Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
BJD Puri
@BJD4Puri
Official Twitter account of BJD Puri
Puri, India
Joined June 2018
39
Following
830
Followers
442
Posts
BJD Puri
@BJD4Puri
almost 6 years ago
@BurmaSanjay
ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ରାଣା ପ୍ରତାପ ପାତ୍ର, ପୂର୍ବତନ ଭୁବନେଶ୍ୱର ବିଜୁ ଜନତା ଦଳର ସଭାପତି ଅମରେଶ ଜେନା, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ଓଡ଼ିଶା-ମୋ ପରିବାର ପୁରୀ ଜିଲ୍ଲା ସଂଯୋଜକ ସୁଭାସିସ ଖୁଣ୍ଟିଆ ଓ ବିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ ।
@Naveen_Odisha
@bjd_odisha
See More
BJD Puri
@BJD4Puri
almost 6 years ago
ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀଵନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ
@BurmaSanjay
, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇଛନ୍ତି ।
BJD Puri
@BJD4Puri
almost 6 years ago
ଏହି କଠିନ ପରିସ୍ଥିତିରେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଆନ୍ତରିକ ସାଧୁବାଦ ଜଣାଇଛନ୍ତି ।ଅନେକ ବିଜେଡି କର୍ମୀ ମାନେ ଯୋଗଦାନ କରିଥିଲେ l
@Naveen_Odisha
@bjd_odisha
BJD Puri
@BJD4Puri
almost 6 years ago
ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୁଶିବେଣ୍ଟି ଗ୍ରାମ ପଞ୍ଚାୟତ ର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଗୋଲରା ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀଵନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଦେଇଥିଲେ।
See More
Who to follow
Debashish Samantaray
@debashish_mla
This is the official account of Debashish Samantaray. Ex-MP- Rajya Sabha . Odisha. India 🇮🇳
Sarmistha Sethi
@SarmisthaSethi
Former Member of Parliament (Jajpur, Odisha) & National Spokesperson, Biju Janata Dal
Pranab Balabantaray
@Pranab3333
Ex-MLA, Dharmasala | General Secretary, Biju Janata Dal
BJD Puri
@BJD4Puri
almost 6 years ago
ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ଜିଲ୍ଲା ପୁରୀ ଜିଲ୍ଲା ସଂଯୋଜକ ସୁଭାସିସ ଖୁଣ୍ଟିଆ, ଓଡ଼ିଶା-ମୋ ପରିବାର ପୁରୀ ଜିଲ୍ଲା ର କୋ ସଂଯୋଜକ ଭଗବାନ ପଢ଼ିହାରୀ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଷ୍ଟାଲିନ୍ ପରିଜା ଏବଂ ବିଜୁ ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେl
@Naveen_Odisha
@bjd_odisha
BJD Puri
@BJD4Puri
almost 6 years ago
ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରେ ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଦେଇଥିଲେ।
BJD Puri
@BJD4Puri
almost 6 years ago
ବିଜୁ ଜନତା ଦଳର ବରିଷ୍ଠ ରାଜନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଙ୍କ ମର ଶରୀରକୁ ପୁରୀ ସ୍ଵର୍ଗଦ୍ଵାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସଂପନ୍ନ ହୋଇଛି । ସେଠାରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି ପ୍ରାର୍ଥନା କରିଛନ୍ତି ବିଜୁ ଜନତା ଦଳର ନେତାମାନେ ।
BJD4Puri
retweeted
BJD IT Wing
@BJDITWing
almost 6 years ago
ବିଜେଡି ପିପିଲିର ବିଧାୟକ, ଶ୍ରୀଯୁକ୍ତ ପ୍ରଦୀପ ମହାରଥୀଙ୍କୁ ଜନ୍ମଦିନର ଶୁଭେଚ୍ଛା Wishing Shri Pradeep Maharathy,
@bjd_odisha
's MLA of Pipili, on his Birthday!
