Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Rasmi Ranjan Naik
@Redmi57338828
Love me or hate me, both are in my favor. If you love me, I'll always be in your heart. If you hate me, I'll always be in your mind.
Puri, India
Joined May 2020
352
Following
112
Followers
19.8K
Posts
Redmi57338828
retweeted
Prachee Nanda OSPS (।)🌵
@PracheeNanda
about 9 hours ago
ଏ ଜୀବନରେ କେତେ ଲୋକ ଆସନ୍ତି, ଆସିକି ଚାଲିବି ଯାଆନ୍ତି,ମନ କୁ ଖୁସି, ଦୁଃଖ, ଗ୍ଲାନି, ବେଦନା ରେ ଭରି ଦିଅନ୍ତି, . . ହେଲେ ସେସବୁ କୁ ସହିବାକୁ ଯୁ ଧର୍ଯ୍ୟ ଦରକାର, ଯୁ ମନବଳ ଦରକାର ସେ ହଉଛୁ ତୁ ଓ ଅନ୍ତ ପର୍ଯ୍ୟନ୍ତ ଯିଏ ଛାଇ ହେଇ ସାଙ୍ଗରେ ରୁହେ, ସେ ବି ହଉଛୁ ତୁ ✍️
#ହେ_ନାଥ
🙏
Redmi57338828
retweeted
Bisu ବାୟା isu
@Bisubayaisu
about 15 hours ago
ଧର୍ଯ୍ୟ ଏକ ଏପରି ବନ୍ଧୁ ଯିଏ ପାଖରେ ଥିଲେ ମଣିଷ ସବୁ ପରିସ୍ଥିତିକୁ ମୁକାବିଲା କରିପାରେ। ଯେତେବେଳେ ସିଏ ମଣିଷର ସାଥ ଛାଡିଦିଏ ସେତେବେଳେ ମଣିଷର ପାଦ ଟଳ ମଳ ହୋଇଯାଏ। "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏
Redmi57338828
retweeted
Kanak News
@kanak_news
about 9 hours ago
#ଆଉ_ଜଣେ_IPSଙ୍କ_ଇସ୍ତଫା
ସରକାରୀ ଚାକିରିରୁ ଆଉ ଜଣେ IPSଙ୍କ ଇସ୍ତଫା : ଓଡ଼ିଶା କ୍ୟାଡରର IPS ପ୍ରୋବେସନରଙ୍କ ଇସ୍ତଫା ସରକାରଙ୍କୁ ପଠାଇଲେ ଇସ୍ତଫା ପତ୍ର
#kanaknews
#odisha
#mkt
kanak_news's tweet video.
Redmi57338828
retweeted
Aradhya Subudhiray
@Aradhyalori
3 days ago
ପିଠି ପଛରେ ଘୃଣା ...ମୁଁହ ଆଗରେ ପ୍ରେମ ଏଟା ହିଁ ଲୋକ ମାନଙ୍କ କାମ🤣
#ଲୋକ
Who to follow
ସରୋଜ ପରିଡ଼ା
@SarojPa63780490
Respect all fear none
Er.Soumya Swarup
@Soumya_7777
By profession Engineer@Tata steel https://t.co/7amDe7wSS5 in kalinga university@ Electronics .P.hd started.
Subrat kumar Pradhan🇮🇳
@i_msubrat12
ଖାଣ୍ଟି ଓଡ଼ିଆ ଟୋକା, ଜୟ ଜଗନ୍ନାଥ🙏🙏🙏 Nature Lover🌿🍃indian 🇮🇳 cricket🏏music🎶Book lover 📚😍 Wish me on 8 April 🎂🎉🎁
Redmi57338828
retweeted
Aradhya Subudhiray
@Aradhyalori
about 21 hours ago
ବାପାଙ୍କ ପରେ ସ୍ବାମୀ ହିଁ ଏମିତି ଗୋଟେ ଆଶିର୍ବାଦ ଯିଏ କାମ ସାରି ଘର କୁ ଫେରିଲେ ମନ ରେ ଗୋଟେ ଶାନ୍ତି ମିଳେ....
