Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
ବାଗ୍ମୀତା
@Bagmita145
ମୋ ପାଇଁ ଆକାଶ ରାତିର କିଛି ମାନେ ନାହିଁ ଯଦି ତମେ ଜହ୍ନ ହୋଇ ନ ଆସ ତାରାଙ୍କ ମେଳରେ...!!!
ଉତ୍କଳ
Joined March 2022
243
Following
643
Followers
917
Posts
Pinned Tweet
ବାଗ୍ମୀତା
@Bagmita145
over 4 years ago
ନିହାଣ ମୁଗୁର ଧରି କାରିଗର ହେବା ମୋ ଭାଗ୍ୟରେ ଥିଲା ହେଲେ କାରିଗରି ସବୁ ତ ତୁମରି ତୁମେ ତ କରିବା ବାଲା।
Bagmita145
retweeted
chirashmita
@chirasmita77
about 1 year ago
ମାଗୁ ନାହିଁ ପ୍ରଭୁ ଯଶ, ଖ୍ୟାତି,ଧନ ଇନ୍ଦ୍ର ପଦ ପରି ସୁଖ.. ମାଗୁଣି ଏତିକି ଆହେ ନୀଳମଣି ନେତ୍ରେ ନାଚୁ କଳାମୁଖ.. ଆହେ ମଣିମା.. ❤️🙏
Bagmita145
retweeted
🦋S. Akankshya🦋(सनातनी)
@S_Akankshya90
about 1 year ago
ବିଶାଳଶ୍ରୀଖଣ୍ଡଦ୍ରବମୃଗମଦାକୀର୍ଣ୍ଣଘୁସୃଣ– ପ୍ରସୂନବ୍ୟାମିଶ୍ରଂ ଭଗବତି ତବାଭ୍ୟଙ୍ଗସଲିଳମ୍ । ସମାଦାୟ ସ୍ରଷ୍ଟା ଚଳିତପଦପାଂଶୂନ୍ନିଜକରୈଃ ସମାଧତ୍ତେ ସୃଷ୍ଟିଂ ବିବୁଧପୁରପଙ୍କେରୁହଦୃଶାମ୍।। ଜୟ ମା ମଙ୍ଗଳା♥️🙏🏻🙏🏻
Bagmita145
retweeted
🦋ସୌମ୍ୟା🦋
@somya505
about 1 year ago
ମହାପ୍ରଭୁ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 💐💐💐 ଜୟ ଶ୍ରୀ ଜଗନ୍ନାଥ ⚫‼️⚫ ଜୟ ମା ମହାଲକ୍ଷ୍ମୀ 🌷🌷🌷
Who to follow
Shunyata(शून्यता)
@Shibani321
ଗର୍ବରେ କୁହେ ମୁଁ ଓଡ଼ିଆ ବୋଲି, ଚାରି ଧାମ ରୁ ଗୋଟେ ଧାମ ମୋ ଓଡିଶା ଜଗନ୍ନାଥ ଧାମ ପୁରୀ.कट्टर_सनातनी,महादेव की दीवानी हूं, सनातनी शिबानी हूं मैं..
