Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Akankshya
@Akankshya55
ମୁହୁର୍ତ୍ତ ଟିଏ ଦିନେ ଅତୀତ ପୃଷ୍ଠା ରେ ସ୍ମୃତି ହୋଇ ଛପି ଯାଏ ସମୟ ସ୍ରୋତରେ କେତେ ଚିହ୍ନା ମୁହଁ ବାଟ ଭାଙ୍ଗି ଚାଲି ଯାଏ....!
Joined March 2022
219
Following
578
Followers
824
Posts
Pinned Tweet
Akankshya
@Akankshya55
over 4 years ago
ହେ ଛନ୍ଦା ଚରଣ ବା°ଶରୀ ଧାରଣ ମୁଦ୍ରାରେ ବନ୍ଧା ମୋ ମନ ନିଶବ୍ଦ ଅନ୍ଧାରେ ନିଃସ୍ଵନର ଧାରେ ଆଲୋକେ ପୁଲକେ ପ୍ରାଣ।
Akankshya55
retweeted
ସ୍ଥିତିପ୍ରଜ୍ଞା
@Stitiprangya10
about 1 year ago
Lord jagannatha offers a rose with full of love, respect and loyalty to Goddess Mahalakshmi. We should learn from this.
Akankshya55
retweeted
chirashmita
@chirasmita77
about 1 year ago
ମାଗୁ ନାହିଁ ପ୍ରଭୁ ଯଶ, ଖ୍ୟାତି,ଧନ ଇନ୍ଦ୍ର ପଦ ପରି ସୁଖ.. ମାଗୁଣି ଏତିକି ଆହେ ନୀଳମଣି ନେତ୍ରେ ନାଚୁ କଳାମୁଖ.. ଆହେ ମଣିମା.. ❤️🙏
Akankshya55
retweeted
🦋S. Akankshya🦋(सनातनी)
@S_Akankshya90
about 1 year ago
ବିଶାଳଶ୍ରୀଖଣ୍ଡଦ୍ରବମୃଗମଦାକୀର୍ଣ୍ଣଘୁ��ୃଣ– ପ୍ରସୂନବ୍ୟାମିଶ୍ରଂ ଭଗବତି ତବାଭ୍ୟଙ୍ଗସଲିଳମ୍ । ସମାଦାୟ ସ୍ରଷ୍ଟା ଚଳିତପଦପାଂଶୂନ୍ନିଜକରୈଃ ସମାଧତ୍ତେ ସୃଷ୍ଟିଂ ବିବୁଧପୁରପଙ୍କେରୁହଦୃଶାମ୍।। ଜୟ ମା ମଙ୍ଗଳା♥️🙏🏻🙏🏻
Who to follow
🦋S. Akankshya🦋(सनातनी)
@S_Akankshya90
जय माँ भारती🙏ମୋ ମାତୃଭାଷା ମୋ ପରିଚୟ... ସୁଖ ଦୁଃଖକୁ ହସି ହସି ଭୋଗି ପାରିବା ଚରି��୍ର ମୁଁ,ମାନବ ସେବା ହିଁ ମାଧବ ସେବାର ଦାଇତ୍ୱ ଲିଭାଉଥିବା ନିରବ ନାୟିକା ମୁଁ, ଜୟ ଜଗନ୍ନାଥ🙏🙏
Shunyata(शून्यता)
@Shibani321
ଗର୍ବର��� କୁହେ ମୁଁ ଓଡ଼ିଆ ବୋଲି, ଚାରି ଧାମ ରୁ ଗୋଟେ ଧାମ ମୋ ଓଡିଶା ଜଗନ୍ନାଥ ଧାମ ପୁରୀ.कट्टर_सनातनी,महादेव की दीवानी हूं, सनातनी शिबानी हूं मैं..
‼️ Radhe‼️राधे‼️🌹
@Radhe_krishna50
ବନ୍ଦୀଘର ଭେଦୀ ମନ ମଥୁରାରୁ ଆତ୍ମାର ସେ ଗୋପପୁରେ । ନୀଳ ଭବିଷ୍ୟତ ବାସ୍ନାୟିତ ହେଉ ମୋହନ ବଂଶୀର ସୁରେ ।।
Akankshya55
retweeted
🦋S. Akankshya🦋(सनातनी)
@S_Akankshya90
about 1 year ago
ଶତ ରୋମଞ୍ଚରେ ପୁଲକିତ ତନୁ ସୁର ଲୟ ତାଳେ ବରଷେ ମ���ଘ ବାଦଲ ଉହାଡୁ ବିଜୁଳି ଚମକ ଆଖିରେ ଜାଗାଏ ପ୍ରଣୟ ରାଗ I ଜନ ସମୁଦ୍ରରେ ଭରା ବଡଦାଣ୍ଡ ଆଖିରେ ଦିଶୁଛି କଳା ଶ୍ରୀମୁଖ ସେପାଖରେ ମୃତ୍ୟୁ ରହିଯା' କ୍ଷଣେ ସୁବର୍ଣ୍ଣେ ଶୋଭିତ ଶ୍ରୀମହାଭାଗ I
Akankshya55
retweeted
🦋ସୌମ୍ୟା🦋
@somya505
about 1 year ago
ମହାପ୍ରଭୁ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 💐💐💐 ଜୟ ଶ୍ରୀ ଜଗନ୍ନାଥ ⚫‼️⚫ ଜୟ ମା ମହାଲକ୍ଷ୍ମୀ 🌷🌷🌷
Akankshya55
retweeted
chirashmita
@chirasmita77
about 1 year ago
ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।🙏
Akankshya
@Akankshya55
about 1 year ago
ଅଧିର ହେଲେଣି ଚଣ୍ଡୀ ଚାମୁଣ୍ଡା ମାତୃକାଗଣ ଓ ଅଶରିରୀମାନେ। ମହାପ୍ରଭୁ ଙ୍କ ଅଧରପଣା ମହାପ୍ରସାଦ ପାନ କୁ ଚାହିଁ ବସିଛନ୍ତି। ପରଂବ୍ରହ୍ମ ଙ୍କ ତିନିରଥ ରେ ଅଧରହାଣ୍ଡି ଭାଙ୍ଗିଲେ ଚାତକ ପରି ମହାପ୍ରଭୁ ଙ୍କ ରଥଯାତ୍ରା ରେ ଆସିଥିବା ଦେବୀମାନେ ମହାପ୍ରଭୁ ଙ୍କ ଅଧରାମୃତ ମହାପ୍ରସ��ଦ ପାନ କରି ମଣିମା ଙ୍କ ଆଜ୍ଞା ନେଇ ସ୍ୱ ସ୍ଥାନ କୁ ବାହୁଡ଼ିବେ।
See More
Akankshya
@Akankshya55
about 1 year ago
ll ବଡ଼ତଢାଉ ସୁନାବେଶରେ ଶ୍ରୀଜୀଉ ll
Akankshya
