିଏ ହେବ??
@CMO_Odisha
@CollectorJspur
@MoSarkar5T
@SMEOdisha
@Educationjagat1
SuriBindass's tweet video.
SuriBindass
retweeted
Surendra Biswal
@SuriBindass
about 3 years ago
@OdishaWater
@CMO_Odisha
@MoSarkar5T
@CollectorJspur
@TukuniSahu
ଜଗତସିଂହପୁର ଜିଲ୍ଲା ର ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିସାହି ଗ୍ରାମର ଦୂର୍ଷ୍ୟ, ଏହା କୌଣସି ବନ୍ୟା ଯୋଗୁ ସୃଷ୍ଟି ହୋଇଥିବା ��ମସ୍ୟା ନୁହେଁ,drain ନଥିବାରୁ ପ୍ରତି ବର୍ଷ ହନ୍ତସନ୍ତ ହେଉଛନ୍ତି ଗ୍ରାମ ର ଲୋକେ, ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ.
See More
SuriBindass's tweet video.
SuriBindass's tweet video.
SuriBindass's tweet video.
SuriBindass's tweet video.
Surendra Biswal
@SuriBindass
about 3 years ago
@OdishaWater
@CMO_Odisha
@MoSarkar5T
@CollectorJspur
@TukuniSahu
ଜଗତସିଂହପୁର ଜିଲ୍ଲା ର ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିସାହି ଗ୍ରାମର ଦୂର୍ଷ୍ୟ, ଏହା କୌଣସି ବନ୍ୟା ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟା ନୁହେଁ,drain ନଥିବାରୁ ପ୍ରତି ବର୍ଷ ହନ୍ତସନ୍ତ ହେଉଛନ୍ତି ଗ୍ରାମ ର ଲୋକେ, ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ.
See More
SuriBindass's tweet video.
SuriBindass's tweet video.
SuriBindass's tweet video.
SuriBindass's tweet video.
SuriBindass
retweeted
Surendra Biswal
@SuriBindass
about 3 years ago
@CollectorJspur
@MoSarkar5T
@CMO_Odisha
@BalikudaBlock
ସମୟ ଦିନ 12 ଟା ହେଲେ ଖୋଲା ହୋଇନି ବାଲିକୁଦା ବ୍ଲକ ରେ ଭତା ବିଭାଗ, ପଚାରିଲେ କୁହା ଯାଉଚି ଆମେ field ରେ ଥିଲୁ, ଢୁ ଢୁ ବର୍ଷାରେ କି ପ୍ରକାରର field କାମ ଆମେ ଭି ଜାଣି ପାରୁନୁ, ତର୍ଜମାକରି ଗରିବ ଲୋକଙ୍କୁ କିଭଳି ସେବା ଯୋଗାଇ ଦିଆ ଯିବ ଧ୍ୟାନ ଦେବାକୁ ଅନୁରୋଧ.
See More
SuriBindass's tweet video.
Surendra Biswal
@SuriBindass
about 3 years ago
@CollectorJspur
@MoSarkar5T
@CMO_Odisha
@BalikudaBlock
ସମୟ ଦିନ 12 ଟା ହେଲେ ଖୋଲା ହୋଇନି ବାଲିକୁଦା ବ୍ଲକ ରେ ଭତା ବିଭାଗ, ପଚାରିଲେ କୁହା ଯାଉଚି ଆମେ field ରେ ଥିଲୁ, ଢୁ ଢୁ ବର୍ଷାରେ କି ପ୍ରକାରର field କାମ ଆମେ ଭି ଜାଣି ପାରୁନୁ, ତର୍ଜମାକରି ଗରିବ ଲୋକଙ୍କୁ କିଭଳି ସେବା ଯୋଗାଇ ଦିଆ ଯିବ ଧ୍ୟାନ ଦେବାକୁ ଅନୁରୋଧ.
See More
SuriBindass's tweet video.
Last Seen Users on Sotwe
Msbreewc
Fee
Seen from
Colombia
Alex
Seen from
Peru
dance carnival
Seen from
Chile
妈妈写真馆
Seen from
United States
Asupan_exc
bingboy
Seen from
Singapore
Haso
Seen from
Turkey
Loạn luân mẹ con
Seen from
Vietnam
Jawn-Philippe Mateta™️ ⚽️
Seen from
United States
Trends for you
1
#VisionQuest
Under 10K tweets
2
#dwts
Under 10K tweets
3
Fraser Minten
Under 10K tweets
4
Guillermo
Under 10K tweets
5
Askarov
Under 10K tweets
6
#LaGranjaDuelo
Under 10K tweets
7
What's the EV
Under 10K tweets
8
#TheDropFX
Under 10K tweets
9
Hintz
Under 10K tweets
10
Alaska
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.6M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