Home
Language
English
Türkçe
Bahasa Indonesia
About
Privacy Policy
Terms of Service
Pricing
Sign In
Download All
Share
pradeep 🇮🇳
@beingpradeep
କାଳିଆ ରେ, ତୁ ହିଁ ଭରସା...🙏 ଜୟ ଜଗନ୍ନାଥ ⚫❗⚫ believe yourself ❤️ 💕💞❣️Forever hungry for success 👑
Cuttack, India
Joined June 2022
213
Following
416
Followers
1.6K
Posts
Pinned Tweet
pradeep 🇮🇳
@beingpradeep
almost 4 years ago
A Dream For Every Devotees ❤️🤩🥰
#JaiJagannatha
🙏🙏
beingpradeep
retweeted
🦋šrαdhα🦋
@princess_sradha
6 months ago
ଜଗନ୍ନାଥ ମନ୍ଦିର ବାହାରେ ବସିଥିବା ଏହି ଛୋଟ ପିଲାଟିର ଆଖିରେ ଥିବା ଦିବ୍ୟ ଦୀପ୍ତି… ଏତେ ଶାନ୍ତ, ଏତେ ଅଲୌକିକ ଥିଲା ଯେ ତା ଚାରିପାଖରେ ଥିବା ସମସ୍ତେ ନିଜ ହୃଦୟରେ ହଠାତ୍ ଆସ୍ଥା ଅନୁଭବ କଲେ। ✨ କେତେକ ସମୟରେ ଭଗବାନ ଏକ ବିଶାଳ ଚମତ୍କାର ରୂପେ ଆସନ୍ତି ନାହିଁ, ବରଂ ଏକ କୋମଳ କାନ୍ଦୁଣି ରୂପେ ଆସନ୍ତି… ଜୟ ଜଗନ୍ନାଥ 🙏
See More
pradeep 🇮🇳
@beingpradeep
7 months ago
@otvkhabar
ସେହି 100 କୋଟି ରେ ଗୋଟେ ମେଡିକାଲ କଲେଜ କରିଥିଲେ ବହୁତ୍ ଭଲ ହେଇଥାନ୍ତା
beingpradeep
retweeted
🦋šrαdhα🦋
@princess_sradha
7 months ago
ପୁଣି ଥରେ ମୋ ପିଲାଦିନ କୁ ମୁଁ ବଞ୍ଚୁଚି ତୋ ସହ.....😘
Who to follow
ଆକାଂକ୍ଷା 🌚
@AAvilipsa
ଆକାଂକ୍ଷା ନାମରେ କଳିଟି🌷, ଅସୁମାରୀ ଆକାଂକ୍ଷା ସହ ସମୟ⏳ ଅପେକ୍ଷାରେ। ଆକାଂକ୍ଷା ଅଛି ଦିନେ ସେ ପ୍ରଷ୍ଫୁଟିତ🌺 ହେବ,କର୍ମ ରୂପି ବାସରେ ନିଜ ଚତୁଃପାର୍ଶ୍ଵ ମହକାଈବ✨। #ଅପେକ୍ଷାରେ_ଆକାଂ��୍ଷା
🦋ଅରୁନ୍ଧତୀ ଆକାଂକ୍ଷା🦋
@Arundhati2k03
||🧚𝑨𝒓𝒖𝒏𝒅𝒉𝒂𝒕𝒊 𝑨𝒌𝒂𝒏𝒌𝒔𝒉𝒚𝒂🕊|| 🪷କେହି ନଥାନ୍ତୁ ଆମ ମହାପ୍ରଭୁ ତ ଅଛନ୍ତି ନା...🙏 ||𝐓𝐫𝐚𝐯𝐞𝐥🚗|𝐖𝐫𝐢𝐭𝐞💌| 𝐏𝐞𝐚𝐜𝐞🤍||
Prachee Nanda OSPS (।)🌵
@PracheeNanda
କୁହନ୍ତି ସମୟ କାହାର କିଛି ରଖେନି,ସବୁ ଫେରେଇଦିଏ,ପାପ ପୁଣ୍ୟ ସବୁ,ଫେରେଇଲାବେଳେ କେବଳ ହସିଦିଏ,ତୁମ ବିବସତା ଉପରେ🍁 ASSISTANT DIRECTOR OF PROSECUTION CADER ⚖️(Home department)💼
