Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Bhrc india jajpur
@BhrcIndia
Joined March 2023
215
Following
51
Followers
267
Posts
Bhrc india jajpur
@BhrcIndia
about 3 years ago
ଦୁଇ ବିଧବା ବୃଦ୍ଧାଙ୍କୁ ମିଳୁନି ଭତା, ବଡ଼ଚଣା ବ୍ଲକ ସାଉଡ଼ିଆ ପଂଚାୟତ ର ସାଉଡ଼ିଆ ଗ୍ରାମ ର ବାସନ୍ତୀ ମହାନ୍ତି, କେଶରୀ ପରିଡା, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଅନ୍ତୋଦୟ ଭତା ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,
@CMO_Odisha
@PradeepJenaIAS
@dm_jajpur
@SSEPD2
@PRDeptOdisha
@Food_Odisha
@MoSarkar5T
See More
BhrcIndia
retweeted
BHRC INDIA
@Bhrc_India
about 3 years ago
ଜଳକଷ୍ଟ ଭୋଗୁଛନ୍ତି ରାୟପୁର ଗ୍ରାମବାସୀ ,
#ଦେବଗଡ଼
ଜିଲ୍ଲା।
#ତିଳେଇବଣି
ବ୍ଲକ
#ଟାଇଁସର
ପଞ୍ଚାୟତ
#ରାୟପୁର
ଗ୍ରାମବାସୀ ଜଳ ବୁନ୍ଦାଏ ପାଇଁ ଡହଳ ବିକଳ
@CMO_Odisha
@PRDeptOdisha
@OdishaWater
@RuralOdisha
@Deogarhdistadmn
@SRC_Odisha
@GovernorOdisha
ପାନୀୟ ଜଳର ସମସ୍ୟା ଦୂର କରି ସୁବିଧା କରାଯାଉ
See More
Bhrc_India's tweet video.
BhrcIndia
retweeted
BHRC INDIA
@Bhrc_India
about 3 years ago
ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ ,
#ଦେବଗଡ଼
ଜିଲ୍ଲା।
#ତିଳେଇବଣି
ବ୍ଲକ
#ଟାଇଁସର
ପଞ୍ଚାୟତ
#ନୂଆଭୂଇଁଗ୍ରାମବାସୀ
ଜଳ ବୁନ୍ଦାଏ ପାଇଁ ଡହଳ ବିକଳ
@CMO_Odisha
@PRDeptOdisha
@OdishaWater
@RuralOdisha
@shipmin_india
@Deogarhdistadmn
@SRC_Odisha
@GovernorOdisha
ପାନୀୟ ଜଳର ସମସ୍ୟା ଦୂର କରି ସୁବିଧା କରାଯାଉ
See More
Bhrc_India's tweet video.
Bhrc india jajpur
@BhrcIndia
about 3 years ago
ସରକାରୀ ଯୋଜନା ରେ ବଞ୍ଚିତ ଭୂମିହୀନ ଆଦିବାସୀ ପରିବାର, ଦାନଗଦି ବ୍ଲକ ଶାଳୀଜଙ୍ଗା ପଂଚାୟତ ଢେଂକିଶାଳ ଗ୍ରାମ ହୀରା ମାଝୀ, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଅନ୍ତୋଦୟ ବସୁନ୍ଧରା ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,
@CMO_Odisha
@dm_jajpur
@PRDeptOdisha
@PradeepJenaIAS
@Food_Odisha
@PuccaGhara
@MoSarkar5T
See More
Who to follow
Human Rights Defenders Forum,India
@_HRDF_INDIA
Human Rights Defenders Forum,India(HRDF INDIA)
Human Rights Defenders Forum, INDIA
@HRDF_INDIA
The social justice for every human. Human Rights Defenders Forum,India(HRDFI) We Are Committed To Protect & Promote Human Rights Of All
Er. Sipun Kumar Nayak
@sipunkumar21
@Diploma in @Mining Engineering Student ⛏️
Bhrc india jajpur
