Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Mr Paik🇮🇳
@Extreme00_
ଓଡ଼ିଶାବାସୀ
ଓଡ଼ିଶା
Joined March 2023
44
Following
12
Followers
801
Posts
Pinned Tweet
Mr Paik🇮🇳
@Extreme00_
about 1 year ago
ଆମ ବାରି ବଗିଚାର ପିଜୁଳି କିଏ ଖାଇବ ଆସ🤤
Extreme00_
retweeted
Mr Paik🇮🇳
@Extreme00_
7 days ago
Ola-Uber-Rapido ର ନିୟମ ଭୁଲ୍ ଲାଗୁଛି ଯଦି, ସରକାରଙ୍କୁ ନିୟମ ବଦଳାଇବାକୁ ଦାବି କରନ୍ତୁ। ରାସ୍ତା ବନ୍ଦ କରି ସାଧାରଣ ଲୋକଙ୍କୁ ହଇରାଣ କରିବା କିମ୍ବା ବସ୍ ଭଙ୍ଗାରୁଜା କରିବା କୌଣସି ଆନ୍ଦୋଳନର ଠିକ୍ ଉପାୟ ନୁହେଁ। ନ୍ୟାୟ ପାଇଁ ଲଢ଼ନ୍ତୁ, କିନ୍ତୁ ଆଇନ ଭିତରେ।
Extreme00_
retweeted
Mr Paik🇮🇳
@Extreme00_
7 days ago
ଆମ କଞ୍ଚା ଖଣିଜକୁ ବାହାରକୁ ପଠାଇବା ବଦଳରେ ଓଡ଼ିଶାରେ ହିଁ ପ୍ରକ୍ରିୟାକରଣ ଓ ଶିଳ୍ପ ଗଢ଼ିବା ଦରକାର। ଏଥିରେ ରୋଜଗାର, ଶିଳ୍ପ ଓ ରାଜ୍ୟର ଆୟ ବଢ଼ିବ। କିନ୍ତୁ ବିକାଶ ସହିତ ପରିବେଶ, ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଅଧିକାର, ପୁନର୍ବାସ ଏବଂ ଓଡ଼ିଶାର ନ୍ୟାୟସଙ୍ଗତ ରାଜସ୍ୱକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର।
#MMDRBill2026
#Odisha
Extreme00_
retweeted
Mr Paik🇮🇳
@Extreme00_
7 days ago
କୋହିନୂରଠାରୁ ଗୋବର ମହଙ୍ଗା! ଭାଇ, ଲକର୍ ଅପଗ୍ରେଡ୍ କରିବା ସମୟ ଆସିଗଲା 😂
Extreme00_'s tweet video.
Extreme00_
retweeted
Mr Paik🇮🇳
@Extreme00_
7 days ago
🚕 ଓଲା–ଉବର–ରାପିଡୋ ଡ୍ରାଇଭରଙ୍କ ମୁଖ୍ୟ ଦାବି: 🧵 💰 ନିର୍ଦ୍ଧାରିତ ଭଡ଼ା: ଦିନରେ ₹12/km ଓ ରାତିରେ ₹15/km। ⛽ ତେଲ ଦର ବଢ଼ିଲେ ଭଡ଼ା ବୃଦ୍ଧି। ⏳ ଅପେକ୍ଷା ସ���ୟ ପାଇଁ ପାରିଶ୍ରମିକ। 🚦 ଟ୍ରାଫିକ୍ରେ ଅଧିକ ସମୟ ଲାଗିଲେ ଅତିରିକ୍ତ ଟଙ୍କା। ❌ ଯାତ୍ରୀ ରାଇଡ୍ ବାତିଲ କଲେ କ୍ଷତିପୂରଣ।
