Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
India Haal
@IndiaHaal
Joined February 2018
249
Following
59
Followers
2.2K
Posts
IndiaHaal
retweeted
Baijayant Jay Panda
@PandaJay
almost 5 years ago
#GalwanValley
ରେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷରେ ସହିଦ ହୋଇଥିବା ଓଡ଼ିଆ ପୁଅ ମୟୁରଭଞ୍ଜର ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ସମ୍ମାନଜନକ
#VirChakra
(ମରଣୋତ୍ତର)ରେ
@rashtrapatibhvn
ସମ୍ମାନିତ କରିଛନ୍ତି। ଶତ୍ରୁଙ୍କ ସାମ୍ନାରେ ସେ ଦେଖାଇଥିବା ଅଦମ୍ୟ ସାହସ ଓ ବୀରତ୍ୱ ତଥା ତାଙ୍କର ବଳିଦାନ ଏ ଦେଶ ସର୍ବଦା ମନେରଖିବ। ଜୟ ହିନ୍ଦ 🇮🇳
See More
IndiaHaal
retweeted
Baijayant Panda Odia
@Panda_Odia
almost 5 years ago
ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଇଟ୍ କମ୍ବାଟ୍ ହେଲିକପ୍ଟରଗୁଡିକୁ ବାୟୁସେନାକୁ, ଆଡ଼ଭାନ୍ସଡ଼ ଇଲେକ୍ଟ୍ରୋନିକ ୱାରଫେୟାର ନୌସେନାକୁ ଓ ବିକଶିତ ଡ୍ରୋନ ଭାରତୀୟ ସେନାକୁ ହସ୍ତାନ୍ତର କରିଛନ୍ତି। ଏହା ଆତ୍ମନିର୍ଭର ଭାରତ ତଥା ପ୍ରତିରକ୍ଷାର ଏକ ବୃହତ ଭିତ୍ତିଭୂମି।
#AatmanirbharDefence
See More
IndiaHaal
retweeted
Baijayant Panda Odia
@Panda_Odia
almost 5 years ago
ଦୀର୍ଘ ଦିନ ଧରି ଭାରତ ବିଶ୍ୱର ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀଙ୍କ ମଧ୍ୟରେ ଗଣାଯାଉଥିଲା, କିନ୍ତୁ ଆଜି ଦେଶର ମନ୍ତ୍ର ହେଉଛି ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ୱାର୍ଲ୍ଡ। ଆଜି ଭାରତ ନିଜକୁ ଆତ୍ମନିର୍ଭରଶୀଳ କରୁଛି। ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। : ପ୍ରଧାନମନ୍ତ୍ରୀ
#AatmanirbharDefence
See More
IndiaHaal
retweeted
Baijayant Panda Odia
@Panda_Odia
about 5 years ago
ରବିବାର
#Bhubaneswar
ରେ ନାଳରେ ଭାସିଯାଇ ମାତ୍ର ୧୫ ବର୍ଷର ଜଣେ ଉଦୀୟମାନ ଛାତ୍ର ଜୀବନ ହରାଇଲେ। ଗତ ୬ ବର୍ଷରେ ୭ ଜଣ ଭାସିଗଲେଣି। ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ଦିଆଯାଉଛି। କିନ୍ତୁ ଏହି ଘଟଣା ପାଇଁ ଦାୟୀ, ଚରମ ଅବହେଳା କରିଥିବା ଅଧିକାରୀ, ପ୍ରତିନିଧି ଓ ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି କାହିଁକି?
#HatyakariBJD
See More
Who to follow
Kulamani Swain ~ ପାଗଳା
@Kulamaniswain4
🇮🇳 ଯଣେ ସାଧାରଣ ଓଡ଼ିଆ ⚫❗️⚫
Sarada Prasanna swain (jubula)
@S_P_Swain
Hope Of Odisha Youth
OmMishraOdisha(में हिन्दू हूँ,मेरा जाती हिन्दू है)
@OmMishraOdisha
Software engineer & Social Worker .Youth Voice. #में हिन्दू हूँ , मेरा जाती हिन्दू है!
