Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Sujit Sinha
@SujitSi48745930
I love all who loves me
Puri, India
Joined December 2018
27
Following
30
Followers
23
Posts
SujitSi48745930
retweeted
Bipin Mohanty
@BipinMohanty4
over 7 years ago
ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ସାମ୍ନାରେ ଥିବା ହାଇମାଷ୍ଟ ଲାଇଟିଟି ଆଜକୁ କିଛିଦିନ ହେବ ଜଳୁନାହିଁ। ଫଳରେ ସିଂହଦ୍ଵାର ଅଞ୍ଚଳଟି ଅନ୍ଧକାରମୟ ରହୁଛି।ପର୍ଯ୍ୟଟକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦିଅନ୍ତୁ। @Puriulbeo @PuriDistrict @CesuOdisha
@CMO_Odisha
@SahiBhai
@
See More
SujitSi48745930
retweeted
Dibyaranjan sethi
@DibyaranjanSe11
over 7 years ago
ବାରମ୍ବାର ଅଭିଯୋଗ ସତୟେ ପ୍ରସାଶନ ର ନିଦ୍ରା ଭାଙ୍ଗୁନି ସଫଳତାରଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ .BMC ଟିକେ ଦୃଷ୍ଟି ଦିଅନ୍ତୁ .ଦୂଷିତ ପାଣିପୀ କାହା ପ୍ରାଣଚାଲିଯିବ,
@DMKhordha
@bmcbbsr
@OdishaWater
@swachhbharat
@NEWS7Odia
@CPCB_OFFICIAL
@CMO_Odisha
@Naveen_Odisha
SujitSi48745930
retweeted
Bipin Mohanty
@BipinMohanty4
over 7 years ago
ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୂଆଖୋଲମରା ପଞ୍ଚାୟତର ପ୍ରଧାନ ସାହି ଠାରୁ ବାବା ବାଲୁଙ୍କେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଖରାପ ଅଛି। ଯାହା ଫଳରେ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦିଅନ୍ତୁ @PuriDistrict
@RDOdisha
@CMO_Odisha
@SahiBhai
@PRDeptOdisha
See More
BipinMohanty4's tweet video.
SujitSi48745930
retweeted
Sushil Kumar Sahoo
@SushilK50094510
over 7 years ago
·
Puri
https://t.co/tfZiUy99yXଦୟାକରି .ଜିଲ୍ଲା ପ୍ରଶାସନ .ରାଜ୍ୟସରକାର .ରାଜ୍ୟଶିକ୍ଷା ବିଭାଗ ଧ୍ୟାନ ଦିଅନ୍ତୁ
@SahiBhai
@Naveen_Odisha
@homeodisha
@PuriDistrict
@DEOPURI
Who to follow
Biren Pradhan
@BirenPradhanS
A Game changer
Soumyaranja Mohapatra(social worker)
@BiratungaSoumya
Debi Prasad Dalabehera
@DalabeheraDebi
Sales Person Of GIC & LIC Products Like MOTOR, HEALTH, PA, PROPERTY ETC. Associated With UIIC, ITGI, CholaMs,StarHealth, TataAig, Unilight,Landmark, LIC.