#ଶାନ୍ତି
Redmi57338828
retweeted
Shree Jagannatha Temple Office, Puri
@SJTA_Puri
about 23 hours ago
ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆଗେଇ ଚାଲିଛି ଶ୍ରୀବିଗ୍ରହଙ୍କ ରଥ ନିର୍ମାଣ କାର୍ଯ୍ୟ। ଚିତ୍ରକାର ସେବକଙ୍କ ଦ୍ୱାରା ତିନି ରଥର ଅଶ୍ୱଗୁଡ଼ିକରେ ରଙ୍ଗ କାର୍ଯ୍ୟ ଅନ୍ତିମ ଚରଣରେ ପହଞ୍ଚିଛି। ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ।🙏
#RathaJatra
#JaiJagannatha
#RathaJatra2026
#RathaYatra
#ShreeJagannathaDhaam
See More
Redmi57338828
retweeted
ଓଡ଼ିଆ ଜଗତ
@odiajagat
1 day ago
।। ଶ୍ରୀମନ୍ଦିରରେ ଦଶମୂଳ ମୋଦକ ବିଜେ ନୀତି ।। 👉 ଆଜି ପବିତ୍ର ଅଣସର ଦ୍ଵାଦଶ ଦିନରେ ଶ୍ରୀମନ୍ଦିରରେ ପରମ୍ପରା କ୍ରମେ ଦଶମୂଳ ମୋଦକ ବିଜେ ନୀତି ଅନୁଷ୍ଠିତ ହେଉଅଛି। 👉 ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଶ୍ରୀଜୀଉମାନେ ଲୀଳା ମାଧ୍ୟମରେ ଜ୍ଜ୍ୱର ପୀଡିତ ହୋଇ ନିରୋଧନ ଗୃହ ବା ଅଣସର ଘରେ ଅବସ୍ଥାନ କରୁଛନ୍ତି। 👉 କୋଟି ଓଡ଼ିଆର ମଉଡ଼ମଣୀ ଶ୍ରୀଜଗନ୍ନାଥ ସହ ଭାଇ ଭଉଣୀଙ୍କୁ ଆରୋଗ୍ୟ କରିବା ନିମନ୍ତେ ସେବକ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏହି କ୍ରମରେ 👉 ଆଜି ପବିତ୍ର ଅଣସର ଦ୍ଵାଦଶ ଦିନରେ ଶ୍ରୀମନ୍ଦିରକୁ ଦଶମୂଳ ମୋଦକ ବିଜେ ନୀତି ଅନୁଷ୍ଠିତ ହେଉଅଛି। 👉 ଶ୍ରୀ ବିଗ୍ରହଙ୍କୁ ସୁସ୍ଥ କରିବା ନିମନ୍ତେ ରାଜବୈଦ୍ୟ ସେବକ ମାନେ ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଦଶମୂଳ ମୋଦକ ପ୍ରସ୍ତୁତ କରିଥାନ୍ତି। ଶ୍ରୀମନ୍ଦିର ର ରାଜବୈଦ୍ୟ ସେବକ ମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି। 👉 ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ ବନଜାତ ଦ୍ରବ୍ୟ ଯଥା :- ଶାଳପନ୍ନି , ଗମ୍ଭାରୀ , ଫଣଫଣା , କୃଷ୍ଣ ପନ୍ନି , ଅଗବଥୁ , ବେଲ , ଅଙ୍କରାନ୍ତି , ଗୋଖରା ,ଲବିଂ କୋଳି , ନବାଙ୍କୁରୀକୁ ସଂଗ୍ରହ କରି ପ୍ରଥମେ ଭଲ ଭାବେ ଶୁଖା ଯାଇଥାଏ। 👉 ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥାଏ । 👉 ଏହି ଗୁଣ୍ଡ କୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ସାହାଯ୍ୟରେ ବସଯାଇ ଖୁଆ , ଶର୍କରା , ସର , ମହୁ , ଘିଅ , ଭାଙ୍ଗ ଆଦି ପକା ଯାଇ ଏହାକୁ ପାଗ କରାଯାଏ। 👉 ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ। 👉 ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆ ରେ ରଖା ଯାଇଥାଏ। 👉 ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦ ରେ ଦାଖଲ କରାଯାଇଥାଏ। 👉 ଆସନ୍ତାକାଲି ପବିତ୍ର ଖଳିଲାଗି ଏକାଦଶୀରେ ମହାପ୍ରଭୁଙ୍କୁ ଏହା ଲାଗି ହୋଇଥାଏ।