IndiaHaal
retweeted
Baijayant Panda Odia
@Panda_Odia
about 5 years ago
କେନ୍ଦ୍ରାପଡ଼ାର ବିଭିନ୍ନ ପାଣିଘେରି ଅଞ୍ଚଳରେ
@PandaJay
ଙ୍କ ତରଫରୁ ଆମର ଦଳୀୟ କର୍ମୀଙ୍କ ଦ୍ୱାରା ରିଲିଫ ବଣ୍ଟନର କିଛି ଝଲକ 👇
#Odisha
#SevaSamarpan
IndiaHaal
retweeted
Baijayant Panda Odia
@Panda_Odia
about 5 years ago
#Kendrapada
ରେ ପାଣିଘେରରେ ରହିଥିବା ଲୋକଙ୍କୁ
@PandaJay
ଙ୍କ ତତ୍ୱାବଧାନରେ ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରିଲିଫ ବଣ୍ଟନ କରାଯାଇଛି। 'ପ୍ରଥମେ ଦେଶ, ପରେ ଦଳ ଓ ସର୍ବଶେଷରେ ନିଜେ' ଆଦର୍ଶ ଏବଂ ସେବା ମନୋଭାବକୁ ବିଜେପି ସର୍ବଦା ବଜାୟ ରଖିଆସିଛି। ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ। 🙏
#SevaSamarpan
See More
IndiaHaal
retweeted
Baijayant Panda Odia
@Panda_Odia
about 5 years ago
କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ ପାଣି ଘେରରେ ବିଛିନ୍ନବାଦୀ ଭାବେ ରହିଥିବା ଲୋକଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛି ବିଜେପି।
@PandaJay
ଙ୍କ ତତ୍ୱାବଧାନରେ ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା କେନ୍ଦ୍ରାପଡ଼ାରେ ପାଣିଘେରରେ ରହିଥିବା ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଛି।
#SevaSamarpan
#Odisha
#Kendrapada
See More
IndiaHaal
retweeted
Baijayant Jay Panda
@PandaJay
about 5 years ago
ପ୍ରକୃତରେ Number 1! ରାଜ୍ୟର ଶାସକ ଦଳ ଗର୍ବ କରିବାକୁ ଭଲ ପାଆନ୍ତି ଯେ ସେମାନେ ଓଡିଶାକୁ ଦେଶରେ ଏକ ନମ୍ବର ସ୍ଥାନରେ ପହଁଚେଇଦେଲେଣି | ଅନ୍ୟ ବିଷୟରେ ନ ହେଲେ ମଧ୍ୟ , କିନ୍ତୁ ମହିଳାଙ୍କ ଉପର ଅତ୍ୟାଚାର କରିବାରେ ଏହା ସତ୍ୟ ପ୍ରମାଣ ହେଲା |
IndiaHaal
retweeted
Baijayant Jay Panda
@PandaJay
about 5 years ago
ଟୋକିଓରେ ଭାରତ ପାଇଁ ସ୍ବର୍ଣ୍ଣିମ ଇତିହାସ ରଚିଲେ ଓ ସୁନା ଭଳି ଚମକିଲେ ଓଡ଼ିଆ ପୁଅ
@PramodBhagat83
🥇
#Parabadminton
ରେ ସ୍ବର୍ଣ୍ଣ ଜିତି ସେ ଦେଶକୁ ତଥା ରାଜ୍ଯକୁ ଗର୍ବିତ କରିଛନ୍ତି। ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଭବିଷ୍ଯତ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା। 💐🙏
#Paralympics
#Praise4Para
IndiaHaal
retweeted
Baijayant Panda Odia
@Panda_Odia
about 5 years ago
ଦକ୍ଷିଣ ଆଫ୍ରିକାରୁ ଓଡ଼ିଆ ଯୁବକ ସବ୍ୟସାଚୀ ନନ୍ଦଙ୍କୁ ଉଦ୍ଧାର କରିବା ନେଇ
@PandaJay
ଙ୍କ ଉଦ୍ୟମ ସଫଳ ହୋଇଛି। ସେ ଆଜି ଭୁବନେଶ୍ୱର ପହଞ୍ଚିଥିବା ସୂଚନା ମିଳିଛି। ଢେଙ୍କାନାଳ ବେଲଟିକିରି ଗ୍ରାମର ସବ୍ୟସାଚୀ 2019 ଡିସେମ୍ବରରେ 3 ମାସର ଭିସାରେ ଦକ୍ଷିଣ ଆଫ୍ରିକା ଯାଇ ଏକ ଘରୋଇ କମ୍ପାନୀରେ ପର୍ମାକଲଚର ତାଲିମ ନେଉଥିଲେ।
#Odisha
See More
IndiaHaal
retweeted
Baijayant Panda Odia
@Panda_Odia
about 5 years ago
ଆଜି
@PandaJay
ଆସାମରେ ପ୍ରସିଦ୍ଧ ମହାଶକ୍ତିପୀଠ ମା' କାମାକ୍ଷା ଦେବୀଙ୍କ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ମା' କାମାକ୍ଷାଙ୍କ କରୁଣା ସମସ୍ତଙ୍କ ଜୀବନରେ ସୁଖସମୃଦ୍ଧି ଆଣିଦେଉ ବୋଲି ସେ ପ୍ରାର୍ଥନା କରିଛନ୍ତି ଓ ମନ୍ଦିର ଦର୍ଶନ ନେଇ ନିଜର ଅନୁଭୂତି ପ୍ରକାଶ କରିଛନ୍ତି। 🙏🙏
#Assam
#Odisha
Panda_Odia's tweet video.