‼️ Radhe‼️राधे‼️🌹
@Radhe_krishna50
ବନ୍ଦୀଘର ଭେଦୀ ମନ ମଥୁରାରୁ ଆତ୍ମାର ସେ ଗୋପପୁରେ । ନୀଳ ଭବିଷ୍ୟତ ବାସ୍ନାୟିତ ହେଉ ମୋହନ ବଂଶୀର ସୁରେ ।।
🦋S. Akankshya🦋(सनातनी)
@S_Akankshya90
जय माँ भारती🙏ମୋ ମାତୃଭାଷା ମୋ ପରିଚୟ... ସୁଖ ଦୁଃଖକୁ ହସି ହସି ଭୋଗି ପାରିବା ଚରିତ୍ର ମୁଁ,ମାନବ ସେବା ହିଁ ମାଧବ ସେବାର ଦାଇତ୍ୱ ଲିଭାଉଥିବା ନିରବ ନାୟିକା ମୁଁ, ଜୟ ଜଗନ୍ନାଥ🙏🙏
Bagmita145
retweeted
🦋S. Akankshya🦋(सनातनी)
@S_Akankshya90
about 1 year ago
ଶତ ରୋମଞ୍ଚରେ ପୁଲକିତ ତନୁ ସୁର ଲୟ ତ���ଳେ ବରଷେ ମେଘ ବାଦଲ ଉହାଡୁ ବିଜୁଳି ଚମକ ଆଖିରେ ଜାଗାଏ ପ୍ରଣୟ ରାଗ I ଜନ ସମୁଦ୍ରରେ ଭରା ବଡଦାଣ୍ଡ ଆଖିରେ ଦିଶୁଛି କଳା ଶ୍ରୀମୁଖ ସେପାଖରେ ମୃତ୍ୟୁ ରହିଯା' କ୍ଷଣେ ସୁବର୍ଣ୍ଣେ ଶୋଭିତ ଶ୍ରୀମହାଭାଗ I
Bagmita145
retweeted
chirashmita
@chirasmita77
about 1 year ago
ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍���ନ।🙏
ବାଗ୍ମୀତା
@Bagmita145
about 1 year ago
କାଳିନ୍ଦୀ-ତଟ-ଵିପିନ-ସଂଗୀତକା-ରାବୋ ମୁଦାଭିରି–ନାରୀ-ଵଦନ-କମଳାସ୍ଵାଦ-ମଧୁପଃ ରମା-ଶଂଭୁ-ବ୍ରହ୍ମାମର-ପତିଗଣେଶାର୍ଚିତ-ପାଦୋ ଜଗନ୍ନାଥଃ ସ୍ଵାମୀ ନୟନ-ପଥ-ଗାମୀ ଭଵତୁ ମେ* ।।
ବାଗ୍ମୀତା
@Bagmita145
about 1 year ago
ମହଣ ମହଣ ସୁନାରେ ସଜାଇ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜୟ ଜଗନ୍ନାଥ 🙏
#RathaYatra2025
#sunabesha
#JayJagannath
Bagmita145
retweeted
Purnatreya
@Purnatreya
about 1 year ago
ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାବବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରୁଥିବାର ଦିବ୍ୟ ଦୃଶ୍ୟ |
Bagmita145
retweeted
🦋S. Akankshya🦋(सनातनी)
@S_Akankshya90
about 1 year ago
ବହୁଡ଼ିବେ ମୋ ଜଗା କାଳିଆ 🙏🙏 ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🙏
ବାଗ୍ମୀତା
@Bagmita145
about 1 year ago
ହେ ଜଗତର ନାଥ ��ଗନ୍ନାଥ କାଳିଆ ସାଆନ୍ତ ମହାପ୍ରଭୁ ତୁମେ ଫି ବରଷ ଆସୁଥାଅ ଭକ୍ତ ମାନଙ୍କୁ ସାଙ୍ଗରେ ଆଣି ଲିପଲୋଇ ପିଚୁର ରାସ୍ତାକୁ ନିଜ କବଜ୍ଜା ରେ ନେଉଥାଅ… ହୁଳହୁଳି ରେ କମ୍ପୁଥାଉ ମୋ ସହର ଜନ୍ମ ଜନ୍ମାନ୍ତର ର ଇଛା ସବୁ। ପୁର୍ଣ୍ଣ ହେଉ ତୁମ ପାଦ ତଳେ🙏
Bagmita145
retweeted
chirashmita
@chirasmita77
about 1 year ago
ସାରଥୀ ନହେଲେ ରଥ ଚାଲିବନି ଏ ଧାରଣା ବଦ୍ଧମୂଳ ମାତ୍ର ମୁଁ ଦେଖିଛି ନିଜ ରଥ ନିଜେ ଚଳାନ୍ତି ଶ୍ରୀ ଆଦିମୂଳ |
Bagmita145
retweeted
🦋S. Akankshya🦋(सनातनी)
@S_Akankshya90
about 1 year ago
ତୁମେ ଉତ୍କଳକୁ ଉତ୍କଳ ତୁମକୁ ବୁଝାଏ ଜଗଦୀଶ୍ଵର ତୁମେ ଉତ୍କଳର ମହାରାଜା, ପ୍ରଜା ତୁମର ଉତ୍କଳ ନର |
ବାଗ୍ମୀତା
@Bagmita145
about 1 year ago
Jay Jagannatha 🙏