@maharathyp
BJD Puri
@BJD4Puri
almost 6 years ago
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ
@BurmaSanjay
ସମସ୍ତ ଭକ୍ତ ଶ୍ରଦ୍ଧାଳୁ ତଥା ଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି।
@Naveen_Odisha
@bjd_odisha
BJD Puri
@BJD4Puri
almost 6 years ago
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା କିପରି ଶୃଙ୍ଖଳିତ ଭାବେ ସମାପନ ହେବ ସେ ନେଇ ଗୁଣ୍ଡିଚା ମନ୍ଦିରରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ
@BurmaSanjay
,ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ,ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ପ୍ରମୁଖ ପ୍ରସ୍ତୁତି ତଦାରଖ କରିଛନ୍ତି।
@Naveen_Odisha
See More
BJD4Puri
retweeted
BJD IT Wing
@BJDITWing
almost 6 years ago
କାକଟପୁର ବିଜେଡି ବିଧାୟକ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କୁ ଜନ୍ମ ଦିନର ଶୁଭେଚ୍ଛା। Wishing Shri
@btushar02
,
@bjd_odisha
's MLA of Kakatpur & Minister of
@EIT_Odisha
,
@sports_odisha
, on his Birthday!
See More
BJD4Puri
retweeted
BJD Odisha
@BJD4Odisha
about 6 years ago
କୋଭିଡ ସମୟରେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ
@Naveen_Odisha
ଜୀବନ ଜୀବିକାକୁ ପ୍ରାଥମିକତା ଦେଇ ଲକଡାଉନ କୋହଳ କରିବା ସହିତ ଗୋଷ୍ଠୀ ସଂକ୍ରମଣକୁ ରୋକିବା ନିମନ୍ତେ ସଟ୍ ଡାଉନ ଘୋଷଣା କରିଛନ୍ତି। କରୋନା ଲଢେ଼ଇରେ ଚଳିତ ଜୁନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଅନାବଶ୍ୟକ ଭାବେ ବାହାରକୁ ବାହାରନ୍ତୁ ନାହିଁ ।
See More
BJD4Odisha's tweet video.
BJD4Puri
retweeted
BJD IT Wing
@BJDITWing
about 6 years ago
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଆଜି ସନ୍ଧ୍ୟା ୫.୩୦ ରେ କୋଭିଡ଼ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବା ଆପଣ ଗାଇବା ସମୟର ଫଟୋ ବା ଭିଡ଼ିଓ
#BandeUtkalaJanani
ଓ
#OdishaHonorsCovidWarriors
Hash Tag ସହିତ ଫେସବୁକ ଓ ଟ୍ଵିଟରରେ ପୋଷ୍ଟ କରନ୍ତୁ, (୧/୨)
BJD4Puri
retweeted
BJD IT Wing
@BJDITWing
about 6 years ago
ଭୁଲନ୍ତୁ ନାହିଁ, ଆଜି ସନ୍ଧ୍ୟା ୫.୩୦ ରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ ଆମ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଆପଣଙ୍କ ସୁବିଧା ପାଇଁ ଏଠାରେ 'ବନ୍ଦେ ଉତ୍କଳ ଜନନୀ'ର ଗୀତି ଏବଂ ଏହାର ସ୍ୱର ଲୟ ପାଇଁ ଭିଡ଼ିଓ ଟିଏ ଦିଆଗଲା ।
#OdishaHonorsCovidWarriors
BJD4Puri
retweeted
BJD IT Wing
@BJDITWing
about 6 years ago
ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ, ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫.୩୦ ରେ ସମସ୍ତେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ, ଓଡ଼ିଶାର ଜାତୀୟ ସଂଗୀତ, "ବନ୍ଦେ ଉତ୍କଳ ଜନନୀ" ଗାନ କରିବାକୁ ଅନୁରୋଧ।
BJD Puri
@BJD4Puri
about 6 years ago
ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ
@Maheswar_BJD
ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲା ଯୁବ ବିଜେଡି ସଭାପତି ରାମଚନ୍ଦ୍ର ଗଜଙ୍କ ନେତୃତ୍ୱରେ ପୁରୀ ମ୍ୟୁନିସପାଲଟିର ଯୁବ ବିଜେଡିର କର୍ମକର୍ତ୍ତାମନେ
#CyloneAmphan
ସମୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ।
BJD Puri
@BJD4Puri
about 6 years ago