pradeep 🇮🇳
@beingpradeep
7 months ago
ତେଣୁ ସ��� ଲୋକଟିକୁ ବି ସମସ୍ତେ ସହଯୋଗ କରିବା ଉଚିତ୍, ନୂଆ ଲୁଗା ଖଣ୍ଡିଏ ପିନ୍ଧିଲା ବୋଲି ତା କାନ୍ଧରେ ଆମେ ସବୁ ଦାୟିତ୍ଵ ଥୋଇ ଦେଇ ମୁକ୍ତ ହୋଇ ବୁଲିବା ଏକଥା ବି ହେବା ଉଚିତ୍ ନୁହେଁ !! ସମସ୍ତ ଅଗ୍ରଜଙ୍କୁ ପ୍ରଥମାଷ୍ଟମୀର ଶୁଭେଚ୍ଛା..
🙏 #ପ୍ରଥମାଷ୍ଟ
ମୀ
pradeep 🇮🇳
@beingpradeep
7 months ago
ଅଗ୍ରଜ ହେବା ବା ଘରର ବଡ଼ ହେବା କେବଳ ଏକ ମାନ୍ୟତା ନୁହେଁ, ଏକ ଦାୟିତ୍ଵ ମଧ୍ୟ। ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧ��� ସହଯୋଗ ଓ ସହାନୁଭୂତିର ଡୋରରେ ବାନ୍ଧି ଆଗକୁ ବାଢ଼ିବାର ଦାୟିତ୍ଵ ।ତା ପାଇଁ ପ୍ରଥମାଷ୍ଟମୀରେ ନୂଆ ଡ୍ରେସ୍ କେବଳ ଏକ ଖୁସି କି ସମ୍��ାନ ନୁହେଁ ଏକ ଗୁରୁଦାୟିତ୍ଵର ଆବରଣ।
beingpradeep
retweeted
🦋šrαdhα🦋
@princess_sradha
7 months ago
ଶ୍ରୀମନ୍ଦିରରେ ���ଜି ସକାଳେ ଦେଖିବାକୁ ମିଳିଛି ଏ ଆବେଗଭରା ଦୃଶ୍ୟ.. ଅସୁସ୍ଥ ପୁଅର ଜୀବନ ଭିକ୍ଷା ମାଗୁଛି ବାପାଟିଏ..ଆହେ ଦୟାମୟ ବିଶ୍ଵ ନାୟକ ..ଗୁହାରି ଶୁଣ ହେ ମଣିମା... ଦିଅ ହେ ପ୍ରଭୁ ଆଶିଷ କଲ୍ୟାଣ ଭକତ ପାଇଁ🙏
🥺 #pu
r
i #JaiJagannat
ha
princess_sradha's tweet video.
beingpradeep
retweeted
🦋šrαdhα🦋
@princess_sradha
7 months ago
ଆଖି ପଲକ ରେ ତୁ.... 🥺❤️
pradeep 🇮🇳
@beingpradeep
7 months ago
ଆ କା ମା ବୋଇ, ��ାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର🙏 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା🙏
#କାର୍ତ୍ତିକପୂର୍ଣ୍ଣିମ
ା
beingpradeep
retweeted
Er.Sushree Sangita#ଜୟ⭕❕⭕ ଜଗନ୍ନାଥ
@SangitaSethy
8 months ago
ଆମେ ଅଫିସ୍ ରେ ଏଇ କିଛିଦିନ ହେଲା କଥା ହେଉଥିଲୁ। ସମୟ ଗୁଡ଼ା ଏତେ ଜଲ୍ଦୀ କାହିଁକି ପଳାଉଛ���? କଣ ଆପଣ ବି ସମାନ ଅନୁଭବ କରୁଛନ୍ତି? ପୃଥିବୀ କଣ ସତରେ ନିଜ ବେଗ ବଢ଼ାଇଛି?