@manas_mudu
l
i @digpat
ra
Mr Paik🇮🇳
@Extreme00_
7 days ago
Ola-Uber-Rapido ର ନିୟମ ଭୁଲ୍ ଲାଗୁଛି ଯଦି, ସରକାରଙ୍କୁ ନିୟମ ବଦଳାଇବାକୁ ଦାବି କରନ୍ତୁ। ରାସ୍ତା ବନ୍ଦ କରି ସାଧାରଣ ଲୋକଙ୍କୁ ହଇରାଣ କରିବା କିମ୍ବା ବସ୍ ଭଙ୍ଗାରୁଜା କରିବା କୌଣସି ଆନ୍ଦୋଳନର ଠିକ୍ ଉପାୟ ନୁହେଁ। ନ୍ୟାୟ ପାଇଁ ଲଢ଼ନ୍ତୁ, କିନ୍ତୁ ଆଇନ ଭିତରେ।
Mr Paik🇮🇳
@Extreme00_
7 days ago
ଆମ କଞ୍ଚା ଖଣିଜକୁ ବାହାରକୁ ପଠାଇବା ବଦଳରେ ଓଡ଼ିଶାରେ ହିଁ ପ୍ରକ୍ରିୟାକରଣ ଓ ଶିଳ୍ପ ଗଢ଼ିବା ଦରକାର। ଏଥିରେ ରୋଜଗାର, ଶିଳ୍ପ ଓ ରାଜ୍ୟର ଆୟ ବଢ଼ିବ। କିନ୍ତୁ ବିକାଶ ସହିତ ପରିବେଶ, ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଅଧିକାର, ପୁନର୍ବାସ ଏବଂ ଓଡ଼ିଶାର ନ୍ୟାୟସଙ୍ଗତ ରାଜସ୍ୱକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର।
#MMDRBill2026
#Odisha
Mr Paik🇮🇳
@Extreme00_
7 days ago
@MishraKedar1
₹୧ ଲକ୍ଷ କୋଟି + ପ୍ରତିବର୍ଷ ₹୧୨,୦୦୦ କୋଟି—ଏହି ସଂଖ୍ୟାର ଆଧାର କ’ଣ? ସମ୍ପୂର୍ଣ୍ଣ ହିସାବ ଓ ଡକ୍ୟୁମେଣ୍ଟ ସାର୍ବଜନୀନ କରାଯାଉ। ଓଡ଼ିଶାର ଅଧିକାର ନେଇ ପ୍ରଶ୍ନ କରିବା ଠିକ୍, କିନ୍ତୁ ଭୟ ସୃଷ୍ଟି କରିବା ପାଇଁ ଅପ୍ରମାଣିତ ଆକଳନକୁ ତଥ୍ୟ ଭାବେ ପ୍ରଚାର କରିବା ଠିକ୍ ନୁହେଁ।
Mr Paik🇮🇳
@Extreme00_
7 days ago
@Naveen_Odisha
ଓଡ଼ିଶାର ସ୍ୱାର୍ଥ ନାମରେ ରାଜନୈତିକ ଭାବନା ସୃଷ୍ଟି କରିବା ପରିବର୍ତ୍ତେ ତଥ୍ୟ, ଧାରା ଓ ଆର୍ଥିକ ହିସାବ ସହ ଆଲୋଚନା ହେବା ଦରକାର।
Mr Paik🇮🇳
@Extreme00_
7 days ago
କୋହିନୂରଠାରୁ ଗୋବର ମହଙ୍ଗା! ଭାଇ, ଲକର୍ ଅପଗ୍ରେଡ୍ କରିବା ସମୟ ଆସିଗଲା 😂
Extreme00_'s tweet video.
