Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ସମ୍ବାଦ ସାହିତ୍ୟଘର
@Sahitya_Ghara
Sahitya Ghara is an innovative endeavor of the Sambad Group that compiles, preserves and promotes Odia language and literature across Odisha.
Bhubaneswar
Joined July 2023
12
Following
53
Followers
7
Posts
Sahitya_Ghara
retweeted
Sambad Group
@SambadGroup
almost 3 years ago
ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାରପୁର୍ଣିମା ଅବସରରେ ସମ୍ବାଦ ପରିବାର ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମା' ଲକ୍ଷ୍ମୀଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ।
Sahitya_Ghara
retweeted
Sambad Group
@SambadGroup
about 3 years ago
ଆମ ପରିବାରର ଅଧ୍ୟକ୍ଷ ଶ୍ରୀଯୁକ୍ତ
@SoumyaSambad
ଙ୍କ ୭୨ ତମ ଜନ୍ମ ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁଙ୍କ ପାଖରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛୁ ! ।
Sahitya_Ghara
retweeted
Soumyaranjan Patnaik
@SoumyaSambad
about 3 years ago
ସ୍ଵାଧୀନ ଭାରତବର୍ଷକୁ ଆଜି ୭୬ ପୁରୀ ୭୭ ଚାଲିଲା । ବୃହତ୍ତର ସମ୍ବାଦ ପରିବାର ତରଫରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆଜି ସ୍ଵାଧୀନତା ଦିବସ ପାଳିଲା ବେଳେ ମୋ ମନକୁ ଦୁଇଜଣ ମହାପୁରୁଷଙ୍କ କଥା ଆସୁଛି । ଉତ୍କଳମଣି ଗୋପବନ୍ଧୁ ଦାସ ଓ ମହାତ୍ମା ଗାନ୍ଧୀ । ପ୍ରଥମ କଥା ହେଲା ଉତ୍କଳମଣି ନିଜ କବିତା ମାଧ୍ୟମରେ ଆମ ପାଇଁ ଯେଉଁ ମାର୍ଗଦର୍ଶିକା ଦେଇଥିଲେ “ଦେଶର ସ୍ଵରାଜ ପଥେ ଯେତେ ଗାଡ଼ , ପୁରୁ ତହିଁ ପଡ଼ି ମୋର ମାଂସ ହାଡ”। ଆଜି ଆମେ ସ୍ବାଧୀନ ହେଇଛେ କିନ୍ତୁ ସ୍ଵରାଜ ପଥରେ ଗାଡ଼ କମିଛି କି ନାହିଁ ?? ଏ ସମ୍ପର୍କରେ ଆମେ ନିଜକୁ ନିଜେ ପ୍ରଶ୍ନ ପଚାରି ଉତ୍ତର ଖୋଜିବାର ଆବଶ୍ୟକତା ଅଛି । ଅନ୍ୟ କଥାଟି ହେଲା ସ୍ବାଧୀନତା ପରେ ପରେ ମହାତ୍ମା ଗାନ୍ଧୀ ଆମକୁ ଚେତେଇ ଥିଲେ ‘ପ୍ରକୃତ ସ୍ଵାଧୀନତା କଣ ବୋଲି, ’ରାତି ୧୨ ଟାରେ ରାଜରାସ୍ତାରେ ଯଦି ଝିଅଟିଏ ଘରକୁ ନିରାପଦରେ ଫେରିପାରେ ତାହେଲେ ଆମେ ତାକୁ ପ୍ରକୃତ ସ୍ବାଧୀନତା ବୋଲି କହିବା’ । ଆଜି ସ୍ବାଧୀନତା ଦିବସ ଅବସରରେ ଏହି ଦୁଇ ମହାପୁରୁଷ ମାନଙ୍କର ଏହିପରି ପ୍ରଶ୍ନର ଉତ୍ତର ଖୋଜି ଆମେ ଆମ ସ୍ବାଧୀନତା ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ଅଛି । #ସ୍ଵାଧୀନତା_ଦିବସ #ଭାରତବର୍ଷ
See More
ସମ୍ବାଦ ସାହିତ୍ୟଘର
@Sahitya_Ghara
about 3 years ago
ଗତକାଲି 'ସମ୍ବାଦ ସାହିତ୍ୟଘର' ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପଲାଶପୂର ନିକଟ ଗଙ୍ଗୁଆବନ୍ଧରେ ୨୮୦ଟି ଚାରାରୋପଣ କରାଯାଇଛି ।
ସମ୍ବାଦ ସାହିତ୍ୟଘର
@Sahitya_Ghara
about 3 years ago
ସମ୍ବାଦ ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ ।
Sahitya_Ghara
retweeted
Dr Subhashree Lenka
@DrSubhashree_L
about 3 years ago
ସବୁଜ ଓୟୁଏଟି ଅଭିମାନରେ ସମ୍ବାଦ ସାହିତ୍ୟଘର ଓ ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ 'ଉଦଘାଟନୀ ଉପଵନ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଶ୍ବ ବିଦ୍ୟାଳୟର କୁଳପତି,ଡି.ଏଫ.ଓ, ବିଭିନ୍ନ ବିଭାଗର ଡିନ୍, ବିଭାଗୀୟ ଅଧିକାରୀ, ଛାତ୍ରଛାତ୍ରୀଙ୍କ ସହିତ ଆମ ପରିବାରର ମୁଖ୍ୟ ଓ ସହଯୋଗୀ ମାନେ ସାମିଲ ହୋଇଥିଲେ
See More
ସମ୍ବାଦ ସାହିତ୍ୟଘର
@Sahitya_Ghara
about 3 years ago
ସମ୍ବାଦ ସାହିତ୍ୟଘର, ବାଲେଶ୍ବର ଶାଖା ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ।
#sambad
#SahityaGhara
#PlantationDrive
Last Seen Users on Sotwe
Vermezsen gelme
Seen from
Turkey
deercherado
Seen from
United States
ميمي اربيل
phking74 🇲🇾
Seen from
Italy
masorserkanlamasajkeyfi
Seen from
Turkey
Michael Maitland
Seen from
United States
💋الملكه فطوم👑
寝子
Seen from
Japan
Seen from
Pakistan
入mu三分
Seen from
Japan
Trends for you
1
Cowboys
Under 10K tweets
2
Schotty
Under 10K tweets
3
Dak Prescott
Under 10K tweets
4
#LaGranjaGala
Under 10K tweets
5
Rams
Under 10K tweets
6
GOTI
Under 10K tweets
7
Kylie
Under 10K tweets
8
NFC East
Under 10K tweets
9
#DALvsGB
Under 10K tweets
10
Megan
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
118.8M followers
3
Cristiano Ronaldo
@cristiano
114.6M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.1M followers
6
Rihanna
@rihanna
98.7M followers
7
NASA
@nasa
92.3M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
90.1M followers
10
Taylor Swift
@taylorswift13
84M followers
11
Lady Gaga
@ladygaga
75.5M followers
12
Virat Kohli
@imvkohli
73.5M followers
13
Kim Kardashian
@kimkardashian
70.9M followers
14
YouTube
@youtube
68.8M followers
15
Neymar Jr
@neymarjr
66.5M followers
16
Bill Gates
@billgates
65.3M followers
17
Selena Gomez
@selenagomez
63.1M followers
18
The Ellen Show
@theellenshow
62.2M followers
19
CNN
@cnn
61.7M followers
20
X
@x
60.7M followers
Olivia
Online
✨
⭐
💫