IndiaHaal
retweeted
Baijayant Panda Odia
@Panda_Odia
over 5 years ago
ଭାରତର ପ୍ରାଚୀନ ସାମୁଦ୍ରିକ ଐତିହ୍ୟ ଏବଂ ନୌବାଣିଜ୍ୟକୁ ପ୍ରୋତ୍ସାହନ ଦେବା ଲାଗି ପ୍ରତିବର୍ଷ
#NationalMaritimeDay
ପାଳନ କରାଯାଉଛି,ଯେଉଁଥିରେ
#Odisha
ର ପ୍ରମୁଖ ଭୂମିକା ରହିଛି। ବଜେଟରେ ମୋଦି ସରକାର
#Paradip
ପାଇଁ ବୃହତ ନିବେଶ ମଞ୍ଜୁର କରି ଏହାର ନୌବାଣିଜ୍ୟ ସଂସ୍କୃତିର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।🙏🙏
See More
IndiaHaal
retweeted
Baijayant Panda Odia
@Panda_Odia
over 5 years ago
ଆସାମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ଏବଂ ବିଧାନସଭା ନିର୍ବାଚନ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ
@PandaJay
ଙ୍କ ସହ ତାଙ୍କର ଆଲୋଚନା ନେଇ
@samajalive
,
@odishasamaya
,
@nirbhaytube
ରିପୋର୍ଟ 👇
IndiaHaal
retweeted
Baijayant Panda Odia
@Panda_Odia
over 5 years ago
"ଆସାମ ବିଧାନସଭା ନିର୍ବାଚନ ନେଇ ପ୍ରଭାରୀ ଭାବେ ଗୁରୁ ଦାୟିତ୍ୱ ତୁଲାଉଥିବା ଶ୍ରୀ
@PandaJay
ଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା ପ୍ରଶଂସା କରିଛନ୍ତି। ଆସାମ ନିର୍ବାଚନରେ ଶ୍ରୀ ପଣ୍ଡା ଜୀବନ ଲଗାଇ ଦେଇଛନ୍ତି ବୋଲି ଜାଗିରୋଡ଼ଠାରେ ଏକ ଜନସମାବେଶରେ ଶ୍ରୀ ଶାହା ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି।"
@sambad_odisha
ରିପୋର୍ଟ
See More
IndiaHaal
retweeted
Baijayant Panda Odia
@Panda_Odia
over 5 years ago
ବିଜେପି ଓଡ଼ିଶା ପ୍ରଦେଶର କେତେକ କାର୍ଯ୍ୟକର୍ତ୍ତା ଆସାମ ନିର୍ବାଚନରେ ଭାଗ ନେଇଥିବା ବେଳେ ଗତକାଲି ସେମାନେ ଶ୍ରୀଯୁକ୍ତ
@PandaJay
ଙ୍କୁ ଦେଖାକରି ହୋଲି ଶୁଭେଚ୍ଛା ଦେଇଥିଲେ। 🙏🙏
#Odisha
IndiaHaal
retweeted
Baijayant Panda Odia
@Panda_Odia
over 5 years ago
ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ଭାଇଙ୍କ ଉଦାହରଣ ଦେଖି ବହୁତ ଖୁସି ଲାଗିଲା ବୋଲି ଶ୍ରୀଯୁକ୍ତ
@PandaJay
ଏହି ଅବସରରେ କହିଛନ୍ତି ଏବଂ ଉଭୟଙ୍କୁ ଏନେଇ ହାର୍ଦ୍ଦିକ ଅଭିନନ୍ଦନ ଦେଇଛନ୍ତି। ସେମାନଙ୍କର ଏହି ପ୍ରୟାସ ଦୃଷ୍ଟାନ୍ତଯୋଗ୍ୟ ତଥା ପ୍ରେରଣାଦାୟୀ ବୋଲି ସେ କହିଛନ୍ତି।
IndiaHaal
retweeted
Baijayant Panda Odia
@Panda_Odia
over 5 years ago
କେନ୍ଦ୍ରାପଡ଼ାର ବିଜୟ କୁମାର କବି ଯିଏ ସମୁଦ୍ର ତଟରେ ୨୫ ଏକର ଜାଗାରେ ଜଙ୍ଗଲ ତିଆରି କରି ଏବଂ ପାରାଦୀପର ଇଞ୍ଜିନିୟର ଅମରେଶ ସାମନ୍ତ ଅନେକ ଛୋଟ ଛୋଟ ଜଙ୍ଗଲ ତିଆରି କରି ପ୍ରକୃତିର ସୁରକ୍ଷା ଦିଗରେ ବୃହତ ପଦକ୍ଷେପ ନେଇଛନ୍ତି। ଆଜି
