Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Priyapuspa
@yourPushpa
Simple Girl
Joined March 2022
29
Following
18
Followers
166
Posts
yourPushpa
retweeted
Suryabanshi Suraj
@suryabanshibjp
almost 3 years ago
ରାଜନୀତିରେ ପ୍ରତିହିଂସା ପରାୟଣତାର ସ୍ଥାନ ନାହିଁ । ସୁସ୍ଥ ଶାସନତନ୍ତ୍ରରେ ବିରୋଧୀଙ୍କୁ ସମୁଚିତ ସମ୍ମାନ ପ୍ରଦାନ କରିବାର ଆବଶ୍ୟକତା ରହିଛି । ବ୍ୟବସ୍ଥାକୁ ନ ସୁହାଇଲା ଭଳି ପ୍ରସଙ୍ଗ ଅବତାରଣା କଲେ ଏ ରାଜ୍ୟରେ କଣ୍ଠରୋଧ ହେଉଛି । ବିରୋଧୀ ବିଧାୟକଙ୍କ ଠାରୁ ଆରମ୍ଭ କରି ମୟୂରଭଞ୍ଜ ଖୁଣ୍ଟା ବ୍ଲକର ବ୍ୟାଙ୍କ ମିତ୍ର ଭାରତୀ ସିଂହଙ୍କ ପର୍ଯ୍ୟ��୍ତ ସମସ୍ତେ ରାଜନୀତିକ ପ୍ରତିହିଂସା ପରାୟଣତାର ଶିକାର ହେଉଛନ୍ତି । ଜନସ୍ବାର୍ଥ ସମ୍ବଳିତ ଯେଉଁ ପ୍ରସଙ୍ଗରେ ସରକାର ଅଡ଼ୁଆରେ ପଡ଼ିବେ, ତାହାକୁ ବିଧାନସଭା ପରିସରରେ ଆଲୋଚନା କରୁ ନାହାନ୍ତି । ଏକାଧିକ ବିଧାୟକଙ୍କ ଏକାଧିକ ପ୍ରଶ୍ନକୁ କାଟି ଦେବା, ବିରୋଧୀ ଦଳ ନେତା ବକ୍ତବ୍ୟ ରଖିଲା ବେଳେ ମାଇକ ବନ୍ଦ କରିଦେବା, ବାଚସ୍ପତି ପକ୍ଷପାତିତା କରିବା, ବିରୋଧୀଙ୍କ ମୁଲତବି ପ୍ରସ୍ତାବ ଆଲୋଚନା ସମୟରେ ଶାସକ ଦଳ ବିଧାୟକ ହଟ୍ଟଗୋଳ କରିବା ଏ ସବୁ ଗଣତନ୍ତ୍ରର ପରିପନ୍ଥୀ । ଆଜ��� ଲୋୟର ପି.ଏମ.ଜି ଧାରଣାସ୍ଥଳରେ ସମାଜର ସବୁ ବର୍ଗ ଆନ୍ଦୋଳନରେ ବସିଛନ୍ତି । ଡାକ୍ତରୀ ଛାତ୍ରଙ୍କ ଠାରୁ ଆରମ୍ଭ କରି ଶିକ୍ଷକ, ଆଶାକର୍ମୀ, ସ୍ଵାସ୍ଥ୍ୟ କର୍ମୀ, ଗାଆଁ ସାଥୀ, ସରପଞ୍ଚ, ସମିତି, ଅଧ୍ୟାପକ ତଥା ୬୦୦ କିମି ଦୂରରୁ ଆସିଥିବା ରାୟଗଡାର ଡି. କୋରୋଳର ଆଲୁମିନା ପ୍ରକଳ୍ପର ବିସ୍ଥାପିତଙ୍କ ପର୍ଯ୍ୟନ୍ତ ସଭିଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ଚରମ ସୀମାରେ । ଛାତ୍ରଛାତ୍ରୀଙ୍କୁ ଘୋଷାରି ଘୋଷାରି ପୋଲିସ ଗାଡିରେ ବସାଇବା ତଥା ଆନ୍ଦୋଳନ ସ୍ଥଳରେ ଲାଇନ୍ କାଟିଦେବା ପରି ମାନବାଧିକାର ବିରୋଧୀ କର୍ମରେ ଲିପ୍ତ ରହୁଛନ୍ତି ରାଜ୍ୟ ସରକାର । ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି ଯେ ତାଙ୍କ ଦ୍ଵାରା ପ୍ରେରିତ ଅଫିସ (!) ୫୭ ହଜାର ସମସ୍ୟାକୁ ଅନୁଧ୍ୟାନ କରିଛନ୍ତି ଓ ସେଥିରୁ ୪୪ ହଜାର ସମସ୍ୟାର ସମାଧାନ ବି କରିଦେଇଛନ୍ତି । ତେବେ ନିଜ ପରିବାରବର୍ଗଙ୍କୁ ଛାଡି, ମୁକ୍ତ ଆକାଶ ତଳେ, ଖରା ବର୍ଷାରେ ଅସହାୟ ଭାବେ ଲୋୟର ପି.ଏମ.ଜି.ରେ ଲକ୍ଷ ଲକ୍ଷ ଲୋକ କଣ ପାଇଁ ? ଅନେକ ସମୟରେ ହତାଶା ହିଁ ବିପ୍ଳବର ଜନନୀ ହୋଇଥାଏ । ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କ କ୍ଷେତ୍ରରେ ଏହି ପ୍ରସଙ୍ଗ ପ୍ରଯୁଜ୍ୟ ଅଟେ । ସଂଖ୍ୟା ବଳରେ ମଦମସ୍ତ ବାହୁବଳୀ କ୍ଷମତା ବିରୋଧରେ ସତ କହିବା ଦ୍ଵାରା ପ୍ରତିଶୋଧ ପରାୟଣତାର ଶିକାର ହୋଇ ନିଜର ୬ହଜାର ଟଙ୍କିଆ ଚାକିରି ଟିକକକୁ ହରାଇଛନ୍ତି । ସେହି ସାମାନ୍ୟ ମାଆଟିର ଆଖିରେ ଅଜାଣତରେ ଆସିଥିବା ଲୁହ ଟୋପେ ହିଁ ଏ କୌରବ କୁଳ ନାଶ ହେବାର ଅୟମାରମ୍ଭ । ଆଗକୁ ହଜାର ହଜାର ଭାରତୀ ସିଂ ମାନେ ନିର୍ଭୀକ ଭାବରେ ମୁକ୍ତ ସ୍ଵରରେ ଦଶପ୍ରହରଣଧାରିଣୀ ରୂପେ ଉଭା ହୋଇ ନିଜର ଅବସ୍ଥାର ପରିବର୍ତ୍ତନ ପାଇଁ ବ୍ୟବସ୍ଥାର ପରିବର୍ତ୍ତନ କରିବେ ଏଥିରେ ସାମାନ୍ୟ ସଂଶୟ ନାହିଁ ।
See More
Priyapuspa
@yourPushpa
over 3 years ago
Priyapuspa
@yourPushpa
over 3 years ago
Priyapuspa
@yourPushpa
over 3 years ago
Who to follow