SujitSi48745930
retweeted
Bikram Kumar Nayak
@Bikramkunayak
over 7 years ago
ପୁରୀ ପୌରପାଳିକା ର ଗାଡି ଗୁଡିକ ସୁରକ୍ଷିତ ରଖିବା ପାଇଁ ନିର୍ମାଣ ହୋଇଥିବା ଗ୍ୟାରେଜ ଘର ଗୁଡିକର ଅପବ୍ୟବହାର କରାଯାଇ, ଗାଡି ଗୁଡିକ ଅସୁରକ୍ଷିତ ���ବସ୍ଥା ରେ ରହି ନଷ୍ଟ ହେଉଛି ବିଭାଗୀୟ କତୃପକ୍ଷ ଙ୍କୁ ବିନମ୍ର ଅନୁରୋଧ ଏଥିପ୍ରତି ଧ୍ୟାନ ଦେବାପାଇଁ
l @CMO_Odis
ha @PuriDistrict @Puriulbe
o @HUDDeptOdis
h
a @CPCB_OFFICI
AL
See More
Sujit Sinha
@SujitSi48745930
over 7 years ago
@SandipM59662723
@CMO_Odisha
@otvnews
@kanak_news
@PMOIndia
@AprajitaSarangi
Right sir please do some thing for this app
SujitSi48745930
retweeted
Sandip Mohapatra
@Sevak_Sandip
over 7 years ago
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଟିିକ୍ ଟକ୍ ଆପ୍ କୁ ଓଡିଶାରେ ବନ୍ଦ କରନ୍ତୁ।କାରଣ ଯୁବକ ଯୁବତୀ ମାନେ Like,Views ପାଇଁ ଟିକ୍ ଟକ୍ କୁ ନିଶା କରିସାରିଲେଣି,ଏମିତି ବି ବିପଦଶଂଙ୍କୁଳ ଅବସ୍ଥାରେ ଭିଡିଓ କରୁଛନ୍ତି।ଏହି ଆପ୍ ସମାଜ ଉପରେ ବହୁତ ପ୍ରଭାବ ପକାଉଛି।
@CMO_Odisha
@otvnews
@kanak_news
@PMOIndia
@AprajitaSarangi
See More
SujitSi48745930
retweeted
Chaturbhuja JP 🇮🇳
@JpChaturbhuja
over 7 years ago
·
Kuchinda
Please don't look at me again, I don't have another heart to lose... ଆଜି ଠୁ ମୁଁ ଏକା ହେଇଗଲି ❤💔💘 ମୋର ରକତ ଝରଲା ତୋର ଆଖିଲୁହ କେଭେ ନାଇଁ ଝରାବୁ ମୋର ପ୍ରିୟା ଇଟା ମୋର କିରିୟା 😌
SujitSi48745930
retweeted
Bipin Mohanty
@BipinMohanty4
over 7 years ago
ପୁରୀସହରର ରେଡ଼କ୍ରସରୋଡ଼ରେ ଥିବା ମୁଖ୍ୟ ଡ୍ରେନଟି ମାଛମାର୍କେଟ ଠାରୁ ପୋଲିସଲାଇନ ସ୍କୁଲ ପର୍ଯ୍ୟନ୍ତ ଅବର୍ଜନରେ ଭର୍ତି ହୋଇରହିଛି।ଯାହାଫଳରେ ଗତ ବର୍ଷାଦିନରେ ବର୍ଷାଜଳ ନିଷ୍କାସନ ନ ହୋଇ ସହରର ଅଧିକାଂଶ ଘରେ ନଳାର ଅବର୍ଜନାପାଣି ପଶିଥିଲା।ଅଧିକାରୀ ମାନେ ଧ୍ୟାନଦିଅନ୍ତୁ। @PuriDistrict
@CPCB_OFFICIAL
@CMO_Odisha
@HUDDeptOdisha
See More
SujitSi48745930
retweeted
ପୁରୀ ନାଗରିକ
@puri_nagarika
over 7 years ago
ଏହା କେବଳ ଲୋକ ଦେଖlଣିଆ
SujitSi48745930
retweeted
Manas Ranjan Barik
@mrbarik88
over 7 years ago
ପୁରୀ ଜିଲ୍ଲା ଗୋପ୍ ବ୍ଲକ ଅନ୍ତର୍ଗତ ବଉଳାଙ୍ଗ ଗ୍ରାମର ଧୋବୀ ଲେଙ୍କା ଙ୍କ ବୟସ ୬୪ବର୍ଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ମିଳିପାରିନାହିଁ। ଜିଲ୍ଲାପାଳ ଙ୍କୁ ଅନୁରୋଧ ଦୟାକରି ଟିକେ ଧ୍ୟାନ ଦିଅନ୍ତୁ। @PuriDistrict
@CMO_Odisha
@SahiBhai
SujitSi48745930
retweeted
Collector and District Magistrate Puri
@dm_puri
over 7 years ago
@AndazAaronLive
@PMOIndia
@swachhbharat
@CMO_Odisha
@stscdev
Area cleaned as informed by EO, Konark,NAC. Photograph attached.
