Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
Official Twitter Handle of Dharmasala Tahasil, Govt. of Odisha
Dharmasala, Jajpur
Joined December 2023
21
Following
76
Followers
85
Posts
TDharmasala
retweeted
Department of Land Resources, GOI
@DoLR_MoRD
4 months ago
Government of Odisha will soon introduce land pattas embedded with QR codes to modernise land administration and curb property fraud. Read more at - https://t.co/8rgPLzxejW
@rdmodisha
@sureshkpujari
@mygovindia
@PIB_India
@MyGovOdia
@PIBBhubaneswar
@TheDailyPioneer
#DoLR
#Odisha #landpatta #fraud #QRCode #land #ThePioneer
See More
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
over 1 year ago
@Snehasissamal5
@rdmodisha
This certificate has been approved. This may be downloaded now. Thank you
TDharmasala
retweeted
Collector & DM, Jajpur
@dm_jajpur
over 1 year ago
ବହୁପ୍ରତିକ୍ଷୀତ
#ଯାଜପୁର_ମହୋତ୍ସବ
"
#ଯଯାତି
-୨୦୨୫ ଏବଂ ପଲିଶ୍ରୀ ମେଳା" ଅନୁଷ୍ଠିତ ହେବାକୁ ଯାଉଛି। ୫ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବକୁ ଆସନ୍ତୁ, ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ସଙ୍ଗୀତର ଆନନ୍ଦ ନିଅନ୍ତୁ। ଆପଣଙ୍କ ସନ୍ଧ୍ୟାକୁ ସ୍ମରଣୀୟ କରନ୍ତୁ।
#JajpurMahostav
#Jajati2025
TDharmasala
retweeted
Collector & DM, Jajpur
@dm_jajpur
over 1 year ago
୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
#RepublicDay
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
over 1 year ago
TDharmasala
retweeted
Collector & DM, Jajpur
@dm_jajpur
over 1 year ago
ଆଜି ଧର୍ମଶାଳା ବ୍ଲକରେ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
over 1 year ago
@pap_u_na064
@rdmodisha
This has been disposed of. Thank you
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
over 1 year ago
@pap_u_na064
@rdmodisha
This has been disposed of. Thank you
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
over 1 year ago
#Hi_Tech
Survey started in Kabatabandha village of Dharmasala Tahasil to resolve the long standing issues related to land records.
@dm_jajpur
@rdmodisha
TDharmasala
retweeted
Chief Electoral Officer, Odisha
@OdishaCeo
over 1 year ago
କଣ ଆପଣ ପ୍ରଥମ ଥର ପାଇଁ ଭୋଟ ଦେବେ? ସମୟ ଆସି ଯାଇଛି ! ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ଆରମ୍ଭ ହୋଇ ଯାଇଛି । ଆଜି ହିଁ ଆପଣଙ୍କ ନିକଟତମ ବୁଥକୁ ଯାଇ କିମ୍ବା ଅନଲାଇନରେ ନିଜ ନାମ ପଞ୍ଜିକରଣ କରାନ୍ତୁ |
#SSR2025
#youthvoters
#VoterID
#CEOOdisha
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
over 1 year ago
ଆଲୋକର ପର୍ବ ପବିତ୍ର ଦୀପାବଳିରେ ଆପଣଙ୍କ ପଥ ଆଲୋକିତ ହେଉ।
#ଶୁଭ_ଦୀପାବଳି
TDharmasala
retweeted
Collector & DM, Jajpur
@dm_jajpur
over 1 year ago
ପବିତ୍ର
#କାଳୀପୂଜା
ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମା'ଙ୍କ କରୁଣା ଏବଂ ଆଶୀର୍ବାଦରୁ ସମସ୍ତଙ୍କର ମଙ୍ଗଳ ହେଉ।
#KaliPuja
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
over 1 year ago
TDharmasala
retweeted
Collector & DM, Jajpur
@dm_jajpur
over 1 year ago
ବାତ୍ୟା
#ଦାନା
ସମ୍ପର୍କିତ କୌଣସି ପ୍ରକାରର ଜରୁରୀ ସହାୟତା ପାଇଁ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ।
#CycloneDana
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
over 1 year ago
#CycloneDana