beingpradeep
retweeted
🦋šrαdhα🦋
@princess_sradha
8 months ago
ଆଜି ପବିତ୍ର ପଞ୍ଚୁକ ଦ୍ୱିତୀୟ ଦିନରେ ବାବ�� ଧବଳେଶ୍ଵର ମହାଦେବଙ୍କ ଚନ୍ଦ୍ରଚୁଡ଼ ବେଶ🙏🥺
#ଜୟବାବାଧବଳେଶ୍ଵ
ର 🔱🙏
#ପଞ୍ଚୁ
କ
beingpradeep
retweeted
🇮🇳ରାକେଶ କ���ିଙ୍ଗ ପୁତ୍ର 🇮🇳
@Rakeshkumarray8
8 months ago
ଏଥର ମାମୁଁ ଘର ଭୁଲି କେମିତି ମାଉସୀ ଘର ପଳେଇଲୁ ରେ ବାତ୍ୟା
#ହାଇରେବିଧାତା
#ମୋନ୍ଥା
Rakeshkumarray8's tweet video.
beingpradeep
retweeted
Sanghamitra panda
@sanghamitra_jr
8 months ago
ଘରେ କେହି ବଡ଼ ପାଟିରେ କଥା ହେଲେ ଆମେ କହୁ ପାଠ ପଢ଼ାରେ ମୁଁ disturb ହଉଛି, କିନ୍ତୁ ଏ ଦୃଶ୍ୟ କହୁଛି ଦାୟିତ୍ୱ ଓ ଶିକ୍ଷା ଉଭୟର ଗୁରତ୍ୱ ବୁଝିଥିବା ପିଲାଟି ଜୀବନ ଅସଲ ପରୀକ୍ଷା��ୁ ସାମ୍ନା କରିଛି | ବୋଧ ହୁଏ ପ୍ରକୃତ ଜ୍ଞାନର ଅର୍ଥ ଚିତ୍ରରେ ଥିବା ଝିଅଟି ଆମଠୁ ଅଧିକ ବୁଝିଛି |
#କଥା_ହୃଦୟ
ର🥀
pradeep 🇮🇳
@beingpradeep
8 months ago
ଜୟ ଜଗନ୍ନାଥ 🙏
beingpradeep
retweeted
🦋šrαdhα🦋
@princess_sradha
8 months ago
ଜୀବନରେ ସବୁ ଲଢେଇ ସେଇଦିନ ଜିତି ଯିବି ମଣିମା ଯେଉଁ ଦିନ ତୁମ ଚକା ଆଖି ମୋ ଉପରେ ଥିବ ଆଉ ମୋ ଆଖି ସବୁଦିନ ପାଇଁ ବନ୍ଦ ହେଇ ଯାଇ ଥିବ🥺🙏
beingpradeep
retweeted
🦋šrαdhα🦋
@princess_sradha
8 months ago
"ବଡ଼ ବଡ଼ୁଆ ହୋ ! ଅନ୍ଧାରରେ ଆସି ଆଲୁଅରେ ଯାଅ । ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚେ ଗଡ଼ଗଡ଼ଉ ଥାଅ ।" ପବିତ୍ର ଦୀପାବଳି ଓ କାଳୀ ପୂଜାର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା 🙏
#କାଳୀପୂଜା
#ବଡ଼ବଡ଼ୁଆ
#ଦୀପାବଳି
beingpradeep
retweeted
🦋šrαdhα🦋
@princess_sradha
8 months ago
ପବିତ୍ର ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି🎇ମୋ ଘର ଆଜି ପୁରା ଚମକୁଛି 🎇🎑
#HappyDiwali
#ଦୀପାବଳି
pradeep 🇮🇳
@beingpradeep
8 months ago
@RabiPar44227394
@princess_sradha
❤️❤️
beingpradeep
retweeted
🦋šrαdhα🦋
@princess_sradha
8 months ago
"ବାପା" ଏହା ଏକ ଶବ୍ଦ ନୁହେଁ... ଏହା ଅତୁଟ ବିଶ୍ୱାସ ଆଉ ଅସରନ୍ତି ପ୍ରେମ..🥺❤️
#ବାପା
pradeep 🇮🇳
@beingpradeep
8 months ago
@SangitaSethy
ଆମର ଖେଳ ସାର୍ ହିନ୍ଦୀ ପଢ଼ାଉଥିଲେ 😑
pradeep 🇮🇳
@beingpradeep
8 months ago
ଆଧୁନିକ ଓଡ଼ିଶା ର ବିନ୍ଧାଣୀ, ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ
@naveen_odisha
