Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ବାରିପଦା ଖବର
@Debasis17378941
Fighting against corruption
Joined January 2022
11
Following
4
Followers
707
Posts
ବାରିପଦା ଖବର
@Debasis17378941
4 months ago
@tpnodl_odisha
@CMO_Odisha
@EnergyOdisha
ରାତି ସାରା ବିଦ୍ୟୁତ ବିଭ୍ରାଟ, ସକାଳୁ ପୁଣି ବିଦ୍ୟୁତ କାଟ।ଫୋନ୍ କଲେ ବାରିପଦା ଡିଭିଜନର ନମ୍ବର ୨ ସେକ୍ସନ ର ସିସି କର୍ମଚାରୀ ମହାଶୟଙ୍କ ଉତ୍ତର।ଆମେ କଣ ଖୋଲାରେ ବିଜୁଳି ବ୍ୟବହାର କରୁଛୁ କି??
Debasis17378941's tweet video.
ବାରିପଦା ଖବର
@Debasis17378941
5 months ago
@tpnodl_odisha
@CMO_Odisha
@SecyChief
@EnergyOdisha
ବର୍ଷା, ଘଡଘଡି ବନ୍ଦ ହେବାର ଦୀର୍ଘ ସମୟ ପରେ ମଧ୍ୟ ବିଜୁଳି ର ଦେଖା ନାହିଁ,ଜେଇ ଏସ୍ ଡି ଓ ଫୋନ୍ ରିସିଭ୍ କରିବେନି।ଏହା ହେଉଛି ବାରିପଦା ଡିଭିଜନର ନମ୍ବର ୨ ସେକ୍ସନ ର ଘଟଣା। କେହି ଦୃଷ୍ଟି ଦେବେ କି??9438906276,9438906279 ଏହି ନମ୍ବର ଗୁଡିକ କେଉଁ କାମର??
ବାରିପଦା ଖବର
@Debasis17378941
6 months ago
@CMO_Odisha
@SecyChief
@EnergyOdisha
@tpnodl_odisha
ସହରାଞ୍ଚଳ ରେ ବିଦ୍ୟୁତ ବିଭ୍ରାଟ,ଇଏ ପୁଣି ମଫସଲ ରେ କି ବିଜୁଳି ଯୋଗାଉଥିବ ଭଗବାନଙ୍କୁ ଜଣା। ମୁଖ୍ୟମନ୍ତ୍ରୀ ମହାଶୟ କଥା ଦେଇ କଥା ରଖନ୍ତୁ। ବିଦ୍ୟୁତ ବିଭ୍ରାଟ ର ମୁଖ୍ୟ କାରଣ ସିଇଓ ଙ୍କୁ ଜେଲ୍ ଦଣ୍ଡ ଦେବେ କି??
ବାରିପଦା ଖବର
@Debasis17378941
6 months ago
@EnergyOdisha
@TataPower
@SecyChief
@CMO_Odisha
ସର୍ଟ ଡାଉନ୍ ନେବାରେ ଢିଲା ନାହିଁ, କିନ୍ତୁ ଡାଳ କଟା ହେବନି, ଶୀତ ଋତୁରେ କାମ କରିବେନି।ଖରା ଦିନ ଆସିଲେ ଯେତେ ସବୁ ବାକି କାମ କରିବାକୁ ବିଦ୍ୟୁତ କାଟ କରନ୍ତି। ଦୟାକରି ମୁଖ୍ୟମନ୍ତ୍ରୀ ମହାଶୟ ସିଇଓ ମାନଙ୍କୁ ଜେଲ୍ ପଠାନ୍ତୁ। ନହେଲେ ଏ ଟାଟା ପାୱାର ସୁଧୁରିବ ନାହିଁ। ଧନ୍ୟବାଦ 🙏
ବାରିପଦା ଖବର
@Debasis17378941
6 months ago
@CMO_Odisha
@tpnodl_odisha
@EnergyOdisha
ଏହା ହେଉଛି ବାରିପଦା ଡିଭିଜନର ନମ୍ବର ୨ ସେକ୍ସନ ର ଘଟଣା।ଆମେ କଲ୍ କଲେ, ଟାଟା ପାୱାର ର ସିସି କର୍ମଚାରୀ ରେକର୍ଡ କରିବ,ଯାହା ନିୟମ ବିରୁଦ୍ଧ ,୩ଘଣ୍ଟା ବିଜୁଳି ନାହିଁ ଆମେ ରେକର୍ଡ କଲେ ଅସୁବିଧା କଣ??
Debasis17378941's tweet video.
