Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Narayan Karmi
@NarayanKarmi
BJP ODISHA
boudh, odisha
Joined April 2014
284
Following
302
Followers
726
Posts
Narayan Karmi
@NarayanKarmi
16 days ago
ଗତକାଲି ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ
@dpradhanbjp
ଙ୍କ ଜନ୍ମଦିବସ ଅବସରରେ ବୌଦ୍ଧ ଜିଲ୍ଲା
#ବାମଣ୍ଡା
ଠାରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କଲି l
Narayan Karmi
@NarayanKarmi
about 2 months ago
ଗ୍ରାମାଞ୍ଚଳରେ ଚାଲିଥିବା ମୁଖ୍ୟମନ୍ତ୍ରୀ ବସ୍ ସେବା ଗୁଡିକରେ ଯେଉଁ ରାସ୍ତାରେ ପାସେଞ୍ଜର ହେଉ ନାହାନ୍ତି ସେହି ରାସ୍ତାରେ ବସ୍ କୁ ଦୈନିକ ୩ ଥର ଯିବା ଆସିବା କରିବା ପରିବର୍ତ୍ତେ ଦୈନିକ ୨ ଥର କୁ ପରିବର୍ତନ କରାଯାଇ ପାରନ୍ତା 🙏 ।
@STAOdisha
@CTOdisha
@CMO_Odisha
@BibhutiJena93
Narayan Karmi
@NarayanKarmi
2 months ago
@TPSouthOdisha
ବର୍ତମାନ ମଧ୍ୟ କରେଣ୍ଟ ନାହିଁ, ଗ୍ରାମାଞ୍ଚଳ ଭାବି ସେବା ଯୋଗାଇବାକୁ ଅଗ୍ରହ ପ୍ରକାଶ କରୁନାହାନ୍ତି କି? ବିଲ୍ କଲେକସନ୍ ସମୟରେ ଲୋକଙ୍କ ଇଜ୍ଜତ ନେଇ ଯାଉଛନ୍ତି କିନ୍ତୁ ବର୍ତମାନ ବିଦ୍ୟୁତ ନାହିଁ କହିଲେ ଗାଳି ଶୁଣିବାକୁ ମିଳୁଛି
#TPSODL
Narayan Karmi
@NarayanKarmi
2 months ago
ବୌଦ୍ଧ ଜିଲ୍ଲା ମନମୁଣ୍ଡା, ଦପଲା ଫିଡର୍ ଲିମପାଲି ଏରିୟାରେ ଗତ କାଲିଠୁ ବିଦ୍ୟୁତ ନାଇଁ । କାରଣ ପଚାରିଲେ ମତେ କାହିଁକି ଫୋନ କରୁଛ କହି ଲାଇନମ୍ୟାନ୍ "ଅଜିତ ମେହେର' ଲୋକଙ୍କୁ ଗାଁରେ କାହିଁକି ରହୁଛ କହି ଟାହି ଟାପରା ସହ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଛି, ଏହା
@TataPower
ର ସେବା ?
@TPCentralOdisha
@dmboudh
@KVSinghDeo1
Who to follow
Amit Panda
@AmitPandaBJP
Advocate , BJP Karyakarta
Subrat Kumar Mukhi (Modi Ka Parivar)
@9078Subrat
President, Baripada Nagar Mandal (south) Bharatiya Janta Party, Mayurbhanj 🚩जय श्री राम🚩
Rashmi Rekha Das
@Rashmirekha1984
State secretary Bjp Mahila Morcha odisha, , Ex President(A.B.V.P) of I.G.Woman's College ctc .