SujitSi48745930
retweeted
Bipin Mohanty
@BipinMohanty4
over 7 years ago
https://t.co/4HNghY5X3E ମାନନୀୟ ଜିଲ୍ଲାପାଳ ମହୋଦୟଙ୍କୁ ଅନୁରୋଧ ତୁରନ୍ତ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ। ଏହି ଅସହାୟ ଗରିବ ଲୋକଙ୍କୁ ସରକାରୀ ଯୋଜନାରେ ସାମିଲ କରନ୍ତୁ।ଏ���ଳି ଲୋକମାନଙ୍କୁ ଯଦି ଅଣଦେଖା କରାଯାଏ,ତେବେ କିପରି ମୋ ରାଜ୍ୟର ବିକାଶ ହେବ @PuriDistric
t @CMO_Odis
h
a @PRDeptOdis
h
a @SSEP
D
2 @SahiBh
ai
See More
SujitSi48745930
retweeted
Yogesh Kumar Samantasinghar
@YogeshKumarSam2
over 7 years ago
କଣlସ ବ୍ଲକ ଅନ୍ତର୍ଗତ ସାହୁପଡା ଗ୍ରାମର ସୁବାସ ଚଦ୍ର ସାମନ୍ଥସିହାର ଜଣେବୃଦ୍ଧ ଲୋକ ଅଟନ୍ତି।ତାଙ୍କର ବୟସ 65ବର୍ଷ ହୋଇଥିଲେ ମଧ୍ୟ ସେ ଆଜିପର୍ଯ୍ୟନ୍ତ ରାସନକାର୍ଡ଼ କିମ୍ବା ଭତ୍ତା ପାଇ ନାହାନ୍ତି।ମାନନୀୟ ଜିଲ୍ଲାପାଳଙ୍କୁ ଅନୁରୋଧ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କର��୍ତୁ@PuriDistrict
@SSEPD
2
@Food_Odish
a
@CMO_Odish
a
@SahiBha
i
See More
SujitSi48745930
retweeted
Ramyakanta Pradhan
@ramyakantap
over 7 years ago
@ShahAnsariLive
@CMO_Odisha
@Naveen_Odisha
@TransportOdisha
@CTOdisha
@konarknac
https://t.co/p3PxQumCbv
SujitSi48745930
retweeted
Sanatan Bhoi 🇮🇳
@SanatanBhoi3
over 7 years ago
ପୁରୀ ମାଳତୀପାଟପୁର ବସ ଷ୍ଟାଣ୍ଡରେ ଲାଗିଥିବା ।2ଟି ହାଇମାଷ୍ଟ ଲାଇଟ ଏବେ ଅଚଳହୋଇ ପଡିଛି।ଏହି ଲାଇ��� 2ଟି ମୁଖ୍ୟତ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ମଧ୍ୟ ଆଲୋକ ଦେଉଥିଲା ।ସେ ଦୁଇଟି ଖରାପ ହେଇଯିବାରୁ ସେଠାରେ ଖାଲି ଅନ୍ଧାର ଦେଖାଯାଉଛି। ଆପଣଙ୍କୁ ଅନୁରୋଧ ଦୟାକରି ଏହି ଲାଇଟ 2ଟି କୁ ମରାମତି କରନ୍ତୁ।
SujitSi48745930
retweeted
Bipin Mohanty
@BipinMohanty4
over 7 years ago
#Urgently
ଏହିଗରିବ ଅସହାୟ ଅନୁସୂଚିତଜାତିର ଯୁବକଙ୍କୁ ତୁରନ୍ତ ଚିକିତ୍ସାସୁବିଧା ସୁଯୋଗ ଦିଆଯାଉ।ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ
#ବିଜୁ_ସ୍ୱାସ୍ଥ୍ୟ_କଲ୍ୟାଣ_ଯୋଜନା
ଅଧୀନରେ ଚିକିତ୍ସା ସୁବିଧା ଯୋଗାଇ ଦିଅନ୍ତୁ @PuriDistrict
@HFWOdisha
@CMO_Odisha
@PURIHEALTH2018
@SSEPD2
@stscdev
@SahiBhai
rides sir 9438745691
SujitSi48745930
retweeted
Debadutta Biswaranjan
@DebaduttaBiswa2
over 7 years ago
