Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
barendra patra
@barendrapatra12
sarpanch mahesh pur G.P.
Jaleswar, India
Joined January 2023
43
Following
7
Followers
84
Posts
barendra patra
@barendrapatra12
3 months ago
SIR ସ୍ଵତନ୍ତ୍ର ସଂଘନ ସଂଶୋଧନ ୨୦୨୬ ପାଇଁ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ରଭାବେ ସଚେତନ କରାଇବା ପାଇଁ ଭୋଗରାଇ ବସଷ୍ଟାଣ୍ଡ ଠାରେ ଉଡ଼ନ୍ତା ବେଲୁନ୍ ଉପରକୁ ଛଡ଼ାଯାଇଛି, ଯାହାକୁ ଭୋଗରାଇ BDO ସାର୍ ଏବଂ Tohasildar ସାରଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି🙏🙏
barendrapatra12's tweet video.
barendra patra
@barendrapatra12
4 months ago
@DBalasore
Sir ସିଏ କାଲି ମରିଯାଇଛି , କୌଣସି ସରକାରୀ ସହାୟତା ଯୋଗାଇ ଦିଆଯାଇନାହିଁ, ଓଲଟା ଲାସ୍କୁ ମୁଁ ଗାଡ଼ି ପଠାଇ ନେଇଆସିଛି🙏🙏🙏
barendra patra
@barendrapatra12
4 months ago
ଭୋଗରାଇ ସ୍ୱାସ୍ଥ୍ୟସେବାର ଏକ ନଗ୍ନ ଉଦାହରଣ ହେଉଛି ୧୦୮ ର ନିଜର ମନ୍ମାନି ପାଇଁ, ଆଜି ୨ଟି ନିରିହ ଆଦିବାସୀ ଲୋକଙ୍କ ଜୀବନ ଯାଉ ଯାଉ ରହିଯାଇଛି, ବ୍ୟକ୍ତିଗତ ଗାଡ଼ିକରି ମୁଁ ପଠାଇଛି ବାଲେଶ୍ଵର ୧-ଜଣେ Cancer Last stage ରୋଗୀ (ଆଦିବାସୀ) ୨- ଜଣେ କାନକୁ ଶୁଭାଯାଏ ନାହିଁ ଏବଂ ଅଧାପାଗଳୀ (ଆଦିବାସୀ)@
@DBalasore
See More
barendra patra
@barendrapatra12
4 months ago
ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ମହେଶପୁର ପଞ୍ଚାୟତକୁ ମିଳିଛି ସ୍ୱଚ୍ଛଭାରତ phage(ll) MGNREGA 5th SFC Award ଏହା କେବଳ ପଞ୍ଚାୟତବାସୀଙ୍କ ସହଯୋଗିତା, ଭୋଗରାଇ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀଙ୍କର ମହେଶପୁର ପଞ୍ଚାୟତପ୍ରତି ସ୍ୱଚ୍ଛତାର ନିଦର୍ଶନର ଏକ ଜୂଳନ୍ତ ଉଦାହରଣ
@DBalasore
@IPR_Odisha
@CMO_Odisha
See More
barendra patra
@barendrapatra12
6 months ago
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସମସ୍ତ ମାତ୍ରୁ ସମାଜକୁ ମୋ ମହେଶପୁର ପଞ୍ଚାୟତ ତରଫରୁ ଅଭିନନ୍ଦନ
@CMO_Odisha
@DBalasore
@IPR_Odisha
@MohanMOdisha
@SMEOdisha
barendra patra
@barendrapatra12
6 months ago
ସନାତନ ସଂସ୍କୃତିର ଅନନ୍ୟ ପର୍ବ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଦୋଳ ଗୋବିନ୍ଦଙ୍କ ଆଶୀର୍ବାଦରୁ ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ ଏହା ହିଁ କାମନା।
barendra patra
@barendrapatra12
6 months ago
ଆଜି ଭୋଗରାଇ ବ୍ଲକର ମହେଶପୁର ପଞ୍ଚାୟତରେ ରବିଚାଷ କରୁଥିବା ଚାଷି ଭାଇ ଭଉଣୀ ମାନଙ୍କୁ ମୁଗବିହନ ସାଥିରେ ଔଷଧ, Light,ଓ ଅନ୍ୟାନ୍ୟ ଚାଷ ସମ୍ବନ୍ଧୀୟ ଉପକରଣ ବିତରଣ କରାଯାଇଛି
@CMO_Odisha
@DBalasore
@IPR_Odisha
@SMEOdisha
barendra patra
@barendrapatra12
6 months ago
@DBalasore
@SMEOdisha
barendra patra
@barendrapatra12
6 months ago
@DBalasore
@CMO_Odisha
@rashtrapatibhvn
barendra patra
@barendrapatra12
6 months ago
@DBalasore
@MohanMOdisha
barendra patra
@barendrapatra12
7 months ago
ସୂଚ୍ଛ ଭାରତ ମିଶନରେ ମାହାତ୍ମା ଗାନ୍ଧୀଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଆହ୍ବାନକ୍ରମେ ଭୋଗରାଇ ବ୍ଲକରେ ମହେଶପୁର ପଞ୍ଚାୟତ ଦ୍ବାରା ସେହି ସ୍ବପ୍ନକୁ ସାକାର କରିଚାଲିଛି ଆଗକୁ ମଧ୍ୟ ଚାଲିବ.....