NarayanKarmi
retweeted
ଓଟିଭି
@otvkhabar
11 months ago
#ନବୀନଙ୍କୁ_ଭେଟିଲେ_ମୋହନ
ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ବାବୁଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ।
#Naveenpatnaik
#CMO
#CM
#OTV
Narayan Karmi
@NarayanKarmi
11 months ago
ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ
@dmboudh
@BDOKANTAMAL1
@BdoKantamal
@PKantamal
Narayan Karmi
@NarayanKarmi
about 1 year ago
ନିଜକୁ ଓଡିଶାର ଏକ ନମ୍ବର ଚେନାଲ୍ କହୁଥିବା
@otvkhabar
ଖବରଟି ମିଛ ଜାଣିବା ସତ୍ବେ ଲୋକଙ୍କୁ ଭ୍ରମିତ କରିବାଭଳି ଖବର ଛାଡିବା ଅତ୍ୟନ୍ତ ଲଜ୍ଯା ଜନକ । ଟଙ୍କା ରୋଜଗାର ପାଇଁ କିଛି ବି ଖବର ପରିବେଷଣ.. ଛି କି ଲଜ୍ଯା
@kanak_news
@ArgusNews_in
@AshwiniVaishnaw
@BJP4Odisha
@PandaJay
@CMO_Odisha
@nitin_gadkari
See More
NarayanKarmi
retweeted
Panchayati Raj and Drinking Water Department
@PRDeptOdisha
over 1 year ago
ପ୍ରଧାନମନ୍ତ୍ରୀ ଆଵାସ ଯୋଜନା (ଗ୍ରାମୀଣ) ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେର ଶୁଭାରମ୍ଭ।
#ପୂରଣ_ହେବ_ପକ୍କା_ଘର_ଆଶା
#ବିକଶିତ_ହେବ_ଆମ_ଓଡ଼ିଶା
#RuralHousing
#Odisha
#PMAYG
#AwaasPlusSurvey
#HousingForAll
Narayan Karmi
@NarayanKarmi
almost 2 years ago
@CMO_Odisha
JY Jagannath 🙏
NarayanKarmi
retweeted
CMO Odisha
@CMO_Odisha
almost 2 years ago
ଜୟ ଜଗନ୍ନାଥ ହେ ମହାପ୍ରଭୁ! ତୁମେ ଲୀଳାମୟ। ତୁମ ଇଚ୍ଛାରେ ଏ ସାରା ସଂସାର ଆତଯାତ ହେଉଛି। ତୁମେ ଓଡ଼ିଆ ଜାତିର ହୃତ୍ ସ୍ପନ୍ଦନ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ଶ୍ରେଷ୍ଠ ପରିଚୟ। ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି। ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା। ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା। ଏ ମହାନ୍ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ତୁମ ଆଶୀର୍ବାଦରେ ପ୍ରତ୍ୟେକ ଓଡ଼ିଆ ଜାତି, ଗୋଷ୍ଠୀ, ବର୍ଣ୍ଣ ଓ ସର୍ବୋପରି ରାଜନୀତିର ଭେଦକୁ ଭୁଲି ଆଧ୍ୟାତ୍ମିକ ଓ ଭୌତିକ ଜଗତରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ଅଗ୍ରସର ହେଉ, ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ
See More
NarayanKarmi
retweeted
Manmohan Samal
@SamalManmohan7
over 2 years ago
ଗତ ୧୦ ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ବ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ । କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି । ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନାହୁଁ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ।
See More
NarayanKarmi
retweeted
Narendra Modi
@narendramodi
