Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
Akash Sahoo
@AkashSahoo0
I'm the owner of my happiness...
Angul
Joined September 2016
145
Following
38
Followers
453
Posts
Akash Sahoo
@AkashSahoo0
over 1 year ago
@elonmuskADO
Vendi
Akash Sahoo
@AkashSahoo0
over 2 years ago
ନିଜେ ବସା କରିଥିବା ଘର ରେ ଯଦି କେବେ କାହାର ନଜର ଲାଗିଯାଏ, ସେ ବସା ଯେମିତି ହେଲେ ବି ଭାଙ୍ଗିଯାଏ💔🥀
#Survivor
#love
#b0105
Akash Sahoo
@AkashSahoo0
over 2 years ago
ଯେତେବେଳେ ହୃଦୟ ପସନ୍ଦ ହୁଏ ମନ ପସନ୍ଦ ହୁଏନା ଯେତେବେଳେ ମଣିଷ ପସନ୍ଦ ହୁଏ ସେତେବେଳେ ଭାଗ୍ୟ ସାଥ ଦିଏନା... 🥀💔
Akash Sahoo
@AkashSahoo0
over 2 years ago
ତୁମେ ତ ମନାନ୍ତର କରିନେଲ.. ମତାନ୍ତର କରିଥିଲେ ତ ଦିନେ ନା ଦିନେ ସବୁ ଠିକ ହୋଇଯାଅନ୍ତା..
#odia
#Broken_Heart
🥀💔
Who to follow
Maa budhi youth club, Balinali
@MaaBudhi
A Platform provide the young generation to put forth their views to bring Positive Change in the Society so as to make it a better place for Living #Balinali
Central Bureau of Communication, Uttar Pradesh
@CBCLucknow
Official account of Central Bureau of Communication, Uttar Pradesh under Ministry of Information and Broadcasting, Govt. of India
Cycling Federation of India
@cfiindia_
The Official twitter account of the Cycling Federation of India 🚴🚴♀️ https://t.co/V12mNgoMoz…
Akash Sahoo
@AkashSahoo0
over 2 years ago
ହାତଟା ଧରି ଜୀଵନ ଜୀଇଁବାକୁ ଚାହେଁ.. ତୁମେ ଥାଇ ସବୁ ପାଇବାକୁ ଚାହେଁ.. ଖୁସି ଦୁଖଃକୁ ତୁମ ସାମ୍ନାରେ ଲଢ଼ିବାକୁ ଚାହେଁ.. କେବଳ ତୁମ ସହ ରହିବାକୁ ଚାହେଁ...
#odia
#Writer
#love
Akash Sahoo
@AkashSahoo0
over 2 years ago
ମୁଁ ଖୋଜେ, ବାରମ୍ବାର ନ��ଜକୁ ହଜେଇ ଆସିଥିବା ସେଇ ଚିହ୍ନା ଠିକଣାରେ...
#Odish
a
#Write
r
#lov
e
Akash Sahoo
@AkashSahoo0
over 2 years ago
ପ୍ରେମରେ କଣ ଅ��ି? ସୁଖ ନା ଦୁଃଖ ଯଦି ସୁଖ ଅଛି... ତାହାଲେ ମଣିଷ କଷ୍ଟ ପାଏ କାହିଁକି? ଯଦି ଦୁଃଖ ଅଛି... ତାହାଲେ ମଣିଷ ପ୍ରେମ କରେ କାହିଁକି?
#lov
e
#Odish
a
#Write
r
Akash Sahoo
@AkashSahoo0
over 2 years ago
ଯେତେବେଳେ ସମସ୍ତେ ପର ଲାଗନ୍ତି..ସେତେବେଳେ ମୃତ୍ୟୁ ହିଁ ନିଜର ଲାଗେ ...
#Odisha
#latelate
#WriterCommunity
Akash Sahoo
@AkashSahoo0
over 2 years ago
ତୋ ସପନ ଗଳିରେ ମୁଁ ଚାନ୍ଦ ହେଇ ଉଇଁବି ବିଶ୍ୱାସ କର!! ମୁଁ ତୋ'ଠୁ ବି ତୋତେ ���ୁବ୍ ଭଲ ପାଇବି.........