@DBalasore
@CMO_Odisha
,
@IPR_Odisha
@rashtrapatibhvn
@TrollMudi
@HFWOdisha
See More
barendra patra
@barendrapatra12
7 months ago
https://t.co/ISbLKt0EGo
barendra patra
@barendrapatra12
9 months ago
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମହୋଦୟ,ମାନନୀୟ ଜିଲ୍ଲାପାଳ ବାଲେଶ୍ଵର ,L&T ପାଇପ୍ ଲାଇନ୍ ଫାଟି ପାଣି ପାଇଁ, ମହେଶପୁର ପଞ୍ଚାୟତରେ ସ୍କୁଲ୍ ପିଲା ଗ୍ରାମବାସୀଙ୍କର ୨ମାସଧରି ବହୁତ ଅସୁବିଧା ଭୋଗ କରୁଛୁ, ଅଫିସର ମାନଙ୍କୁ ମଧ୍ୟ ବହୁତ ଲେହୁରା ହେଲୁଣ,
@CMO_Odisha
@DBalasore
@MohanMOdisha
See More
barendrapatra12's tweet video.
barendrapatra12's tweet video.
barendrapatra12's tweet video.
barendrapatra12's tweet video.
barendra patra
@barendrapatra12
9 months ago
@DBalasore
L&T ପାଇପ୍ ଲାଇନ୍ ଫାଟି ପାଣି ପୁରା ଗାଁ ଡୁବିବା ଅବସ୍ଥାରେ, ମହେଶପୁର ପଞ୍ଚାୟତରେ ସ୍କୁଲ୍ ପିଲା ଗ୍ରାମବାସୀଙ୍କର ୨ମାସଧରି ବହୁତ ଅସୁବିଧା ଭୋଗ କରୁଛୁ, ଅଫିସର ମାନଙ୍କୁ ମଧ୍ୟ ବହୁତ ଲେହୁରା ହେଲୁଣି, ଯଦି ଏହାର ସୁ ବନ୍ଧ ବ୍ୟସ୍ତ ନହୁଏ, ତାହାଲେ ଅନଶନରେ ବସିବୁ
barendrapatra12's tweet video.
barendrapatra12's tweet video.
barendrapatra12's tweet video.