@BhrcIndia
about 3 years ago
@pkmerkap
🙏🙏
Bhrc india jajpur
@BhrcIndia
about 3 years ago
ପାହାଢିଆ ରାସ୍ତା ରେ ବୁହାହେଲେ ଗର୍ଭବତୀ,ନବରଙ୍ଗପୁରପୁର ଜିଲ୍ଲା ତେନ୍ତୁଳିଖୁଣ୍ଟା ସଦର ବ୍ଲକ ବରଡ଼ାଯୋଡି ଗ୍ରାମ କୁ ରାସ୍ତା ନଥିବାରୁ ଅସୁବିଧା ହେଉଛି, ସରକାର ଙ୍କୁ ନିବେଦନ କରୁଛୁ ତୁରନ୍ତ ଏହା ଉପରେ ଦୃଷ୍ଟି ଦିଅନ୍ତୁ,
@CMO_Odisha
@RDOdisha
@DMnabarangpur
@PradeepJenaIAS
@SecyChief
@MoSarkar5T
@PritiranjanBJD
See More
Bhrc india jajpur
@BhrcIndia
about 3 years ago
ବାପା ମା ପରେ କୁନିଝିଅ ହରାଇଲା ଦୃଷ୍ଟିଶକ୍ତି, ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅଞ୍ଚଳ ର ଅଶୋକ ଏବଂ ତାଙ୍କ ସ୍ତ୍ରୀ ଓ କୁନିଝିଅ ଟି ଦୃଷ୍ଟିଶକ୍ତି, ସରକାର ଙ୍କୁ ନିବେଦନ କରୁଛୁ ଉତ୍ତମ ଚିକିତ୍ସା ଆର୍ଥିକ ସହାୟତା ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,
@CMO_Odisha
@DBalasore
@PradeepJenaIAS
@NiranjanPujar11
See More
Bhrc india jajpur
@BhrcIndia
about 3 years ago
ଭୂତକୋଠି ପାଲଟିଛି ଶିକ୍ଷା ବିଭାଗ କୋଠା, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କନିକାପଡା ପଂଚାୟତ ଦିହୁଡିସାହିରେ କୋଡିଏ ଲକ୍ଷ୍ୟ ବ୍ୟୟ ରେ ନିର୍ମିତ ବ୍ଲକ ସାଧନ କେନ୍ଦ୍ର ଭୂତକୋଠି ପାଲଟିଛି, ସରକାର ଙ୍କୁ ନିବେଦନ କରୁଛୁ ତୁରନ୍ତ ଏହାର ସମାଧାନ କରାଯାଉ,
@CMO_Odisha
@dm_jajpur
@SecyChief
@samirdash01
@pranabpdas
@MoSarkar5T
See More
Bhrc india jajpur
@BhrcIndia
about 3 years ago
ପବିତ୍ର ପଣାସଂକ୍ରାନ୍ତି ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭ କାମନା,
Bhrc india jajpur
@BhrcIndia
about 3 years ago
ସରକାରୀ ଯୋଜନା ରୁ ବଞ୍ଚିତ ଭିନକ୍ଷମ, କୋରେଇ ବ୍ଲକ ବରୁଣ୍ଡେଇ ପଂଚାୟତ ଖଜୁରୀନାଳୁଆ ଗ୍ରାମ ର ବଳରାମ ଖଣ୍ଡେଇ ଏବଂ ତାଙ୍କ ସ୍ତ୍ରୀ ଜଣେ ଭିନ୍ନକ୍ଷମ, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଭତା ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,
@CMO_Odisha
@dm_jajpur
@PradeepJenaIAS
@SSEPD2
@PRDeptOdisha
@SecyChief
@MoSarkar5T
See More
Bhrc india jajpur
@BhrcIndia
about 3 years ago
ରାସନ କାର୍ଡ ରୁ ବଞ୍ଚିତ ଦୁଇ ଗରିବ ପରିବାର, ବିଂଝାରପୁର ବ୍ଲକ ଜରି ପଂଚାୟତ ଜରି ଗ୍ରାମ ର ଦୁଇ ଦଳିତ ପରିବାର ହେମନ୍ତ ମଳିକ ବସନ୍ତ ମଳିକ, ସରକାର ଙ୍କୁ ନିବେଦନ କରୁଛୁ ରାସନ କାର୍ଡ ଆବାସ ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,
@CMO_Odisha
@dm_jajpur
@Food_Odisha
@pkmerkap
@SecyChief
@PRDeptOdisha
@MoSarkar5T
See More
Bhrc india jajpur
@BhrcIndia
about 3 years ago