Mr Paik🇮🇳
@Extreme00_
7 days ago
@manas_muduli
@digpatra
📱 କାରଣ ନଦେଇ ଡ୍ରାଇଭରଙ୍କ ଆକାଉଣ୍ଟ ବ୍ଲକ୍ ନକରିବା। 🚗 ପ୍ଲାଟଫର୍ମରେ ଅତ୍ୟଧିକ ନୂଆ ଗାଡ଼ି ଯୋଡ଼ାଯିବା ନିୟନ୍ତ୍ରଣ। 🏢 ଓଡ଼ିଶାରେ କମ୍ପାନୀମାନଙ୍କ ସ୍ଥାୟୀ ଅଫିସ୍ ଓ ଅଭିଯୋଗ ସମାଧାନ ବ୍ୟବସ୍ଥା। ସାରକଥା: ଡ୍ରାଇଭରମାନଙ୍କ ଦାବି ହେଉଛି—“ଉଚିତ ଭଡ଼ା, ନିଶ୍ଚିତ ଆୟ ଏବଂ ଡ୍ରାଇଭରଙ୍କ ପାଇଁ ଭଲ ସୁରକ୍ଷା।”
#Odisha
#odisha
#bbsr
See More
Mr Paik🇮🇳
@Extreme00_
7 days ago
🚕 ଓଲା–ଉବର–ରାପିଡୋ ଡ୍ରାଇଭରଙ୍କ ମୁଖ୍ୟ ଦାବି: 🧵 💰 ନିର୍ଦ୍ଧାରିତ ଭଡ଼ା: ଦିନରେ ₹12/km ଓ ରାତିରେ ₹15/km। ⛽ ତେଲ ଦର ବଢ଼ିଲେ ଭଡ଼ା ବୃଦ୍ଧି। ⏳ ଅପେକ୍ଷା ସମୟ ପାଇଁ ପାରିଶ୍ରମିକ। 🚦 ଟ୍ରାଫିକ୍ରେ ଅଧିକ ସମୟ ଲାଗିଲେ ଅତିରିକ୍ତ ଟଙ୍କା। ❌ ଯାତ୍ରୀ ରାଇଡ୍ ବାତିଲ କଲେ କ୍ଷତିପୂରଣ।
@manas_muduli
@digpatra
Extreme00_
retweeted
Mr Paik🇮🇳
@Extreme00_
9 days ago
@socialTalks96
@narendramodi
@BJP4Odisha
ଅନ୍ଧଭକ୍ତ ହିଁ ଭୁଲକୁ ଠିକ୍ ବୋଲି ପ୍ରମାଣିତ କରିପାରେ 😂😂
@socialTalks96
Mr Paik🇮🇳
@Extreme00_
9 days ago
@socialTalks96
@narendramodi
@BJP4Odisha
ଅନ୍ଧଭକ୍ତ ହିଁ ଭୁଲକୁ ଠିକ୍ ବୋଲି ପ୍ରମାଣିତ କରିପାରେ 😂😂
@socialTalks96
Mr Paik🇮🇳
@Extreme00_
10 days ago
ଆଦାନୀ ଖୁବ୍ ଶୀଘ୍ର ଆସୁଅଛି 😂
#ଓଡ଼ିଶା
Manas Muduli
@manas_muduli
10 days ago
This is Deomali, the highest mountain peak in Odisha. And sitting right on the mountain is this beautiful nature camp, surrounded by lush green hills and breathtaking views. Odisha’s natural beauty is something else.