ଙ୍କୁ ଜନ୍ମ ଦିନର ଅ���େକ ଶୁଭେଚ୍ଛା💐🎉✨
#NaveenPatna
ik
🦋šrαdhα🦋
@princess_sradha
8 months ago
ବିଚକ୍ଷଣ ରାଜନେତା ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା🎉🙏 ଜଗତର ନାଥ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ରଖନ୍ତୁ ଓ ଦୀର୍ଘାୟୁ କରନ୍ତୁ 🙏🙏ଆପଣଙ୍କ ନେତୃତ୍ଵ ଏବଂ ଅବଦାନକୁ ଓଡ଼ିଶାବାସୀ ସବୁବେଳେ ମନେ ରଖିବେ🙏
#NaveenPatnaik
#ଜନ୍ମଦିନ
Last Seen Users on Sotwe
さかいそが
Seen from
Indonesia
didem denizlican
Seen from
Turkey
👑تيتو👑
Seen from
Egypt
Steevy Boulette
Seen from
France
Viking Lust
Seen from
Germany
nady ₊˚⊹ᰔ
Seen from
Indonesia
⭐️ TS-TAMMY10INCH ⭐️
Teguh Tarigan
Seen from
Indonesia
smile
Seen from
Singapore
JAY 🔱
Seen from
Indonesia
Trends for you
1
Michelle Obama
Under 10K tweets
2
Ilia
Under 10K tweets
3
Good Monday
Under 10K tweets
4
#UFCFreedom250
Under 10K tweets
5
#HANxTods
Under 10K tweets
6
#UFC250
Under 10K tweets
7
Canes
Under 10K tweets
8
Arman
Under 10K tweets
9
Medal of Honor
Under 10K tweets
10
#MondayMotivation
Under 10K tweets
Most Popular Users
1
Elon Musk
@elonmusk
240.3M followers
2
Barack Obama
@barackobama
119.3M followers
3
Donald J. Trump
@realdonaldtrump
111.6M followers
4
Cristiano Ronaldo
@cristiano
109.5M followers
5
Narendra Modi
@narendramodi
107M followers
6
Rihanna
@rihanna
97.4M followers
7
NASA
@nasa
92.1M followers
8
Justin Bieber
@justinbieber
90.7M followers
9
KATY PERRY
@katyperry
87.1M followers
10
Taylor Swift
@taylorswift13
80.9M followers
11
Lady Gaga
@ladygaga
72.5M followers
12
Kim Kardashian
@kimkardashian
69.5M followers
13
Virat Kohli
@imvkohli
69.1M followers
14
YouTube
@youtube
68.6M followers
15
Bill Gates
@billgates
63.6M followers
16
The Ellen Show
@theellenshow
62.5M followers
17
CNN
@cnn
61.9M followers
18
Neymar Jr
@neymarjr
61.7M followers
19
X
@x
60.9M followers
20
Selena Gomez
@selenagomez
60.2M followers
Olivia
Online
✨
⭐
💫