ବାରିପଦା ଖବର
@Debasis17378941
6 months ago
@CMO_Odisha
@tpnodl_odisha
@SecyChief
@EnergyOdisha
ମୁଖ୍ୟମନ୍ତ୍ରୀଙ୍କ କଥା କୁ ଖାତର ନକରି ଆମ ଅଞ୍ଚଳରେ ହେଉଛି ଅଘୋଷିତ ବିଦ୍ୟୁତ କାଟ।ଏଠି ଲାଇନ୍ ମେନ୍ ଠାରୁ ଆରମ୍ଭ କରି ଏସ୍ ଡି ଓ ପର୍ଯ୍ୟନ୍ତ ସମ୍ପୃକ୍ତ।ଏହା ହେଉଛି ବାରିପଦା ଡିଭିଜନର ନମ୍ବର ୨ ସେକ୍ସନ ର ଘଟଣା। ଦୟାକରି କାର୍ଯାନୁଷ୍ଠାନ ନେବେ କି??
ବାରିପଦା ଖବର
@Debasis17378941
7 months ago
@tpnodl_odisha
@EnergyOdisha
ଟାଟା ପାୱାର ରେ କଣ ଚାଲିଛି କେହି କହିବେ କି??ଦିର୍ଘ ଦିନ ହେଲା କେଉଁ ପ୍ରକାରର ପ୍ରସିଡିଙ୍ଗ୍ ଚାଲିଛି?? କେବେ ସୁଧୁରିବ ଏ ଟାଟା ପାୱାର??ସେବା ନାମରେ ଭୁଆଁ ବୁଲାଉଛି TPNODL BARIPADA DIVISION
ବାରିପଦା ଖବର
@Debasis17378941
8 months ago
@CMO_Odisha
@SecyChief
@tpnodl_odisha
ଅଫିସ ଭିତରେ ଗାଡି, ଅଫିସ ଭିତରେ ଷ୍ଟାଫ୍।ଫିଡର୍ ବ୍ରେକ ଡାଉନ୍। ସିସି କହୁଛନ୍ତି ଗାଡି ଓ ପିଲା ବାହାରି ଯାଇଛନ୍ତି ପାଟ୍ରୋଲିଂ କରିବାକୁ। ଏଇଠି କଣ ଚାଲିଛି @ବାରିପଦା ଡିଭିଜନ, ନମ୍ବର ୨ ସେକ୍ସନ ମୟୂରଭଞ୍ଜ।
ବାରିପଦା ଖବର
@Debasis17378941
8 months ago
@tpnodl_odisha
@EnergyOdisha
@CMO_Odisha
@SecyChief
ଏବେ ପିଲାଙ୍କ ପରୀକ୍ଷା ଚାଲିଛି। ଠିକ୍ ଏତିକିବେଳେ ଫଟା ପାୱାରର ଘନଘନ ବିଦ୍ୟୁତ କାଟ।ସିସି କର୍ମଚାରୀ ଫୋନ କଲ୍ ରିସିଭ୍ କରିବେନି।ଜେଇ,ଏସ୍ ଡି ଓ ବ୍ଲକ କରିବେ ଉପଭୋକ୍ତାଙ୍କ ମୋବାଇଲ ନମ୍ବରକୁ।ଏହା ହେଉଛି ବାରିପଦା ଡିଭିଜନର ନମ୍ବର ୨ ସେକ୍ସନ।ସେବାରେ ବିଫଳ ଟାଟା ପାୱାର
ବାରିପଦା ଖବର
@Debasis17378941
8 months ago
@tpnodl_odisha
@CMO_Odisha
@IPR_Odisha
@GridcoOdisha
@EnergyOdisha
@TataPower
@OPTCL_Odisha
@DBalasore
@dm_jajpur
@DM_Mayurbhanj
@DM_Bhadrak
SERVICE PROVIDED BY TPNODL BARIPADA DIVISION.LET US SEE
ବାରିପଦା ଖବର
@Debasis17378941
8 months ago
@CMO_Odisha
ସାର୍ ନମସ୍କାର, ମୁଁ ଦେବାଶିଷ ପଣ୍ଡା ବାରିପଦା ରୁ।ମୋ ସ୍ତ୍ରୀ ଆପଣଙ୍କ ଅଞ୍ଚଳର ପୁରୁଣା ବଜାର କେନ୍ଦୁଝର ରୁ।ମୋ ସ୍ତ୍ରୀକୁ ଆମ ଘର ଲୋକେ ଗୁଣି ଗାରେଡ଼ି କରୁଛି କହି ୨୦ ବର୍ଷ ଧରି ନିର୍ଯ୍ୟାତନା ଦେଉଛନ୍ତି। ଏଥିରେ ଜଣେ ନିକଟ ସମ୍ପର୍କୀୟ କଙ୍ଗ୍ରେସିଆ ନେତା ସମ୍ପୃକ୍ତ।ମୁଁ ନିରୁପାୟ,ମୋତେ ସାହଯ୍ୟ କରନ୍ତୁ। 9124124291
ବାରିପଦା ଖବର
@Debasis17378941
10 months ago
@OPTCL_Odisha
ଆଜି ବାରିପଦା ତକତପୁର୍ ଓପିଟିସିଏଲ୍ ଗ୍ରୀଡ୍ ର ବାର୍ଷିକ ଉତ୍ସବ ପାଇଁ ବିଦ୍ୟୁତ ସରବରାହ ବନ୍ଦ ଥିଲା। ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ସ୍ୱଭାବିକ ନହେବାରୁ ମୁ SLDC ସହିତ ଯୋଗାଯୋଗ କରିଥିଲି। କିନ୍ତୁ ଗ୍ରିଡ୍ ରୁ ବିଦ୍ୟୁତ ସରବରାହ ସ୍ୱଭାବିକ ହେଲା ୫ଟା ୪୫ ରେ।କାରଣ କଣ କହିବେ କି??