Extreme00_
retweeted
Mr Paik🇮🇳
@Extreme00_
10 days ago
“ଦିମାଗୀ ନକ୍ସଲ” ନାଁରେ କେହି ଜଣେ ଇନ୍ଷ୍ଟାଗ୍ରାମ୍ ଆଉ ଟ���ୱିଟରରେ ଆକାଉଣ୍ଟ ଖୋଲିଦେଲେ। ଦେଖୁ ଦେଖୁ ଇନ୍ଷ୍ଟାଗ୍ରାମ୍ରେ ୭୦ ହଜାର ଫଲୋଅର୍ ହୋଇଗଲେ। ପ୍ରଧାନମନ୍ତ୍ରୀଙ୍କ ଗୋଟିଏ କଥା ଯେ ଏମି��ି ଓଲଟା ପ୍ରଭାବ ପକାଇବ, ବୋଧହୁଏ ଏହା କେହି ଭାବିନଥିଲ
େ। @DNJP_In
d
ia #Odi
s
ha #ODI
SHA
Mr Paik🇮🇳
@Extreme00_
10 days ago
“ଦିମାଗୀ ନକ୍ସଲ” ନାଁରେ କେହି ଜଣେ ଇନ୍ଷ୍ଟାଗ୍ରାମ୍ ଆଉ ଟ୍ୱିଟରରେ ଆକାଉଣ୍ଟ ��ୋଲିଦେଲେ। ଦେଖୁ ଦେଖୁ ଇନ୍ଷ୍ଟାଗ୍ରାମ୍ରେ ୭୦ ହଜାର ଫଲୋଅର୍ ହୋଇଗଲେ। ପ୍ରଧାନମନ୍ତ୍ରୀଙ୍କ ଗୋଟିଏ କଥା ଯେ ଏମିତି ଓଲଟା ପ୍ରଭାବ ପକାଇବ, ବୋଧହୁଏ ଏହା କେହି ଭାବିନଥିଲେ।
@DNJP_Indi
a
#Odish
a
#ODISH
A
Mr Paik🇮🇳
@Extreme00_
13 days ago
ଏବେ ଯାଇକି କଣ କରିବେ ନେତା ବାବୁ ପରବର୍ତ୍ତୀ ନିର୍ବାଚନ ସମୟରେ ଯିବେ । 😂
Babali Swain
@BabaliSwain
15 days ago
ସତ କଥାତ ଚାଷ ଜମି ନଷ୍ଟ ହେଇଗଲା ସେ ଯାଇକି କଣ କରିବେ? ଆପଣମାନେ କହୁନାହାନ୍ତି?
#BabaliTalk
#Odisha
#OdishaNews
#Farmer
BabaliSwain's tweet video.
Mr Paik🇮🇳
@Extreme00_
14 days ago
@socialTalks96
@narendramodi
@MohanMOdisha
Modi ji ଆସିଲାରୁ ଦେଶରେ ତମ ଭଳି ବହୁତ୍ ଅନ୍ଧଭକ୍ତି ବଢ଼ି ଚାଲିଛି।
Mr Paik🇮🇳
@Extreme00_
14 days ago
@otvkhabar
ବିଧାୟକ,ପୂର୍ବତନ ବିଧାୟକ ଓ ପ୍ରଶାସନ ସବୁ ନିଜ ନିଜ ପେନସନ ଭତ୍ତା ବଢ଼େଇକି ରାଜ୍ୟକୁ ଲୁଟିଚାଲ
Mr Paik🇮🇳
@Extreme00_
17 days ago
@T_RexRoars
inventor of andhbhakt 😂
Last Seen Users on Sotwe
فدوى
Pecinta Awek Tudung
Seen from
Indonesia
[email protected]
Seen from
India
𝙃𝘼𝙎𝙃🇹🇼🔞✈️🇯🇵05-10Nov Tokyo
Aaliyah Milan💦
Seen from
United States
Yasak İlişkiler
Seen from
Germany
Fiolet
Media LOKAL
Seen from
Indonesia
Yaşar güven
Seen from
Turkey
Tanabe
Seen from
United Kingdom
Trends for you
1
Tim Curry
Under 10K tweets
2
First Dolly
Under 10K tweets
3
Nepal
Under 10K tweets
4
National Dog Day
Under 10K tweets
5
Meta
Under 10K tweets
6
Mathurin
Under 10K tweets
7
Nigel Thornberry
Under 10K tweets
8
Krispy Kreme
Under 10K tweets
9
Costumes
Under 10K tweets
10
Freddy Fazbear
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.5M followers
11
Lady Gaga
@ladygaga
75M followers
12
Virat Kohli
@imvkohli
72.7M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.7M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.7M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