ଗୋପ ବ୍ଲକ କୁଆଁପାଡା ପଞ୍ଚାୟତ ଚଢ଼େଇଗାଁ ର ଵିମଳୀ ନାରୀ | ବୟସ 85 ନିହାତି ଗରିବ ଭତା ନାହିଁ କି ଘର ଖଣ୍ଡେ ନାହିଁ ମାନନୀୟ ଜିଲ୍ଲାପାଳ ଦୟାକରି ତୁରନ୍ତ ଵେବସ୍ଥା କରନ୍ତୁ. @PuriDistrict
@CMO_Odisha
@SahiBhai
SujitSi48745930
retweeted
Niranjan Mishra
@Niranja35477338
over 7 years ago
ମାନନୀୟ ଜିଲ୍ଲାପାଳ ମହୋଦୟ ଦୟାକରି ଧ୍ୟାନ ଦେବେ ବନ୍ତଳି ଗ୍ରାମ ଗ୍ରାମପଞ୍ଚାୟତର ମହାପୁରୁ ନିବାସୀ ଧ୍ରୁବ ଚରଣ ବିଶ୍ୱାଳ 74 ବର୍ଷ ବୟସରେ ମଧ୍ୟ ରେ ଭତ୍ତା ପାଇପାରି ନାହାନ୍ତି @PuriDistrict
@CM_Odisha
@SSEPD2
@SahiBhai
SujitSi48745930
retweeted
ସୁଖ ଦୁଃଖର ସାଥି ସଂଗଠନ
@Tua9nBSbwfkAU77
over 7 years ago
@PuriDistrict
@CMO_Odisha
@SSEPD2
ଗୋପ ବ୍ଲକ ବଣ୍ଟଳିଗ୍ରାମ ପଂଚାୟତ ରେ କୈଳାଶ ରଥ ରହୁଛନ୍ତି ହେଲେ ତାଙ୍କୁ 64 ବର୍ଷ ହେବା ସତେ କୌଣସି ସରକାରୀ ଭର୍ତ୍ତା ହୋଇନାହିଁ ଏଣୁ ଜିଲ୍ଲାପାଳ ମହୋଦୟ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ..
Last Seen Users on Sotwe
MAMO MAMO
Seen from
Turkey
กระบี่
Seen from
Thailand
مبادل واميل سالب
yeni gizli
Seen from
Turkey
Koleksi Bacol ibu ²stw, tante²
Seen from
Indonesia
Tiktok Jilbob
Seen from
France
wong solo
Seen from
Indonesia
ezzah💄
Seen from
United States
خنزير العظيمات
Seen from
Egypt
Mohmod M
Seen from
Germany
Trends for you
1
Milo
Under 10K tweets
2
Warsh
Under 10K tweets
3
Yosuke
Under 10K tweets
4
#FursuitFriday
Under 10K tweets
5
PRIME Act
Under 10K tweets
6
Donald Ducks
Under 10K tweets
7
U.S. Space Academy
Under 10K tweets
8
#RaysUp
Under 10K tweets
9
#MansBestFriendAwards
Under 10K tweets
10
USDA
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
113.8M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.7M followers
10
Taylor Swift
@taylorswift13
83.6M followers
11
Lady Gaga
@ladygaga
75.1M followers
12
Virat Kohli
@imvkohli
72.8M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.8M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.7M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