#MannKiBaat
ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ପ୍ରଶଂସା କରିଛନ୍ତି।
#Odisha
See More
Panda_Odia's tweet video.
IndiaHaal
retweeted
Baijayant Panda Odia
@Panda_Odia
over 5 years ago
ଆଜି ଗୌହାଟି ଓଡ଼ିଆ ସମାଜ ସଦସ୍ଯମାନେ ଶ୍ରୀଯୁକ୍ତ
@PandaJay
ଙ୍କୁ ଦେଖାକରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
IndiaHaal
retweeted
Baijayant Panda Odia
@Panda_Odia
over 5 years ago
.
@PandaJay
: ପ୍ରଧାନମନ୍ତ୍ରୀ ନିଜେ ଉତ୍ତର-ପୂର୍ବ ଭାରତର ବିକାଶ ନେଇ ଏଠାକୁ 45ରୁ ଊର୍ଦ୍ଧ୍ୱ ଥର ଆସିଛନ୍ତି, ଯାହାର ପ୍ରଭାବରେ ଆସାମରେ ଜୋରସୋରରେ ବିକାଶ ହୋଇଛି। ଉଦାହରଣ ଅନୁଯାୟୀ ବ୍ରହ୍ମପୁତ୍ର ନଦୀ ଉପରେ ପ୍ରକଳ୍ପ, ମେଡିକାଲ କଲେଜ ନିର୍ମାଣ, ଯାହା 70 ବର୍ଷରେ ହୋଇପାରିନଥିଲା, ତାହା 5 ବର୍ଷରେ ହୋଇଛି।
Panda_Odia's tweet video.
IndiaHaal
retweeted
Baijayant Panda Odia
@Panda_Odia
over 5 years ago
ଗୌହାଟୀଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର, ଡ. ଜିତେନ୍ଦ୍ର ସିଂ, ଶ୍ରୀ
@PandaJay
, ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଓ ଅନ୍ୟ ପ୍ରମୁଖ ନେତାଙ୍କ ଉପସ୍ଥିତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିବା ନେଇ @prameyaodia ,
@odishasamaya
@nirbhaytube
ରିପୋର୍ଟ
See More
Last Seen Users on Sotwe
The Pussy Monster 😼😈
คนชอบหนัง AV
Seen from
Singapore
먀라루
Seen from
Korea
Dada Sira
Seen from
Thailand
Kim hong
E R N A
Seen from
United States
Saleemarh
双星あん@AI-JKギャル@休止中
Seen from
Japan
Irvin Villatoro
Seen from
Mexico
Haroon Pathan
Trends for you
1
Omar
Under 10K tweets
2
Columbus
Under 10K tweets
3
RJ Mitte
Under 10K tweets
4
Yamamoto
Under 10K tweets
5
Ohtani
Under 10K tweets
6
Logan Henderson
Under 10K tweets
7
Brewers
Under 10K tweets
8
Bubic
Under 10K tweets
9
Mar-a-Lago
Under 10K tweets
10
Walt Jr
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.9M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.6M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