@Akankshya55
about 1 year ago
ସମଗ୍ର ଉତ୍କଳ ଭୂ ଖଣ୍ଡର ଏକଛତ୍ରଧିପତି ସମ୍ରାଟ ☸️🖤ତଥା ସାଢେଚାରିକୋଟି ଓଡ଼ିଆ ଙ୍କ ର ଏକମାତ୍ର ପରିଚୟ ଓ ଗର୍ବ❤️ ଗୌରବ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜୟତେ।।🚩🙏
Akankshya
@Akankshya55
about 1 year ago
🙏❤️ ꧁𓊈𒆜Jay Jagannath 𒆜𓊉꧂❤️🙏
Akankshya
@Akankshya55
about 1 year ago
कभी संभले तो कभी बिखरते आये हम जिंदगी के हर मोड़ पर खुद में सिमटते आये हम यूँ तो जमाना कभी खरीद नहीं सकता हमें मगर प्यार के दो लफ्जो में सदा बिकते आये हम💕
Akankshya
@Akankshya55
about 1 year ago
ମା ତାରାତାରିଣୀଙ୍କ🙏🙏🌺🌺
#TaratariniTemple
Akankshya
@Akankshya55
about 1 year ago
@K_Brajeshwari
Jay Jagannatha 🙏
Akankshya55
retweeted
Brajeshwari
@K_Brajeshwari
about 1 year ago
"ବନ୍ଦଇ ଜଗନ୍ନାଥ ଅଗ୍ରଜ ହଳଧାରୀ । ରୋହିଣୀ ନନ୍ଦନ ପ୍ରଳୟ ଅନ୍ତକାରୀ ।। ରେବତୀରମଣ କାଳନ୍ଦୀ ଜଳ ଭେଦ । ନୀଳ ବସ୍ତ୍ର ପରିହରଣ କଣ ଆଉଧ ।। ତାଳଧ୍ବଜ ଆରୋହଣ ୟେକଇ କୁଣ୍ଡଳ । ଶ୍ରୀମୁଖ ଶୋଭାବନ ଚନ୍ଦ୍ରମା ମଣ୍ଡଳ ।।" ରଥାରୂଢ ବଡ଼ ବାଡ଼ ସାମନ୍ତ ଶ୍ରୀ ବଳିଆର ଭୁଜ, ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ଅପୂର୍ବ ଦିବ୍ୟ ମନଲୋଭା ଦର୍ଶନ 🙏❤️🙏💚
See More
Akankshya55
retweeted
‼️Shagun‼️🦋शगुन🦋
@Shagun321
about 1 year ago
ओड़िशा के श्रीखेत्र धाम काकटपुर स्वामिनी आदिशक्ती माँ मंगला की दिब्य मंगल आरती दिब्य दर्शन🙏🚩 जय माता दी🙏🚩
Shagun321's tweet video.
Akankshya
@Akankshya55
about 1 year ago
ରଥେ ତୁ ବା��ନଂ ଦୃଷ୍ଟ୍ୱା...ରଥ ଉପରୁ ସାରା ବିଶ୍ୱକୁ ଚାହିଁଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ 🙏
#JayJagannat
h
#pur
i
#Srimandi
r
#RathYatra202
5
#kaliasaant
e
Last Seen Users on Sotwe
XLOV
Seen from
United States
suami istri
Seen from
Indonesia
Infogai
Seen from
United States
Hellen 140K
Seen from
Indonesia
BOSSMAN 51
Seen from
Germany
Jilbabsekitar
Seen from
South Africa
video lokal sedap
Seen from
Indonesia
None your business
Seen from
United States
♠️♥️♦️♣️P | U | N | I | S | H | E | R 🗡🔫☠☣
Seen from
Malaysia
Video Bokep ABG Lokal Mesum Indo Jilbab
Seen from
Turkey
Trends for you
1
Labor Day
Under 10K tweets
2
Penix
Under 10K tweets
3
$LAPTOP
Under 10K tweets
4
#MondayMotivation
Under 10K tweets
5
Hololive
Under 10K tweets
6
EN and ID
Under 10K tweets
7
#teenageer
Under 10K tweets
8
Good Monday
Under 10K tweets
9
Redzone
Under 10K tweets
10
Elizabeth Holmes
Under 10K tweets
Most Popular Users
1
Elon Musk
@elonmusk
241.6M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.1M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.1M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.1M followers
16
Bill Gates
@billgates
65M followers
17
Selena Gomez
@selenagomez
62.9M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