See More
Redmi57338828
retweeted
ଓଡ଼ିଆ ଜଗତ
@odiajagat
1 day ago
।। ଶ୍ରୀମନ୍ଦିରରେ ଚକାବିଜେ ନୀତି ।। ଆଜି ଶ୍ରୀମନ୍ଦିର ରେ ପବିତ୍ର ଅନବସର ଦ୍ଵାଦଶ ଦିନ ଅବସରରେ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଭୋଗ ମଣ୍ଡପ ନୀତି ସରିବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ବେହରଣ ଦ୍ବାର ଖୋଲାଯାଏ । ଧୁକୁଡ଼ି ଦ୍ବାର ପାଖରେ ଥିବା ତିନୋଟି ଚକାକୁ ଗଡ଼ାଇ କରି ନେଇ ଅଣସର ପିଣ୍ଡିରେ ପକାଇ ଶ୍ରୀବିଗ୍ରହଙ୍କୁ ତହିଁରେ ବିଜେ କରାଯାଏ ।
See More
Redmi57338828
retweeted
ଓଡ଼ିଆ ଜଗତ
@odiajagat
2 days ago
ଶ୍ରୀ ଶ୍ରୀ ବିମଳା ଦେବୀ ଙ୍କ ପ୍ରତିରୂପା ପୁରୁଷୋତ୍ତମ କ୍ଷେତ୍ର ବାସିନୀ ମା ବିଶ୍ୱେଶ୍ୱରୀ ଠାକୁରାଣୀ ଙ୍କ ଆଜିର ଦିବ୍ୟ ଦର୍ଶନ 🌺✨ ଯେଉଁ ଠାକୁରାଣୀ ଙ୍କ କୃପାରୁ ଉତ୍କଳ ରେ ଗଙ୍ଗ ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା,ଉତ୍କଳୀୟ ସପ୍ତମାତୃକା ରୂପେ ଖ୍ୟାତା ତନ୍ତ୍ରସାଧିକା ମାନେ ମା'ଙ୍କୁ ଇଷ୍ଟଦେବୀ ରୂପେ ଗ୍ରହଣ କରିଥିଲେ,ଶାବରୀୟ ତନ୍ତ୍ର ବିଦ୍ୟା ର ପ୍ରସିଦ୍ଧ ସାଧିକା ନିତେଇ ଧୋବଣୀ ମା'ଙ୍କ କୃପା କୁ ଆଶ୍ରା କରି ଅନନ୍ତ ବର୍ମନ ଚୋଡ଼ଗଙ୍ଗ କେଶରୀ ବଂଶ କୁ ପରାସ୍ତ କରି ଗଙ୍ଗବଂଶ ପ୍ରତିସ୍ଥାପନ କରି ଆଗଙ୍ଗଗୋଦାବରୀ କଳିଙ୍ଗ ସାମ୍ରାଜ୍ୟ ବିସ୍ତାର କରିଥିଲେ । ଜୟତୁ ବିମ୍ବଳାଈ ଜୟ ମା ବିଶ୍ୱେଶ୍ୱରୀ ✨
See More
Redmi57338828
retweeted
Bisu ବାୟା isu
@Bisubayaisu
1 day ago
ଛୋଟିଆ ମିଠା କଥା ପଦେ ମଣିଷର ହୃଦୟକୁ ଜିତି ଥାଏ କିନ୍ତୁ ଛୋଟିଆ କଟୁ କଥା ପଦେ ମଣିଷର ହୃଦୟକୁ ଭାଙ୍ଗି ଦେଇଥାଏ। ମଣିଷକୁ ମାଡ଼ ନୁହେଁ କଟୁ କଥା ଅଧିକ ଆଘାତ ଦେଇଥାଏ । "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏
Redmi57338828
retweeted
Bisu ବାୟା isu
@Bisubayaisu
3 days ago
ଲୋକେ ପଛରେ ଖରାପ କହୁଛନ୍ତି ବୋଲି ଦୁଃଖ କରନ୍ତୁ ନାହିଁ, ଖୁସି ହୁଅନ୍ତୁ ଯେ ସେମାନେ ଆପଣଙ୍କୁ ମନେ ତ ପକାଉଛନ୍ତି! ଚର୍ଚ୍ଚା ସେହିମାନଙ୍କର ହିଁ ହୁଏ, ଯାହାଙ୍କର କିଛି ଅସ୍ତିତ୍ୱ ଥାଏ। "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏
Redmi57338828
retweeted
ସଂଗ୍ରାମ ର ଶବ୍ଦ.. 🖋️