See More
Debasis17378941's tweet video.
ବାରିପଦା ଖବର
@Debasis17378941
10 months ago
@WatcoOdisha
@CMO_Odisha
ବାରିପଦା ସହରରେ ପାନୀୟ ଜଳ ଯୋଗାଣ ସମସ୍ୟା ଗୁରୁତର।୨୪ ଘଣ୍ଟା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଚୁଲିକୁ ଗଲାଣି। ପୂର୍ବପରି ୨ଘଣ୍ଟା ପାଣି ମିଳୁନାହିଁ.@ସୁଭଦ୍ରା ପମ୍ପ ହାଉସ,ମୁର୍ଗାବାଡି,୨୧ ନମ୍ବର ୱାର୍ଡ। ବାରିପଦା, ମୟୂରଭଞ୍ଜ
ବାରିପଦା ଖବର
@Debasis17378941
10 months ago
@CMO_Odisha
@EnergyOdisha
@tpnodl_odisha
ଦିନବେଳେ ଟାଟା ପାୱାର ର ଉତ୍ପାତ ରାତିରେ ହାତୀଙ୍କ ଉତ୍ପାତ। ସେବା ଯୋଗାଇଦେବାକୁ ଟାଟା ପାୱାର ବିଫଳ।ଜେଇ, ଏସ୍ ଡି ଓ ଙ୍କ ବଦମାସୀ ବୋଲି ମନେହୁଏ।@ ବାଙ୍ଗିରୀପୋଷୀ ସେକ୍ସନ, ବାରିପଦା ଡିଭିଜନ। ମୟୂରଭଞ୍ଜ।
ବାରିପଦା ଖବର
@Debasis17378941
11 months ago
@CMO_Odisha
@EnergyOdisha
@tpnodl_odisha
ଆମ ଅଞ୍ଚଳରେ ୧୭ ତାରିଖରେ ସବ୍ ଷ୍ଟେସନ ଅପଗ୍ରେଡ୍ ହେଲା,କାମ ବେଳକୁ କେହି ବିଭାଗର କର୍ମଚାରୀ ରହିଲେ ନାହିଁ।କାମ ଠିକ୍ ହେଇନି ବୋଲି କହି ଆସନ୍ତା କାଲି ପୁଣି ବିଦ୍ୟୁତ କାଟ ହେବ।ଭଲ ବଦମାସୀ ଚାଲିଛି,@ବାରିପଦା ଡିଭିଜନର, ନମ୍ବର ୨ ସେକ୍ସନ, ଗ୍ରାଣ୍ଡ ଗଳି,୨୧ ନମ୍ବର ୱାର୍ଡ।
See More
ବାରିପଦା ଖବର
@Debasis17378941
11 months ago
@CMO_Odisha
@EnergyOdisha
@tpnodl_odisha
ରକ୍ଷଣାବେକ୍ଷଣ ନାମରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେବ,ଅଥଚ ପରେ ବିଦ୍ୟୁତ ବିଭ୍ରାଟ କାହିଁକି? ତକତପୁର୍ ଷ୍ଟ୍ରକଚର୍ ପୁନରୁଦ୍ଧାର ପରେ ବିଦ୍ୟୁତ ବିଭ୍ରାଟ।ଏହା ହେଉଛି ବାରିପଦା ଡିଭିଜନର ନମ୍ବର ୨ ସେକ୍ସନ ର ଘଟଣା।ଏହା ଅଧିକାରୀ ମାନଙ୍କ ଇଚ୍ଛାକୃତ ବୋଲି ବୁଝା ପଡୁଛି।ଦୃଷ୍ଟି ପଡୁ।
ବାରିପଦା ଖବର
@Debasis17378941
12 months ago
@tpnodl_odisha
@EnergyOdisha
@CMO_Odisha
ଆମ ଅଞ୍ଚଳରେ କିଛି ଦିନ ଘନଘନ ବିଦ୍ୟୁତ କାଟ ଚାଲିଛି। ଅଭିଯୋଗ କଲେ ଉପଭୋକ୍ତା ମାନଙ୍କୁ ନାଲି ଆଖି।କହୁଛନ୍ତି ଆମେ ଟାଟା ପାୱାର ର ଲୋକ ନହୂଁ।ଆମର ଇଛା ହେଲେ କାଟିବୁ।ମନେହୁଏ ବାତ୍ୟା ମନ୍ଥା ବାରିପଦା ମୁର୍ରାବାଡି, ମୟୂରଭଞ୍ଜ ଫଲ୍ କରିଛି।ନାମକୂ ରକ୍ଷଣାବେକ୍ଷଣ ପର ମୂହୁର୍ତ୍ତ ରେ ବିଭ୍ରାଟ
ବାରିପଦା ଖବର
@Debasis17378941