ବାଗ୍ମୀତା
@Bagmita145
about 1 year ago
Jay Jagannatha 🙏
ବାଗ୍ମୀତା
@Bagmita145
about 1 year ago
Jay Jagannatha 🙏
Neetu(सनातनी)🇮🇳🚩
@Neetu_Singh20
about 1 year ago
दुनिया की सबसे सुंदर महाप्रभु श्री जगन्नाथ जी की रथ यात्रा, आस्था, प्रेम ��र समर्पण का अद्भुत अलौकिक संगम। जय जगन्नाथ 🙏
Neetu_Singh20's tweet video.
ବାଗ୍ମୀତା
@Bagmita145
about 1 year ago
“ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ-ଉତ୍କଳ କଳବର୍ଗେଶ୍ୱର, ଅଭୟତି ଭୂତଭୈରବ, ଦୁଃସହ ଦୁଃଶାସନ, ଅନିକରଣେ ରାଉତରାଏ, ଅତୁଳବଳୀ ପରାକ୍ରମୀ, ସଂଗ୍ରାମେ ସହସ୍ରବାହୁ, କ୍ଷତ୍ରିୟକୁଳ ଧୂମକେତୁ, ବୀରାଧି��ୀରବର ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଗଜପତି ଦିବ୍ୟସିଂହ ଦେବଙ୍କ ଜୟ ହେଉ . . .!”
Last Seen Users on Sotwe
Prairie
Seen from
United States
Coloured🇿🇦🇿🇦
LyraStudio
Seen from
United States
Vú To Học Giỏi
Seen from
Vietnam
kingBlackXXX
Seen from
France
王若曦
Seen from
United States
*Amateur Content* (BOTTOM 0.2%)
Seen from
Turkey
ダム_ダム●• 🔞NSFW
Seen from
Ukraine
เชียงรายชอบเย็ด
Seen from
Thailand
bakkalin ciragi
Seen from
Turkey
Trends for you
1
Labor Day
Under 10K tweets
2
Penix
Under 10K tweets
3
Good Monday
Under 10K tweets
4
#MondayMotivation
Under 10K tweets
5
#hololiveNext
Under 10K tweets
6
HoloEN
Under 10K tweets
7
#Notre
Under 10K tweets
8
Redzone
Under 10K tweets
9
#Trinidad
Under 10K tweets
10
Dino Crisis
Under 10K tweets
Most Popular Users
1
Elon Musk
@elonmusk
241.6M followers
2
Barack Obama
@barackobama
119M followers
3
Cristiano Ronaldo
@cristiano
114.1M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.7M followers
7
NASA
@nasa
92.4M followers
8
Justin Bieber
@justinbieber
91.8M followers
9
KATY PERRY
@katyperry
89.9M followers
10
Taylor Swift
@taylorswift13
83.8M followers
11
Lady Gaga
@ladygaga
75.3M followers
12
Virat Kohli
@imvkohli
73.1M followers
13
Kim Kardashian
@kimkardashian
70.8M followers
14
YouTube
@youtube
68.8M followers
15
Neymar Jr
@neymarjr
66.1M followers
16
Bill Gates
@billgates
65M followers
17
Selena Gomez
@selenagomez
62.9M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.7M followers
Olivia
Online
✨
⭐
💫