@sangramrasabda
3 days ago
ପ୍ରେମ,ପରିସ୍ଥିତି ଆଉ ପ୍ରତାରଣା ସମସ୍ତେ ବୁଝନ୍ତିନି ଏହି ବୁଝାବଣା.. ,,
Redmi57338828
retweeted
🇦🇷 Selección Argentina ⭐⭐⭐
@Argentina
4 days ago
#SelecciónMayor
SIMPLEMENTE GRACIAS JUGADORES!!!! 🥹😍🇦🇷
#TODOSJUNTOS
Argentina's tweet video.
Redmi57338828
retweeted
Bisu ବାୟା isu
@Bisubayaisu
4 days ago
ଅନ୍ନ ପରଷିବା ଗୋଟିଏ ସାଧାରଣ କଥା ନୁହେଁ, ସେ ହେଉଛି ଅତି ସୌଭାଗ୍ୟ ଏବଂ ପୂର୍ଣ୍ଣ୍ୟର କଥା.... ସେ ସୌଭାଗ୍ୟ ତ ଭଗବାନ ଅଧିକାଂଶ ନାରୀ ମାନଙ୍କୁ ଦେଇଛନ୍ତି, ଗୋଟିଏ ଗୃହର ଗୃହିଣୀ ହିସାବରେ । "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏
Redmi57338828
retweeted
Selección Argentina in English
@AFASeleccionEN
4 days ago
THIS TEAM 🇦🇷
AFASeleccionEN's tweet video.
Redmi57338828
retweeted
Prachee Nanda OSPS (।)🌵
@PracheeNanda
4 days ago
କେହି ଯଦି ଆମକୁ ସଫଳ ହବାର ଦେଖି ପ୍ରକୃତ ରେ ଆଶାରହିତ ଖୁସି ହୁଏ ନା . . ସେ କେଵଳ ତୁ ✍️
#ହେ_ନାଥ
🙏
Redmi57338828
retweeted
Bisu ବାୟା isu
@Bisubayaisu
5 days ago
ପରିସ୍ଥିତି ଆଉ ଖରାପ ସମୟକୁ ବଦଳେଇ ପାରୁଥିବା ବନ୍ଧୁକୁ ପାଖରେ ରଖନ୍ତୁ.. ପରିସ୍ଥିତି ସହ ବଦଳି ଯାଉଥିବା ବନ୍ଧୁକୁ ନୁହେଁ.... "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏
Redmi57338828
retweeted
ଓଡ଼ିଆ ଜଗତ
@odiajagat
6 days ago
ଓଡ଼ିଆ ଭାଗବତ କଥାମୃତ ଭାଗ - ୪୧୫ ଓଁ ନମୋ ଭଗବତେ ବାସୁଦେବାୟ ----------------------------------------- ଯଜ୍ଞ ତପସ୍ୟା ଯୋଗାଦିରେ। ପ୍ରାପ୍ୟ ମୁଁ ନୁହଇଁ ସଂସାରେ। ଯାହାର ଭେଦ ଜ୍ଞାନ ନାହିଁ। ତା ହୃଦେ ନିରତେ ମୁଁ ଥାଇ। ଅର୍ଥ - ଯଜ୍ଞେଶ୍ଵର ଭଗବାନ ମହାରାଜା ପୃଥୁଙ୍କୁ କହିଲେ , ହେ ରାଜନ୍ ! ଏହି ସଂସାରରେ ଯଜ୍ଞ, ତପସ୍ୟା ଓ ଯୋଗ ଆଦି ଦ୍ଵାରା ମୁଁ କାହାରିକୁ ପ୍ରାପ୍ତ ହୁଏ ନାହିଁ। କେବଳ ଯାହାଙ୍କ ହୃଦୟରେ ତୋର ମୋର ଭେଦଭାବ ନ ଥାଏ ମୁଁ ତାଙ୍କୁ ହିଁ ପ୍ରାପ୍ତ ହୋଇଥାଏ ଓ ତାଙ୍କ ହୃଦୟରେ ସର୍ବଦା ବିରାଜମାନ କରିଥାଏ।
See More
Redmi57338828
retweeted
Prachee Nanda OSPS (।)🌵
@PracheeNanda
5 days ago
ମନ ନିର୍ମଳ, କର୍ମ ଭଲ, ଠିକ୍ ରାସ୍ତା . . ତାପର ବାକି ସବୁ ତୋ ଇଛା ✍️
#ହେ_ନାଥ
🙏
Redmi57338828
retweeted
Bisu ବାୟା isu