. #Odis
h
a #Writ
e
r #writerscommuni
ty
Akash Sahoo
@AkashSahoo0
over 2 years ago
ମୋ ଦେହର ରକ୍ତବିନ୍ଦୁରେ ପ୍ରେମ.. ନାହିଁ ନାଁ ସେଥିରେ କାହାର.. ହୃଦୟ କୁହେ କେହି ଜଣେ ଅଛି ତ ତୋହର.. ମନ ଅମାନିଆ ହେଇ ଚୁପ ରହିଯାଏ ମୋର..
#latelate
#LSGvDC
#altcoin
Akash Sahoo
@AkashSahoo0
over 2 years ago
ପ୍ରେମ ନୁହଁଇ ବାଡି ବରକୋଳି ତୋଳି ଆଣି ବିକି ଦବ, ମନ ବି ନୁହଁଇ କାଚର ଆଇନା ଇଚ୍ଛା କରି ଭାଙ୍ଗି ଦବ। ସ୍ମୃତି ତ ନୁହଁଇ ଦୁଆରର ଝୋଟି ଲିପି ଦେଲେ ଲିଭିଯିବ, ଜୀବନ ନୁହଁଇ ଖେଳ ପଡିଆଟେ ଖେଳିସାରି ଚାଲିଯିବ...
#Coachella
#ODia
#latelate
Akash Sahoo
@AkashSahoo0
over 2 years ago
ନିବା- ଧନ, ତମେ IPL ଦେଖ କି ନାହିଁ? ନିବି- ହଁ ବାବୁ ମୁଁ ଦେଖେ ନିବା- ମୋର MI ପସନ୍ଦ.. ଆଉ ତମର? ନିବି- ମୋର VIVO ପସନ୍ଦ 😜
#IPL2024
#IPL
#bbtvi
Akash Sahoo
@AkashSahoo0
over 2 years ago
ରାଜନୀତି କରନ୍ତୁ ମନା ନାହିଁ.. କିନ୍ତୁ ଏଇ ରାଜନୀତି ପାଇଁ କାହା ସହ ଝଗଡା ଆଉ ମାରପିଟ୍ କରନ୍ତୁ ନାହିଁ.. କାରଣ ନିର୍ବାଚନ ଆସିବ ଆଉ ଯିବ.. କିନ୍ତୁ ସମ୍ପର୍କ ଥରେ ଭାଙ୍ଗିଗଲେ ଆଉ ଥରେ ଗଢିବା କଷ୍ଟ...
#Election2024
#Indian2
#fcklive
Akash Sahoo
@AkashSahoo0
over 2 years ago
ଓଡ଼ିଆ ହାରିଯାଏ - ମଦ ପାଖରେ ନେତା ହରିଯାଏ - ଚାନ୍ଦା ପାଖରେ ଗରିବୀ ହାରିଯାଏ - ମାଗଣା ଚାଉଳ ପାଖରେ ଦେଶ ହାରିଯାଏ - ଦୁର୍ନିତି ଆଗରେ
#Odisha
#Election2024
Akash Sahoo
@AkashSahoo0
over 2 years ago
ବଦନାମ ଭିତରେ ତୋ ପ୍ରେମ ଆଉ ଚର୍ଚ୍ଚା ଭିତରେ ମୋ ପ୍ରେମ ଇସ୍ ଆମ ପ୍ରେମ ଆଉ କଣ କି ?