ପରୀତକ୍ତ୍ୟ ଅବସ୍ଥା ରେ ସରକାରୀ ପୋଖରୀ,କୋରେଇ ବ୍ଲକ ଖମଣ ପଂଚାୟତ ଗୋଡିପାଟଣା ଗ୍ରାମ ସରକାରୀ ପୋଖରୀ ଥିବା, ସରକାର ଙ୍କୁ ନିବେଦନ କରୁଛୁ ତୁରନ୍ତ ପୋଖରୀ ପୁନଃଉଦ୍ଧାର କରାଯାଉ,
@CMO_Odisha
@PradeepJenaIAS
@dm_jajpur
@MoSarkar5T
@PRDeptOdisha
@SwatchBharat4u
@AdvGantayat
Bhrc india jajpur
@BhrcIndia
about 3 years ago
@Vkpandianfancl1
🙏🙏
Bhrc india jajpur
@BhrcIndia
about 3 years ago
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଯାଜପୁର ଜିଲ୍ଲାବିଂଝାରପୁର ବ୍ଲକ ବାଛୋଳ ପଂଚାୟତ ଦଣ୍ଡିସାହି ର ଆଶିଷ ଜେନା ସେ ମେଧାବି ଛାତ୍ର, ସରକାର ଙ୍କୁ ନିବେଦନ କରୁଛୁ ଉତ୍ତମ ଚିକିତ୍ସା ଏବଂ ଆର୍ଥିକ ସାହାଯ୍ୟ ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,
@CMO_Odisha
@dm_jajpur
@PradeepJenaIAS
@NiranjanPujar11
@SecyChief
See More
Bhrc india jajpur
@BhrcIndia
about 3 years ago
ସରକାରୀ ଯୋଜନା ରୁ ବଞ୍ଚିତ ଅସହାୟ ଭୂମିହୀନ ପରିବାର,ବନ୍ତବ୍ଲକ ଅଣିଜୋ ପଂଚାୟତ ରାଜନଗର ମଙ୍ଗଳପୁର ଗ୍ରାମ ଯଦୁନାଥ ପଣ୍ଡା, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଅନ୍ତୋଦୟ ବସୁନ୍ଧରା ଯୋଜନା ଏବଂ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,
@CMO_Odisha
@DM_Bhadrak
@PradeepJenaIAS
@SSEPD2
@Food_Odisha
@PRDeptOdisha
@PuccaGhara
See More
Bhrc india jajpur
@BhrcIndia
about 3 years ago
ପକ୍ଷାଘାତ ରୋଗୀଙ୍କୁ ଭତା ମିଳିବ କେବେ, ଦାନଗଦି ବ୍ଲକ ରଣାଗୁଣ୍ଡି ପଂଚାୟତ ଘାଟିସାହି ର କାନ୍ଦିରୀ ମୁଣ୍ଡା ତାଙ୍କର ପୁଅ ଝିଅ ବୋଲି କେହିନାହାନ୍ତି, ସରକାର ଙ୍କୁ ନିବେଦନ କରୁଛୁ ଭତା ଆବାସ ଅନ୍ତୋଦୟ ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,
@CMO_Odisha
@dm_jajpur
@SSEPD2
@PradeepJenaIAS
@Food_Odisha
@PuccaGhara
See More
Bhrc india jajpur
@BhrcIndia
about 3 years ago
ସରକାରୀ ଯୋଜନା ରୁ ବଞ୍ଚିତ ସ୍ୱାମୀ ପରୀତକ୍ତ୍ୟ ଭିନକ୍ଷମ ମହିଳା, ରସୁଲୁପୁର ବ୍ଲକ ବାରବାଟୀ ପଂଚାୟତ ବେତଣ୍ଡା ଗ୍ରାମ ର ଯମୁନା ରାଉତ ପାଞ୍ଚ କେଜି ଚାଉଳ ପାଞ୍ଚ ଶହ ଭତାରେ କଟୁଛି ଜୀବନ, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଅନ୍ତୋଦୟ ସହିତ 700ଟଙ୍କା ଭତା ଦିଆଯାଉ,
@CMO_Odisha
@dm_jajpur
@SSEPD2
@PradeepJenaIAS
@SecyChief
See More
Bhrc india jajpur
@BhrcIndia
about 3 years ago
ପୋତି ହୋଇଯାଉଛି ଦପା ନାଳ, ଯାଜପୁର ଜିଲ୍ଲା ରସୁଲୁପୁର ବ୍ଲକ ର ଆଠଟି ପଂଚାୟତ, ପାଣି ନିଷ୍କାସନ ହୋଇପାରୁନାହିଁ ଯାହା ଫଳ ରେ ଜମି ରେ ପାଣି ଜମା ହୋଇରହୁଛି, ସରକାର ଙ୍କୁ ନିବେଦନ କରୁଛୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯାଉ,
@CMO_Odisha
@dm_jajpur
@PradeepJenaIAS