TDharmasala
retweeted
I & PR Department, Odisha
@IPR_Odisha
over 1 year ago
ସମ୍ଭାବ୍ଯ ବାତ୍ୟା ମୁକାବିଲା ନିମନ୍ତେ ରାଜ୍ଯ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବିଭିନ୍ନ ବିଭାଗ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଂଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ ଅଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଓଡ୍ରାଫ ଓ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ କରାଯାଇଛି। ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ସ୍ଥଳେ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଇଛି। ସବୁ ଜେନେରେଟର ସେଟ୍ ଗୁଡିକ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ଟ୍ରାଏଲ ରନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟ ଜଳ ପାଇଁ ଆଗୁଆ ପ୍ରସ୍ତୁତି ସ୍ୱରୂପ ୨୩ ଓ ୨୪ ତାରିଖରେ ସବୁ ଓଭରହେଡ୍ ଟାଙ୍କି ପୂର୍ଣ୍ଣ ରଖାଯାଇଛି। #CycloneDana
See More
TDharmasala
retweeted
କୃଷି ବିଭାଗ, ଓଡ଼ିଶା
@krushibibhag
over 1 year ago
ସମ୍ଭାବ୍ୟ ବାତ୍ୟା ଓ ମାତ୍ରାଧିକ ବର୍ଷା ପରିପ୍ରେକ୍ଷୀରେ ପନିପରିବା ଜାତୀୟ ଫସଲର ପରିଚାଳନା ପାଇଁ ପ୍ରଦତ୍ତ ପରାମର୍ଶ ଗ୍ରହଣ କରନ୍ତୁ । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ନିକଟସ୍ଥ କୃଷି କାର୍ଯ୍ୟାଳୟ ଏବଂ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ୱା କୃଷି ସମୃଦ୍ଧି ହେଲ୍ପ୍ ଲାଇନ୍ ନମ୍ବର୍ ୧୫୩୩୩ରେ କଲ୍ କରନ୍ତୁ ।
@arvindpadhee
See More
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
over 1 year ago
ବାତ୍ୟା ସମୟରେ ଆଶ୍ରୟ ଲାଗି ନିକଟସ୍ଥ ଆଶ୍ରୟ ସ୍ଥଳକୁ ଯିବାକୁ ଅନୁରୋଧ। ଆବଶ୍ୟକସ୍ଥଳେ ନିମ୍ନ ପ୍ରଦତ୍ତ ନୋଡାଲ ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ।
ଧର୍ମଶାଳା ତହସିଲ Tahasil Office, Dharmasala
@TDharmasala
over 1 year ago
TDharmasala
retweeted
Collector & DM, Jajpur
@dm_jajpur
over 1 year ago
ନୋଡାଲ ଅଧିକାରୀ ଶ୍ରୀମତୀ ରଶ୍ମିତା ପଣ୍ଡାଙ୍କ ଦ୍ଵାରା ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଏବଂ ଗୁରୁତ୍��ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।
Last Seen Users on Sotwe
gokhantest
Seen from
Oman
奶橘🍊
Seen from
United States
Mikha 💕👙
Seen from
Indonesia
▄︻デ pasutri69 ══━一
Seen from
Singapore
@turbo9999
Seen from
Turkey
Fumo of the day
Seen from
Brazil
K
Seen from
Egypt
sivaxha
Seen from
Indonesia
nikmat
Seen from
Malaysia
BAHAN ASUPAN
Seen from
Indonesia
Trends for you
1
Gabe
Under 10K tweets
2
México
Under 10K tweets
3
#criticalrolespoilers
Under 10K tweets
4
Fauci
Under 10K tweets
5
Tay Keith
Under 10K tweets
6
Juneteenth
Under 10K tweets
7
Caleb
Under 10K tweets
8
Toy Story 5
Under 10K tweets
9
Rangel
Under 10K tweets
10
Joey Bart
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.8M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.5M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.3M followers
10
Taylor Swift
@taylorswift13
81.1M followers
11
Lady Gaga
@ladygaga
72.6M followers
12
Kim Kardashian
@kimkardashian
69.6M followers
13
Virat Kohli
@imvkohli
69.3M followers
14
YouTube
@youtube
68.6M followers
15
Bill Gates
@billgates
63.6M followers
16
The Ellen Show
@theellenshow
62.5M followers
17
Neymar Jr
@neymarjr
61.9M followers
18
CNN
@cnn
61.9M followers
19
X
@x
60.9M followers
20
Selena Gomez
@selenagomez
60.4M followers
Olivia
Online
✨
⭐
💫