Akash Sahoo
@AkashSahoo0
over 2 years ago
ତୁମେ କୁଆଡେ ମତେ ମନେ ରଖିଛ... ଶୁଣିବାକୁ ପାଇଲି. ହଁ ଚାଲିଗଲା ପରେ ଓ ମରିଗଲା ପରେ ସମସ୍ତେ ମନେ ପଡ଼ନ୍ତି... ଏହା ସୃଷ୍ଟିର ନିୟମ... 🥀💔
Akash Sahoo
@AkashSahoo0
over 2 years ago
ସମାପ୍ତ କରିବା.. ଏ ସମ୍ପର୍କକୁ.. ବୋଧେ ଏକତରଫା ଯଥେଷ୍ଟ ନୁହଁ ପ୍ରେମ ପାଇଁ.. ଦୁଇ ତରଫା କେବେ ସମ୍ଭବ ନାହିଁ ଏ ପ୍ରେମ ପାଇଁ.. ସମ୍ଭବତଃ ଶେଷ ରାସ୍ତା କେବଳ ଜୁଇ.. ଯାହା ସମ୍ଭବ ଏ ପ୍ରେମ ପାଇଁ... 🥀
Akash Sahoo
@AkashSahoo0
over 2 years ago
ଆଇନା ଦେଖଲି ଆଜି .. ଚିନ୍ହିଲି ନିଜକୁ.. ଅସୁନ୍ଦର ଚେହେରା ସହ ଅସଫଳ ପୁରୁଷ ମୁଁ.. ସବୁ କିଛି ଠିକ ହେଇଯିବ. ଯେ���େ ଏ ଦୁନିଆରୁ ଚାଲିଯିବି ମୁଁ..
#ପାଗଳ_ମ
ୁଁ 🥀💔🙏
Akash Sahoo
@AkashSahoo0
over 2 years ago
ଗଲାବେଳେ ସ��� କହିଥିଲେ ଜୀବନରେ ଯେତେବେଳ ମୋତେ ମନେ ପକାଇବ ତୁମ ସହିତ ମୁଁ ସବୁବେଳେ ଅଛି ମୁଁ ଅଳପ ହସି ଉତ୍ତର ଦେଇଥିଲି ଯୋଉଠି ତୁମ ପାଇଁ ସମ୍ପର୍କର ମୂଲ୍ୟ କିଛି ରହିଲାନି କଷ୍ଟ ଆଉ ଲୁହ ସବୁ ମିଛ ଲାଗିଲା ସେଠି ଆଉ ଏ ରହିବା ନରହିବାର ମାନେ କଣ ଯେ...
✍ #ତୁମପାଇଁକି
ଛି 🥹
Akash Sahoo
@AkashSahoo0
over 2 years ago
Impression ରୁ ଆରମ୍ଭ ହୋଇ Depression ରେ ଶେଷ ହେଉଥିବା ମାନସିକ ପ୍ରକ୍ରିୟାକୁ ହିଁ ପ୍ରେମ କୁହା ଯାଏ...
#ପ୍ରେମ_ଆଉ_କଣ_କି
😂🫢😊 ଜୁହାର୍ ହୋ ବାବୁ🙏🤪
Last Seen Users on Sotwe
Manop
Seen from
Thailand
Emmêtraidep
Murat
Seen from
Turkey
ต้นหอมสาวกรีดยาง
Seen from
Thailand
best
Seen from
France
امير الظلام
Seen from
Germany
ชอบเสพสุขกับสาวใหญ่รุ่นใหญ่# รับนวดผ่อนคลายสาวใหญ่
Seen from
Thailand
Türbanlı ifşaları
Seen from
Italy
kapalilar
Seen from
Turkey
......
Seen from
United Kingdom
Trends for you
1
#DWCS
Under 10K tweets
2
Monaco
Under 10K tweets
3
Tyler Robinson
Under 10K tweets
4
#WWENXT
Under 10K tweets
5
Paul Skenes
Under 10K tweets
6
Gavin Williams
Under 10K tweets
7
Fable 5.1
Under 10K tweets
8
Hung Cao
Under 10K tweets
9
Paez
Under 10K tweets
10
Lazaro Montes
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.6M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.8M followers
10
Taylor Swift
@taylorswift13
83.7M followers
11
Lady Gaga
@ladygaga
75.2M followers
12
Virat Kohli
@imvkohli
73M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66M followers
16
Bill Gates
@billgates
65M followers
17
Selena Gomez
@selenagomez
62.8M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