@SecyChief
@PRDeptOdisha
@AdvGantayat
@MoSarkar5T
See More
Bhrc india jajpur
@BhrcIndia
about 3 years ago
ଭତା ଅପେକ୍ଷା ରେ 2545ହିତାଧିକାରୀ, କୋରେଇ ବ୍ଲକ ର ଭିନ୍ନକ୍ଷମ ବିଧବା ବୃଦ୍ଧ ବୃଦ୍ଧା ଙ୍କୁ ମାସ ମାସ ଧରି ମିଳୁନି ଭତା, ସରକାର ଙ୍କୁ ନିବେଦନ କରୁଛୁ ତୁରନ୍ତ ଏହା ପ୍ରତି ଦୃଷ୍ଟି ଦେବା ସହିତ ଭତା ଯୋଗାଈ ଦିଆ ଯାଉ,
@CMO_Odisha
@dm_jajpur
@SSEPD2
@SecyChief
@PRDeptOdisha
@MoSarkar5T
@PradeepJenaIAS
See More
Bhrc india jajpur
@BhrcIndia
about 3 years ago
କୋଠାଘର ଦର୍ଶାଇ କାଟିଦେଲେ ଦିବ୍ୟାଙ୍ଗ ନାଁ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଂଚାୟତ କଣ୍ଟିବାଙ୍କ ଗ୍ରାମ ର ମନ୍ମଥ ପରିଡା, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଅନ୍ତୋଦୟ ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,
@CMO_Odisha
@dm_jajpur
@PuccaGhara
@PradeepJenaIAS
@Food_Odisha
@MoSarkar5T
See More
Last Seen Users on Sotwe
えす、
Seen from
Japan
العنتيل المصري
Seen from
Germany
ชื่อหนูเมลค่ะ
Seen from
Thailand
scoopy
Seen from
Germany
DM.MAHMOUD 💸🥂
Seen from
Algeria
The Dark Side Of Man
Seen from
Thailand
Incest Mom son
Seen from
Singapore
💎Foreign amira🍑
Seen from
Norway
喜歡正太
naura
Seen from
Indonesia
Trends for you
1
Roch Cholowsky
Under 10K tweets
2
#tvlspoilers
Under 10K tweets
3
Noskova
Under 10K tweets
4
Vahn Lackey
Under 10K tweets
5
West Bank
Under 10K tweets
6
Jackson Flora
Under 10K tweets
7
Drew Burress
Under 10K tweets
8
Grady Emerson
Under 10K tweets
9
Rob Manfred
Under 10K tweets
10
NRED
Under 10K tweets
Most Popular Users
1
Elon Musk
@elonmusk
240.8M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
111.2M followers
5
Narendra Modi
@narendramodi
107M followers
6
Rihanna
@rihanna
97.8M followers
7
NASA
@nasa
92.2M followers
8
Justin Bieber
@justinbieber
91M followers
9
KATY PERRY
@katyperry
88M followers
10
Taylor Swift
@taylorswift13
81.8M followers
11
Lady Gaga
@ladygaga
73.4M followers
12
Virat Kohli
@imvkohli
70.4M followers
13
Kim Kardashian
@kimkardashian
69.9M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.2M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.1M followers
20
X
@x
60.8M followers
Olivia
Online
✨
⭐
💫