@Bisubayaisu
6 days ago
ମନୁଷ୍ୟ ବିଲୁଆ ସହିତ ନ ରହି ଚତୁରତା ଶିଖିଗଲା, ସାପ ସହିତ ନ ରହି ଦଂଶନ କରିବା ଶିଖିଗଲା, ସିଂହ ସହିତ ନ ରହି ଆକ୍ରମଣ କରିବା ଶିଖିଗଲା। କିନ୍ତୁ କୁକୁର ସହିତ ରହି, ତା’ 'ଭୋକିବା' ତ ଶିଖିଗଲା, ହେଲେ ତା’ ଭିତରେ ଥିବା ସେହି 'ସଚ୍ଚୋଟତା' ଓ 'ବିଶ୍ୱସ୍ତତା'ର ଗୁଣକୁ ଆଦୌ ଶିଖିପାରିଲା ନାହିଁ। "ଜୟ ଜଗନ୍ନାଥ" 🙏🌷 ଶୁଭ ସକାଳ 🌷🙏
Last Seen Users on Sotwe
Bellaaaa
Seen from
Norway
Hassan Mohamed
cdn.videy.co
Seen from
Indonesia
La model boy
Seen from
Turkey
Elazığ itiraf sayfası
Seen from
Turkey
Rownok Hassan
AMOL
Seen from
Belgium
Taiream Week
Seen from
United States
TÜRK İFŞA
Seen from
Turkey
smk lover
Seen from
Turkey
Trends for you
1
#bb28
Under 10K tweets
2
$VEX
Under 10K tweets
3
Good Saturday
Under 10K tweets
4
Tyler
Under 10K tweets
5
Candace
Under 10K tweets
6
Caleb Wilson
Under 10K tweets
7
#SmackDown
Under 10K tweets
8
Iran
Under 10K tweets
9
Italians
Under 10K tweets
10
Spain
Under 10K tweets
Most Popular Users
1
Elon Musk
@elonmusk
240.8M followers
2
Barack Obama
@barackobama
119.2M followers
3
Donald J. Trump
@realdonaldtrump
111.7M followers
4
Cristiano Ronaldo
@cristiano
111.2M followers
5
Narendra Modi
@narendramodi
107M followers
6
Rihanna
@rihanna
97.8M followers
7
NASA
@nasa
92.2M followers
8
Justin Bieber
@justinbieber
91M followers
9
KATY PERRY
@katyperry
88M followers
10
Taylor Swift
@taylorswift13
81.8M followers
11
Lady Gaga
@ladygaga
73.3M followers
12
Virat Kohli
@imvkohli
70.4M followers
13
Kim Kardashian
@kimkardashian
69.9M followers
14
YouTube
@youtube
68.7M followers
15
Bill Gates
@billgates
64.1M followers
16
Neymar Jr
@neymarjr
63.2M followers
17
The Ellen Show
@theellenshow
62.4M followers
18
CNN
@cnn
61.9M followers
19
Selena Gomez
@selenagomez
61M followers
20
X
@x
60.8M followers
Olivia
Online
✨
⭐
💫