barendra patra
@barendrapatra12
9 months ago
@MohanMOdisha
ଜିଲ୍ଲା ଜଳପରିମଳ ମିଶନ ତରଫରୁ ରାଜ୍ୟ ସଦସ୍ୟଙ୍କର ଏକ ସ୍ବତନ୍ତ୍ର Team ଆଜି ମହେଶପୁର ପଞ୍ଚାୟତର ପରିଦର୍ଶନରେ ଆସି ଆମ ପଞ୍ଚାୟତରେ ସ୍ୱଚ୍ଛତା କାର୍ଯ୍ଯକ୍ରମ ଗୁଡ଼ିକ ପରିଦର୍ଶନ କରିଛନ୍ତି।
barendra patra
@barendrapatra12
9 months ago
ଜିଲ୍ଲା ଜଳପରିମଳ ମିଶନ ତରଫରୁ ରାଜ୍ୟ ସଦସ୍ୟଙ୍କର ଏକ ସ୍ବତନ୍ତ୍ର Team ଆଜି ମହେଶପୁର ପଞ୍ଚାୟତର ପରିଦର୍ଶନରେ ଆସି ଆମ ପଞ୍ଚାୟତରେ ସ୍ୱଚ୍ଛତା କାର୍ଯ୍ଯକ୍ରମ ଗୁଡ଼ିକ ପରିଦର୍ଶନ କରିଛନ୍ତି
barendra patra
@barendrapatra12
9 months ago
@MohanMOdisha
barendra patra
@barendrapatra12
9 months ago
ଆଜି ମହେଶପୁର ପଞ୍ଚାୟତରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଯିବା ଆସିବା କରିବା ପାଇଁ ଭୋଗରାଇ ବି.ଡି.ଓ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ସାମାଜିକ ସୁରକ୍ଷା ଅଧୂକାରୀଙ୍କ ତତ୍ତ୍ୱାବଧାନରେ wheel chair ପ୍ରଦାନ କରାଯାଇଛି,
barendra patra
@barendrapatra12
9 months ago
ମହେଶପୁର ପଞ୍ଚାୟତରେ ବିଶ୍ଵ ସୌଚାଳୟ ଦିବସକୁ ପାଳନ ସହିତ ଲୋକଙ୍କୁ ସଚେତନ କରାଇବା ସହିତ ନୂଆ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ବ୍ଲକ୍ ଗୋଷ୍ଠୀ ଉନ୍ନୟନଅଧିକାରୀ ସରପଞ୍ଚ ନାଏବ ସରପଞ୍ଚ BRC, BPC, VLW, ADO, ସମସ୍ତ ୱାଡ୍ ସଭ୍ୟ ସଭ୍ୟା, ଉପସ୍ଥିତିରେ ଅନୁଷ୍ଠିତ ହେଇଛି,
@CMO_Odisha
@DBalasore
@IPR_Odisha
See More
barendra patra
@barendrapatra12
9 months ago
@CMO_Odisha
@DBalasore
@IPR_Odisha
@rashtrapatibhvn
@SPBalasore
@odisha_police
Last Seen Users on Sotwe
brazilian sex
Seen from
Singapore
Päläcīø_DC…;)🇨🇴
Seen from
Mexico
فرخ
حصريات الدلـوعه
Seen from
Saudi Arabia
Russel Capozzi
Seen from
Indonesia
صوفي تبادل رجولي 24 🇮🇶
متحررين صنعاء
ديناء
Seen from
United States
Small_cock_boy_SG
Seen from
Vietnam
เสือนัท สระบุรี
Seen from
Thailand
Trends for you
1
#WWERaw
Under 10K tweets
2
Jesse
Under 10K tweets
3
Supreme Court
Under 10K tweets
4
Introducing
Under 10K tweets
5
Royce Keys
Under 10K tweets
6
USPS
Under 10K tweets
7
Girl Scouts
Under 10K tweets
8
Durk
Under 10K tweets
9
TONY SEAGULLS
Under 10K tweets
10
Dragon Lee
Under 10K tweets
Most Popular Users
1
Elon Musk
@elonmusk
241.5M followers
2
Barack Obama
@barackobama
119.1M followers
3
Cristiano Ronaldo
@cristiano
113.7M followers
4
Donald J. Trump
@realdonaldtrump
111.8M followers
5
Narendra Modi
@narendramodi
107.2M followers
6
Rihanna
@rihanna
98.5M followers
7
NASA
@nasa
92.4M followers
8
Justin Bieber
@justinbieber
91.7M followers
9
KATY PERRY
@katyperry
89.6M followers
10
Taylor Swift
@taylorswift13
83.5M followers
11
Lady Gaga
@ladygaga
75M followers
12
Virat Kohli
@imvkohli
72.7M followers
13
Kim Kardashian
@kimkardashian
70.7M followers
14
YouTube
@youtube
68.8M followers
15
Neymar Jr
@neymarjr
65.7M followers
16
Bill Gates
@billgates
64.9M followers
17
Selena Gomez
@selenagomez
62.6M followers
18
The Ellen Show
@theellenshow
62.3M followers
19
CNN
@cnn
61.8M followers
20
X
@x
60.8M followers
Olivia
Online
✨
⭐
💫