over 2 years ago
देशवासी इन नोटों के ढेर को देखें और फिर इनके नेताओं के ईमानदारी के 'भाषणों' को सुनें... 😂😂😂 जनता से जो लूटा है, उसकी पाई-पाई लौटानी पड़ेगी, यह मोदी की गारंटी है। ❌❌❌💵 💵 💵❌❌❌
Narayan Karmi
@NarayanKarmi
over 2 years ago
ଭୁବନେଶ୍ୱର ଠାରେ ଗତକାଲି ABVP ଦ୍ଵାରା ଛାତ୍ର ବିରୋଧୀ ନବୀନ ସରକାର ବିରୁଦ୍ଧରେ ଆୟୋଜିତ ବିଶାଳ ଛାତ୍ର ହୁଙ୍କାର ସମାବେଶରେ ଆମ କଣ୍ଟାମାଳ ଅଞ୍ଚଳରୁ ଆସିଥିବା ଶତାଧିକ ଯୁବ ବନ୍ଧୁଙ୍କ ସହ ସାମିଲ ହେଲି ।
@BJP4Odisha
Narayan Karmi
@NarayanKarmi
over 2 years ago
ରାଜ୍ୟ ସରକାରଙ୍କ ଅଧିନରେ ଥିବା ସର୍ଭେସଂସ୍ଥା ଓରିଡିଲ୍ ମନମାନି କରି ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥରୁ ଫୁଲବାଣୀକୁ ବାଦ୍ ପକାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
@otvnews
@kanak_news
@ArgusNews_in
@sambad_odisha
@Naveen_Odisha
@CMO_Odisha
@_anugarg
#ORIDL
@AshwiniVaishnaw
@dpradhanbjp
@BJP4Odisha
See More
NarayanKarmi
retweeted
Golakbihari Kanhar
@Golakbiharibjp
over 2 years ago
ବଜେଟ୍ ଘୋଷଣା ସତ୍ବେ ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥରୁ ଫୁଲବାଣୀକୁ ବାଦ୍ ପକାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଏହାର ପୁର୍ନବିଚାରକରି ଫୁଲବାଣୀକୁ ଏହି ପ୍ରକଳ୍ପରେ ଯୋଡା ନଗଲେ ଆଶନ୍ତା ନଭେମ୍ବର ୧୦ ତାରିଖରେ କନ୍ଧମାଳ ଜିଲ୍ଲା ବନ୍ଦ ହେବ
#ORIDL
@DMKandhamal
@Naveen_Odisha
@CMO_Odisha
@_anugarg
@AshwiniVaishnaw
See More
Narayan Karmi
@NarayanKarmi
over 2 years ago
ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥରୁ ଫୁଲବାଣୀକୁ ବାଦ୍ ପକାଇଦେବା ଆଦୌ ଗ୍ରହଣୀୟ ନୁହେଁ, ରାଜ୍ୟ ସରକାର ଏବଂ ସର୍ଭେ ସଂସ୍ଥା
#ORIDL
ମିଶି କନ୍ଧମାଳ ପ୍ରତି ବୈମାତୃକ ମନୋଭାବ ଚଳିବ ନାହିଁ । ତୁରନ୍ତ ପୁନର୍ବିଚାର କରାଯାଉ
@CMO_Odisha
@Naveen_Odisha
@AshwiniVaishnaw
@dpradhanbjp
@CTOdisha
@TukuniSahu
@_anugarg
NarayanKarmi
retweeted
Deepak Gochhayat
@dkgochhayat
almost 3 years ago
ଦେଓଘର ଠାରେ ଅନ୍ୟତମ ଜ୍ୟୋତିର୍ଲିଙ୍ଗ ବାବା ବୈଦ୍ୟନାଥଙ୍କ ଦର୍ଶନ ପ୍ରାପ୍ତ କଲୁ । ହର ହର ମହାଦେବ
#harharmahadev
#baidyanathdham
Narayan Karmi
@NarayanKarmi
almost 3 years ago
ଅନୁସୂଚିତ ବସ୍ତି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ, ବୌଦ୍ଧ ଜିଲ୍ଲା ଆମ ଶୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ଶୁଣ୍ଡିପଦର ଠାରେ । ବିଜେପି ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନା ବିଷୟରେ ଆଲୋଚନା ହେଲା । ଅନୁସୂଚିତ ବର୍ଗଙ୍କୁ ସର୍ବଦା ମୋଦି ସରକାରଙ୍କ ପ୍ରାଧାନ୍ୟ ରହି ଆସୁଛି
@BJP4Odisha
@dpradhanbjp
@Bishweswar_Tudu
@SamalManmohan7
See More
Narayan Karmi
@NarayanKarmi
almost 3 years ago
କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ଅନ୍ତର୍ଗତ ଗ୍ରାମୀଣ ମଣ୍ଡଳର ମଣ୍ଡଳ ସତ୍ଯାପନ ବୈଠକ ରେ ଯୋଗଦେଲି
@BJP4Odisha
@BJYMinOD
@dpradhanbjp
@tankadharbjp
@Bishweswar_Tudu
Narayan Karmi
@NarayanKarmi
almost 3 years ago
ଏ ବାବଦରେ ଆପଣଙ୍କୁ ଏକ ଦାବିପତ୍ର ଦେବାକୁ ଯାଇଥିଲୁ କିନ୍ତୁ ଆପଣ ନଥିବା ଯୋଗୁଁ ଆମେ ଆପଣଙ୍କୁ ଟ୍ବିଟ୍ ମାଧ୍ୟମରେ ଅବଗତ କରୁଛୁ । ତୁରନ୍ତ ଏ ଦିଗରେ ତର୍ଜମା କରି ପଦକ୍ଷେପ ନେବାକୁ ଅନୁରୋଧ କରୁଛୁ
@DMKandhamal
@MoSarkar5T
@Naveen_Odisha
@CMO_Odisha
@BJP4Odisha
@dpradhanbjp
@BJYM
@BJYMinOD
Narayan Karmi
@NarayanKarmi
almost 3 years ago
@DMKandhamal
ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଫୁଲବାଣୀ ରକ୍ତଭଣ୍ଡାର ଠାରେ ପୁର୍ବରୁ ଅନୁମତି ନେଇ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲୁ କିନ୍ତୁ ରକ୍ତ ନେବା ବେଳେ ଓଜନ ମେସିନ ନଥିବାରୁ ଏବଂ ରକ୍ତ ଭଣ୍ଡାର ଅଧିକାରୀ ମାନେ ଆମର ଏଠି ଏମିତି ହୁଏ କହିବାରୁ ଶିବିରକୁ ଅଧାରେ ବନ୍ଦ କରି ଦିଆଯାଇଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ
See More
Last Seen Users on Sotwe
Pedro Plebillo
Seen from
Spain
pap random STw
Seen from
Indonesia
hoa_dâm_bụt
Seen from
Vietnam
ابو نزار
Seen from
Saudi Arabia
Naile Elçin
Seen from
Turkey
Sevcan
Seen from
Turkey
TURKİSH PORN SİTES
Seen from
Germany
The Slopfather
Seen from
United States
Shemales Indian 🇮🇳 6K
Seen from
India
Khalid Saahi
Seen from
Pakistan
Trends for you
1
Sam Neill
Under 10K tweets
2
Rihanna
Under 10K tweets
3
Event Horizon
Under 10K tweets
4
Good Monday
Under 10K tweets
5
#个人女大学生
Under 10K tweets
6
Inception Wrapped
Under 10K tweets
7
Blaney
Under 10K tweets
8
Jeezy
Under 10K tweets
9
Bubba
Under 10K tweets
10
Peaky Blinders
Under 10K tweets
Most Popular Users
1
Elon Musk
@elonmusk
240.8M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
111.3M followers
5
Narendra Modi
@narendramodi
107M followers
6
Rihanna
@rihanna
97.8M followers
7
NASA
@nasa
92.2M followers
8
Justin Bieber
@justinbieber
91.1M followers
9
KATY PERRY
@katyperry
88M followers
10
Taylor Swift
@taylorswift13
81.9M followers
11
Lady Gaga
@ladygaga
73.4M followers
12
Virat Kohli
@imvkohli
70.5M followers
13
Kim Kardashian
@kimkardashian
70M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.3M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61.1M followers
20
X
@x
60.8M followers
Olivia
Online
✨
⭐
💫