ପୁରୀ ଜିଲ୍ଲାରେ କରୋନା ମୁକାବିଲା ଏବଂ ସମ୍ଭାଵ୍ୟ ବାତ୍ୟାର ପୂର୍ବ ପ୍ରସ୍ତୁତି ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ
@BurmaSanjay
ଜିଲ୍ଳାର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ସମସ୍ତ ତହସିଲଦାର ଓ ଗୋଷ୍ଠୀ ଊନ୍ନୟନ ଅଧିକାରୀଙ୍କ ସହ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ସମୀକ୍ଷା କରିଛନ୍ତି l
@Naveen_Odisha
@bjd_odisha
See More
BJD Puri
@BJD4Puri
about 6 years ago
ଦୁଇ ଦିନ ତଳେ ଏକ ମମ୍ରନ୍ତୁତ ଦୁର୍ଘଟଣାରେ ପୂର୍ଣ୍ଣ ଚନ୍ଦ୍ର ଭୋଇ ଙ୍କର ଧର୍ମ ପତ୍ନୀ ଙ୍କ ମୃତ୍ୟୁ ଖବର ପାଇ ରାଜ୍ୟ ଯୋଜନା ବୋର୍ଡ ର ଉପାଧ୍ୟକ୍ଷ
@BurmaSanjay
ବ୍ରହ୍ମଗିରି ବ୍ଲକର ଡିମିରିସେଣା ପଞ୍ଚାୟତର ହୁବାସାହିକୁ ଯାଇ ଶୋକ ସନ୍ତପ ପରିବାର ବର୍ଗ ଓ ହୁବା ସାହିର ଗ୍ରାମ ବାସିଙ୍କୁ ସାନ୍ତ୍ଵନା ଦେଇଥିଲେ
@Naveen_Odisha
@bjd_odisha
See More
BJD Puri
@BJD4Puri
about 6 years ago
ପୁରୀ ସହର ଓ ପୁରୀ ସଦର ନିର୍ବାଚନ ମଣ୍ଡଳୀର ଯେଉଁ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକମାନେ ଓଡ଼ିଶା ବାହାରେ ଅଛନ୍ତି, ସେମାନେ ଓଡ଼ିଶାକୁ ଆସିବା ପାଇଁ ଏହି ଲିଙ୍କ୍ ମାଧ୍ୟମରେ ପଞ୍ଜିକରଣ କରିବାକୁ ଅନୁରୋଧ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ।
@Naveen_Odisha
@bjd_odisha
https://t.co/53LgmSXR57
BJD4Puri
retweeted
Radharaman swain
@SwainRadha
about 6 years ago
·
Puri
#BIJUPARIBAR
With
#BYJD
, and the
#MISSONSAKTI
of Puri Municipality joined hands to reach near the vulnerable masses of wardno 9 and12.
@Amar4Odisha
@BJD4Puri
@BJD4Odisha
@prameyaodia
@BJDITWing
@OfPinaki
@Naveen_Odisha
.
Last Seen Users on Sotwe
Mertcan
Seen from
Turkey
نودر المقاطع
Seen from
Lebanon
Om Aser
Seen from
Netherlands
ؘ
Seen from
Jordan
r
Seen from
Switzerland
RUHSAR
Seen from
Turkey
Ominus Potato (Commissions OPEN!)
Seen from
United Kingdom
PAHNFOND THAILAND FANCLUB 🪽🦌
Seen from
United States
Amante de Maduros
Seen from
Italy
Nomismr
Trends for you
1
$SPCX
Under 10K tweets
2
#facebookdown
Under 10K tweets
3
Fidelity
Under 10K tweets
4
Schwab
Under 10K tweets
5
Robinhood
Under 10K tweets
6
Cornyn
Under 10K tweets
7
Facebook and Instagram
Under 10K tweets
8
#BTS13thAnniversary
Under 10K tweets
9
jikook
Under 10K tweets
10
Happy 13th
Under 10K tweets
Most Popular Users
1
Elon Musk
@elonmusk
240.2M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.3M followers
5
Narendra Modi
@narendramodi
106.9M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.6M followers
9
KATY PERRY
@katyperry
87M followers
10
Taylor Swift
@taylorswift13
80.8M followers
11
Lady Gaga
@ladygaga
72.4M followers
12
Kim Kardashian
@kimkardashian
69.5M followers
13
Virat Kohli
@imvkohli
68.9M followers
14
YouTube
@youtube
68.6M followers
15
Bill Gates
@billgates
63.5M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.5M followers
19
X
@x
60.9M followers
20
Selena Gomez
@selenagomez
60.1M followers
Olivia
Online
✨
⭐
💫