AAP Express U.P.
@aapExpressUP
Harish Rajwade ( मोदी का परिवार )
@RajwadeHarish
भाजपा मंडल अध्यक्ष शिवनंदनपुर जिला-सूरजपुर (छ. ग.)
Rahul
@Rahul39331035
jai shree Ram Nationalist, Hindu, Actor, Writer, Observer, Explorer
Priyapuspa
@yourPushpa
over 3 years ago
Priyapuspa
@yourPushpa
over 3 years ago
Priyapuspa
@yourPushpa
over 3 years ago
Priyapuspa
@yourPushpa
over 3 years ago
Priyapuspa
@yourPushpa
over 3 years ago
Priyapuspa
@yourPushpa
over 3 years ago
Lord Venketesh mandir..🙏
Priyapuspa
@yourPushpa
over 3 years ago
Priyapuspa
@yourPushpa
over 3 years ago
Priyapuspa
@yourPushpa
over 3 years ago
Priyapuspa
@yourPushpa
over 3 years ago
yourPushpa
retweeted
Kailash Vijayvargiya
@KailashOnline
over 3 years ago
जय श्री महाकाल 🚩🚩🚩
yourPushpa
retweeted
Kapil Shrimali
@KapilShrimali
over 3 years ago
·
Udaipur
श्री सांवलिया सेठ की जय (आज के दर्शन) 27 दिसंबर
yourPushpa
retweeted
‼जयश्रीमहाकाल:सरकार‼
@BaBaBamBum
over 3 years ago
·
Uttar Pradesh
नमः शिवाय 🙇🏻♂️
yourPushpa
retweeted
Kailash Vijayvargiya
@KailashOnline
over 3 years ago
जय श्री महाकाल 🚩🚩����
yourPushpa
retweeted
Krishna Dharma
@KrishnaDharma
over 3 years ago
You may forget me but I never forget you.
yourPushpa
retweeted
Maa BaglaMukhi Mandir
@baglamukhipuja
over 3 years ago
माँ बगलामुखी आप सभी पर अपनी कृपा और आशीर्वाद बनाए रखें। जय माँ बगलामुखी।
Last Seen Users on Sotwe
Teen Naked
Seen from
India
Relatos Picantes
Seen from
Brazil
PassBdg
Seen from
Indonesia
Stpob
Seen from
Japan
ASUPAN MEDIA EKSLUSIF
Seen from
Indonesia
yozgat Hayati olgun beyler
Yoww mame 🖤
The Best Of Me Movie
Seen from
United States
Emre sert sever
Seen from
Turkey
Mehdi Hasan
Seen from
United Kingdom
Trends for you
1
$CHUMP
Under 10K tweets
2
#Martians
Under 10K tweets
3
#GalaxyZFold
Under 10K tweets
4
Trump Strait
Under 10K tweets
5
Casey Mize
Under 10K tweets
6
Juneteenth
Under 10K tweets
7
Snape
Under 10K tweets
8
Dawn Light
Under 10K tweets
9
Kirk Cousins
Under 10K tweets
10
Harry Potter
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.8M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.2M followers
12
Virat Kohli
@imvkohli
73M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66M followers
16
Bill Gates
@billgates
65M followers
17
Selena Gomez
@selenagomez
62.9M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