about 1 year ago
@CMO_Odisha
@EnergyOdisha
@tpnodl_odisha
@SecyChief
ବିଦ୍ୟୁତ୍ ବିଭାଗ ଟା ଅଧିକାରୀ ମାନଙ୍କ ପୈତୃକ ସଂପତ୍ତି, ଉପଭୋକ୍ତା ମାନେ ଜାରଜ ସନ୍ତାନ। ତେଣୁ ବାରିପଦା ସହର ଓ ତାର ଆଖପାଖ ଅଞ୍ଚଳରେ ଘଡଘଡି ସହ ବର୍ଷା ହେଲେ,କିଛି ଅଞ୍ଚଳରେ ବିଜୁଳି ରହିବ,କିଛି ଅଞ୍ଚଳରେ ବିଜୁଳି କଟା ହେବ।ଏମିତି ନୀତି ଟାଟା ପାୱାର ର କେବେବି ବନ୍ଦ ହେବ?
ବାରିପଦା ଖବର
@Debasis17378941
about 1 year ago
@CMO_Odisha
@SecyChief
@EnergyOdisha
@tpnodl_odisha
ଦୟାକରି ଦୃଷ୍ଟି ଦେବେ କି?? ଜାତୀୟ ରାଜପଥ ଯାଗାରେ ୧୧ କେଭି ତଳେ ଜଣେ ବ୍ୟକ୍ତି ଘର କରିବ।ତା ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ସେହି ତାର କେମିତି ଘୁଞ୍ଚିବ ସେଥିପାଇଁ ବିଭାଗ ୫ ଘଣ୍ଟା ବିଦ୍ୟୁତ କାଟ କଲା।@ବାରିପଦା ଡିଭିଜନ, ଭଞ୍ଜପୁର ସେକ୍ସନ।
ବାରିପଦା ଖବର
@Debasis17378941
about 1 year ago
@tpnodl_odisha
@CMO_Odisha
@EnergyOdisha
@SecyChief
ବାରିପଦା ଡିଭିଜନର ନମ୍ବର ୨ ସେକ୍ସନ ରେ ଅଧିକାରୀ ଙ୍କ ମନଇଛା କାମ। ବିଜୁଳି କାଟ୍ ର ସୂଚନା ମିଳୁଛି ଗୋଟିଏ ସମୟରେ କିନ୍ତୁ ଆସୁଛି ୧୫/୨୦ ପରେ। କେତେବେଳେ ତ ସୂଚନା ନାହିଁ ବିଦ୍ୟୁତ କାଟ୍ ର। ଧନ୍ୟବାଦ ଏପରି ସେବା କୁ।
Last Seen Users on Sotwe
18+
Seen from
Indonesia
Reimomo
Seen from
Spain
Đình Khiết 🇻🇳
Seen from
Vietnam
آلُـِـِِـِِِـِِـِـڛـ,ـفُـ,ـآحـًـًًـًًًـًًـًـح
Seen from
Oman
paylaşımcı
Seen from
Turkey
Trevor Harris
Seen from
Australia
Aunty Lover 😍😘
Seen from
United Kingdom
DOYAN EWEQ
Seen from
Indonesia
سوريه محرومه 😭🇸🇾🇸🇾
Venti 🐴🐂
Seen from
Thailand
Trends for you
1
Cowboys
Under 10K tweets
2
Schotty
Under 10K tweets
3
Dak Prescott
Under 10K tweets
4
Jordan Love
Under 10K tweets
5
#LaGranjaGala
Under 10K tweets
6
Green Bay
Under 10K tweets
7
Pickens
Under 10K tweets
8
Goku
Under 10K tweets
9
Kylie
Under 10K tweets
10
Megan
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